ଜାତୀୟ

୨ ଭାରତୀୟ ଖବରଦାତାଙ୍କ ଭିଜା ସିଜ୍‌ କଲା ଚାଇନା

ନୂଆଦିଲ୍ଲୀ,୭ା୪: ଭାରତର ୨ ଜଣ ଖବରଦାତାଙ୍କ ଭିଜାକୁ ଚାଇନା ବାଜ୍ୟାପ୍ତ କରିଛି। ସେମାନେ ହେଲେ ‘ଦି ହିନ୍ଦୁ’ର ଅନନ୍ତ କ୍ରିଷ୍ଣନ୍‌ ଓ ପ୍ରସାର ଭାରତୀ ସାମ୍ବାଦିକ ଅଂଶୁମାନ ମିଶ୍ର। ଉଭୟେ ବର୍ତ୍ତମାନ ଭାରତରେ ଥିବାବେଳେ ଚାଇନାକୁ ଯିବା ପାଇଁ ଅନୁମତି ପାଇବେ…

ଗିରଫ ହେବାର ଗୋଟିଏ ଦିନ ପରେ ବନ୍ଦି ସଞ୍ଜୟଙ୍କୁ ମିଳିଲା ଜାମିନ

ହାଇଦ୍ରାବାଦ,୭।୪: ତେଲଙ୍ଗାନା ଭାଜପା ମୁଖ୍ୟ ବନ୍ଦି ସଞ୍ଜୟ କୁମାରଙ୍କୁ ଏସ୍‌ଏସ୍‌ସି ପ୍ରଶ୍ନପତ୍ର ଲିକ ଅଭିଯୋଗରେ ବୁଧବାର ରାତିରେ ଗିରଫ କରାଯାଇଥିବା ବେଳେ ଗୋଟିଏ ଦିନ ଅର୍ଥାତ୍‌ ଗୁରୁବାର ତାଙ୍କୁ ପ୍ରଦାନ କରାଯାଇଛି। ତେବେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଭାଜପା ପ୍ରତ୍ୟାଖ୍ୟାନ…

ପାର୍ଲାମେଣ୍ଟ ଚଳାଇଦେଲେନି

ନୂଆଦିଲ୍ଲୀ,୭ା୪: ପାର୍ଲାମେଣ୍ଟର ବଜେଟ ଅଧିବେଶନ ଗୁରୁବାର ଶେଷ ହେଇଛି। ଏଥିସହ ଉଭୟ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ମୋଟାମୋଟି ଭାବେ ଦେଖିଲେ ସଂସଦର ପ୍ରଦର୍ଶନ ଆଦୌ ଆଶାନୁରୂପ ହୋଇନାହିଁ। କାରଣ ଅଧିବେଶନ ବେଳେ ପୂର୍ବ ନିର୍ଦ୍ଧାରିତ ଅବଧି…

ମୁଦ୍ରାସ୍ଫୀତି ଲକ୍ଷ୍ୟ ୫.୨%କୁ ହ୍ରାସ କଲା ଆର୍‌ବିଆଇ

ନୂଆଦିଲ୍ଲୀ,୭ା୪: ଜଳବାୟୁ ସ୍ଥିତିର ପ୍ରତିକୂଳ ପ୍ରଭାବ ସତ୍ତ୍ୱେ ୨୦୨୪ ଆର୍ଥିକ ବର୍ଷରେ ମୁଦ୍ରାସ୍ଫୀତି ହାର ୫.୨ ପ୍ରତିଶତ ରହିବ ବୋଲି ଭାରତର ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଆକଳନ କରିଛି। ଗତ ଫେବୃୟାରୀ ମୁଦ୍ରାନୀତି ଘୋଷଣା ବେଳେ ମୁଦ୍ରାସ୍ଫୀତି ହାର ୫.୩ ପ୍ରତିଶତ…

ଆଇସ୍‌କ୍ରିମ୍‌ ଖାଇ ୫୫ ଅସୁସ୍ଥ, ୨ ଗୁରୁତର

ଖାରଗାଁଓ,୬।୪: ମଧ୍ୟପ୍ରଦେଶ ଖାରଗାଁଓ ଜିଲା ଛତଲ ଗ୍ରାମରେ ଏକ ଅଘଟଣ ଘଟିଛି। ଏକ ଧାର୍ମିକ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୫୫ଜଣ ଅସୁସ୍ଥ ହୋଇଛନ୍ତି। ଅସୁସ୍ଥଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ସେମାନଙ୍କୁ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି। ଆଇସ୍‌କ୍ରିମର…

ଅକ୍ସଫାମ୍‌ ବିରୋଧରେ ସିବିଆଇ ଯାଞ୍ଚ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୬ା୪: ଅକ୍ସଫାମ୍‌ ଦ୍ୱାରା ବିଦେଶୀ ପାଣ୍ଠି ଆଇନ ଉଲ୍ଲଂଘନ ହୋଇଥିବା ଅଭିଯୋଗ ପରେ କେନ୍ଦ୍ର ସରକାର ଏହାର ସିବିଆଇ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ବିଦେଶ ଅନୁଦାନ (ନିୟମାବଳୀ) ସଂଶୋଧନ ଆଇନ (ଏଫ୍‌ସିଆର୍‌ଏ) କାର୍ଯ୍ୟକାରୀ ହେବା ପରେ ମଧ୍ୟ…

