ଜାତୀୟ

କମିପାରେ ପେଟ୍ରୋଲ-ଡିଜେଲ ଦର !, ସଙ୍କେତ ଦେଲେ ପେଟ୍ରୋଲିୟମ ମନ୍ତ୍ରୀ…

ନୂଆଦିଲ୍ଲୀ,୧୦।୬ : ପେଟ୍ରୋଲ-ଡିଜେଲ ଦର କମିପାରେ । ଏନେଇ ପେଟ୍ରୋଲିୟମ ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ କହିଛନ୍ତି ଯଦି ଅଶୋଧିତ ତୈଳ ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ସ୍ଥିର ରହେ ତେବେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ହ୍ରାସ କରିବାକୁ ବିଚାର କରିବାକୁ…

ବାହାନଗା ବଜାର ଷ୍ଟେଶନରେ ଅଟକିବନି କୌଣସି ଟ୍ରେନ, ସିବିଆଇ କଲା ସିଲ, ଲଗ ବୁକ୍‌-ରିଲେ ପ୍ୟାନେଲ ଜବତ…

ବାହାନଗା,୧୦।୬ : ଓଡିଶାର ବାଲେଶ୍ୱର ଜିଲାର ବାହାନଗାରେ ହୋଇଥିବା ଟ୍ରେନ ଦୁର୍ଘଟଣାର ଅନୁସନ୍ଧାନ କରୁଥିବା ସିବିଆଇ ଏବେ ଲଗ ବୁକ, ରିଲେ ପ୍ୟାନେଲ ଏବଂ ଅନ୍ୟାନ୍ୟ ଯନ୍ତ୍ରପାତି ଜବତ କରିବା ପରେ ଷ୍ଟେଶନକୁ ସିଲ କରିଛି। ଫଳରେ ଏଣିକି ବାହାନଗା ବଜାର…

୩୦୦୦ ରୋଗୀଙ୍କୁ ମାଗଣା ଚିକିତ୍ସା କଲେ ୨୦୦ ସ୍ବାସ୍ଥ୍ୟ ବିଶେଷଜ୍ଞ

ଦେଓଘର,୧୦ା୬: ସତ୍‌ସଙ୍ଗର ଶ୍ରୀଶ୍ରୀ ଆଚାର୍ଯ୍ୟଦେବଙ୍କ ୫୬ତମ ଜନ୍ମଦିବସ ଅବସରରେ ଦେଓଘର ସତ୍‌ସଙ୍ଗ ଆଶ୍ରମରେ ଏକ ମେଗା ସ୍ବାସ୍ଥ୍ୟ କ୍ୟାମ୍ପ୍‌ର ଆୟୋଜନ କରାଯାଇଥିଲା। ଏହି କ୍ୟାମ୍ପ୍‌ରେ ଭାରତର ବିଭିନ୍ନ ପ୍ରାନ୍ତରରୁ ୨୦୦ ସ୍ବାସ୍ଥ୍ୟ ବିଶେଷଜ୍ଞ ଅଂଶଗ୍ରହଣ କରି ପ୍ରାୟ ୩୦୦୦ରୋଗୀଙ୍କୁ ମାଗଣା ଚିକିତ୍ସା…

ଉଦ୍ଧବ ମୋ ସାନ ଭାଇ ଭଳି: ମହାରାଷ୍ଟ୍ର ଭାଜପା ପ୍ରମୁଖ…

ମୁମ୍ବାଇ,୧୦।୬ : ମହାରାଷ୍ଟ୍ର ଭାଜପା ପୁଣି ଥରେ ବିରୋଧୀଙ୍କୁ ଟାର୍ଗେଟ କରିଛି। ଭାଜପା ରାଜ୍ୟ ମୁଖ୍ୟ ଚନ୍ଦ୍ରଶେଖର ବାୱାନକୁଲେ ଶନିବାର ଶିବସେନା (ଉଦ୍ଧବ ଦଳ) ମୁଖ୍ୟ ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରି କହିଛନ୍ତି ବର୍ତ୍ତମାନ ସେ ଏପରି ସ୍ଥିତିରେ ଅଛନ୍ତି କଂଗ୍ରେସ…

ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ ଲେଖିଲେ ଚିଠି, ‘୩୨ ବର୍ଷ ହେଲା ମା’ଙ୍କୁ ଦେଖିନାହିଁ, ଏବେ ଘରକୁ ଯିବାକୁ ଚାହୁଁଛି’

ଚେନ୍ନାଇ,୧୦।୬: ୩୨ବର୍ଷ ଧରି ମା’ଙ୍କୁ ଦେଖିନାହିଁ। ମୋତେ ଯିବାକୁ ଦିଅନ୍ତୁ। କୋହଭରା କଣ୍ଠରେ ଚିଠି ମାଧ୍ୟମରେ ନିବେଦନ କରିଛନ୍ତି ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ ଏମ.ଟି ସନ୍ଥନ। ସେ କହିଛନ୍ତି, ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ତଥା ବୈଦେଶିକ ବ୍ୟାପାର…

ସକ୍ରିୟ ମାମଲା ୩ ହଜାରରୁ କମ…

ନୂଆଦିଲ୍ଲୀ, ୧୦।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି ସକ୍ରିୟ ମାମଲାରେ ହ୍ରାସ ଦେଖିବାକୁ…

ମଣିପୁର ହିଂସାକାଣ୍ଡ: ୧୧ ଅଫିସରଙ୍କ ବଦଳି

ଇମ୍ଫାଲ,୧୦।୬:ମଣିପୁରରେ କୁକି ଏବଂ ମୈତେଇ ସମ୍ପ୍ରଦାୟ ମଧ୍ୟରେ ଜାତିଗତ ହିଂସାକାଣ୍ଡ ଦିନକୁ ଦିନ ଉଗ୍ର ରୂପ ନେବାରେ ଲାଗିଛି। ୩୯ଦିନ ଧରି ଚାଲିଥିବା ଏହି ହିଂସାକାଣ୍ଡରେ ୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ୩୧୦ଜଣ ଗୁରୁତରଆହତ ହୋଇଛନ୍ତି। ତେବେ ଏ…

