ଜାତୀୟ

ଗିରିରାଜଙ୍କ ଉପରେ ବର୍ଷିଲେ କପିଲ ସିବଲ, କହିଲେ ‘ଗୋଡସେଙ୍କ ପରି ନିର୍ଭୟାର ହତ୍ୟାକାରୀ ମଧ୍ୟ ଭାରତ ମାଆର ପୁଅ’

ଗିରିରାଜଙ୍କ ଉପରେ ବର୍ଷିଲେ କପିଳ ସିବଲ, କହିଲେ ‘ଗୋଡସେଙ୍କ ପରି ନିର୍ଭୟାର ହତ୍ୟାକାରୀ ମଧ୍ୟ ଭାରତ ମାଆର ପୁଅ’ ନୂଆଦିଲ୍ଲୀ,୧୦।୬: ମୋଗଲ ସମ୍ରାଟ ଔରଙ୍ଗଜେବ ଏବଂ ବାବରଙ୍କୁ ନେଇ ଜାତୀୟ ରାଜନୀତି ସରଗରମ ଥିବାବେଳେ କେନ୍ଦ୍ର ମନ୍ତ୍ରୀ ଗିରିରାଜଙ୍କ ବୟାନ ଏହାକୁ…

ଆୟଠୁ ଅଧିକ ସମ୍ପତ୍ତି ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂଙ୍କୁ ପୁଣି ପଚରାଉଚରା କରିବ ଭିଜିଲାନ୍ସ

ଚଣ୍ଡିଗଡ,୧୦।୬: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଚରଣଜିତ୍‌ ସିଂ ଚନ୍ନିଙ୍କୁ ଭିଜିଲାନ୍ସ ପୁଣି ପଚରାଉଚରା କରିବ ବୋଲି ଜଣାପଡିଛି। ସୂଚନାନୁସାରେ, ପଞ୍ଜାବ ଭିଜିଲାନ୍ସ ଚନ୍ନିଙ୍କୁ ପଚରାଉଚରା କରିବା ପାଇଁ ଜୁନ ୧୩ରେ ଡକାଇଛି। ଆୟଠୁ ଅଧିକ ସମ୍ପତ୍ତି ମାମଲାରେ…

କେରଳ ହାଇକୋର୍ଟ ବିଚାରପତିଙ୍କ ବିରୋଧରେ ଭ୍ରଷ୍ଟାଚାର ଅଭିଯୋଗ ଆଣିଲେ କେ.ଏମ୍‌ ଶାହାଜାହନ

ଥିରୁଭାନଥପୁରମ୍‌,୧୦।୬:କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍‌. ଅଚ୍ୟୁତାନନ୍ଦଙ୍କ ତତ୍କାଳୀନ ବ୍ୟକ୍ତିଗତ ସଚିବ କେ.ଏମ୍‌. ଶାହାଜାହାନ କେରଳ ବିଚାରପତିଙ୍କ ବିରୋଧରେ ଭ୍ରଷ୍ଟାଚାର ଅଭିଯୋଗ ଆଣିଛନ୍ତି। ଯାହା ତାଙ୍କ ଉପରେ ମହଙ୍ଗା ପଡିଛି। ହାଇକୋର୍ଟ ଏହାକୁ କୋର୍ଟର ଅବମାନନା ବୋଲି କହିବା ସହ ବିନା ସର୍ତ୍ତରେ…

ଭାଜପା-ଜେଜେପି ମେଣ୍ଟରେ ଫାଟକୁ ନେଇ ମୁହଁ ଖୋଲିଲେ ଦୁଷ୍ୟନ୍ତ ଚୌଟାଲା

ଚଣ୍ଡିଗଡ଼,୧୦।୬: ହରିୟାଣାରେ ଭାଜପା-ଜେଜେପି ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲାଙ୍କ ଏକ ବଡ଼ ବୟାନ ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ ରାଜ୍ୟରେ ସ୍ଥିର ସରକାର ଚଳାଇବା ପାଇଁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ନେତୃତ୍ୱରେ ଭାଜପା-ଜେଜେପି…

