ଜାତୀୟ

ଶିବସେନାର ୪ ମନ୍ତ୍ରୀଙ୍କୁ ହଟାଇବାକୁ ମୁଖ୍ୟମନ୍ତ୍ରୀ ଶିନ୍ଦେଙ୍କୁ କହିଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ: ସଞ୍ଜୟ ରାଉତ

ମୁମ୍ବାଇ,୧୦।୬: ମହାରାଷ୍ଟ୍ର କ୍ୟାବିନେଟରେ ପରିବର୍ତ୍ତନ ନେଇ ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ଶୁକ୍ରବାର ଦାବି କରିଛନ୍ତି ଯେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ୪ ଶିବସେନା ମନ୍ତ୍ରୀଙ୍କୁ ହଟାଇବାକୁ କହିଛନ୍ତି। ଶିନ୍ଦେଙ୍କ ନେତୃତ୍ୱାଧୀନ…

ଭାରତରେ ୧୦.୧ କୋଟି ମଧୁମେହ ଆକ୍ରାନ୍ତ

ନୂଆଦିଲ୍ଲୀ, ୧୦ା୬(ଆଇଏଏନ୍‌ଏସ୍‌): ଭାରତରେ ୩୧ କୋଟି ୫୦ ଲକ୍ଷ ଲୋକଙ୍କର ଉଚ୍ଚ ରକ୍ତଚାପ ରହିଥିବାବେଳେ ୧୦ କୋଟି ୧୦ ଲକ୍ଷ ଲୋକ ମଧୁମେହ ଆକ୍ରାନ୍ତ। ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର୍‌) ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡ଼ିଛି। ଦି…

ଏନ୍‌ସିଇଆର୍‌ଟି ପାଠ୍ୟପୁସ୍ତକରେ ପରିବର୍ତ୍ତନକୁ ବିରୋଧ

ନୂଆଦିଲ୍ଲୀ,୧୦ା୬(ପି.ଟି.): ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏନ୍‌ସିଇଆର୍‌ଟି) ନିକଟରେ ସ୍କୁଲ ପାଠ୍ୟପୁସ୍ତକଗୁଡ଼ିକରୁ ବହୁ ବିଷୟ ଅଯଥା କାଟିଦେବା ଓ ହଟାଇଦେଇଥିବାରୁ ପୁସ୍ତକର ଉପଦେଷ୍ଟାମାନେ ଏହାର ପ୍ରତିବାଦ କରିଛନ୍ତି। ୨୦୦୬-୦୭ରେ ନବମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ପ୍ରଥମେ ପ୍ରକାଶିତ…

ମଣିପୁରରେ ସାନି ହିଂସା: ୩ ମୃତ

ଗୁଆହାଟୀ/ନୂଆଦିଲ୍ଲୀ, ୧୦ା୬: ମଣିପୁର ହିଂସା ଥମିବା ନାଁ ନେଉନି। କିଛିଦିନର ନୀରବତା ପରେ ଶୁକ୍ରବାର ସେଠାରେ ସାନି ହିଂସାକାଣ୍ଡ ଦେଖାଦେଇଛି। ଏଥିରେ ଜଣେ ମହିଳାଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି। କୁକି ବହୁଳ କଙ୍ଗପୋକ୍‌ପି…

ଗୁଜୁରାଟ କଂଗ୍ରେସର କମାଣ୍ଡ ଧରିଲେ ଶକ୍ତି ସିଂ

ନୂଆଦିଲ୍ଲୀ,୯।୬: ଗୁଜୁରାଟରେ କଂଗ୍ରେସର ସଭାପତି ଭାବେ ଶକ୍ତି ସିଂ ଗୋହିଲଙ୍କୁ ନିଯୁକ୍ତ କରାଯାଇଛି। କଂଗ୍ରେସ ନେତା ଦୀପକ ବାବରିଆଙ୍କୁ ଦିଲ୍ଲୀ କଂଗ୍ରେସ ଏବଂ ହରିୟାଣା କଂଗ୍ରେସର ପ୍ରଭାରୀ ଦାୟିତ୍ୱ ଦିଆଯାଇଛି। ମୁମ୍ବାଇ କଂଗ୍ରେସ କମିଟିର ସଭାପତି ଭାବେ ବର୍ଷା ଗାୟକବାଡଙ୍କୁ ନିଯୁକ୍ତ…

ଦିଲ୍ଲୀ ହସ୍ପିଟାଲରେ ନିଆଁ: ୨୦ ନବଜାତକ ଉଦ୍ଧାର

ନୂଆଦିଲ୍ଲୀ, ୯ା୬(ଆଇଏଏନ୍‌ଏସ୍‌): ଦିଲ୍ଲୀର ଏକ ଶିଶୁ ହସ୍ପିଟାଲରେ ନିଆଁ ଲାଗିଯାଇଥିବାବେଳେ ୨୦ ଜଣ ନବଜାତକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି। ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି। ଗୁରୁବାର ରାତି ୧ଟା ୩୫ ମିନିଟ୍‌ ସମୟରେ…

ମୁମ୍ବାଇ ବୀଭତ୍ସ ହତ୍ୟା ଘଟଣା: ସରସ୍ବତୀଙ୍କୁ ବିବାହ କରିଥିଲେ ଅଭିଯୁକ୍ତ ମନୋଜ

ମୁମ୍ବାଇ, ୯ା୬: ମହାରାଷ୍ଟ୍ର ପୁଣେର ମୀରା ରୋଡ୍‌ସ୍ଥିତ ଗୀତାନଗରରେ ଗୁରୁବାର ଏକ ବୀଭତ୍ସ ହତ୍ୟାକାଣ୍ଡ ସାମନାକୁ ଆସିଥିଲା। ୫୬ ବର୍ଷୀୟ ମନୋଜ ସାନେ ତାଙ୍କ ଲିଭ୍‌-ଇନ୍‌ ପାର୍ଟନର ସରସ୍ବତୀ ବୈଦ୍ୟଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଖଣ୍ଡ ଖଣ୍ଡ କରି ପ୍ରେସର…

ଗୋଡସେ ଭାରତ ମାଆର ପୁଅ: ଗିରିରାଜ ସିଂ

ନୂଆଦିଲ୍ଲୀ,୯।୬: ମୋଦି ସରକାରରେ ଗ୍ରାମୀଣ ଉନ୍ନୟନ ଏବଂ ପଞ୍ଚାୟତରାଜ ଥିବା କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗୋଡସେଙ୍କୁ ଭାରତର ପୁତ୍ର ବୋଲି ବର୍ଣ୍ଣନା କରିଛନ୍ତି। ଖବର ସରବରାହ ସଂସ୍ଥା ଏନାଇକୁ ସାକ୍ଷାତକାର ଦେଇ କେନ୍ଦ୍ର ମନ୍ତ୍ରୀ…

ଆୟେଶା ଶ୍ରଫ୍‌ଙ୍କଠାରୁ ୫୮ ଲକ୍ଷ ଠକେଇ

ମୁମ୍ବାଇ, ୯ା୬: ବଲିଉଡ୍‌ର ବରିଷ୍ଠ ଅଭିନେତା ଜାକି ଶ୍ରଫ୍‌ଙ୍କ ସ୍ତ୍ରୀ ଆୟେଶା ଶ୍ରଫ୍‌ ୫୮ ଲକ୍ଷ ଟଙ୍କା ଠକାମୀର ଶିକାର ହୋଇଛନ୍ତି। ଅଭିଯକ୍ତ ଆଲାନ ଫର୍ଣ୍ଣାଣ୍ଡିଜ୍‌ଙ୍କ ବିରୋଧରେ ମୁମ୍ବାଇ ସାନ୍ତାକ୍ରୁଜ୍‌ ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି। ଖବର…

ଯେଉଁ ବ୍ରହ୍ମାଦତ୍ତଙ୍କୁ ମାରିଥିଲେ ସଞ୍ଜୀବ, ତାଙ୍କୁ ମୁଖ୍ୟମନ୍ତ୍ରୀ ରୂପେ ଦେଖିବାକୁ ଚାହୁଁଥିଲେ ମାୟାବତୀ, କାହିଁକି ରାଜି ହୋଇ ନ ଥିଲା ଭାଜପା…

ଲକ୍ଷ୍ନୌ,୯।୬: ଲକ୍ଷ୍ନୌର ହାଇକୋର୍ଟ ପରିସରରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ସଞ୍ଜୀବ ଜୀଭାଙ୍କୁ ବୁଧବାର ଗୁଳି କରି ହତ୍ୟା କରାଯାଇଛି। ଏହି ହତ୍ୟାକାଣ୍ଡ ଉତ୍ତରପ୍ରଦେଶ ରାଜନୀତିର ୩ଦଶକର ପୁରୁଣା ଅଧ୍ୟାୟକୁ ତାଜା କରିଦେଇଛି। ସଞ୍ଜୀବ ଭାଜପାର ଦୁଇ ବିଧାୟକ କୃଷ୍ଣାନନ୍ଦ ରାୟ ଏବଂ ବ୍ରହ୍ମାଦତ୍ତ…

ସେଙ୍ଗୋଲକୁ ନେଇ ପୁଣି ଭାଜପାକୁ ଟାର୍ଗେଟ କଲା କଂଗ୍ରେସ, ଭାଜପାର ଫେକ୍‌ ଫ୍ୟାକ୍ଟ୍ରିର ମୁଖା ଖୋଲିଛି ଏହି ସାକ୍ଷାତକାର!

ନୂଆଦିଲ୍ଲୀ,୯।୬:ନୂଆ ସଂସଦ ଭବନ ଉଦ୍‌ଘାଟନ ହେବା ପରେ ସେଙ୍ଗୋଲକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ। ନୂଆ ସଂସଦ ଭବନକୁ ବିରୋଧ କରିବା ସହ ବିରେଧୀ ଏହି ଉତ୍ସବକୁ ବର୍ଜନ କରିଥିଲେ। ପ୍ରଧାନମନ୍ତ୍ରୀ ସେଙ୍ଗୋଲକୁ ସଂସଦ ଭବନରେ ସ୍ଥାପନ କରିବା ବେଳେ…

ମଣିପୁର ହିଂସାକାଣ୍ଡ: ଏସଆଇଟି ଗଠନ କଲା ସିବିଆଇ

ଇମ୍ଫାଲ,୯।୬: ମଣିପୁରରେ ହିଂସା ଘଟଣାର ତଦନ୍ତ ପାଇଁ ଶୁକ୍ରବାର ସିବିଆଇ ସ୍ବତନ୍ତ୍ର ଟିମ୍‌ ଗଠନ କରିଛି। ଏନେଇ ସିବିଆଇ ଅଧିକାରୀ କହିଛନ୍ତି, ଆମେ ଏହି ମାମଲାରେ ପଞ୍ଜୀକୃତ ୬ଟିି ଏଫଆଇଆର୍‌କୁ ଯାଞ୍ଚ କରିବୁ। ସେଥିମଧ୍ୟରୁ ୫ଟି ଅପରାଧିକ ଷଡଯନ୍ତ୍ର ଏବଂ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?