ଜାତୀୟ

ଆକାଉଣ୍ଟଧାରୀଙ୍କୁ ଠକ ଘୋଷଣା କରିବା ପୂର୍ବରୁ ବ୍ୟାଙ୍କଗୁଡ଼ିକ ସେମାନଙ୍କ ପକ୍ଷ ଶୁଣିବା ଉଚିତ: ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୨୭।୩ : ସୁପ୍ରିମକୋର୍ଟ ସୋମବାର କହିଛନ୍ତି ଯେ କୌଣସି ଆକାଉଣ୍ଟଧାରୀଙ୍କୁ ଠକ ଘୋଷଣା କରିବା ପୂର୍ବରୁ ବ୍ୟାଙ୍କଗୁଡ଼ିକ ମଧ୍ୟ ସେମାନଙ୍କ ପକ୍ଷ ଶୁଣିବା ଉଚିତ। ଋଣ ନେଇଥିବା ବ୍ୟକ୍ତିଙ୍କ କଥା ମଧ୍ୟ ଶୁଣିବା ଆବଶ୍ୟକ। ଏହା ପରେ ବ୍ୟାଙ୍କଗୁଡ଼ିକ ନିଷ୍ପତ୍ତି ନେବା…

ଶାଳକଙ୍କୁ ସୁରକ୍ଷା ଦେବାକୁ ଯାଇ ଉଦ୍ଧବ ଛାଡିଥିଲେ ମୁଖ୍ୟମନ୍ତ୍ରୀ ପଦ…

ମୁମ୍ବାଇ,୨୭।୩ : ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ବିଧାୟକ ସୁହାସ କାଣ୍ଡେ ଏକ ବଡ଼ ଦାବି କରିଛନ୍ତି। ଏକଦା ଠାକେର ପରିବାର ପାଇଁ ସ୍ବତନ୍ତ୍ର ଥିବା ସୁହାସ କାଣ୍ଡେ ଦାବି କରିଛନ୍ତି ଯେ, ନିଜ ଶାଳକଙ୍କୁ ସୁରକ୍ଷା ଦେବାକୁ ଯାଇ ଉଦ୍ଧବ…

ରାହୁଲ ଗାନ୍ଧୀଙ୍କ ଭଳି ଲୋକ ଗଣତନ୍ତ୍ର ପାଇଁ ବିପଦ: କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ,୨୭।୩: କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ସୋମବାର ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗାନ୍ଧୀ ପରିବାର ନିଜକୁ ସମସ୍ତଙ୍କଠାରୁ ଅଲଗା ଏବଂ ସମ୍ବିଧାନଠାରୁ ଊର୍ଦ୍ଧ୍ୱରେ ବିବେଚନା କରନ୍ତି। ରାହୁଲ ଗାନ୍ଧୀଙ୍କ ସଂସଦର ସଦସ୍ୟତା ବାତିଲ କରିବାରେ ଭାଜପା…

ସଂସଦ ଅଚଳ: ଲୋକସଭାରେ ବାଚସ୍ପତିଙ୍କ ଉପରେ ପାମ୍ପଲେଟ ଫିଙ୍ଗିଲେ ବିରୋଧୀ ସଦସ୍ୟ…

ନୂଆଦିଲ୍ଲୀ,୨୭।୩ : ସଂସଦରେ ଶାସକ ଦଳ ଏବଂ ବିରୋଧୀ ଦଳ ମଧ୍ୟରେ ମୁହାଁମୁହିଁ ସ୍ଥିତି ଜାରି ରହିଛି। ଫଳରେ ସଂସଦ ଅଚଳ ହୋଇପଡ଼ିଛି। ସୋମବାର ପୁଣି ଥରେ ଭାଜପାର ଏମ୍‌ପିଙ୍କ ସହିତ ବିରୋଧୀ ଲୋକସଭା ଓ ରାଜ୍ୟସଭାରେ ପରସ୍ପର ଉପରେ ଆରୋପ…

ସତ୍ୟ-ସାହସ-ବଳିଦାନ, ଗାନ୍ଧୀ ପରିବାରର ଶକ୍ତି: ରାହୁଲ…

ନୂଆଦିଲ୍ଲୀ,୨୭।୩ : ନିଜ ଟୁଇଟର ବାୟୋରେ ଅଯୋଗ୍ୟ ଏମ୍‌ପି ଲେଖି ପରିବର୍ତ୍ତନ କରିବାର ଗୋଟିଏ ଦିନ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ନେଇ ଗାନ୍ଧୀ ପରିବାରର ଉତ୍ତରାଧିକାରୀ ତଥା ଶକ୍ତି ଉପରେ ଆଲୋକପାତ କରିଛନ୍ତି।…

ବିକ୍ରମସିଙ୍ଘେଙ୍କୁ ଭେଟିଲେ ଭାରତୀୟ ପ୍ରତିନିଧି ଦଳ:…

କଲମ୍ବୋ,୨୭।୩ : ଭାରତର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଙ୍ଘେଙ୍କୁ ଭେଟିଛନ୍ତି। ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ସଚିବ ପଙ୍କଜ କୈନଙ୍କ ନେତୃତ୍ୱରେ ଶ୍ରୀଲଙ୍କା ଗସ୍ତ କରିଥିବା ପ୍ରତିନିଧି ଦଳ ବିକ୍ରମସିଙ୍ଘେଙ୍କୁ ଶକ୍ତି କ୍ଷେତ୍ରରେ ଦ୍ୱିପାକ୍ଷିକ…

ଅରୁଣାଚଳଠାରେ ହେବାକୁ ଥିବା ଜି-୨୦ ବୈଠକରେ ଯୋଗଦେବନି ଚାଇନା…

ନୂଆଦିଲ୍ଲୀ,୨୭।୩ : ଚାଇନା ଅରୁଣାଚଳ ପ୍ରଦେଶର ଇଟାନଗରଠାରେ ହେବାକୁ ଥିବା ଜି-୨୦ ବୈଠକରେ ଯୋଗଦେବାକୁ ମନା କରିଦେଇଛି। ରବିବାର ଅରୁଣାଚଳ ପ୍ରଦେଶର ଇଟାନଗରରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ବୈଠକରେ ଚାଇନା ଅଂଶଗ୍ରହଣ କରିବ ନାହିଁ। ସରକାରୀ ସୂତ୍ର ଅନୁଯାୟୀ,…

ବାପା ହେଲେ ତେଜସ୍ବୀ

ପାଟନା,୨୭।୩: ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ପିତା ହୋଇଛନ୍ତି। ସ୍ତ୍ରୀ ରାଜଶ୍ରୀ ଯାଦବ ଏକ ଶିଶୁ କନ୍ୟା ଜନ୍ମ ଦେଇଛନ୍ତି। ତେଜସ୍ବୀ ଟୁଇଟ ଯୋଗେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି- ଭଗବାନ ଆନନ୍ଦରେ କନ୍ୟାରତ୍ନ ରୂପରେ ଏକ ଉପହାର ପଠାଇଛନ୍ତି। କିଛି…

ଦୈନିକ ସଂକ୍ରମଣରେ ସାମାନ୍ୟ ବ୍ରେକ୍‌: ୨୪ ଘଣ୍ଟାରେ ୧,୮୦୩ ଆକ୍ରାନ୍ତ ଚିହ୍ନଟ, ୧୦ ହଜାର ଉପରେ ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୨୭।୩: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା ବଢ଼ିଛି। ଏହା ଅଣାୟତ୍ତ…

ରାହୁଲ ଗାନ୍ଧୀଙ୍କୁ ଚେତାବନୀ ଦେଲେ ଉଦ୍ଧବ

ପୁଣେ,୨୭।୩: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ହିନ୍ଦୁତ୍ୱ ବିଚାରକ ଭି.ଡି ସାଭରକର ମୋ ଆଦର୍ଶ। ରାହୁଲ ଗାନ୍ଧୀ ସାଭରକରଙ୍କୁ ଅପମାନ ନ କରନ୍ତୁ। ନଚେତ୍‌ ଆଗକୁ ପରିସ୍ଥିତି ଆହୁରି…

ପଳାତକ ଅମୃତପାଲ ସିଂଙ୍କୁ ୯ ରାଜ୍ୟରେ ଖୋଜୁଛି ପୋଲିସ

ନୂଆଦିଲ୍ଲୀ,୨୭ ।୩: ଗୋଟିଏ ସପ୍ତାହରୁ ଅଧିକ ସମୟ ହେବ ଖୋଜା ଚାଲିଥିବା ୱାରିସ ପଞ୍ଜାବ ଦେର ମୁଖ୍ୟ ତଥା ଖଲିସ୍ତାନି ସମର୍ଥକ ଅମୃତପାଲ ସିଂଙ୍କୁ ଏବେ ପର୍ଯ୍ୟନ୍ତ ପୋଲିସ ଧରିବାରେ ସକ୍ଷମ ହୋଇନାହିଁ । ଅମୃତପାଲଙ୍କୁ ଧରିବାକୁ ପାଲିସ ୯ ରାଜ୍ୟରେ…

ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀଙ୍କୁ ମୋଦିଙ୍କ ପ୍ରଶଂସା

ନୂଆଦିଲ୍ଲୀ, ୨୭ା୩ (ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ୯୯ତମ ରେଡିଓ କାର୍ଯ୍ୟକ୍ରମ ମନ୍‌ କୀ ବାତ୍‌ରେ ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତିଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି। ଭାରତର ପ୍ରଥମ ମହିଳା ବୈଜ୍ଞାନିକ ଭାବେ ଜ୍ୟୋତିର୍ମୟୀ ଇଣ୍ଟରନ୍ୟାଶନାଲ ୟୁନିଅନ ଅଫ୍‌ ପିଓର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri