ଜାତୀୟ

‘୨ରୁ ଅଧିକ ସନ୍ତାନ ଥିବା ଏମ୍‌ପି-ବିଧାୟକଙ୍କୁ ନିର୍ବାଚନ ଲଢିବା ଉପରେ ରୋକ୍‌ ଲଗାଇବା ଉଚିତ୍‌’

ନୂଆଦିଲ୍ଲୀ,୨୪।୪: କଂଗ୍ରେସ ଦଳର ବରିଷ୍ଠ ନେତା ଅଜିତ ପାୱାର ଭାରତର ଜନସଂଖ୍ୟାକୁ ନେଇ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ପୁଣେର ବାରାମତୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ରବିବାର କହିଛନ୍ତି , ଜନସଂଖ୍ୟା ଦୃଷ୍ଟିରୁ ଭାରତ ବର୍ତ୍ତମାନ ଚାଇନାକୁ ଅତିକ୍ରମ କରିଛି।…

୩ ଦିନିଆ କର୍ନାଟକ ଗସ୍ତରେ ଶାହା: ଚାମୁଣ୍ଡେଶ୍ୱରୀ ଦେବୀ ମନ୍ଦିରରେ ପୂଜାର୍ଚ୍ଚନା କରି କଲେ ରୋଡ ଶୋ’

ବେଙ୍ଗାଲୁରୁ,୨୪।୪: ବିଧାନସଭା ନିର୍ବାଚନ ପାଇଁ କର୍ନାଟକରେ ରାଜନୈତିକ ଉଷ୍ମତା ଦେଖାଦେଇଛି। ଏହି ସମୟରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସୋମବାର କର୍ନାଟକ ମୈଶୁରର ଶ୍ରୀ ଚାମୁଣ୍ଡେଶ୍ୱରୀ ଦେବୀ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି। ଏହା ପରେ ଅମିତ ଶାହା ଚାମରାଜନଗର…

ଛତିଶଗଡ଼ରେ ଲୁଚି ରହିଛି ଗୁଡ୍ଡୁ ମୁସଲିମ୍‌

ରାୟପୁର,୨୪।୪: ଗ୍ୟାଙ୍ଗଷ୍ଟର ଅତିକ୍‌ ଅହମ୍ମଦଙ୍କ ସହଯୋଗୀ ଗୁଡ୍ଡୁ ମୁସଲିମ୍‌ଙ୍କୁ ଧରିବାକୁ ନେଇ ଉତ୍ତରପ୍ରଦେଶ ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ବିଭିନ୍ନ ରାଜ୍ୟରେ ଖୋଜାଖୋଜି କରୁଛି। ଇତିମଧ୍ୟରେ ଗୁଡ୍ଡୁ ଛତିଶଗଡ଼ରେ ଲୁଚି ରହିଥିବା ଏକ ସୂଚନା ମିଳିଛି। ଅନ୍ୟପକ୍ଷେ ଗିରଫଦାରି କିମ୍ବା ଏନ୍‌କାଉଣ୍ଟର…

କାରଖାନାରେ ନିଆଁ ଲାଗି ୪ମୃତ୍ୟୁ

ମହାରାଷ୍ଟ୍ର,୨୪।୪: ମହାରାଷ୍ଟ୍ରର ନାଗପୁର ଜିଲାର ଏକ କାରଖାନାରେ ଭୀଷଣ ଅଗ୍ନିକାଣ୍ଡ ଘଟି ୪ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ଅଗ୍ନିକାଣ୍ଡରେ ଆଉ ତିନିଜଣ ଆହତ ହୋଇଛନ୍ତି ଯେଉଁମାନଙ୍କୁ ଡାକ୍ତରଖାନା ନିଆଯାଇଛି। ଜଣେ ଅଧିକାରୀ କହିଛନ୍ତି ଯେ, ସକାଳ ୧୧ଟାରେ ସୋନେଗାଁର ନେପାନି ଗ୍ରାମ…

ଭାଜପା ଶୂନରେ ପହଞ୍ଚିବ: ନୀତୀଶ-ତେଜସ୍ବୀଙ୍କୁ ଭେଟିବା ପରେ ମମତାଙ୍କ ମନ୍ତବ୍ୟ

କୋଲକାତା,୨୪।୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ସୋମବାର କୋଲକାତାରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଛନ୍ତି। ଏହି ବୈଠକ ପରେ ମମତା ବାନାର୍ଜୀ କହିଛନ୍ତି, ମୁଁ ନୀତୀଶ ଜୀଙ୍କୁ ଅନୁରୋଧ କରିଛି ଯେ, ଜୟପ୍ରକାଶ ଜୀଙ୍କର…

ଏଫଆଇଆର୍‌ ନ ରଖିବାରୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ମହିଳା କୁସ୍ତିଯୋଦ୍ଧା

ନୂଆଦିଲ୍ଲୀ,୨୪।୪: ରେସଲିଂ ଫେଡେରେଶନ ଅଫ ଇଣ୍ଡିଆର ସଭାପତି ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଧାରଣାରେ ବସିଥିବା ମହିଳା କୁସ୍ତିଯୋଦ୍ଧାମାନେ ସୁପ୍ରିମକୋର୍ଟରେ ଏକ ମାମଲା ଦାଖଲ କରିଛନ୍ତି। ମଙ୍ଗଳବାର ତାଙ୍କ ଓକିଲ ପ୍ରଧାନ ବିଚାରପତିଙ୍କ ନିକଟରେ ଏହି ମାମଲର ଶୀଘ୍ର ଶୁଣାଣି ପାଇଁ…

ଦିଲ୍ଲୀ ମେୟର ନିର୍ବାଚନ ପୂର୍ବରୁ ଏଏପିକୁ ଝଟକା: ମହିଳା କାଉନସିଲର ଭାଜପାରେ ସାମିଲ

ନୂଆଦିଲ୍ଲୀ,୨୪।୪: ଦିଲ୍ଲୀରେ ହେବାକୁ ଥିବା ମେୟର ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟି(ଏଏପି)କୁ ଝଟକା ଲାଗିଛି। ଆମ ଆଦମୀ ପାର୍ଟିର ମହିଳା କାଉନସିଲର ସୁନୀତା ଭାଜପାରେ ଯୋଗ ଦେଇଛନ୍ତି। ଦିଲ୍ଲୀ ଭାଜପା ସଭାପତି ବିରେନ୍ଦ୍ର ସଚଦେବା ତାଙ୍କୁ ଦଳରେ ସାମିଲ କରାଇଛନ୍ତି।…

ମମତାଙ୍କୁ ଭେଟିବେ ନୀତିଶ

କୋଲକାତା, ୨୪।୪: ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିରୋଧୀ ଦଳ ଏକଜୁଟ ହେବାରେ ଲାଗିଛନ୍ତି। ଆସନ୍ତା ନିର୍ବାଚନରେ ବିରୋଧୀ ଦଳ ଏକାଠି ହୋଇ ଦେଶରେ ଏନଡିଏ ସରକାରକୁ ହରାଇବାକୁ ସଜବାଜ ହେଲେଣି। ତେବେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଲୋକସଭା ନିର୍ବାଚନ…

ଲଳିତ ମୋଦିଙ୍କୁ ଆଶ୍ୱସ୍ତି: ବିନା ସର୍ତ୍ତରେ କ୍ଷମା ମାଗିବା ପରେ ମାମଲା ବନ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୪।୪: ନ୍ୟାୟିକ ବ୍ୟବସ୍ଥାକୁ ନେଇ ଦେଇଥିବା ମନ୍ତବ୍ୟ ପାଇଁ ପୂର୍ବତନ ଆଇପିଏଲ ଅଧ୍ୟକ୍ଷ ଲଲିତ ମୋଦିଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି। ବିନା ସର୍ତ୍ତରେ କ୍ଷମା ପ୍ରାର୍ଥନା କରିବା ପରେ ସୁପ୍ରିମକୋର୍ଟ ଲଲିତ ମୋଦିଙ୍କ ବିରୋଧରେ ଅବମାନନା ପ୍ରକ୍ରିୟା ବନ୍ଦ କରି ଦେଇଛନ୍ତି।…

୧୭ ହଜାର କୋଟି ମୂଲ୍ୟ ପ୍ରକଳ୍ପର ମୂଳଦୁଆ ପକାଇଲେ ପ୍ରଧାନମନ୍ତ୍ରୀ

ଭୋପାଳ,୨୪।୪: ମଧ୍ୟପ୍ରଦେଶର ରେୱାଠାରେ ଜାତୀୟ ପଞ୍ଚାୟତିରାଜ ଦିବସରେ ଆୟୋଜିତ ପଞ୍ଚାୟତରାଜ ସମ୍ମିଳନୀ କାର୍ଯ୍ୟକ୍ରମରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହୋଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ୧୭ ହଜାର କୋଟି ମୂଲ୍ୟର ପ୍ରକଳ୍ପର ମୂଳଦୁଆ ପକାଇଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନା…

ଦିବ୍ରୁଗଡ଼ ଜେଲରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ଚଣ୍ଡଗଡ଼,୨୪।୪: ଖଲିସ୍ତାନୀ ନେତା ଅମ୍ରିତପାଲ ସିଂଙ୍କୁ ଗିରଫ ପରେ ଏକ ସ୍ବତନ୍ତ୍ର ବିମାନରେ ଆସାମର ଦିବ୍ରୁଗଡ଼ ଜେଲକୁ ଅଣାଯାଇଛି। ଏନେଇ ଜେଲ୍‌ର ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରିଦିଆଯିବା ସହ ଅମ୍ରିତପାଲଙ୍କୁ ଏକ ସେଲ୍‌ରେ କଡ଼ା ସୁରକ୍ଷା ମଧ୍ୟରେ ରଖାଯାଇଛି। ଦିବ୍ରୁଗଡ଼…

ବ୍ରିଟିଶ ସଂଗ୍ରହାଳୟରୁ ଭାରତ ଫେରିବ ୨୧୩ ନାଗାଙ୍କ ଅବଶେଷ…

ନୂଆଦିଲ୍ଲୀ,୨୪।୪ : ବ୍ରିଟିଶମାନେ ୨୧୩ ନାଗାଙ୍କର ଅବଶେଷ ନେଇ ଯାଇଥିଲେ। ଏହା ଏବେ ବ୍ରିଟିଶ ସଂଗ୍ରହାଳୟରେ ରହିଛି। ଏସବୁକୁ ବ୍ରିଟିଶ ସଂଗ୍ରହାଳୟରୁ ଭାରତ ଆଣିବା ପାଇଁ ପ୍ରସ୍ତୁତି ଚାଲିଛି। ଅକ୍ସଫୋର୍ଡରେ ଥିବା ପିଟ ରିଭର୍ସ ମ୍ୟୁଜିୟମରେ ନାଗାଙ୍କର ଅବଶେଷ ରହିଛି। ନାଗାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?