ଜାତୀୟ

ଆସାମକୁ ୧୪ ହଜାର କୋଟିର ଉପହାର ଦେଲେ ପ୍ରଧାନମନ୍ତ୍ରୀ, ଗୁଆହାଟୀ ଏମ୍ସର କଲେ ଉଦ୍‌ଘାଟନ

ଦିଶପୁର,୧୪।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଆସାମ ଗସ୍ତରେ ଅଛନ୍ତି। ଏହି ଗସ୍ତ ସମୟରେ ରାଜ୍ୟକୁ ୧୪ ହଜାର ୩୦୦ କୋଟି ଟଙ୍କାର ଉପହାର ଦେଇଛନ୍ତି। ଏଥିସହ ଉତ୍ତର-ପୂର୍ବ ଭାରତର ପ୍ରଥମ ଏମ୍ସ ଏବଂ ୩ଟି ମେଡିକାଲ କଲେଜର ଉଦ୍‌ଘାଟନ କରିଛନ୍ତି।…

ଯୋଗୀଙ୍କ ବାର୍ତ୍ତାରେ କମ୍ପିଲା ପାକିସ୍ତାନ, ୟୁପି ଏନକାଉଣ୍ଟର ପରେ ସୀମାରେ ପ୍ରଭାବ

ଲକ୍ଷ୍ନୌ/ଇସଲାମାବାଦ,୧୪।୪: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଆକ୍ସନକୁ ନେଇ ନା କେବଳ ମାଫିଆ ଭୟ କରି ଯାଉଛନ୍ତି ବରଂ ଏହାର ପ୍ରଭାବ ପଡୋଶୀ ଦେଶ ପାକିସ୍ତାନ ଉପରେ ପଡୁଥିବା ଦେଖାଯାଇଛି। ଭାରତରେ ଯେଉଁଭଳି ଭାବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଆକ୍ସନ…

‘ମୋ ଯୋଗୀ ଭାଇଙ୍କ ଭଳି କେହି ନାହାନ୍ତି’: କଙ୍ଗନା

ମୁମ୍ବାଇ,୧୪।୪: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାଓ୍ବତ ଅନେକ ପ୍ରସଙ୍ଗକୁ ନେଇ ନିଜର ବୟାନ ଦେବାକୁ କେବେବି ପଛଘୁଞ୍ଚା ଦିଅନ୍ତି ନାହିଁ। ସେ ଫିଲ୍ମ ହେଉ ଅବା ରାଜନୀତି ଅବା ଆଇନ ବ୍ୟବସ୍ଥା। ନିକଟରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ…

‘କେଜରିଓ୍ବାଲ, ମନିଷ, ସତ୍ୟେନ୍ଦ୍ରଙ୍କୁ ଦେଇ ଦିଅ ବିଷ ପୁଡିଆ’, ଇଡିର ଯାଞ୍ଚକୁ ନେଇ ବର୍ଷିଲେ ଏଏପି ଏମପି ସଞ୍ଜୟ ସିଂ

ନୂଆଦିଲ୍ଲୀ,୧୪।୪: ଆମ ଆଦମୀ ପାର୍ଟି(ଏଏପି) ଏମପି ସଞ୍ଜୟ ସିଂ ଶୁକ୍ରବାର ଏକ ପ୍ରେସ କନଫରେନ୍ସ କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଅବକାରୀ ନୀତି ମାମଲାର ଯାଞ୍ଚକୁ ନେଇ ଗମ୍ଭିର ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ଯଦି ଏତେ କଷ୍ଟ ଲାଗୁଛି ତେବେ…

ଡରୁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ

ଛଣ୍ଡିଗଡ଼,୧୪।୪: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ଅଡୁଆ ବଢିବାରେ ଲାଗିଛି। ଆୟ ବହିର୍ଭୁତ ସମ୍ପତ୍ତି ମାମଲାରେ ରାଜ୍ୟ ଭିଜିଲାନ୍ସ ଟିମ ଶୁକ୍ରବାର ତାଙ୍କୁ ହାଜର ହେବାକୁ କହିଛନ୍ତି। ଏବେ ଏହାକୁ ନେଇ ଚନ୍ନି ପ୍ରତିକ୍ରିୟା ଦେଇଛନ୍ତି। ଚନ୍ନି କହିଛନ୍ତି…

ବିରୋଧୀଙ୍କୁ ଏକାଠି କରିବାକୁ ଲାଗିପଡିଛନ୍ତି ରାହୁଲ, ନୀତୀଶ-ପାଓ୍ବାରଙ୍କ ପରେ ଏବେ ଉଦ୍ଧବଙ୍କୁ ଭେଟିବେ

ନୂଆଦିଲ୍ଲୀ,୧୪।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ସାରା ଦେଶରେ ଭାରତ ଯୋଡୋ ଯାତ୍ରା କରିବା ପରେ ବର୍ତ୍ତମାନ ବିରୋଧୀ ଦଳଙ୍କୁ ଏକାଠି କରିବା ଅଭିଯାନରେ ଅଛନ୍ତି।ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାରଙ୍କୁ ଭେଟିବା ପରେ ବର୍ତ୍ତମାନ…

ବେଙ୍ଗାଲୁରୁ ଗଲେ କର୍ନାଟକର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସାଭଦି, କଂଗ୍ରେସ ଅବା ଜେଡିଏସରେ ହୋଇପାରନ୍ତି ସାମିଲ

ବେଙ୍ଗାଲୁରୁ,୧୪।୪: କର୍ନାଟକର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସଂଗପ୍ପା ସାଭଦି କଂଗ୍ରେସରେ ସାମିଲ ହୋଇ ପାରନ୍ତି। ସେ ନିକଟରେ ଭାରତୀୟ ଜନତା ପାର୍ଟି(ଭାଜପା)ଛାଡିଛନ୍ତି। ଶୁକ୍ରବାର ଲକ୍ଷ୍ମଣ ସଂଗପ୍ପା ବେଲଗାମରୁ ବେଙ୍ଗାଲୁରୁ ଗସ୍ତ କରିଛନ୍ତି। ତାଙ୍କ ପାଇଁ ଏକ ବିମାନ ବୁକ କରାଯାଇଛି। ଏହି…

ଦେଶରେ ଥମୁନାହିଁ କରୋନା ସଂକ୍ରମଣ, ନୂଆ ସଂକ୍ରମିତଙ୍କ ସଂଖ୍ୟା ୧୧ ହଜାର ପାର

ନୂଆଦିଲ୍ଲୀ,୧୪।୪: ପୁଣି ଡରାଇ ଚାଲିଛି କରୋନା ସଂକ୍ରମଣ। ସରକାରଙ୍କଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ କରୋନା ସଂକ୍ରମଣକୁ ନେଇ ଚିନ୍ତାରେ ପଡିଗଲେଣି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ଜାରି କରାଯାଇଥିବା ରିପୋର୍ଟ ଅନୁଯାୟୀ, ଦେଶରେ ଗତ ୨୪ ଘଣ୍ଟାରେ…

ଏନକାଉଣ୍ଟରରେ ଅସଦଙ୍କୁ ଲାଗିଥିଲା ୨ଟି ଗୁଳି, ଗୋଟିଏ ଛାତିରେ ଗୋଟିଏ ପିଠିରେ

ଲକ୍ଷ୍ନୌ,୧୪।୪: ଅସଦ ଏନକାଉଣ୍ଟର ମାମଲାରେ ମେଡିକାଲ ରିପୋର୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ସୂତ୍ରର ରିପୋର୍ଟ ଅନୁଯାୟୀ, ଅସଦଙ୍କୁ ୨ଟି ଗୁଳି ଲାଗିଛି। ପ୍ରଥମ ଗୁଳିଟି ତାଙ୍କ ପିଠିରେ ବାଜିଥିବା ବେଳେ ଦ୍ୱିତୀୟଟି ତାଙ୍କ ଛାତିରେ ବାଜିଛି। ଏହାପରେ ଏହି…

ମୋଦିଙ୍କୁ ଟାର୍ଗେଟ୍‌ କଲେ ସୋନିଆ

ନୂଆଦିଲ୍ଲୀ,୧୪।୪: କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ଜନ୍ମ ବାର୍ଷିକୀରେ ପୁଣି ଥରେ ମୋଦି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଆଜି ସରକାର ଏକ ଅଭିଯାନ ଅଧୀନରେ ନ୍ୟାୟପାଳିକାକୁ ସାମ୍ବିଧାନିକ ଅନୁଷ୍ଠାନଗୁଡିକର ଅପବ୍ୟବହାର ତଥା…

ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ-ରାଷ୍ଟ୍ରପତି

  ନୂଆଦିଲ୍ଲୀ,୧୪।୪: ଆଜି ହେଉଛି ମହାବିଷୁବ ସଂକ୍ରାନ୍ତି ଏବଂ ଓଡ଼ିଆ ନବବର୍ଷ। ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ମହାବିଷୁବ ପଣା ସଂକ୍ରାନ୍ତି ଏବଂ ଓଡ଼ିଆ ନବବର୍ଷର ଶୁଭେଚ୍ଛା। ନୂଆ ବର୍ଷ ଅପାର…

ଆଜି ପଶ୍ଚିମବଙ୍ଗ ଯିବେ ଅମିତ ଶାହା

ନୂଆଦିଲ୍ଲୀ,୧୪।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଠାରୁ ତିନି ଦିନ ପାଇଁ ୪ଟି ରାଜ୍ୟ ଗସ୍ତ କରିବେ। ଭାରତୀୟ ଜନତା ପାର୍ଟି (ଭାଜପା) ର ସଂଗଠନ ବ୍ୟବସ୍ଥାରେ ଉନ୍ନତି ଆଣିବା ଏବଂ ଆସନ୍ତା ବର୍ଷ ହେବାକୁ ଥିବା ଲୋକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?