ଜାତୀୟ

ରାଜ୍ୟ ସଭା ଯାଇପାରନ୍ତି ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ,୯।୬: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ରାଜନୈତିକ ଯାତ୍ରା ଖୁବଶୀଘ୍ର ରାଜ୍ୟ ସଭା ଆଡକୁ ଗତି କରିପାରେ। ମିଳିଥିବା ସୂଚନା ଅନୁଯାୟୀ, ସୋନିଆ ଗାନ୍ଧୀଙ୍କ ଉପସ୍ଥିତିରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ପ୍ରିୟଙ୍କାଙ୍କୁ ରାଜ୍ୟ ସଭା ପଠାଇବାର ସମସ୍ତ ପ୍ରସ୍ତୁତି ଶେଷ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତ ନୂଆ ମାନଦଣ୍ଡ ସୃଷ୍ଟି କରିବ: ପେଣ୍ଟାଗନ ଅଧିକାରୀ

ନୂଆଦିଲ୍ଲୀ/ଓ୍ବାଶିଂଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମାସରେ ଆମେରିକା ଗସ୍ତରେ ଯାଉଛନ୍ତି। ଏହି ଗସ୍ତରୁ ଭାରତ ଏବଂ ଆମେରିକାର ଲୋକମାନେ ବହୁତ ଆଶା ରଖିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତ ଭାରତ-ଆମେରିକା ପ୍ରତିରକ୍ଷା ସଂପର୍କରେ ନୂଆ ମାନଦଣ୍ଡ ସୃଷ୍ଟି କରିବ ବୋଲି…

ଶରଦ ପାୱାରଙ୍କୁ ‘ଔରଙ୍ଗଜେବଙ୍କ ପୁନର୍ଜନ୍ମ’ କହିବା ଉପରେ ବିବାଦ, ଏନ୍‌ସିପି ଦେଲା ଚେତାବନୀ

ମୁମ୍ବାଇ, ୯।୬: ମହାରାଷ୍ଟ୍ରରେ ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ଉପରେ ଚାଲିଥିବା ବିବାଦ ବନ୍ଦ ହେବାର ନାଁ ନେଉନାହିଁ। ଭାଜପା ନେତା ନୀଳେଶ ରାଣେ ଏନ୍‌ସିପି ସୁପ୍ରିମୋ ଶରଦ ପାୱାରଙ୍କୁ ‘ଔରଙ୍ଗଜେବଙ୍କ ପୁନର୍ଜନ୍ମ’ ବୋଲି କହିବା ପରେ ବିବାଦ ଆହୁରି ଗଭୀର ହୋଇଯାଇଛି।…

‘ଔରଙ୍ଗଜେବଙ୍କ ପୂନର୍ଜନ୍ମ ଶରଦ ପାଓ୍ବାର’, ଭାଜପା ନେତା ନୀଲେଶ ରାଣେ କହିଲେ- ନିର୍ବାଚନ ଆସୁ ଆସୁ କଲେ ମୁସଲମାନଙ୍କ ଚିନ୍ତା

ମୁମ୍ବାଇ,୯।୬: ମହାରାଷ୍ଟ୍ରର ଭାରତୀୟ ଜନତା ପାର୍ଟି(ଭାଜପା) ନେତା ନୀଲେଶ ରାଣେ ଗୁରୁବାର କହିଛନ୍ତି ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି) ମୁଖ୍ୟ ଶରଦ ପାଓ୍ବାର ଔରଙ୍ଗଜେବଙ୍କ ପୁନର୍ଜନ୍ମ । ଏନସିପି ଏହା ବିରୋଧରେ ଶୁକ୍ରବାର ମୁମ୍ବାଇରେ ଜେଲ ଭରୋ ଆନ୍ଦୋଳନ ଘୋଷଣା କରିଛି। ଭାଜପା…

ଏନସିପି ମୁଖ୍ୟ ଶରଦ ପାଓ୍ବାରଙ୍କୁ ହତ୍ୟା ଧମକ

ମୁମ୍ବାଇ,୯।୬: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି) ମୁଖ୍ୟ ଶରଦ ପାଓ୍ବାରଙ୍କୁ ଟୁଇଟରରେ ହତ୍ୟା ଧମକ ଦିଆଯାଇଛି। ଏହାପରେ ଏନସିପି ଏମପି ତଥା ଶରଦ ପାଓ୍ବାରଙ୍କ ଝିଅ ସୁପ୍ରିୟା ସୁଲେଙ୍କ ନେତୃତ୍ୱରେ ପାର୍ଟିର ବରିଷ୍ଠ ନେତାମାନେ ମୁମ୍ବାଇ ପୋଲିସ କମିଶନରଙ୍କ ନିକଟରେ ପହଞ୍ଚିଛନ୍ତି। ଏନସିପିର…

ଆସନ୍ତା ୩୬ ଘଣ୍ଟା ମଧ୍ୟରେ ଭୟଙ୍କର ରୂପ ନେବ ସାମୁଦ୍ରିକ ଝଡ ‘ବିପର୍ଯ୍ୟୟ’, ଭାରତ ସମେତ ପାକିସ୍ତାନ ଉପରେ ପଡିପାରେ ପ୍ରଭାବ

ନୂଆଦିଲ୍ଲୀ, ୯।୬: ଆସନ୍ତା ୩୬ ଘଣ୍ଟା ମଧ୍ୟରେ ସାମୁଦ୍ରିକ ଝଡ ‘ବିପର୍ଯ୍ୟୟ’ ଆହୁରି ତୀବ୍ର ହୋଇ ଆଗାମୀ ୨ ଦିନ ମଧ୍ୟରେ ଉତ୍ତର-ଉତ୍ତର-ପଶ୍ଚିମ ଉପକୂଳରେ ଗତି କରିବା ନେଇ ସମ୍ଭାବନା ରହିଛି। ଏନେଇ ଶୁକ୍ରବାର ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ…

କୁସ୍ତି ଯୋଦ୍ଧା ଯୌନଶୋଷଣ ମାମଲାରେ ନୂଆ ମୋଡ଼

ନୂଆଦିଲ୍ଳୀ, ୯ା୬: ଭାରତୀୟ ରେସଲିଂ ଫେଡେରେଶନ (ଡବ୍ଲ୍ୟୁଏଫ୍‌ଆଇ) ପୂର୍ବତନ ସଭାପତି ବ୍ରିଜଭୂଷଣ ଶରଣ ସିଂଙ୍କ ଯୌନ ନିର୍ଯାତନା ମାମଲାରେ ଆସିଛି ନୂଆ ମୋଡ। ନାବାଳିକା ଅଭିଯୋଗ କାରିଣୀଙ୍କ ପିତା ନଜର ମତ ବଦଳାଇବା ସହିତ ଚାପରେ ଆସି ଏମିତି ଅଭିଯୋଗ କରିଥିଲେ…

ମହାରାଷ୍ଟ୍ରରେ ଭାଜପାକୁ ଔରଙ୍ଗଜେବ ଭରସା : ସଞ୍ଜୟ ରାଉତ

ମୁମ୍ବାଇ,୯।୬: ମହାରାଷ୍ଟ୍ରରେ ଔରଙ୍ଗଜେବଙ୍କୁ ନେଇ ଦୁଇଟି ଜିଲାରେ ଉତ୍ତେଜନା ଦେଖାଦେଇଛି। ପ୍ରଥମ ଘଟଣା କୋହ୍ଲାପୁରରେ ଘଟିଥିଲା ଯେଉଁଠାରେ ମଙ୍ଗଳବାର କିଛି ଯୁବକ ସୋସିଆଲ ମିଡିଆରେ ଔରଙ୍ଗଜେବଙ୍କ ସମର୍ଥନରେ ପୋଷ୍ଟ କରିଥିଲେ। ବୁଧବାର ଏହାକୁ ବିରୋଧ କରାଯାଇ ପ୍ରତିବାଦ ବେଳେ ବିକ୍ଷୋଭକାରୀମାନେ ପୋଲିସ…

୨୦ ଲକ୍ଷର ସୁପାରି ନେଇଥିଲେ ଗ୍ୟାଙ୍ଗ୍‌ଷ୍ଟର ସଞ୍ଜୀବଙ୍କ ହତ୍ୟାକାରୀ

ଲକ୍ଷ୍ନୌ,୯ା୬: ଉତ୍ତର ପ୍ରଦେଶର ଲକ୍ଷ୍ନୌ କୋର୍ଟରେ ଗ୍ୟାଙ୍ଗ୍‌ଷ୍ଟର ସଞ୍ଜୀବ ଜୀଭାଙ୍କୁ ବୁଧବାର ୭ରୁ ୯ ରାଉଣ୍ଡ୍‌ ଗୁଳିକରି ହତ୍ୟା କରିଥିବା ବିଜୟ ଯାଦବ(୨୪)ଙ୍କୁ ପୋଲିସ ଗିରଫ କରିଛି। ଗ୍ୟାଙ୍ଗ୍‌ଷ୍ଟର ମୁଖ୍‌ତାର ଅନ୍‌ସାରୀଙ୍କ ସହଯୋଗୀ ସଞ୍ଜୀବଙ୍କୁ ହତ୍ୟା ପାଇଁ ତାଙ୍କୁ ୨୦ ଲକ୍ଷ…

ହୋଟେଲରେ ପରିବାରର ୩ ଜଣଙ୍କ ଆତ୍ମହତ୍ୟା

ଥ୍ରିଶୂର(କେରଳ ),୯ା୬: କେରଳର ଗୋଟିଏ ପରିବାରର ୩ ସଦସ୍ୟଙ୍କ ମୃତଦେହ ଥ୍ରିଶୂର ଜିଲାର ଏକ ହୋଟେଲ ପ୍ରକୋଷ୍ଠରୁ ଝୁଲନ୍ତା ଅବସ୍ଥାରେ ମିଳିଛି। ମୃତକ ହେଲେ ସ୍ବାମୀ ସ୍ତ୍ରୀ ଓ ସେମାନଙ୍କ ଝିଅ। ସେମାନେ କିଛିଦିନ ହେଲା ଉକ୍ତ ହୋଟେଲରେ ରହିଥିଲେ। ମୃତ୍ୟୁର…

ବୋର୍‌ଓ୍ବେଲ୍‌ରେ ଖସିଥିବା ଶିଶୁର ମୃତ୍ୟୁ

ଭୋପାଳ,୯ା୬: ମଧ୍ୟପ୍ରଦେଶର ସେହୋର ଜିଲାରେ ଏକ ବୋର୍‌ଓ୍ବେଲ୍‌ରେ ଖସିପଡ଼ିଥିବା ଅଢ଼େଇ ବର୍ଷର ଶିଶୁକନ୍ୟାର ଗୁରୁବାର ମୃତ୍ୟୁ ଘଟିଛି। ଶିଶୁଟିକୁ ଉଦ୍ଧାର ପାଇଁ ୫୨ ଘଣ୍ଟାର ଉଦ୍ୟମ ବ୍ୟର୍ଥ ଯାଇଛି। ଗୁରୁବାର ଅପରାହ୍ନ ୫ଟା ୩୦ରେ ବୋର୍‌ଓ୍ବେଲରୁ ପିଲାଟିକୁ ବାହାର କରି ହସ୍ପିଟାଲ…

ବଳାତ୍କାର ପରେ ହାତୁଡ଼ିରେ ଛେଚି ହତ୍ୟା

ଲକ୍ଷ୍ନୌ, ୯ା୬ : ଲକ୍ଷ୍ନୌର ଇନ୍ଦିରାନଗର ଅଞ୍ଚଳରେ ୧୪ ବର୍ଷୀୟା ବାଳିକାଙ୍କୁ ଜଣେ ନାବାଳକ ବଳାତ୍କାର ପରେ ହାତୁଡ଼ିରେ ଛେଚି ହତ୍ୟା କରିଛନ୍ତି। ମୃତଦେହକୁ ଅଭିଯୁକ୍ତ ଘରେ ଝୁଲାଇଦେଇ ପଳାଇ ଯାଇଥିଲେ। ଅଭିଯୁକ୍ତ ଶାହିଦ ନାବାଳିକାଙ୍କ ଟାକ୍ରୋହିସ୍ଥିତ ଘରେ ପଶି ଏଭଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?