ଜାତୀୟ

ମନ୍ଦିର କାହାର ବ୍ୟକ୍ତିଗତ ସମ୍ପତ୍ତି ନୁହେଁ : ଷ୍ଟାଲିନ…

ଚେନ୍ନାଇ,୪।୧୨ : ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ରବିବାର କହିଛନ୍ତି ଯେ ମନ୍ଦିରଗୁଡ଼ିକ ଜନସାଧାରଣଙ୍କ ପାଇଁ ଏବଂ ଏହା କାହାର ବ୍ୟକ୍ତିଗତ ସମ୍ପତ୍ତି ନୁହେଁ। ତିରୁଭନମିୟୁରସ୍ଥିତ ଅରୁଲମିଗୁ ମରୁନଥିଶ୍ୱର ମନ୍ଦିରରେ ୩୧ ଦମ୍ପତିଙ୍କ ଏକ ସାମୁହିକ ବିବାହ ଉତ୍ସବରେ ଯୋଗଦେଇ ସେ…

ଜାନୁୟାରୀ ୨୬ରୁ କଂଗ୍ରେସ ଆରମ୍ଭ କରିବ ‘ ହାତ ସେ ହାତ ଯୋଡୋ’ ଅଭିଯାନ…

ନୂଆଦିଲ୍ଲୀ,୪।୧୨ : କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ଦ୍ୱାରା ଗଠିତ କଂଗ୍ରେସ ପରିଚାଳନା କମିଟିର ପ୍ରଥମ ବୈଠକ ରବିବାର ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଦଳର ବରିଷ୍ଠ ନେତାମାନେ ଏହାର ସାଂଗଠନିକ ପ୍ରସଙ୍ଗ ଉପରେ ଆଲୋଚନା କରିବା ବ୍ୟତୀତ ଦଳର…

ଦୁର୍ଗାପୁରରେ ନିର୍ମାଣ ହେବ ଗ୍ରୀନ ହାଇଡ୍ରୋଜେନ ପ୍ଲାଣ୍ଟ, ଶକ୍ତି କ୍ଷେତ୍ରରେ ୧୧,୯୦୦ କୋଟି ନିବେଶ…

କୋଲକାତା,୪।୧୨ : ପଶ୍ଚିମବଙ୍ଗ ସରକାର ଦୁର୍ଗାପୁରରେ ଗ୍ରାନ୍‌ ହାଇଡ୍ରୋଜେନ ପ୍ଲାଣ୍ଟ ସ୍ଥାପନ କରିବାକୁ ଯୋଜନା କରୁଛନ୍ତି। ରାଜ୍ୟଶକ୍ତି ମନ୍ତ୍ରୀ ଅରୁପ ବିଶ୍ୱାସ ସୂଚନା ଦେଇଛନ୍ତି ଯେ ଗ୍ରୀନ୍‌ ହାଇଡ୍ରୋଜେନ ଉତ୍ପାଦନ ପାଇଁ କେନ୍ଦ୍ର ସରକାର ରାଜ୍ୟକୁ ଏକ ସମ୍ଭାବ୍ୟ କ୍ଷେତ୍ର ଭାବରେ…

ଦୈନିକ ସଂକ୍ରମଣ ୨୨୬, ମୃତ୍ୟୁ ସଂଖ୍ୟା ୧…

ନୂଆଦିଲ୍ଲୀ, ୪।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୫ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ପୁଣି ବଢ଼ିଛି। ଦୈନିକ ସଂକ୍ରମଣ…

ଏମସିଡି ନିର୍ବାଚନ : ୧୦୦ ବର୍ଷରୁ ଅଧିକ ବୟସ୍କ ୨୨୯ ଭୋଟର, ୮୦-୧୦୦ ବୟସ୍କ ୧,୦୪,୩୦୧ ଭୋଟର…

ନୂଆଦିଲ୍ଲୀ,୪।୧୨ : ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେଶନ (ଏମସିଡି ) ନିର୍ବାଚନ ପାଇଁ ମତଦାନ ରବିବାର ଆଠଟାରୁ ଆରମ୍ଭ ହୋଇଛି। ଚଳିତ ଥର ଭୋଟ ପାଇଁ ମୋଟ ୧୩,୬୩୮ ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି। ସେଥିରେ ୬୮ଟି ମଡେଲ ମତଦାନ କେନ୍ଦ୍ର ଅଛି…

ଗନ୍‌-ଗର୍ଲଫ୍ରେଣ୍ଡ-ଗ୍ଲାମର : ପଞ୍ଜାବରେ ବେଲଗାମ ଅଣ୍ଡରଓ୍ବାଲର୍‌ଡ…

ଚଣ୍ଡିଗଡ଼,୪।୧୨ : ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ଦାବି କରିଛନ୍ତି ଯେ ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡ ଘଟାଇଥିବା ଗୋଲ୍ଡି ବରାଡଙ୍କୁ ଆମେରିକୀୟ ପୋଲିସ ଗିରଫ କରିଛି। ବାସ୍ତବରେ, ପଞ୍ଜାବର ମାନସା ଜିଲାରେ ମୁସେୱାଲା ଓରଫ ଶୁଭଦୀପ ସିଂ ସିଦ୍ଧୁଙ୍କୁ ମେ ୨୯…

ସଙ୍କଟ ସମୟରେ ଦେଶର ସୁରକ୍ଷା କରୁଛି ନୌସେନା : ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୪।୧୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ନୌସେନା ଦିବସ ଅବସରରେ ନୌସେନାକୁ ପ୍ରଶଂସା କରି କହିଛନ୍ତି ଯେ ଏହା ଦେଶକୁ ନିରନ୍ତର ରକ୍ଷା କରିଆସୁଛି । ସଙ୍କଟ ସମୟରେ ଦେଶର ସୁରକ୍ଷା କରୁଛି। ନୌସେନା କଠିନ ସ୍ଥିତିରେ ମଧ୍ୟ ନିଜର…