ବର୍ଦ୍ଧିତ କରୋନା ମାମଲାକୁ ନେଇ ଆଲର୍ଟରେ କେନ୍ଦ୍ର ସରକାର: ଶୁକ୍ରବାର ସମସ୍ତ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ ମନସୁଖ ମାଣ୍ଡଭିଆ

ନୂଆଦିଲ୍ଲୀ,୬।୪: ଦେଶର ଅନେକ ରାଜ୍ୟରେ କୋଭିଡ-୧୯ର ବର୍ଦ୍ଧିତ ମାମଲାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ମଧ୍ୟ ଆଲର୍ଟ ମୋଡରେ ଆସିଯାଇଛନ୍ତି। କୋଭିଡ-୧୯ର ସ୍ଥିତିର ଆକଳନ କରିବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିଆ ଶୁକ୍ରବାର ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ…

ରାହୁଲ-ପ୍ରିୟଙ୍କାଙ୍କୁ ଭେଟିଲେ ସିଦ୍ଧୁ: କହିଲେ, ଗୋଟିଏ ଇଞ୍ଚ ପଛକୁ ଘୁଞ୍ଚିବୁ ନାହିଁ

ନୂଆଦିଲ୍ଲୀ,୬।୪: କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ଦଳର ନେତା ରାହୁଲ ଗାନ୍ଧୀ ଏବଂ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଭେଟିଛନ୍ତି। ଏହି ସାକ୍ଷାତକାରର ଏକ ଫଟୋକୁ ସେ ଟୁଇଟ କରିଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।…

କରୋନା ଭାଇରସ ସଂକ୍ରମଣକୁ ନେଇ ମୋଦି ସରକାର ନେଇ ପାରନ୍ତି ବଡ ନିଷ୍ପତ୍ତି

ନୂଆଦିଲ୍ଲୀ,୬।୪: ଦେଶରେ ବେଳକୁ ବେଳ ବଢି ଚାଲିଥିବା କରୋନା ସଂକ୍ରମଣ ଏବେ କେନ୍ଦ୍ର ସରକାରଙ୍କୁ ଚିନ୍ତାରେ ପକାଇ ଦେଇଛି। ଏହି କାରଣରୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବିୟ କରୋନାର ଗମ୍ଭିରତାକୁ ଦେଖି ସବୁ ରାଜ୍ୟର ବୈଠକ ଡକାଇଛନ୍ତି। ଶୁକ୍ରବାର ହେବାକୁ ଥିବା…

ଶ୍ରୀନଗରରେ ଭାଜପା ସ୍ଥାପନା ଦିବସ ପାଳିତ: ଦଳ କହିଲା, ନିର୍ବାଚନ ପାଇଁ ଆମେ ପ୍ରସ୍ତୁତ

ଶ୍ରୀନଗର,୬।୪: ଭାରତୀୟ ଜନତା ପାର୍ଟିର କଶ୍ମୀର ୟୁନିଟ ଶ୍ରୀନଗରରେ ଆୟୋଜିତ ଏକ କାର୍ଯ୍ୟକ୍ରମ ଜରିଆରେ ଦଳ ୪୩ତମ ସ୍ଥାପନା ଦିବସ ପାଳନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଭାଜପା କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି। ଦଳର ରାଜ୍ୟ ୟୁନିଟ…

ନ୍ୟାସନାଲ ପାର୍ଟିର ମାନ୍ୟତା ପାଇବାରେ ବିଳମ୍ବ ହେବାରୁ ହାଇକୋର୍ଟ ଗଲା ଏଏପି

ବେଙ୍ଗାଲୁରୁ,୬।୪: ସରକାରୀ ସ୍ତରରେ ଜାତୀୟ ମାନ୍ୟତା ପାଇବାରେ ବିଳମ୍ବ ଯୋଗୁ ଅରବିନ୍ଦ କେଜ୍‌ରିିୱାଲଙ୍କ ଆମ ଆଦମୀ ପାର୍ଟି (ଏଏପି) ଗୁରୁବାର କର୍ନାଟକ ହାଇକୋର୍ଟରେ ପହଞ୍ଚିଛି। ଏଏପି କର୍ନାଟକର ସଂଯୋଜକ ପୃଥ୍ବୀ ରେଡ୍ଡୀଙ୍କ ପକ୍ଷରୁ ହାଇକୋର୍ଟରେ ଏକ ଆବେଦନ କରାଯାଇଛି। ଆବେଦନରେ କୁହାଯାଇଛି…

ତୃତୀୟ ଚାର୍ଜଶିଟରେ ମଧ୍ୟ ସିସୋଡିଆଙ୍କ ନାମ ନାହିଁ: ଦାବି କଲା ଏଏପି

ନୂଆଦିଲ୍ଲୀ,୬।୪: ଅବକାରୀ ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ଏକ ସପ୍ଲିମେଣ୍ଟାରୀ ଚାର୍ଜଶିଟ ଦାଖଲ କରିଛି। ଏହି ଚାର୍ଜଶିିଟରେ ରାଜେଶ ଜୋଶୀ, ରାଘବ ମଗୁଣ୍ଟା ଏବଂ ଗୌତମ ମାଲହୋତ୍ରାଙ୍କ ବିରୋଧରେ ଦାଖଲ କରାଯାଇଥିଲା। ଇତିମଧ୍ୟରେ ଅରବିନ୍ଦ କେଜ୍‌ରିୱାଲଙ୍କ ଆମ ଆଦମୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?