ଜାତୀୟ

ଜମ୍ମୁ-କଶ୍ମୀର ଜନସାଧାରଣ ମୌଳିକ ଅଧିକାରରୁ ହେଉଛନ୍ତି ବଞ୍ଚିତ: ସିଜେଆଇଙ୍କୁ ମେହବୁବାଙ୍କ ଚିଠି…

ଶ୍ରୀନଗର,୩୧।୧୨ : ଜମ୍ମୁ-କଶ୍ମୀରରେ ଜନସାଧାରଣଙ୍କର ମୌଳିକ ଅଧିକାରର ଉଲ୍ଲଂଘନ ହେଉଛି। ନସାଧାରଣ ମୌଳିକ ଅଧିକାରରୁ ବଞ୍ଚିତ ହେଉଛନ୍ତି।ଏନେଇ ପିଡ଼ିପି ଅଧ୍ୟକ୍ଷା ମେହବୁବା ମୁଫତି ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କୁ ଚିଠି ଲେଖିଛନ୍ତି। ଦେଶରେ ଏବେ ସାମ୍ବିଧାନିକ ବ୍ୟବସ୍ଥାରେ ଉଲ୍ଲେଖ…

ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ରାହୁଲଙ୍କୁ ସମର୍ଥନ କଲେ ନୀତିଶ…

ପାଟନା,୩୧।୧୨ : ୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରାଯିବାକୁ ବିବହାର ମୁଖ୍ୟନ୍ତ୍ରୀ ନୀତିଶ କୁମାର ସମର୍ଥନ କରିଛନ୍ତି। ଏଭଳି କହି ସେ ପ୍ରଧାନମନ୍ତ୍ରୀ ଦୌଡ଼ରେ ନଥିବା ସ୍ପଷ୍ଟ କରିଛନ୍ତି। ଶନିବାର ସେ କହିଛନ୍ତି ଆଗାମୀ…

ନୂଆବର୍ଷ ପୂର୍ବରୁ ଦୁର୍ଘଟଣା, ନିର୍ମାଣଧୀନ କୋଠାର ଛାତ ଭୁଶୁଡ଼ିଲା, ବହୁ ଶ୍ରମିକ ଭଙ୍ଗା ଛାତ ତଳେ ଥିବା ଆଶଙ୍କା…

ମୋହାଲି,୩୧।୧୨ : ନୂଆବର୍ଷ ପୂର୍ବରୁ ପଞ୍ଜାବର ମୋହାଲିରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଏକ ନିର୍ମାଣଧୀନ କୋଠାର ଛାତ ଭୁଶୁଡ଼ି ପଡ଼ିଛି। ଏହାଯୋଗୁ ବହୁ ଶ୍ରମିକ ଭଙ୍ଗା ଛାତ ତଳେ ଥିବା ଆଶଙ୍କା ପ୍ରକାଶ ପାଇଛି। ଖରଡ଼ର ସେକ୍ଟର ୧୨୬ରେ…

ନୂଆବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି…

ନୂଆଦିଲ୍ଲୀ,୩୧।୧୨ : ନୂତନ ବର୍ଷ ୨୦୨୩ ଉପଲକ୍ଷେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଦେଶର ଏକତା, ଅଖଣ୍ଡତା ଏବଂ ବିକାଶ ପାଇଁ ନିଜକୁ ସମର୍ପିତ କରିବା ପାଇଁ ପ୍ରତିଶ୍ରୁତି ଦେବାକୁ ଲୋକମାନଙ୍କୁ ଆହ୍ବାନ ଦେଇଛନ୍ତି । ରାଷ୍ଟ୍ରପତି ମୁର୍ମୁ…

ମୁଁ ଲେଖିକି ଦେଉଛି, ମଧ୍ୟପ୍ରଦେଶରେ ଭାଜପାକୁ କେଉଁଠି ଦେଖିବାକୁ ମିଳିବିନି: ରାହୁଲ

ନୂଆଦିଲ୍ଲୀ,୩୧ା୧୨: କଂଗ୍ରେସ ନେତା ରହୁଲ ଗାନ୍ଧୀ ଶନିବାର ଦୃଢତାର ସହ କହିଛନ୍ତି, ମୁଁ ଆପଣଙ୍କୁ ଗୋଟିଏ କଥା ଲେଖିକି ଦେଉଛି, ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନକୁ କଂଗ୍ରେସ ପୋଛିନେବ। ଭାଜପାକୁ କେଉଁଠି ହେଲେ ଦେଖିବାକୁ ମିଳିବନି। ଏନେଇ ମୁଁ ଗ୍ୟାରେଣ୍ଟି ଦେଉଛି। ମଧ୍ୟପ୍ରଦେଶରେ…

ଆଇନଜୀବୀଙ୍କ କୋର୍ଟରେ ହାଜର ହେବା ସହଜ ହେବ: ଜାନୁୟାରୀ ୨ରୁ ଅନଲାଇନ ମଡ୍ୟୁଲ…

ନୂଆଦିଲ୍ଲୀ,୩୧।୧୨ : ଆଇନଜୀବୀମାନଙ୍କ ପାଇଁ କୋର୍ଟରେ ହାଜର ହେବା ପ୍ରକ୍ରିୟାକୁ ସହଜ କରିବା ପାଇଁ ସୁପ୍ରିମକୋର୍ଟ ଏକ ଅନଲାଇନ ମଡ୍ୟୁଲ ପ୍ରସ୍ତୁତ କରିଛନ୍ତି। ୨୦୨୩ ଜାନୁଆରୀ ୨ ରୁ ଏହି ମଡ୍ୟୁଲ କାର୍ଯ୍ୟକାରୀ ହେବ। ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ ଡିସେମ୍ବର…