ଏଥର ଭୋଟିଂରେ ସାମିଲ ହେବେ ପ୍ରବାସୀ ଭାରତୀୟ

ନୂଆଦିଲ୍ଲୀ,୧୦।୬: ଏଥର ପ୍ରବାସୀ ଭାରତୀୟ ମଧ୍ୟ ନିର୍ବାଚନରେ ମତଦାନ କରିପାରିବେ। ଭାରତର ନିର୍ବାଚନ ଆୟୋଗ ନୂଆ ନୀତି ଆଣିବାକୁ ଯାଉଛନ୍ତି। ଏନେଇ ସୂଚନା ପ୍ରଦାନ କରିଛନ୍ତି ନିର୍ବାଚନ ଆୟୋଗର ମୁଖ୍ୟ ରାଜୀବ କୁମାର। ସେ କହିଛନ୍ତି, ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ପ୍ରବାସୀ…

ସୁପ୍ରିୟା ସୁଲେ, ପ୍ରଫୁଲ୍ଲ ପଟେଲ ହେଲେ ଏନସିପିର କାର୍ଯ୍ୟକାରୀ ଅଧ୍ୟକ୍ଷ

ମୁମ୍ବାଇ, ୧୦।୬: ଲୋକ ସଭା ନିର୍ବାଚନ ପୂର୍ବରୁ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି)ରେ ହଇଚଇ ସୃଷ୍ଟି ହୋଇଛି। ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେ ଏବଂ ପ୍ରଫୁଲ୍ଲ ପଟେଲଙ୍କୁ ଏନସିପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ଘୋଷଣା କରାଯାଇଛି। ଏନସିପି…

ଆରଏସଏସ ପ୍ରତିଷ୍ଠାତା ହେଡଗଓ୍ବୋର୍‌ଙ୍କୁ ସ୍କୁଲ୍‌ ପାଠ୍ୟକ୍ରମ ବିଷୟବସ୍ତୁରୁୁ ହଟାଇବ କର୍ନାଟକ ସରକାର!

ବେଙ୍ଗାଲୁରୁ,୧୦।୬: କର୍ନାଟକ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ନିଜ ପ୍ରଚାର ପତ୍ରରେ ନିର୍ବାଚନ ଜିତିଲେ ଆରଏସଏସ ସଂଗଠନ ଉପରେ ବ୍ୟାନ୍‌ ଲଗେଇବୁ ବୋଲି ଘୋଷଣା କରିଥିଲା। ଯାହାକୁ କର୍ନାଟକରେ କ୍ଷମତାକୁ ଆସିବା ପରେ କଂଗ୍ରେସ ଏହାକୁ ଆରମ୍ଭ କରିଛି। ବର୍ତ୍ତମାନ ପାଠ୍ୟପୁସ୍ତକ…

‘ପୀଡିତାଙ୍କ ଉପରେ ଭୟ ସୃଷ୍ଟି କରାଯାଉଛି’, ମହିଳା କୁସ୍ତିଯୋଦ୍ଧାଙ୍କୁ ବ୍ରଜ୍‌ଭୂଷଣଙ୍କ ଘରକୁ ନିଆଯିବା ଘଟଣା ଉପରେ ତଦନ୍ତ ଦାବି କଲା ଟିଏମସି

ନୂଆଦିଲ୍ଲୀ,୧୦।୬: ଭାରତୀୟ ରେସଲିଂ ଫେଡେରେଶନ (ଡବ୍ଲ୍ୟୁଏଫଆଇ) ପୂର୍ବତନ ସଭାପତି ତଥା ଭାଜପା ଏମ୍‌ପି ବ୍ରିଜ୍‌ଭୂଷଣ ସିଂଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ମାମଲାରେ ତଦନ୍ତ ଚାଲିଛି। ଶୁକ୍ରବାର କ୍ରାଇମ ସିନ ରିକ୍ରିଏଟ୍‌ କରିବା ପାଇଁ ଦିଲ୍ଲୀ ପୋଲିସ ରେସଲର ସଂଗୀତା ଫୋଗାଟଙ୍କୁ ବ୍ରିଜ୍‌ଭୂଷଣଙ୍କ…

ଗିରିରାଜଙ୍କ ଉପରେ ବର୍ଷିଲେ କପିଲ ସିବଲ, କହିଲେ ‘ଗୋଡସେଙ୍କ ପରି ନିର୍ଭୟାର ହତ୍ୟାକାରୀ ମଧ୍ୟ ଭାରତ ମାଆର ପୁଅ’

ଗିରିରାଜଙ୍କ ଉପରେ ବର୍ଷିଲେ କପିଳ ସିବଲ, କହିଲେ ‘ଗୋଡସେଙ୍କ ପରି ନିର୍ଭୟାର ହତ୍ୟାକାରୀ ମଧ୍ୟ ଭାରତ ମାଆର ପୁଅ’ ନୂଆଦିଲ୍ଲୀ,୧୦।୬: ମୋଗଲ ସମ୍ରାଟ ଔରଙ୍ଗଜେବ ଏବଂ ବାବରଙ୍କୁ ନେଇ ଜାତୀୟ ରାଜନୀତି ସରଗରମ ଥିବାବେଳେ କେନ୍ଦ୍ର ମନ୍ତ୍ରୀ ଗିରିରାଜଙ୍କ ବୟାନ ଏହାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?