ଜାତୀୟ

ମଣିପୁର ହିଂସାକାଣ୍ଡ: ଏସଆଇଟି ଗଠନ କଲା ସିବିଆଇ

ଇମ୍ଫାଲ,୯।୬: ମଣିପୁରରେ ହିଂସା ଘଟଣାର ତଦନ୍ତ ପାଇଁ ଶୁକ୍ରବାର ସିବିଆଇ ସ୍ବତନ୍ତ୍ର ଟିମ୍‌ ଗଠନ କରିଛି। ଏନେଇ ସିବିଆଇ ଅଧିକାରୀ କହିଛନ୍ତି, ଆମେ ଏହି ମାମଲାରେ ପଞ୍ଜୀକୃତ ୬ଟିି ଏଫଆଇଆର୍‌କୁ ଯାଞ୍ଚ କରିବୁ। ସେଥିମଧ୍ୟରୁ ୫ଟି ଅପରାଧିକ ଷଡଯନ୍ତ୍ର ଏବଂ ଗୋଟିଏ…

ତେଜସ୍ବୀଙ୍କୁ ଟାର୍ଗେଟ କଲେ ପ୍ରଶାନ୍ତ କିଶୋର, ‘ଦେଶରେ ସବୁଠାରୁ ଅଧିକ ଅପରାଧୀ ଲୋକ ଆରଜେଡି…’

ପାଟନା,୯।୬: ରାଜନୀତିର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋର ଗତ ବର୍ଷ ଅକ୍ଟୋବର ୨ରୁ ବିହାରର ବିଭିନ୍ନ ଜିଲ୍ଲାରେ ଜନ ସୁରାଜ ପଦ ଯାତ୍ରା କରୁଛନ୍ତି। ବର୍ତ୍ତମାନ ସ୍ବାସ୍ଥ୍ୟଗତ କାରଣରୁ ତାଙ୍କ ପଦଯାତ୍ରା ସମସ୍ତିପୁରରେ ସ୍ଥଗିତ ରହିଛି, ତଥାପି ସେ କ୍ରମାଗତ ଭାବରେ…

ବେଆଇନ ଖାଦାନ ଭୁଶୁଡିି ୩ ମୃତ, ଅନେକ ଫସିରହିଥିବା ଆଶଙ୍କା

ରାଞ୍ଚି,୯।୬: ଝାଡଖଣ୍ଡର ଭୌରା କୋଲିୟରୀ ଅଞ୍ଚଳରେ ଶୁକ୍ରବାର ବେଆଇନ ଖନନ ବେଳେ ଖାଦାନ ଭୁଶୁଡିି ଅତି କମରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ଏହା ସହିତ, ଆହୁରି ଅନେକ ଲୋକ ଏଥିରେ ଫସିଥିବାର ଆଶଙ୍କା କରାଯାଉଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି।…

କୁସ୍ତିଯୋଦ୍ଧାଙ୍କୁ ଦିଲ୍ଲୀ ପୋଲିସ ପକ୍ଷରୁ କ୍ଲିନଚିଟ୍‌

ନୂଆଦିଲ୍ଲୀ୯।୬:ଦିଲ୍ଲୀ ପୋଲିସ ପକ୍ଷରୁ କୁସ୍ତିଯୋଦ୍ଧାଙ୍କୁ ମିଳିଛି କ୍ଲିନଚିଟ୍‌। ଯନ୍ତରମନ୍ତରରେ ବିରୋଧ ପ୍ରଦର୍ଶନ ସମୟରେ କୁସ୍ତିଯୋଦ୍ଧାମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଆପତ୍ତିଜନକ ନାରା ଲଗାଇଥିବାର ଏକ ଭିଡିଓ କ୍ଲିପ୍‌ ଦିଲ୍ଲୀ ପୋଲିସକୁ ମିଳିଥିଲା। ଯାହା ମାଧ୍ୟମରେ ପୋଲିସ ସେମାନଙ୍କ ନାଁରେ ମାମଲା ରୁଜୁ…

