ଜାତୀୟ

ମହିଳା ଆତଙ୍କବାଦୀ ସଂଗଠନ କରିବାକୁ ଚାହୁଁଛି ଆଇଏସଆଇ…

ଶ୍ରୀନଗର,୧୮।୪ : ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ଆଇଏସଆଇ ଜମ୍ମୁ-କଶ୍ମୀରରେ ଆତଙ୍କବାଦକୁ ସୁଦୃଢ଼ କରିବାକୁ ଚେଷ୍ଟା କରୁଛି। ଆତଙ୍କବାଦୀ ସଂଗଠନରେ ମିଳିତ ଭାବେ ରାଜ୍ୟରେ ମହିଳା ଓଭରଗ୍ରାଉଣ୍ଡ ଏବଂ ଅଣ୍ଡରଗ୍ରାଉଣ୍ଡ କର୍ମୀଙ୍କ ନେଟୱାର୍କକୁ ସକ୍ରିୟ କରିବାକୁ ଷଡ଼ଯନ୍ତ୍ର କରାଯାଇଛି। ଏହା ସହିତ ଆଇଏସଆଇ…

ମୋରବି ଝୁଲାପୋଲ ମାମଲା: ୧୪.୬୨ କୋଟି କ୍ଷତିପୂରଣ ଜମା କଲା ଓରେଭା ଗ୍ରୁପ୍‌…

ଅହମଦାବାଦ,୧୮।୪ : ଗୁଜରାଟ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଓରେଭା ଗ୍ରୁପ ମୋରବି ଝୁଲାପୋଲ ଦୁର୍ଘଟଣାର ମଧ୍ୟବର୍ତ୍ତୀକାଳୀନ କ୍ଷତିପୂରଣ ରାଶି ଜମା କରିଛି। ଓରେଭା ମଙ୍ଗଳବାର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଏ.ଜେ ଦେଶାଇ ଏବଂ ଜଷ୍ଟିସ ବିରେନ ବୈଷ୍ଣବଙ୍କ ଏକ ବେଞ୍ଚକୁ ଏ…

ସଙ୍କଟରେ ବିରେନଙ୍କ ସରକାର: ଦିଲ୍ଲୀ ପହଞ୍ଚିଲେ ଅସନ୍ତୁଷ୍ଟ ଭାଜପା ବିଧାୟକ…

ଇମ୍ଫାଲ,୧୮।୪ : ମଣିପୁରରେ ଭାଜପା ସରକାରଙ୍କ ସଙ୍କଟ ବଢ଼ିବାରେ ଲାଗିଛି। ଜଣେ ପରେ ଜଣେ ଦଳୀୟ ବିଧାୟକଙ୍କ ଇସ୍ତଫା ପରେ ବର୍ତ୍ତମାନ ଅସନ୍ତୁଷ୍ଟ ବିଧାୟକଙ୍କ ଦଳ ଦିଲ୍ଲୀ ଆଡକୁ ମୁହାଁଇଛନ୍ତି। ସେମାନେ ଭାଜପାର କେନ୍ଦ୍ରୀୟ ନେତାମାନଙ୍କୁ ଭେଟିବା ପାଇଁ ଡେରା ପକାଇଛନ୍ତି।…

ଦୃଢ଼ ରାଜନୈତିକ ଇଛାଶକ୍ତି ମାଧ୍ୟମରେ ପ୍ରଭାବଶାଳୀ ଢଙ୍ଗରେ କରାଯାଇ ପାରିବ ବାୟୁସେନାର ଉପଯୋଗ…

ନୂଆଦିଲ୍ଲୀ,୧୮।୪ : ଭାରତୀୟ ବାୟୁସେନା ମୁଖ୍ୟ ମାର୍ଶଲ ଭି.ଆର ଚୌଧୁରୀ ୨୦୧୯ରେ ପାକିସ୍ତାନର ବାଲାକୋଟରେ କରାଯାଇଥିବା ଅପରେଶନ ନେଇ ଭାରତୀୟ ବାୟୁସେନାର ଶକ୍ତି ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି , ବାଲାକୋଟ ଷ୍ଟ୍ରାଇକ ଦର୍ଶାଇଛି , ରାଜନୈତିକ ଇଚ୍ଛାଶକ୍ତି…

ସେଓକୁ କମଳା ସହିତ ଅବା ନରସଂହାରକୁ ହତ୍ୟା ସହ ତୁଳନା କରାଯାଇ ପାରିବ ନାହିଁ: ବିଲକିସ ବାନୋ ମାମଲାରେ କୋର୍ଟଙ୍କ ମନ୍ତବ୍ୟ…

ନୂଆଦିଲ୍ଲୀ,୧୮।୪ : ବିଲକିସ ବାନୋ ମାମଲାରେ ଦୋଷୀଙ୍କୁ ଖଲାସ କରିବା ବିରୋଧରେ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଆସନ୍ତା ମେ ୨ ତାରିଖରେ ଶୁଣାଣି କରିବେ। ମଙ୍ଗଳବାର କୋର୍ଟରେ ଗୁଜରାଟ ସରକାର ଦୋଷୀଙ୍କ ରିଲିଜ ସହ ଜଡିତ ଫାଇଲ ଦେଖାଇବାକୁ ନିର୍ଦ୍ଦେଶକୁ…

ଅତିକଙ୍କ ପରେ ଏବେ ମୁଖତାରଙ୍କ ପାଳି ନେଇ ଚର୍ଚ୍ଚା: ଆଫଜଲ ଅନସାରୀ କହିଲେ, ୩ ନୁହେଁ ଥିଲେ ୫ ଶୁଟର…

ଲକ୍ଷ୍ନୌ,୧୮।୪ : ଅତିକ ଅହମ୍ମଦ ଏବଂ ଆଶ୍ରଫ୍‌ଙ୍କ ମୃତ୍ୟୁ ପରେ ରାଜ୍ୟର ରାଜନୀତି ଚଳଚଞ୍ଚଳ ହୋଇଛି। ବିରୋଧୀ ଦଳ ଏହି ପ୍ରସଙ୍ଗରେ ଶାସକ ଦଳକୁ ଘେରିବାକୁ ଚେଷ୍ଟା କରୁଛନ୍ତି। ଏହି ସମୟରେ ଗାଜିପୁରର ବିଏସପି ଏମପି ଆଫଜଲ ଅନସାରୀ ଅଟିକଙ୍କ ହତ୍ୟା…

ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ, ଫେସବୁକରେ ଲେଖିଲେ ଆପତ୍ତିଜନକ ଶବ୍ଦ

ଲକ୍ଷ୍ନୌ,୧୮।୪: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ମିଳିଛି। ବଗାପତ ଜିଲାରେ ରହୁଥିବା ଯୁବକ ସୋସିଆଲ ମିଡିଆରେ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଗୁଳି କରିବାକୁ ଧମକ ଦେଇଛନ୍ତି। କେତେଜଣ ୟୁଜର୍ସ ଏହି ପୋଷ୍ଟକୁ ମୁଖ୍ୟମନ୍ତ୍ରୀ, ଡିଜିପି ଓ…

ଆସନ୍ତା ୧୫ ଦିନରେ ଦିଲ୍ଲୀ-ମହାରାଷ୍ଟ୍ରରେ ହେବ ରାଜନୈତିକ ବିସ୍ଫୋରଣ: ସୁପ୍ରିୟା ସୁଲେ

ମୁମ୍ବାଇ,୧୮।୪ : ଦିଲ୍ଲୀ ମହାରାଷ୍ଟ୍ରରେ ରାଜନୈତିକ ଆରୋପ ପ୍ରତ୍ୟାରୋପ ମଧ୍ୟରେ ଏନସିପି ମୁଖ୍ୟ ଶରଦ ପାଓ୍ବାରଙ୍କ ଝିଅ ଏମପି ସୁପ୍ରିୟା ସୁଲେ ବଡ଼ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଆସନ୍ତା ୧୫ ଦିନ ମଧ୍ୟରେ ଦିଲ୍ଲୀ ଏବଂ ମହାରାଷ୍ଟ୍ରରେ ବଡ଼ ଧରଣର…

ଅତିକ ଅହମଦଙ୍କ ଓକିଲ ବିଜୟ ମିଶ୍ରାଙ୍କ ଘର ନିକଟରେ ଫୁଟିଲା ବୋମା

ପ୍ରୟାଗରାଜ,୧୮।୪: ପ୍ରୟାଗରାଜରେ ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଆକ୍ରମଣକାରୀ ପୋଲିସ ଓ ମିଡିଆ ସାମ୍ନାରେ ଏଭଳି କାଣ୍ଡ ଘଟାଇଛନ୍ତି। ଏହି ହତ୍ୟାକାଣ୍ଡ ପରେ ସମଗ୍ର ଉତ୍ତର ପ୍ରଦେଶ ଦୋହଲି ଯାଇଛି। ଇତିମଧ୍ୟରେ ଖବର…

କଂଗ୍ରେସ ନେତାଙ୍କୁ ଝଟକା, ନିର୍ବାଚନ ମଣ୍ଡଳି ଗସ୍ତ ଉପରେ ରୋକ ଲଗାଇଲେ କୋର୍ଟ

ନୂଆଦିଲ୍ଲୀ,୧୮।୪: କର୍ନାଟକ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ନେତାଙ୍କୁ ବଡ ଝଟକା ଲାଗିଛି। କର୍ନାଟକର ସ୍ପେଶାଲ କୋର୍ଟ କଂଗ୍ରେସର ଜଣେ ନେତାଙ୍କୁ ତାଙ୍କ ନିଜ ବିଧାନସଭା ମଣ୍ଡଳି ଗସ୍ତ କରିବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହି ପ୍ରାର୍ଥୀଙ୍କ ଉପରେ ହତ୍ୟା ଅଭିଯୋଗ…

ଶିକ୍ଷା ପ୍ରଣାଳୀରେ ତ୍ରୁଟି ଯୋଗୁ ବଢୁଛି ବେରୋଜଗାରୀ: ରିପୋର୍ଟ…

ନୂଆଦିଲ୍ଲୀ,୧୮।୪ : ଭାରତରେ ଶିକ୍ଷା ପ୍ରଣାଳୀରେ ରହିଥିବା ତ୍ରୁଟି ଯୋଗୁ ବେରୋଜଗାରୀ ସମସ୍ୟା ବଢ଼ିବାରେ ଲାଗିଛି। ବିନା କୌଶଳ ଡିଗ୍ରୀ ହାସଲ କରିବା ପରେ ଯୁବବର୍ଗ ବେକାର ରହୁଛନ୍ତି। ଫଳରେ ଦେଶର ଅର୍ଥନୀତି ଉପରେ ନକାରାତ୍ମକ ପ୍ରଭାବ ପଡୁଛି। ଭାରତର ୧୧୭…

ଭାରତ ସହିତ ମୁକ୍ତ ବାଣିଜ୍ୟ କରିବାକୁ ରୁଷିଆ ଆଗ୍ରହୀ: ଜୟଶଙ୍କରଙ୍କୁ ଭେଟିଲେ ମଣ୍ଟୁରୋଭ…

ନୂଆଦିଲ୍ଲୀ,୧୮।୪ : ମଙ୍ଗଳବାର ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଦିଲ୍ଲୀରେ ରୁଷିଆର ଉପପ୍ରଧାନମନ୍ତ୍ରୀ ଡେନିସ ମଣ୍ଟୁରୋଭଙ୍କୁ ଭେଟିଛନ୍ତି। ଭାରତ ସହିତ ମୁକ୍ତ ବାଣିଜ୍ୟ କରିବାକୁ ରୁଷିଆ ଆଗ୍ରହୀ ବୋଲି ସେ କହିଛନ୍ତି। ମଣ୍ଟୁରୋଭ ରୁଷିଆର ଶିଳ୍ପ ଏବଂ ବାଣିଜ୍ୟ ମନ୍ତ୍ରୀ ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?