ଜାତୀୟ

ତେଲଙ୍ଗାନାର ବିକାଶ ଦେଶ ପାଇଁ ଦୃଷ୍ଟାନ୍ତ

ହାଇଦ୍ରାବାଦ, ୧୬।୪: ହାଇଦ୍ରାବାଦ୍‌ରେ ଭାରତୀୟ ସମ୍ବିଧାନ ପ୍ରଣେତା ଡ. ବି.ଆର୍‌. ଆମ୍ବେଡ୍‌କରଙ୍କ ୧୨୫ ଫୁଟର ପ୍ରତିମୂର୍ତ୍ତି ଅନାବରଣ କରାଯାଇଛି। ଏ ନେଇ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଏବଂ ଆମ୍ବେଡ୍‌କରଙ୍କ ଅଣନାତି ପ୍ରକାଶ ଆମ୍ବେଡ୍‌କର ସାମିଲ…

ଗ୍ୟାଙ୍ଗଷ୍ଟର ଅତିକ ଅହମଦ, ଭାଇ ଅଶରଫଙ୍କୁ ହତ୍ୟା

ନୂଆଦିଲ୍ଲୀ, ୧୬।୪: ପ୍ରୟାଗରାଜର ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ଅତିକ ଅହମଦ ତାଙ୍କ ଭାଇ ଅଶରଫଙ୍କୁ ହତ୍ୟା କରାଯାଇଛି। ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫଙ୍କୁ ନେଇ ପୁଲିସ ମେଡିକାଲ ଯାଉଥିବା ବେଳେ ପ୍ରୟାଗରାଜର ମେଡିକାଲ କଲେଜ ନିକଟରେ ଏହି ହତ୍ୟାକାଣ୍ଡ ଘଟିଛି।…

ରାଜଧାନୀରେ କରୋନା ଆତଙ୍କ : ୨୪ ଘଣ୍ଟାରେ ୧୩୯୬ ମାମଲା,ସଂକ୍ରମଣ ହାର ୩୧ ପ୍ରତିଶତ…

ନୂଆଦିଲ୍ଲୀ, ୧୫।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି ବଢ଼ିଛି। ସେହିପରି ସକ୍ରିୟ…

ବୋମ୍ମାଇ କଲେ ନାମାଙ୍କନ ପତ୍ର ଦାଖଲ, ସମ୍ପତ୍ତି ପରିମାଣ ୪୯.୭୦ କୋଟି…

ବେଙ୍ଗାଲୁରୁ,୧୫।୪ : କର୍ନାଟକ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇ ଶନିବାର ମେ ’୧୦ରେ ରାଜ୍ୟରେ ହେବାକୁଥିବା ବିଧାନସଭା ନିର୍ବାଚନ ପାଇଁ ଶିଗଗାଓଁ ଆସନରୁ ଭଜପା ପ୍ରାର୍ଥୀ ଭାବରେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସର୍ବାଧିକ ଭୋଟ ସହ ପୁଣି ନିର୍ବାଚିତ ହେବାକୁ ସେ ଆତ୍ମବିଶ୍ୱାସ…

କେଜରିଓ୍ବାଲଙ୍କୁ ଭୟ କରୁଛନ୍ତି ପ୍ରଧାନମନ୍ତ୍ରୀ: ଏଏପି…

ନୂଆଦିଲ୍ଲୀ,୧୫।୪ : ସିବିଆଇ ଦ୍ୱାରା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ନିକଟକୁ ପଠାଯାଇଥିବା ସମନ ନେଇ ଆମ ଆଦମୀ ପାର୍ଟି ମୁଖପାତ୍ର ସୌରଭ ଭରଦ୍ୱାଜ ଭାଜପାକୁ କଡ଼ା ସମାଲୋଚନା କରିଛନ୍ତି। ଶନିବାର ଭରଦ୍ବାଜ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯଦି ଦେଶର…

୨୦-୨୫ ଆସନରେ କ୍ଷତି ସହିବ ଦଳ: ଟିକଟ ପାଇ ନ ଥିବା ପୂର୍ବତନ ଭାଜପା ମୁଖ୍ୟମନ୍ତ୍ରୀ..

ହୁବଲୀ,୧୫।୪ : କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟର ଏକ ବିଦ୍ରୋହୀ ମନୋଭାବ ଗ୍ରହଣ କରିଛନ୍ତି। ସେ କହିଛନ୍ତି ତାଙ୍କୁ ଟିକଟ ନ ମିଳିବା ଦ୍ୱାରା ରାଜ୍ୟରେ ଅତି କମରେ ୨୦ରୁ ୨୫ ଟି ବିଧାନସଭା ଆସନରେ ନକାରାତ୍ମକ ପ୍ରଭାବ ପଡିବ।…