‘ପାକିସ୍ତାନ ଉପରେ ଭାରତ ପୁଣିଥରେ ସର୍ଜିକାଲ ଷ୍ଟ୍ରାଇକ କରିବା ଉଚିତ’, ରାଜ୍ୟପାଳ ପୋରୋହିତ

ଚଣ୍ଡିଗଡ଼,୯।୬: ପାକିସ୍ତାନ ଉପରେ ପୁଣିଥରେ ସର୍ଜିକାଲ ଷ୍ଟ୍ରାଇକ କରାଯିବାକୁ ଦାବି ଉଠିଛି। ପଞ୍ଜାବର ରାଜ୍ୟପାଳ ବନଓ୍ବାରିଲାଲ ପୁରୋହିତ କହିଛନ୍ତି ପାକିସ୍ତାନ ଦ୍ୱାରା ଲଗାତାର ଡ୍ରୋନ ମାଧ୍ୟମରେ ଭାରତକୁ ଡ୍ରଗ୍ସ, ନିଶା ଔଷଧ ପଠାଯାଉଛି। ଯଦି ପାକିସ୍ତାନ ବାରମ୍ବାର ଭାରତ ବିରୋଧରେ ଷଡଯନ୍ତ୍ର…

ରାହୁଲଙ୍କୁ ସମାଲୋଚନା ପରେ ଜୟଶଙ୍କରଙ୍କ ଉପରେ ବର୍ଷିଲା କଂଗ୍ରେସ

ନୂଆଦିଲ୍ଲୀ,୯।୬: ରାହୁଲ ଗାନ୍ଧୀ ଆମେରିକାରେ ଦେଇଥିବା ମନ୍ତବ୍ୟକୁ ନେଇ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର କଂଗ୍ରେସକୁ ସମାଲୋଚନା କରିଥିଲେ। ସେ କହିଥିଲେ, ରାହୁଲ ଗାନ୍ଧୀ ବିଦେଶରେ ଭାରତକୁ ସମାଲୋଚନା କରିବା ଏବଂ ରାଜନୀତିକ ମନ୍ତବ୍ୟ ଦେବା ତାଙ୍କର ଏକ ଅଭ୍ୟାସ। ଏହାର…

ଗ୍ୟାଙ୍ଗଷ୍ଟର ସଞ୍ଜୀବଙ୍କ ପତ୍ନୀ ପାୟଲଙ୍କ ଜାମିନ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୯।୬: ଗ୍ୟାଙ୍ଗଷ୍ଟର ସଞ୍ଜୀବ ଜୀଭାଙ୍କ ପତ୍ନୀ ପାୟଲ ମହେଶ୍ୱରୀଙ୍କ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ଲକ୍ଷ୍ନୌ କୋର୍ଟ ପରିସରରେ ସଞ୍ଜୀବଙ୍କୁ ହତ୍ୟା କରାଯିବା ପରେ ଶବ ସଂସ୍କାର ପାଇଁ ତାଙ୍କ ପତ୍ନୀ କୋର୍ଟଙ୍କୁ କିଛିଦିନ ପାଇଁ ଜାମିନ କରିବା ଲାଗି ଆବେଦନ…

ମଣିପୁରରେ ଇଣ୍ଟରନେଟ୍‌ ସେବା ବନ୍ଦ ବିରୋଧରେ ମାମଲାର ଶୀଘ୍ର ଶୁଣାଣି କରିବାକୁ ମନା କଲେ ଏସ୍‌ସି

ନୂଆଦିଲ୍ଲୀ,୯।୬: ସୁପ୍ରିମକୋର୍ଟ ଜାତିଗତ ହିଂସା ପ୍ରଭାବିତ ମଣିପୁରରେ ଜାରି ହୋଇଥିବା ଇଣ୍ଟରନେଟ୍‌ ନିଷେଧାଦେଶ ବିରୋଧରେ ରାଜ୍ୟରୁ ୨ ଜଣଙ୍କ ଦ୍ୱାରା ଦାଖଲ କରାଯାଇଥିବା ଆବେଦନ ଉପରେ ଶୀଘ୍ର ଶୁଣାଣି କରିବାକୁ ମନା କରିଦେଇଛନ୍ତି। ଜଷ୍ଟିସ ଅନିରୁଦ୍ଧ ବେସ ଏବଂ ଜଷ୍ଟିସ ରାଜେଶ…