ଯୋଗ ରାଜନୀତି, ପଞ୍ଜାବରେ ମୋଦିଙ୍କ ଭଳି ୧୫ ହଜାର ଲୋକଙ୍କୁ ଯୋଗାଭ୍ୟାସ କରାଇବ ଏଏପି, ସାମିଲ ହେବେ କେଜରିଓ୍ବାଲ

ଚଣ୍ଡିଗଡ଼,୧୦।୬: ଜୁନ ୨୧ରେ ପାଳନ ହେବାକୁ ଯାଉଛି ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ। ଏବେ ଏହାକୁ ନେଇ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ହେଲେ ପଞ୍ଜାବର ଭଗଓ୍ବନ୍ତ ମାନ ସରକାର ଯୋଗ ଦିବସର ଗୋଟିଏ ଦିନ ପୂର୍ବରୁ ଯୋଗ ଦିବସ…

ପୋରବନ୍ଦରରୁ ୫ ସନ୍ଦିଗ୍ଧଙ୍କୁ ଗିରଫ କଲା ଗୁଜରାଟ ଏଟିଏସ

ପୋରବନ୍ଦର,୧୦।୬: ଗୁଜୁରାଟର ଏଟିଏସ ଟିମ ପୋରବନ୍ଦରରେ ଏକ ବଡ ଅପରେସନରେ ସଫଳତା ପାଇଛନ୍ତି। ଏଟିଏସ ଆଇଏସ ମଡ୍ୟୁଲ ପର୍ଦ୍ଦାଫାଶ କରିବାକୁ ଯାଇ ପୋରବନ୍ଦରରୁ ଜଣେ ମହିଳାଙ୍କ ସମେତ ପାଞ୍ଚ ଜଣଙ୍କୁ ଗିରଫ କରିଥିଲା। ଗୁଇନ୍ଦା ସୂଚନା ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ମହାରାଷ୍ଟ୍ର ରାଜନୀତିରେ ପୁଣି ଅଶାନ୍ତି, ମୁଖ୍ୟମନ୍ତ୍ରୀ ଶିନ୍ଦେଙ୍କ ପୁଅ ଶ୍ରୀକାନ୍ତ ଶିନ୍ଦେ ଇସ୍ତଫା ଦେବା ନେଇ ଚର୍ଚ୍ଚା

ମୁମ୍ବାଇ,୧୦।୬: ମହାରାଷ୍ଟ୍ର ରାଜନୀତିରେ ଗତ କିଛି ଦିନ ହେବ ଉତ୍ତେଜନା ଦେଖାଦେଇଛି। ରାଜ୍ୟ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ଶିବସେନା ଏବଂ ଭାଜପା ମଧ୍ୟରେ ମତଭେଦ ଦେଖାଦେଇଛି। ଏହି ସମୟରେ ମୁଖ୍ୟମନ୍ତ୍ରୀ ଶିନ୍ଦେଙ୍କ ପୁଅ ତଥା ଏମ୍‌ପି ଶ୍ରୀକାନ୍ତ ଶିନ୍ଦେ ତାଙ୍କ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ଡିଗ୍ରୀ ପ୍ରସଙ୍ଗ: ହାଇକୋର୍ଟରେ ପିଟିସନ ଦାଖଲ କଲେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୧୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଗ୍ରୀ ପ୍ରସଙ୍ଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଏଏପି)ର ସଂଯୋଜକ ଅରବିନ୍ଦ କେଜ୍‌ରିଓ୍ବାଲ ଗୁଜରାଟ ହାଇକୋର୍ଟରେ ଏକ ରିଭ୍ୟୁ ପିଟିସନ ଦାଖଲ କରିଛନ୍ତି। ମାର୍ଚ୍ଚ ୩୧ରେ ଶୁଣାଣି ହୋଇଥିବା ଆଦେଶ ଉପରେ ଏଏପି…

ପଶ୍ଚିମବଙ୍ଗରେ କଂଗ୍ରେସ କର୍ମୀଙ୍କୁ ଗୁଳି କରି ହତ୍ୟା

କୋଲକାତା,୧୦।୬: ପଞ୍ଚାୟତ ନିର୍ବାଚନକୁ ନେଇ ପଶ୍ଚିମବଙ୍ଗରେ ହିଂସା ତୀବ୍ର ହୋଇଛି। କଂଗ୍ରେସ ଏମପି ଅଧିର ରଞ୍ଜନ ଚୌଧୁରୀ ପଶ୍ଚିମବଙ୍ଗର ରାଜ୍ୟପାଳଙ୍କୁ ଏକ ଚିଠି ଲେଖି ନିର୍ବାଚନ ପାଇଁ କେନ୍ଦ୍ରୀୟ ବାହିନୀ ନିୟୋଜିତ କରିବାକୁ ଦାବି କରିଛନ୍ତି। ଶୁକ୍ରବାର ପଶ୍ଚିମବଙ୍ଗର ମୁର୍ସିଦାବାଦରେ ଜଣେ…

ମହିଳାଙ୍କୁ ମାଗଣାରେ ମୋବାଇଲ ଦେବାକୁ ସରକାର ଆରମ୍ଭ କରିବେ ବିଶେଷ ସୁବିଧା

ଜୟପୁର,୧୦।୬: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ରାଜ୍ୟର ମହିଳାମାନଙ୍କୁ ମାଗଣା ମୋବାଇଲ ଫୋନ ଉପହାର ଦେବାକୁ ଯାଉଛନ୍ତି। ବର୍ତ୍ତମାନ କଂଗ୍ରେସ ମଧ୍ୟ ଏଥିପାଇଁ ଏକ ନୂଆ ଯୋଜନା ପ୍ରସ୍ତୁତ କରୁଛି। ବାସ୍ତବରେ, ବର୍ତ୍ତମାନ ପର୍ଯ୍ୟନ୍ତ ଏକ ଯୋଜନା ଥିଲା ଯେ ମାଗଣା…

ଭାରତରେ ପ୍ରଭାବ ଦେଖାଇବା ଆରମ୍ଭ କଲାଣି ସାମୁଦ୍ରିକ ଝଡ ‘ବିପର୍ଯ୍ୟୟ’, ଘଣ୍ଟା ପ୍ରତି ୫୦-୬୦ ବେଗରେ ପବନ, ୪ ରାଜ୍ୟରେ ଆଲର୍ଟ

ନୂଆଦିଲ୍ଲୀ,୧୦।୬: ସାମୁଦ୍ରିକ ଝଡ ‘ବିପର୍ଯ୍ୟୟ’ ଭାରତ ଆଡକୁ ଦ୍ରୁତ ଗତିରେ ଗତି କରୁଛି। ଗୁଜରାଟର ସୁରଟରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଡୁମାସ ଏବଂ ସୁଭାଲିରେ ଉଚ୍ଚ ଜୁଆର ଯୋଗୁ ଉପକୂଳବର୍ତ୍ତୀ ଅଞ୍ଚଳଗୁଡିକ ଜୁନ ୧୪ ପର୍ଯ୍ୟନ୍ତ ବନ୍ଦ ରହିଛି। ଅନେକ…

ମହିଳା ରେସ୍‌ଲରଙ୍କ ସହିତ ବ୍ରିଜ୍‌ଭୂଷଣଙ୍କ କାର୍ଯ୍ୟାଳୟରେ ପୋଲିସ

ନୂଆଦିଲ୍ଲୀ, ୧୦ା୬(ପି.ଟି.): ମହିଳା ରେସ୍‌ଲରଙ୍କ ପ୍ରତି ଯୌନଶୋଷଣ ମାମଲାରେ ଭାରତୀୟ ରେସଲିଂ ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ)ର ପୂର୍ବତନ ସଭାପତି ବ୍ରିଜ୍‌ଭୂଷଣ ଶରଣ ସିଂଙ୍କ କାର୍ଯ୍ୟାଳୟରେ ପହଞ୍ଚିଛି ଦିଲ୍ଲୀ ପୋଲିସ। ଜଣେ ମହିଳା ରେସ୍‌ଲରଙ୍କ ସହିତ ଦିଲ୍ଲୀ ପୋଲିସ ଘଟଣାସ୍ଥଳକୁ ଯାଇ ସିନ୍‌ ରିକ୍ରିଏଶନ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?