କର୍ନାଟକରେ ଭାଜପା ଏକୁଟିଆ ନିର୍ବାଚନ ଲଢ଼ିବ: ଶାହା…

ବେଙ୍ଗାଲୁରୁ,୩୧।୧୨ : କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଛନ୍ତି ଯେ କର୍ନାଟକରେ ଭାଜପା ଏକୁଟିଆ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ୨୦୨୩ ରେ ହେବାକୁ ଥିବା ରାଜ୍ୟ ବିଧାନସଭା ନିର୍ବାଚନ ସମ୍ପର୍କରେ ସେ କର୍ନାଟକରେ ଅସମ୍ପୂର୍ଣ୍ଣ ସରକାର ଗଠନ ନକରିବାକୁ, ଦୁଇ…

୨୦୨୪ ରେ ପୁଣି ପ୍ରଧାନମନ୍ତ୍ରୀ ହେବେ ମୋଦି: ହିମନ୍ତ ବିଶ୍ବ ସରମା…

ଗୁଆହାଟୀ,୩୧।୧୨ : ୨୦୨୪ ରେ ହେବାକୁ ଥିବା ଲୋକସଭା ନିର୍ବାଚନରେ କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷମତାକୁ ଫେରିବେ। ଶନିବାର ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ସରମା ଏଭଳି କହିଛନ୍ତି। ସେ କହିଛନ୍ତି ଯେ ୨୦୨୪ ସାଧାରଣ…

‘ଇଞ୍ଚେ ଜାଗା ବି ନେଇପାରିବନି ଚାଇନା’

ନୂଆଦିଲ୍ଲୀ,୩୧ା୧୨ :ହିମବୀର ଥାଉ ଥାଉ ଚିନ୍ତା କରିବାର କିଛି ନାହିଁ। ଇଞ୍ଚେ ଜାଗା ବି ନେଇପାରିବ ନାହିଁ ଚାଇନା। ବେଙ୍ଗାଲୁରୁରେ ଶନିବାର ଆଇଟିବିପିର ଏକ ନୂଆ କାର୍ଯ୍ୟାଳୟ ଏବଂ ଆବାସିକ ଭବନକୁ ଉଦ୍‌ଘାଟନ କରିବା ସମୟରେ  କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ…

୩୬୫ ଦିନରେ ୭୩ ମାମଲାରେ ୩୬୮ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜଶିଟ୍‌, ଦୋଷୀ ସାବ୍ୟସ୍ତ ହାର ୯୪.୩୯ ପ୍ରତିଶତ…

ନୂଆଦିଲ୍ଲୀ,୩୧।୧୨ : ଜାତୀୟ ଅନୁସନ୍ଧାନ ଏଜେନ୍ସି ’ଏନଆଇଏ’ ୨୦୨୨ ମସିହାରେ ଜିହାଦି ଆତଙ୍କବାଦକୁ ଏକ ବଡ ଝଟକା ଦେଇଛି। ଗତ କିଛି ବର୍ଷ ତୁଳନାରେ, ଚଳିତ ବର୍ଷ ଏନଆଇଏ ଆତଙ୍କବାଦ ସହ ଜଡିତ ସର୍ବାଧିକ ମାମଲା ଅନୁସନ୍ଧାନ କରିଛି। ୨୦୨୨ମସିହାରେ ୩୬୫…

ଭାଜପା-ଆରଏସଏସ ମତେ ଟାର୍ଗେଟ କରୁଥିବାରୁ ମୁଁ ସେମାନଙ୍କୁ ଧନ୍ୟବାଦ ଜଣାଇ ଗୁରୁ ଭାବେ ସ୍ବୀକାର କରୁଛି: ରାହୁଲ…

ନୂଆଦିଲ୍ଲୀ,୩୧।୧୨ : ରାହୁଲ ଗାନ୍ଧୀ ଭାରତ ଯୋଡୋ ଯାତ୍ରାରେ ଏପର୍ଯ୍ୟନ୍ତ ତାଙ୍କର ଯାତ୍ରା ଅନୁଭୂତି ଗଣମାଧ୍ୟମକୁ ଜଣାଇଛନ୍ତି। ଏହା ସହିତ ସେ କେନ୍ଦ୍ର ସରକାରଙ୍କୁ ଅନେକ ପ୍ରଶ୍ନ ମଧ୍ୟ ପଚାରିଛନ୍ତି। ରାହୁଲ କହିଛନ୍ତି ଯେ ଏହି ଯାତ୍ରା ହିଂସା ବିରୁଦ୍ଧରେ। ଏହା…

୧୪ ଦିନିଆ ନ୍ୟାୟିକ ହେପାଜତରେ ଶିଜାନ

ମୁମ୍ବାଇ: ଟେଲିଭିଜନ ଅଭିନେତ୍ରୀ ତୁନିଷା ଶର୍ମା ଆତ୍ମହତ୍ୟା କରିବା ପରେ ତାଙ୍କର କୋ-ଷ୍ଟାର ଶିଜାନ ଖାଁଙ୍କ ଅଡୁଆ ବଢିବାରେ ଲାଗିଛି । ଶନିବାର ତାଙ୍କର ପୋଲିସ କଷ୍ଟ୍ୟୁଡି ଶେଷ ହୋଇଛି । ଏହା ପୂର୍ବରୁ ପୋଲିସ ତାଙ୍କୁ ଭସଇ କୋର୍ଟରେ ହାଜର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri