ଧର୍ମର ଉପହାସ ଠିକ ନୁହେଁ: ମହାକାଳ ଲୋକ,ମୂର୍ତ୍ତି ଭାଙ୍ଗିବା ଉପରେ ଭିଡିଓ ପୋଷ୍ଟ କରି ଅଡୁଆରେ କଂଗ୍ରେସ..
.ନୂଆଦିଲ୍ଲୀ,୭।୬ : ଉଜ୍ଜୟନୀରେ ମହାକାଳ ଲୋକରେ ମୂର୍ତ୍ତିଗୁଡ଼ିକର ଭାଙ୍ଗିବା ସହ ଜଡିତ ଏକ ଭିଡିଓ ସାଧୁମାନଙ୍କୁ ଅସନ୍ତୁଷ୍ଟ କରିଛି। ଏହି ଭିଡିଓରେ ମହାକାଳ ଲୋକରେ ମୂର୍ତ୍ତିଗୁଡିକର ପତନ ବିଷୟରେ ଭଗବାନ ଶିବ ଏବଂ ନାରଦ ମୁନିଙ୍କ ଚରିତ୍ରମାନଙ୍କ ମଧ୍ୟରେ ଏକ ବାର୍ତ୍ତାଳାପ…
ମୃତଦେହ ଗଦାରେ ହଜି ଯାଉଛି ମାନବିକତା, ନକଲି ଦାବିଦାରଙ୍କ ସଂଖ୍ୟା ବଢୁଛି, ଏବେ ଅସଲି ପ୍ରିୟପରିଜନଙ୍କ ଚିହ୍ନଟ ପାଇଁ ହେବ ଡିଏନଏ ଟେଷ୍ଟ…
ବାହାନଗା,୭।୬ : ବାହାନଗା ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ମୃତଦେକୁ ନେଇ ଦ୍ୱନ୍ଦ୍ୱ ବଢ଼ିବାରେ ଲାଗିଛି। ମୃତଦେହ ଗଦାରେ ମାନବିକତା, ହଜି ଯାଉଛି। ଟଙ୍କା ଲୋଭରେ ନକଲି ଦାବିଦାରଙ୍କ ସଂଖ୍ୟା ବଢୁଛି। ଏଭଳି ସମ୍ବେଦନଶୀଳ ଘଟଣାରେ କିଏ ଅସଲି ଅବା…
ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତ ପୂର୍ବରୁ ଭାରତ ଆସିବେ ଆମେରିକା ଏନ୍ଏସ୍ଏ
ନୂଆଦିଲ୍ଲୀ,୭।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସପ୍ତାହରେ ଆମେରିକା ଗସ୍ତ କରିବେ। ସେଠାରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ପୂର୍ବରୁ ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଭାରତ ଆସିବେ ବୋଲି ସୂଚନା ମିଳିଛି। ଆମେରିକୀୟ ଏନ୍ଏସ୍ଏ…
ଭାରତରେ ୪୦ କୋଟିର ଆୟକର ଚୋରି କରିଥିବା ସ୍ବୀକାର କଲା ବିବିସି…
ନୂଆଦିଲ୍ଲୀ,୭।୬ : ବ୍ରିଟିଶ ବ୍ରୋଡକାଷ୍ଟିଂ କର୍ପୋରେଶନ (ବିବିସି) ଭାରତରେ ୪୦ କୋଟି ଟଙ୍କା କମ ଆୟକର ଦେଇଥିଲା। ମିଡିଆ ରିପୋର୍ଟ ଅନୁଯାୟୀ, ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟ ଟ୍ୟାକ୍ସ (ସିବିଡିଟି) କୁ ପଠାଯାଇଥିବା ଚିଠିରେ ବିବିସି ଏହି ଚୋରିକୁ ସ୍ବୀକାର କରିଛି।…
ଭାଜପାର ମିଶନ ୨୦୨୪: କେନ୍ଦ୍ର,ରାଜ୍ୟ ପାଇଁ ହେବ ନୂଆ ଟିମ୍…
ନୂଆଦିଲ୍ଲୀ,୭।୬ : ଆସନ୍ତା ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ଭାଜପା ଏହାର କେନ୍ଦ୍ରୀୟ ଏବଂ ରାଜ୍ୟ ଟିମରେ ଆବଶ୍ୟକ ପରିବର୍ତ୍ତନ ଆଣିବ। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସୋମବାର ଓ ମଙ୍ଗଳବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ସଂଗଠନର…
ସରକାରଙ୍କ ସହ ଆଲୋଚନା ପାଇଁ ଆଜି ଦିଲ୍ଲୀ ଆସିପାରନ୍ତି କୁସ୍ତିଯୋଦ୍ଧା
ନୂଆଦିଲ୍ଲୀ,୭।୬: ସରକାରଙ୍କ ସହ ଆଲୋଚନା କରିବା ପୂର୍ବରୁ କୁସ୍ତିଯୋଦ୍ଧାମାନେ ଏକ ବୈଠକ ଡାକିଛନ୍ତି। ପାରସ୍ପରିକ ସମ୍ମତି ପରେ, ସ୍ଥିର କରିବେ କି କେବେ ସରକାରଙ୍କୁ ଭେଟିବେ। ସମସ୍ତ ଖେଳାଳି ଏବେ ସୋନିପତରେ ଥିବା ବେଳେ ଆଜି ଦିଲ୍ଲୀ ଆସିପାରନ୍ତି। ଏକ ମାସରୁ…
କେଜ୍ରିଓ୍ବାଲଙ୍କ ସହ ସାକ୍ଷାତ ପୂର୍ବରୁ ସାମ୍ନାକୁ ଆସିଲା ଅଖିଳେଶଙ୍କ ବୟାନ, ବୈଠକକୁ ନେଇ କହିଲେ ଏଭଳି…
ଲକ୍ଷ୍ନୌ, ୭।୬: ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ଲୋକ ସଭା ନିର୍ବାଚନ ପାଇଁ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରିଦେଇଛି। ବୁଥ ସ୍ତର ପର୍ଯ୍ୟନ୍ତ ଦଳକୁ ମଜବୁତ କରିବା ପାଇଁ ଏସପିର ପ୍ରଶିକ୍ଷଣ ଶିବିର ଚାଲିଛି, ଯେଉଁଥିରେ ବୁଥ ମ୍ୟାନେଜମେଣ୍ଟ ଠାରୁ ଆରମ୍ଭ କରି…
ବିଧାନ ପରିଷଦର ୩ ଆସନ ପାଇଁ ତାରିଖ ଘୋଷଣା କଲେ ନିର୍ବାଚନ ଆୟୋଗ
ବେଙ୍ଗାଲୁରୁ, ୭।୬: କର୍ନାଟକ ବିଧାନ ପରିଷଦର ୩ଟି ଆସନ ପାଇଁ ନିର୍ବାଚନ ଆୟୋଗ ମଙ୍ଗଳବାର ତାରିଖ ଘୋଷଣା କରିଛନ୍ତି। ଏହି ଆସନଗୁଡିକ ପାଇଁ ଜୁନ ୩୦ରେ ମତଦାନ ଅନୁଷ୍ଠିତ ହେବ ଏବଂ ଫଳାଫଳ ସେହି ଦିନ ବାହାରିବ। ଜୁନ ମାସରେ ବିଧାନ…
ଓଡ଼ିଶା ଟ୍ରେନ ଦୁର୍ଘଟଣାକୁ ନେଇ ରାଜନୈତିକ ଫାଇଦା ଉଠାଇବାକୁ ଚେଷ୍ଟା କରୁଛନ୍ତି ବିରୋଧୀ: ହରଦୀପ ସିଂ
ନୂଆଦିଲ୍ଲୀ,୭।୬: ଓଡ଼ିଶା ଟ୍ରେନ ଦୁର୍ଘଟଣାକୁ ନେଇ ବିରୋଧୀ ଦଳ ରାଜନୈତିକ ଫାଇଦା ଉଠାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ ଆଣିଛନ୍ତି କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂ ପୁରୀ। ସେ କହିଛନ୍ତି, ବହୁମୂଲ୍ୟ ଜୀବନ ବଞ୍ଚାଇବା ପାଇଁ ପୀଡିତଙ୍କ ପର୍ଯ୍ୟନ୍ତ ପହଞ୍ଚିବା ନେଇ ସରକାରଙ୍କ…
ଆଲୋଚନା ପାଇଁ ପୁନର୍ବାର କୁସ୍ତିଯୋଦ୍ଧାମାନଙ୍କୁ ନିମନ୍ତ୍ରଣ କରିଛନ୍ତି ସରକାର: ଅନୁରାଗ ଠାକୁର
ନୂଆଦିଲ୍ଲୀ, ୭।୬: ସରକାର ପୁନର୍ବାର କୁସ୍ତିଯୋଦ୍ଧାମାନଙ୍କୁ ଆଲୋଚନା ପାଇଁ ଆମନ୍ତ୍ରଣ କରିଛନ୍ତି। କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଏହି ସୂଚନା ଦେଇଛନ୍ତି। କ୍ରୀଡ଼ା ମନ୍ତ୍ରୀ ଟୁଇଟ କରି କହିଛନ୍ତି, କୁସ୍ତିଯୋଦ୍ଧାମାନଙ୍କ ସହିତ ସେମାନଙ୍କ ସମସ୍ୟା ଉପରେ ଆଲୋଚନା କରିବାକୁ ସରକାର…
ନିର୍ବାଚନ ପାଇଁ ହାତ ପତାଇବୁ ନାହିଁ: ଓମାର
ଶ୍ରୀନଗର, ୭ା୬(ଆଇଏଏନ୍ଏସ୍): ନିର୍ବାଚନ ଜନସାଧାରଣଙ୍କ ଅଧିକାର। ଜମ୍ମୁ-କଶ୍ମୀରରେ ନିର୍ବାଚନ କରାଇବା ପାଇଁ କାହା ପାଖରେ ହାତ ପତାଇବୁ ନାହିଁ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାଶନାଲ କନ୍ଫରେନ୍ସର ଉପାଧ୍ୟକ୍ଷ ଓମାର ଅବଦୁଲ୍ଲା ମଙ୍ଗଳବାର କହିଛନ୍ତି। ନିର୍ବାଚନ କମିଶନଙ୍କୁ ଏହି ପ୍ରଶ୍ନର ଉତ୍ତର…
ପ୍ରଧାନମନ୍ତ୍ରୀ ହେବାକୁ ଆଶା ବାନ୍ଧିଛନ୍ତି ନୀତୀଶ: ପ୍ରଶାନ୍ତ କିଶୋର
ପାଟନା,୭।୬; ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର (ପିକେ) ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ନୀତୀଶଙ୍କ ବିରୋଧୀ ଏକତାର ପଦକ୍ଷେପକୁ ନାପସନ୍ଦ କରିବା ସହ ତାଙ୍କୁ ଦୃଷ୍ଟି ବାଧିତଙ୍କ ମଧ୍ୟରେ ଶ୍ରବଣ ବାଧିତ ରାଜା ବୋଲି କହି କଟାକ୍ଷ…