କୁସ୍ତିଯୋଦ୍ଧାଙ୍କ ମାମଲାରେ ନୂଆ ମୋଡ: ପୋଲିସ ସୁରକ୍ଷାରେ ବ୍ରିଜ୍‌ଭୂଷଣଙ୍କ ଘରେ ପହଞ୍ଚିଲେ ମହିଳା କୁସ୍ତିଯୋଦ୍ଧା

ନୂଆଦିଲ୍ଲୀ,୯।୬: ଭାରତୀୟ ରେସଲିଂ ଫେଡେରେଶନ (ଡବ୍ଲ୍ୟୁଏଫଆଇ) ପୂର୍ବତନ ସଭାପତି ତଥା ଭାଜପା ଏମ୍‌ପି ବ୍ରିଜ୍‌ଭୂଷଣ ସିଂଙ୍କ ବିରୋଧରେ ତଦନ୍ତ ମାମଲାରେ ଏକ ନୂଆ ମୋଡ଼ ଆସିଛି। କୁସ୍ତିଯୋଦ୍ଧାଙ୍କ ଧାରଣାରେ ସାମିଲ ଥିବା ଜଣେ ମହିଳା କୁସ୍ତିଯୋଦ୍ଧା ପୋଲିସ ସୁରକ୍ଷା ଅଧୀନରେ ବ୍ରିଜ୍‌ଭୂଷଣ…

ଲୋକ ସଭା ନିର୍ବାଚନ ପାଇଁ ପ୍ରସ୍ତୁତି: ଇଭିଏମ ଏବଂ ପେପରଟ୍ରେଲ୍‌ ମେଶିନର ଯାଞ୍ଚ ଆରମ୍ଭ

ନୂଆଦିଲ୍ଲୀ,୯।୬: ଆସନ୍ତା ବର୍ଷ ଲୋକ ସଭା ନିର୍ବାଚନ ଏବଂ ଚଳିତ ବର୍ଷ ଶେଷ ସୁଦ୍ଧା ୫ଟି ବିଧାନସଭା ନିର୍ବାଚନ ପୂର୍ବରୁ ନିର୍ବାଚନ ଆୟୋଗ ପର୍ଯ୍ୟାୟକ୍ରମେ ଦେଶରେ ଇଲେକ୍ଟ୍ରୋନିକ ଭୋଟିଂ ମେଶିନ (ଇଭିଏମ) ଏବଂ ପେପରଟ୍ରେଲ୍‌ ମେଶିନର ପ୍ରାଥମିକ ସ୍ତରର ଯାଞ୍ଚ ଆରମ୍ଭ…

ଭଗଓ୍ବନ୍ତ ମାନ ସର୍କସର ସିଂହ: ସୁଖବିର ସିଂ ବାଦଲ

ଛଣ୍ଡିଗଡ଼,୯।୬: ଶିରୋମଣି ଅକାଳି ଦଳର ମୁଖିଆ ସୁଖବିର ସିଂ ବାଦଲ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କ ଉପରେ ଖୁବ ବର୍ଷିଛନ୍ତି। ମୁଖ୍ୟମନ୍ତ୍ରୀ ମାନ ବିରୋଧୀ ଦଳର ନେତାଙ୍କୁ ଜଙ୍ଗଲର ପଶୁ ବୋଲି କହିଥିଲେ। ତାଙ୍କର ଏହି ବୟାନକୁ ନେଇ ପାଲଟା ଆକ୍ରଣ…

ସଞ୍ଜୟ ରାଉତଙ୍କୁ ହତ୍ୟା ଧମକ

ମୁମ୍ବାଇ,୯।୬: ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ଦଳର ନେତା ସଞ୍ଜୟ ରାଉତଙ୍କୁ ମିଳିଲା ହତ୍ୟା ଧମକ । ସଞ୍ଜୟଙ୍କ ବିଧାୟକ ଭାଇ ସୁନୀଲ ରାଉତଙ୍କୁ ଅଜଣା ବ୍ୟକ୍ତିଙ୍କଠାରୁ ଏକ କଲ ଆସିଥିଲା, ଯିଏକି ସଞ୍ଜୟଙ୍କୁ ଗୁଳି କରି ହତ୍ୟା କରିବାକୁ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?