ବିବାହ ଦ୍ୱାରା ଧର୍ମାନ୍ତରୀକରଣ ନିୟମ ହଟୁ : ସୁପ୍ରିମ୍‌କୋର୍ଟରେ ଗୁଜରାଟ ସରକାରଙ୍କ ସତ୍ୟପାଠ…

ନୂଆଦିଲ୍ଲୀ,୪।୧୨ : ବାଧ୍ୟତାମୂଳକ ଧର୍ମାନ୍ତରୀକରଣ ପ୍ରସଙ୍ଗରେ ଗୁଜରାଟ ସରକାର ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରିଛନ୍ତି। ଦେଶରେ ଧର୍ମାନ୍ତରୀକରଣ ବିରୁଦ୍ଧରେ କଡା ଆଇନ ପ୍ରଣୟନ କରିବାକୁ ସରକାର ମଧ୍ୟ ସମର୍ଥନ କରିଛନ୍ତି। ଲୋଭ, ପ୍ରଲୋଭନ, ଧମକ ଦ୍ୱାରା ବାଧ୍ୟତାମୂଳକ ଧର୍ମାନ୍ତରୀକରଣ ବିରୋଧରେ…

୨୬ ଆବାସିକ କୋଠା-୪ କମର୍ସିଆଲ ବିଲ୍ଡିଂ ଥିବା ଏମସିଡିର ସବୁଠାରୁ ଧନୀ ପ୍ରାର୍ଥୀଙ୍କର ନାହିଁ କାର : ସତ୍ୟପାଠ ରିପୋର୍ଟ…

ନୂଆଦିଲ୍ଲୀ,୪।୧୨ : ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେଶନ (ଏମସିଡି)ର ସମସ୍ତ ୨୫୦ ଟି ଆସନରେ ଭୋଟ ଗ୍ରହଣ ରବିବାର ଆରମ୍ଭ ହୋଇଛି। ଭୋଟର ମୋଟ ୧,୩୪୯ ଜଣ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଣ୍ଣୟ କରିବେ। ପ୍ରାର୍ଥୀମାନେ ସେମାନଙ୍କର ନିଜସ୍ବ ସତ୍ୟପାଠ ଦାଖଲ କରିଛନ୍ତି। ଏହା…

ଗୁଜରାଟ ନିର୍ବାଚନ ପ୍ରଚାର ଶେଷ

ଅହମଦାବାଦ,୪।୧୨: ଦ୍ୱିତୀୟ ପର୍ଯ୍ୟାୟ ଗୁଜରାଟ ବିଧାନସଭା ନିର୍ବାଚନ ଲାଗି ଚାଲିଥିବା ହାଇଭୋଲ୍ଟେଜ୍‌ ପ୍ରଚାର ଶନିବାର ଅପରାହ୍ନ ୫ଟାରେ ଶେଷ ହୋଇଛି। ୫ ତାରିଖରେ ୯୩ ଆସନ ଲାଗି ଦ୍ୱିତୀୟ ପର୍ଯ୍ୟାୟରେ ଭୋଟଗ୍ରହଣ ହେବାକୁ ଥିବାବେଳେ ପ୍ରଚାର ଶେଷ ଦିନରେ ବିଭିନ୍ନ ଦଳର…

ପାର୍ଲାମେଣ୍ଟ ପ୍ରଣୀତ ଆଇନକୁ ସୁପ୍ରିମକୋର୍ଟ ରଦ୍ଦ କରିବା ବିଶ୍ୱରେ ବିରଳ: ଉପରାଷ୍ଟ୍ରପତି

ନୂଆଦିଲ୍ଲୀ,୪।୧୨: ପାର୍ଲାମେଣ୍ଟ ପ୍ରଣିତ ଜାତୀୟ ନ୍ୟାୟିକ ନିଯୁକ୍ତି କମିଶନ ଆଇନ (ଏନ୍‌ଜେଏସି)କୁ ସୁପ୍ରିମକୋର୍ଟ ରଦ୍ଦ କରିଦେବା ବିଶ୍ୱରେ ବିରଳ ଉଦାହରଣ ବୋଲି ଉପରାଷ୍ଟ୍ରପତି ଜଗଦୀପ୍‌ ଧନକର କହିଛନ୍ତି। ଏନେଇ ପାର୍ଲାମେଣ୍ଟରେ ଆଲୋଚନା ନ ହେବା ଗୁରୁତର ପ୍ରସଙ୍ଗ ବୋଲି ସେ ମତ…

ନୌସେନା ଦିବସ: ୧୯୭୧ ଯୁଦ୍ଧରେ ପାକିସ୍ତାନ ବିରୋଧରେ ବିଜୟ ସହ ସମ୍ପର୍କ ରହିଛି ନୌସେନା ଦିବସର

ନୂଆଦିଲ୍ଲୀ,୪ ।୧୨: ଭାରତୀୟ ନୌସେନା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ନୌସେନା ମଧ୍ୟରୁ ଅନ୍ୟତମ । ଭାରତୀୟ ନୌସେନା ଦେଶର ସୁରକ୍ଷାକୁ ନେଇ ସବୁବେଳେ ଜାଗ୍ରତ ରହିଛି । ଇଣ୍ଡିଆନ ନାଭି ସମୟ ସହ ନିଜର ଶକ୍ତିକୁ ବିକଶିତ କରି ଚାଲିଛି ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri