ସମଲିଙ୍ଗୀ ବିବାହକୁ ୩୩ ଦେଶରେ ସ୍ବୀକୃତି
ନୂଆଦିଲ୍ଲୀ,୧୯।୪: ଭାରତରେ ସମଲିଙ୍ଗୀ ବିବାହକୁ ନେଇ ଆଇନଗତ ଲଢେଇ ଜାରି ରହିଥିବା ବେଳେ ବିଶ୍ୱରେ ଏମିତି ଅନେକ ଦେଶ ରହିଛି ଯେଉଁଠି ଏହାକୁ ମାନ୍ୟତା ମିଳିଛି। ସେହି ଦେଶଗୁଡିକ ହେଉଛି କ୍ୟୁବା, ଆଣ୍ଡୋରା, ସ୍ଳୋଭେନିଆ, ଚିଲି, ସୁଇଜରଲାଣ୍ଡ, କୋଷ୍ଟାରିକା, ଅଷ୍ଟ୍ରିଆ, ତାଇଓ୍ବାନ,…
ପର୍ସନାଲ ଲ’ ଆଧାରରେ ହେବନି ବିଚାର
ନୂଆଦିଲ୍ଲୀ,୧୯।୪(ପି.ଟି.): ସମଲିଙ୍ଗୀ ବିବାହକୁ ଆଇନଗତ ବୈଧତା ପ୍ରଦାନ ଲାଗି ହୋଇଥିବା ଆବେଦନଗୁଡ଼ିକର ଶୁଣାଣ ସୁପ୍ରିମକୋର୍ଟଙ୍କ ୫ ଜଣିଆ ସାମ୍ବିଧାନିକ ପୀଠରେ ମଙ୍ଗଳବାର ଆରମ୍ଭ ହୋଇଛି। ତେବେ ବିବାହ ସମ୍ପର୍କିତ ପର୍ସନାଲ ଲ’ ଆଧାରରେ ଉକ୍ତ ଆବେଦନର ବିଚାର କରାଯିବ ନାହିଁ ବୋଲି…
ସିସୋଡିଆଙ୍କ ଜାମିନ ଆବେଦନ ରାୟ ୨୬ ଯାଏ ସଂରକ୍ଷିତ
ନୂଆଦିଲ୍ଲୀ,୧୯।୪(ପି.ଟି.): ଦିଲ୍ଲୀ ଅବକାରୀ ଦୁର୍ନୀତି ସହ ଜଡ଼ିତ ମନିଲଣ୍ଡରିଂ ମାମଲାରେ ଗିରଫ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଏଏପି ନେତା ମନୀଷ ସିସୋଡିଆଙ୍କ ଜାମିନ ଆବେଦନର ରାୟକୁ ଦିଲ୍ଲୀର ଏକ ଅଦାଲତ ଏପ୍ରିଲ ୨୬ ପର୍ଯ୍ୟନ୍ତ ସଂରକ୍ଷିତ ରଖିଛନ୍ତି। ତଦନ୍ତ ପାଇଁ ଆଉ…
୩ ଖଣି ଅଧିକାରୀଙ୍କୁ ବାଲି ମାଫିଆଙ୍କ ଆକ୍ରମଣ
ପାଟନା, ୧୯।୪: ବିହାର ରାଜଧାନୀ ପାଟନାର ବିହତା ବ୍ଲକରେ ଜଣେ ମହିଳାଙ୍କ ସମେତ ୩ ଖଣି ଅଧିକାରୀଙ୍କୁ ବାଲି ମାଫିଆଙ୍କ ଆକ୍ରମଣ ଘଟଣାରେ ପୋଲିସ ୪୪ ଜଣଙ୍କୁ ଗିରଫ କରିଛି। ଏଥିସହ ୫୦ ଗାଡ଼ି ଜବତ କରିଛି। ପାଟନା ଡିଷ୍ଟ୍ରିକ୍ଟ ମାଇନିଂ…
ସିଦ୍ଦାରାମାୟା-ଜୟଶଙ୍କର ମୁହାଁମୁହିଁ
ନୂଆଦିଲ୍ଲୀ,୧୯।୪: ସୁଦାନରେ ୩୧ ଜଣ ହକ୍କି ପିକ୍କି ଆଦିବାସୀ ଫସିରହିଥିବା କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସିଦ୍ଦାରାମାୟା ମଙ୍ଗଳବାର ଟୁଇଟ୍ କରିଛନ୍ତି। ସେଠାରୁ କନ୍ନଡିଗାମାନଙ୍କୁ ସୁରକ୍ଷିତ ଭାବେ ସ୍ବଦେଶ ଫେରାଇ ଆଣିବା ପାଇଁ ବହିର୍ବ୍ୟାପାର ମନ୍ତ୍ରୀ ଏସ୍.…
ଗଣବଳାତ୍କାରୀଙ୍କୁ କାହିଁକି ମୁକ୍ତ କଲ
ନୂଆଦିଲ୍ଲୀ,୧୯।୪: ଗୁଜରାଟ ଦଙ୍ଗା ବେଳେ ୫ ମାସର ଗର୍ଭବତୀ ଥିବା ବିଲ୍କିସ୍ ବାନୋଙ୍କୁ ବଳାତ୍କାର ଓ ତାଙ୍କ ପରିବାରର ୭ ସଦସ୍ୟଙ୍କୁ ହତ୍ୟାକରି ଆଜୀବନ କାରାଦଣ୍ଡାଦେଶ ଭୋଗୁଥିବା ସମସ୍ତ ୧୧ ଦୋଷୀଙ୍କୁ ଗତ ଅଗଷ୍ଟ ୧୫ରେ ରାଜ୍ୟ ସରକାର ଜେଲରୁ ମୁକ୍ତ…
ସୁଦାନରେ ସାମରିକ ସଂଘର୍ଷ: ୨୦୦ ନିହତ
ଖାର୍ତୁମ/ନୂଆଦିଲ୍ଲୀ,୧୯।୪: ଉତ୍ତର-ପୂର୍ବ ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ସେନା ଜେନେରାଲ ଓ ବିଦ୍ରୋହୀ ଅର୍ଦ୍ଧସାମରିକ ବଳ ମଧ୍ୟରେ ୪ ଦିନ ହେଲା ଘମାଘୋଟ ଲଢ଼େଇ ଚାଲିଛି। ଗୁଳି ବିନିୟମ ଜାରି ରହିଥିବା ଦେଖି ରାଜଧାନୀ ଖାର୍ତୁମ ସମେତ ଦେଶର ବିଭିନ୍ନ ଭାଗରେ ଲକ୍ଷ…
ପିଲାଙ୍କ ମୋବାଇଲ ନିଶା: ଚିନ୍ତାରେ ୮୫% ଅଭିଭାବକ
ନୂଆଦିଲ୍ଲୀ,୧୯।୪: ଆଧୁନିକ ଯୁଗରେ ମୋବାଇଲ୍ର ଉପଯୋଗିତା ବଢ଼ିଚାଲିଛି। ଖାଦ୍ୟ ଅର୍ଡର କରିବାଠାରୁ ଆରମ୍ଭ କରି କ୍ୟାବ୍ ବୁକ୍ କରି ନିଜ ଗନ୍ତବ୍ୟସ୍ଥଳକୁ ଯିବା ପର୍ଯ୍ୟନ୍ତ, ପ୍ରାୟ ସବୁ କାମ ପାଇଁ ଏବେ ଲୋକମାନେ ମୋବାଇଲ ଉପରେ ନିର୍ଭରଶୀଳ। ବହୁ ଜଟିଳ କାମକୁ…
ଓଡ଼ିଆରେ ଷ୍ଟାଫ୍ ସିଲେକ୍ସନ ପରୀକ୍ଷାକୁ ମଞ୍ଜୁରୀ
ନୂଆଦିଲ୍ଲୀ,୧୯।୪: ଷ୍ଟାଫ୍ ସିଲେକ୍ସନ କମିଶନ ମଲ୍ଟିଟାସ୍କିଙ୍ଗ(ଅଣବୈଷୟିକ) କର୍ମଚାରୀ ଚୟନ ଲାଗି (ଏସ୍ଏସ୍ସି ଏମ୍ଟିଏସ୍) ପରୀକ୍ଷା,୨୦୨୨ ଏବଂ ମିଳିତ ଉଚ୍ଚମାଧ୍ୟମିକ ସ୍ତରୀୟ ପରୀକ୍ଷା (ସିଏଚ୍ଏସ୍ଏଲ୍ଇ),୨୦୨୨ ହିନ୍ଦୀ, ଇଂଲିଶ ବ୍ୟତୀତ ଓଡ଼ିଆ ଓ ଅନ୍ୟ ଆଞ୍ଚଳିକ ଭାଷାରେ ହେବ। କାର୍ମିକ ଓ ପ୍ରଶିକ୍ଷଣ ବିଭାଗ…
କରୋନା ମହାମାରୀର ପରିବର୍ତ୍ତନ ଚକ୍ରକୁ ଭାଙ୍ଗିବା ଜରୁରୀ: ସ୍ବାସ୍ଥ୍ୟମନ୍ତ୍ରୀ…
ନୂଆଦିଲ୍ଲୀ,୧୮।୪ : ଜି-୨୦ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଗୋଷ୍ଠୀର ଦ୍ୱିତୀୟ ବୈଠକର ଶେଷ ଅଧିବେଶନରେ ମଙ୍ଗଳବାର ଭାରତର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କରୋନାଭାଇରସ ପରିସ୍ଥିତି ବିରୋଧରେ ଦେଶର ଉଦ୍ୟମକୁ ହ୍ରାସ ନ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ତାଙ୍କ ଅଭିଭାଷଣରେ ସେ କହିଛନ୍ତି…
ମହିଳା ଆତଙ୍କବାଦୀ ସଂଗଠନ କରିବାକୁ ଚାହୁଁଛି ଆଇଏସଆଇ…
ଶ୍ରୀନଗର,୧୮।୪ : ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ଆଇଏସଆଇ ଜମ୍ମୁ-କଶ୍ମୀରରେ ଆତଙ୍କବାଦକୁ ସୁଦୃଢ଼ କରିବାକୁ ଚେଷ୍ଟା କରୁଛି। ଆତଙ୍କବାଦୀ ସଂଗଠନରେ ମିଳିତ ଭାବେ ରାଜ୍ୟରେ ମହିଳା ଓଭରଗ୍ରାଉଣ୍ଡ ଏବଂ ଅଣ୍ଡରଗ୍ରାଉଣ୍ଡ କର୍ମୀଙ୍କ ନେଟୱାର୍କକୁ ସକ୍ରିୟ କରିବାକୁ ଷଡ଼ଯନ୍ତ୍ର କରାଯାଇଛି। ଏହା ସହିତ ଆଇଏସଆଇ…
ମୋରବି ଝୁଲାପୋଲ ମାମଲା: ୧୪.୬୨ କୋଟି କ୍ଷତିପୂରଣ ଜମା କଲା ଓରେଭା ଗ୍ରୁପ୍…
ଅହମଦାବାଦ,୧୮।୪ : ଗୁଜରାଟ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଓରେଭା ଗ୍ରୁପ ମୋରବି ଝୁଲାପୋଲ ଦୁର୍ଘଟଣାର ମଧ୍ୟବର୍ତ୍ତୀକାଳୀନ କ୍ଷତିପୂରଣ ରାଶି ଜମା କରିଛି। ଓରେଭା ମଙ୍ଗଳବାର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଏ.ଜେ ଦେଶାଇ ଏବଂ ଜଷ୍ଟିସ ବିରେନ ବୈଷ୍ଣବଙ୍କ ଏକ ବେଞ୍ଚକୁ ଏ…