ସମ୍ପୂର୍ଣ୍ଣ ମୋବାଇଲ ଟାଓ୍ବାର ଚୋରି କଲେ ଚୋର…

ପାଟନା,୧୫।୪ : ମୋବାଇଲ ଚୋରି ହେବା କଥା ଶୁଣିବାକୁ ମିଳିଥାଏ। କିନ୍ତୁ ବିହାରର ମୁଜାଫରପୁରରେ ଚୋରମାନଙ୍କର ଏକ ଅଦ୍ଭୁତ କାର୍ଯ୍ୟ ସାମ୍ନାକୁ ଆସିଛି। ଏହା ଯେ କେହି ଶୁଣି ଆଶ୍ଚର୍ଯ୍ୟ ହେବେ । ତେବେ ଚୋରମାନେ ଏହା କରିବା ପ୍ରଥମ ଘଟଣା…

କରି ନାହିଁ କିଛି ଭୁଲ: ଫଡନାଭିସ…

ମୁମ୍ବାଇ,୧୫।୪ : ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଶନିବାର ଏଠାରେ ଏକ କୋର୍ଟରେ ହାଜର ହୋଇଥିଲେ। ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା ସେ ତାଙ୍କ ୨୦୧୪ ନିର୍ବାଚନ ସତ୍ୟପାଠରେ ଅପରାଧିକ ମାମଲା ସମ୍ପର୍କରେ ପ୍ରକାଶ କରିନାହାଁନ୍ତି। ଫଡନାଭିସ କୋର୍ଟରେ ଏହି ସମସ୍ତ…

୩୦୦ ମିଟର ଗଭୀର ଖାଲକୁ ଖସିଲା ବସ: ୧୩ ମୃତ,୨୯ରୁ ଅଧିକ ଆହତ…

ମୁମ୍ବାଇ,୧୫।୪ : ଶନିବାର ସକାଳେ ମହାରାଷ୍ଟ୍ରର ରାୟଗଢରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଥିବା ଖାପୋଲି ଅଞ୍ଚଳରେ ଏକ ବସ ରାସ୍ତାରୁ ନିୟନ୍ତ୍ରଣ ହରାଇ ୩୦୦ ମିଟର ଗଭୀର ଖାଲରେ ପଡ଼ିଯାଇଥିଲା। ଏହି ଦୁର୍ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ…

କେଜ୍‌ରିଓ୍ବାଲ୍‌ଙ୍କୁ ଟାର୍ଗେଟ କଲେ ଆଇନ ମନ୍ତ୍ରୀ କିରେନ୍‌ ରିଜିଜୁ

ନୂଆଦିଲ୍ଲୀ, ୧୫।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବଂ ଆମ୍‌ ଆଦ୍‌ମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କୁ ଅବକାରୀ ନୀତି ଘୋଟାଲା ସମ୍ପର୍କରେ ସିବିଆଇ ସମନ ଜାରି କରିଛି। ଭାଜପା କେଜ୍‌ରିଓ୍ବାଲଙ୍କୁ ଗିରଫ କରିବାର ଷଡ଼ଯନ୍ତ୍ର କରୁଛି ବୋଲି ଆମ୍‌ ଆଦ୍‌ମୀ ପାର୍ଟି କହିଛି।…

ଏପ୍ରିଲ ୧୭ରେ ଦିଲ୍ଲୀ ବିଧାନସଭାର ବିଶେଷ ଅଧିବେଶନ

ନୂଆଦିଲ୍ଲୀ,୧୫।୪: ଦିଲ୍ଲୀ ବିଧାନସଭାରେ ୧୭ ଏପ୍ରିଲ(ସୋମବାର)କୁ ଦିନିକିଆ ବିଶେଷ ଅଧିବେଶନ ଡକାଯାଇଛି। ଏହି ବିଶେଷ ଅଧିବେଶନ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଡକାଯାଇଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ସିବିଆଇ ପକ୍ଷରୁ ସମନ ମିଳିବା ପରେ ଏହି ବିଶେଷ ଅଧିବେଶନ ଡକାଯାଇଛି। ସୂଚନାଯୋଗ୍ୟ, ଆମ…

ପୁଲଓ୍ବାମା ଆକ୍ରମଣ ନେଇ ସତ୍ୟପାଲ ମଲିକଙ୍କ ମନ୍ତବ୍ୟ: ଭାଜପାକୁ ଘେରିଲା କଂଗ୍ରେସ:…

ନୂଆଦିଲ୍ଲୀ,୧୫।୪ : ପୁଲଓ୍ବାମା ଆକ୍ରମଣ ନେଇ ସତ୍ୟପାଲ ମଲିକ ତାଙ୍କର ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଦ ୱାୟାରର ବରିଷ୍ଠ ଖବରଦାତା କରଣ ଥାପରଙ୍କୁ ଦେଇଥିବା ଏକ ସାକ୍ଷାତକାରରେ ସତ୍ୟପାଲ ମଲିକ ଦାବି କରିଛନ୍ତି ଯେ ପୁଲୱାମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?