ଦଶ ମାସ ପରେ ଜେଲରୁ ବାହାରିଲେ ସିଦ୍ଧୁ
ଚଣ୍ଡିଗଡ଼,୧।୪: କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ପଟିଆଲା ଜେଲରୁ ମୁକୁଳି ସାରିଛନ୍ତି। ରୋଡ ରେଜ ମାମଲାରେ ତାଙ୍କୁ ଏକ ବର୍ଷ ସଜା ହୋଇଥିଲା। ହେଲେ ଶନିବାର ୧ ବର୍ଷ ପୂରଣର ୪୮ ଦିନ ପୂର୍ବରୁ ସେ ମୁକୁଳି ଯାଇଛନ୍ତି। ଏହି…
ଯାତ୍ରୀବାହୀ ବିମାନ-ପକ୍ଷୀ ମୁହାଁମୁହିଁ ଧକ୍କା: ଦିଲ୍ଲୀ ବିମାନ ବନ୍ଦରରେ ଘଣ୍ଟାଏ ପାଇଁ ସମ୍ପୂର୍ଣ୍ଣ ଜରୁରୀକାଳୀନ ପରିସ୍ଥିତି ଜାରି…
ନୂଆଦିଲ୍ଲୀ,୧।୪ : ଶନିବାର ଦିଲ୍ଲୀ ବିମାନବନ୍ଦରରେ ସମ୍ପୂର୍ଣ୍ଣ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା। ଦୁବାଇ ଅଭିମୁଖେ ଫେଡେକ୍ସ ବିମାନ ଉଡ଼ାଣ ପରେ ଏହା ପକ୍ଷୀ ଧକ୍କା ହେବାରୁ ଦିଲ୍ଲୀ ବିମାନବନ୍ଦରରେ ସମ୍ପୂର୍ଣ୍ଣ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା। ବିମାନବନ୍ଦର ଅଧିକାରୀମାନେ ଏହି…
ତିନି ଦିନିଆ ଭାରତ ଗସ୍ତରେ ଭୁଟାନ ରାଜା
ଥିମ୍ପୁ/ନୂଆଦିଲ୍ଲୀ,୧।୪: ଭୁଟାନ ରାଜା ଜିଗମେ ଖେସର ନାମନ୍ୟାଲ ଓ୍ବାଙ୍ଗଚୁକ ଆସନ୍ତା ସପ୍ତାହରେ ଭାରତ ଗସ୍ତରେ ଆସୁଛନ୍ତି। ସେ ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିମନ୍ତ୍ରଣରେ ଭାରତକୁ ଆସୁଛନ୍ତି। ସୋମବାର ଅର୍ଥାତ୍ ୩ ରୁ ୫ ଏପ୍ରିଲ ପର୍ଯ୍ୟନ୍ତ ସେ ଭାରତରେ ରହିବେ।…
ଭାରତୀୟ ସମୁଦ୍ର ସୁରକ୍ଷାରେ ଶକ୍ତିଶାଳୀ କ୍ଷେପଣାସ୍ତ୍ର: ୧୭୦୦ କୋଟି ଟଙ୍କାରୁ ଅଧିକ ଚୁକ୍ତି…
ନୂଆଦିଲ୍ଲୀ,୧।୪ : ଦେଶର ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ନିୟୋଜିତ ଅଛନ୍ତି। ଏହି ପରିପ୍ରେକ୍ଷୀରେ, ପ୍ରତିରକ୍ଷା ମନ୍ତ୍ରଣାଳୟ ୧୭୦୦ କୋଟିରୁ ଅଧିକ ମୂଲ୍ୟରେ ନୌସନା ପାଇଁ ୧୩ ଏଲଓ୍ବାଇଏନଏକ୍ସୟୁ-୨ ଫାୟାର କଣ୍ଟ୍ରୋଲ ସିଷ୍ଟମ କ୍ରୟ…
ଭାରତକୁ ମିଳିଲା ନାଟୋରେ ସାମିଲ ହେବାର ଅଫର, ଆମେରିକା ରାଷ୍ଟ୍ରଦୂତ କହିଲେ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ
ନୂଆଦିଲ୍ଲୀ,୧।୪:ଭାରତକୁ ନାଟୋରେ ସାମିଲ ହେବାର ଅଫର ମିଳିଛି। ନାଟୋ ହେଉଛି ୪୦ଟି ଦେଶର ମିଲିଟ୍ରି ସଙ୍ଗଠନ। ଆମେରିକା ରାଷ୍ଟ୍ରଦୂତ ଜୁଲିୟନ ସ୍ମିଥ କହିଛନ୍ତି, ଭାରତ ପାଇଁ ନାଟୋର ଦ୍ୱାର ଖୋଲା ରହିଛି। ସେ କହିଛନ୍ତି, ଭାରତର ଯଦି ଏଥିରେ ରୁଚି ରହିଛି…
ମଧ୍ୟ ପ୍ରଦେଶକୁ ମିଳିଲା ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ
ଭୋପାଳ,୧।୪: ମଧ୍ୟ ପ୍ରଦେଶର ରାଜଧାନୀ ଭୋପାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇଛନ୍ତି। ଏହି ଟ୍ରେନର ଲୋକାର୍ପଣ ପ୍ରଧାନମନ୍ତ୍ରୀ ହାଇଟେକ କମଳାପତି ରେଲଓ୍ବେ ଷ୍ଟେଶନରେ କରିଛନ୍ତି। ଏହି ଅବସରରେ ମୋଦି କହିଛନ୍ତି, ମଧ୍ୟ ପ୍ରଦେଶକୁ…
ଭାରତ-ଚାଇନା ସୀମାରେ ସ୍ଥିତି ସ୍ବାଭାବିକ: ଚାଇନା ରାଷ୍ଟ୍ରଦୂତ…
କୋଲକାତା,୧।୪ : ଭାରତ-ଚାଇନା ସୀମାରେ ଥିବା ଜରୁରୀକାଳୀନ ସ୍ଥିତି ଏବେ ଆଉ ନାହିଁ। ପୂର୍ବର ଅବସ୍ଥା ବର୍ତ୍ତମାନ ଅତୀତର ହୋଇସାରିଛି। ବର୍ତ୍ତମାନ ସ୍ଥିତି ସ୍ବାଭାବିକ ରହିଛି। କୋଲକାତାରେ ଖବରଦାତାମାନଙ୍କ ସହ କଥାବାର୍ତ୍ତା ବେଳେ ଚାଇନାର ବରିଷ୍ଠ କୂଟନୀତିଜ୍ଞ ତଥା ରାଷ୍ଟ୍ରଦୂତ ଚେନ…
ଗୁଜରାଟରେ କଂଗ୍ରେସ କରିବ ୩୦୦ରୁ ଅଧିକ ପ୍ରତିବାଦ ସଭା: ରାହୁଲଙ୍କୁ ପଠାଗଲା ଆମନ୍ତ୍ରଣ…
ନୂଆଦିଲ୍ଲୀ,୧।୪ : ଭାରତୀୟ ଜନତା ପାର୍ଟି ସରକାରଙ୍କ ବିଫଳତାକୁ ଦର୍ଶାଇ ଗୁଜରାଟ କଂଗ୍ରେସ ଚଳିତ ମାସରେ ସାରା ରାଜ୍ୟରେ ୩୦୦ରୁ ଅଧିକ ପ୍ରତିବାଦ ସଭା ଆୟୋଜନ କରିବ। ଦଳର ଜଣେ ବରିଷ୍ଠ ଅଧିକାରୀ ଶନିବାର ଏହି ସୂଚନା ଦେଇଛନ୍ତି। ଖବରଦାତାମାନଙ୍କ ସହ କଥାବାର୍ତ୍ତା…
ଗଣତାନ୍ତ୍ରିକ ଅନୁଷ୍ଠାନ ନେଇ ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି କରୁଛି କଂଗ୍ରେସ: ଭୂପେନ୍ଦ୍ର ଯାଦବ…
ନୂଆଦିଲ୍ଲୀ,୧।୪ : କେନ୍ଦ୍ର ପରିବେଶ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଶନିବାର କଂଗ୍ରେସକୁ କଡ଼ା ସମାଲୋଚନା କରି କହିଛନ୍ତି ସେମାନେ ସମସ୍ତ ଗଣତାନ୍ତ୍ରିକ ଅନୁଷ୍ଠାନ ଏବଂ ପ୍ରକ୍ରିୟା ଉପରେ ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି କରୁଛନ୍ତି। କଂଗ୍ରେସ ଏକ ଘୃଣ୍ୟ ପ୍ରକଳ୍ପରେ ଜଡିତ…
ଏବର୍ଷ ଅଧିକ ତାତି: ଆଇଏମଡି…
ନୂଆଦିଲ୍ଲୀ,୧।୪ : ପାଣିପାଗ ବିଭାଗ ଅନୁଯାୟୀ ଚଳିତ ବର୍ଷ ଅତ୍ୟଧିକ ତାତି ଅନୁଭୁତ ହେବ। ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) କହିଛି ଯେ ଚଳିତ ବର୍ଷ ଏପ୍ରିଲରୁ ଜୁନ ମଧ୍ୟରେ ସର୍ବାଧିକ ତାପମାତ୍ରା ଅନୁଭୁତ ହେବ। ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବ। ତଥାପି,…
ଦିଲ୍ଲୀ ଏୟାରପୋର୍ଟରେ ଫୁଲ ଏମରଜେନ୍ସି ଘୋଷଣା
ନୂଆଦିଲ୍ଲୀ,୧।୪: ଦିଲ୍ଲୀ ଏୟାରପୋର୍ଟରେ ସମ୍ପୂର୍ଣ୍ଣ ଏମରଜେନ୍ସି ଘୋଷଣା କରାଯାଇଛି। ଏଥିପାଇଁ ବିମାନ ବନ୍ଦର ଭିତରକୁ ଆମ୍ବୁଲାନ୍ସ, ଫାୟାର ବ୍ରିଗେଡ ଆଦିକୁ ଡାକି ଦିଆଯାଇଛି। ବିମାନ ବନ୍ଦରରୁ ଏକ ବିମାନ ଟେକ ଅପ କରିବାର କିଛି ସମୟ ମଧ୍ୟରେ ଏକ ଚଢେଇ ବାଡେଇ…
ହିଂସା ପାଇଁ ମମତା ସରକାର ଦାୟୀ? ହାଇକୋର୍ଟ ଗଲେ ଭାଜପା ନେତା
କୋଲକାତା,୧।୪: ପଶ୍ଚିମବଙ୍ଗର ହାଓ୍ବଡାରେ ରାମ ନବମୀ ଓ ଏହାର ପରଦିନ ହୋଇଥିବା ହିଂସାକୁ ନେଇ ଏବେ ରାଜନୀତି ହୋଇଛି ସରଗରମ। ଏହି ହିଂସାର ଯାଞ୍ଚ ସିଆଇଡିକୁ ଦିଆଯିବାକୁ ରାଜ୍ୟର ମମତା ବାନାର୍ଜୀ ସରକାର ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଭାରତୀୟ ଜନତା ପାର୍ଟି…
Archives


