ଜାତୀୟ

କଂଗ୍ରେସର ବଡ଼ ଦାବି, ଏଠି ବଦଳିଯିବ ସରକାର !

ନୂଆଦିଲ୍ଲୀ, ୧୧।୬: ଲୋକସଭା ନିର୍ବାଚନ ଫଳାଫଳ ପରେ ମହାରାଷ୍ଟ୍ର ରାଜନୀତିକୁ ନେଇ ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି କି, ନିର୍ବାଚନରେ ଦଳର ଖରାପ ପ୍ରଦର୍ଶନ ପରେ ଏକନାଥ ଶିନ୍ଦେ ଗୋଷ୍ଠୀର ଶିବସେନା ଏବଂ ଅଜିତ୍‌ ପାୱାରଙ୍କ ଏନ୍‌ସିପିର ବିଧାୟକ ଦଳ…

ଆଗାମୀ ୭ ଦିନ ପ୍ରବଳ ବର୍ଷା, ଗରମରୁ ମିଳିବ ମୁକ୍ତି

ନୂଆଦିଲ୍ଲୀ, ୧୧।୬: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଧିରେ ଧିରେ ଉତ୍ତର ଭାରତ ଆଡ଼କୁ ମୁହାଁଉଛି । ଭାରତୀୟ ପାଣିପାଗ ବିଭାଗ ମଙ୍ଗଳବାର ଦେଶର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ସୂଚନା ଦେଇଛି । ମିଳିଥିବା ସୂଚନା ଅନୁସାରେ, ଆଗାମୀ…

କଂଗ୍ରେସକୁ ସମର୍ଥନ କଲେ ଆଉ ଜଣେ ଏମପି! ଲୋକ ସଭାରେ ୧୦୦ଛୁଇଁବ ଆସନ…

ନୂଆଦିଲ୍ଲୀ,୧୧।୬: ଲଦାଖର ସ୍ବାଧୀନ ଏମପି ମହମ୍ମଦ ହନିଫା ଜାନ ମଙ୍ଗଳବାର କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଗେର୍ର୍ଙ୍କୁ ଭେଟିଛନ୍ତି। ହନିଫା ଏବଂ ଖାର୍ଗେଙ୍କ ଫଟୋକୁ କଂଗ୍ରେସ ଏହାର ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରେ ଶେୟାର କରିଛି। ଏହି ଫଟୋରେ କଂଗ୍ରେସର ସାଧାରଣ ସମ୍ପାଦକ କେ.ସି…

ଏଥର ମଧ୍ୟ ଲୋକ ସଭା ସ୍ପିକର ପଦ ସମ୍ଭାଳିବେ ଓମ ବିର୍ଲା! ରେସ୍‌ରେ ଅଛନ୍ତି…

ନୂଆଦିଲ୍ଲୀ,୧୧।୬: ଚଳିତ ଲୋକ ସଭା ନିର୍ବାଚନରେ ଭାଜପାକୁ ରାଜସ୍ଥାନରେ ୧୧ଟି ଆସନ ହରାଇବାକୁ ପଡ଼ିଲା, ଏହା ସତ୍ତ୍ୱେ ବି ପ୍ରଧାନମନ୍ତ୍ରୀ ରାଜସ୍ଥାନର ଚାରିଜଣ ଏମପିଙ୍କୁ ମନ୍ତ୍ରୀ ପଦ ପ୍ରଦାନ କରିଛନ୍ତି। ଗତଥର ମଧ୍ୟ ରାଜସ୍ଥାନର ଚାରିଜଣ ଏମପି ମନ୍ତ୍ରୀ ଥିଲେ। କିନ୍ତୁ…

କାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଚନ୍ଦ୍ରବାବୁ ନାଇଡୁ

ନୂଆଦିଲ୍ଲୀ,୧୧।୬: ଟିଡିପି ସୁପ୍ରିମୋ ଏନ ଚନ୍ଦ୍ରବାବୁ ନାଇଡୁ ଆସନ୍ତାକାଲି ଅର୍ଥାତ ବୁଧବାର ଆନ୍ଧ୍ରପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ। ସୂଚନା ଅନୁଯାୟୀ, ଚନ୍ଦ୍ରବାବୁ ନାଇଡୁ ସକାଳ ୧୧.୨୭ରେ…

ମନ୍ତ୍ରୀମଣ୍ଡଳ ଗଠନ ପରେ ଏହି ରାଜ୍ୟକୁ ମିଳିଲା ସବୁଠାରୁ ଅଧିକ ଟଙ୍କା

ନୂଆଦିଲ୍ଲୀ, ୧୧।୦୬: ରାଷ୍ଟ୍ରପତି ଭବନରେ ରବିବାର ଶପଥ ନେଇଥିବା ଏନ୍‌ଡିଏ ସରକାରର ମନ୍ତ୍ରୀମାନଙ୍କୁ ସୋମବାର ବିଭାଗ ବଣ୍ଟନ କରାଯାଇଛି । ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ କ୍ୟାବାନେଟ୍‌ ବୈଠକରେ ବଡ଼ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ଅର୍ଥ ମନ୍ତ୍ରାଳୟ…

ନଡ୍ଡା ଗଲେ କ୍ୟାବିନେଟ, ଏବେ କିଏ ହେବେ ଭାଜପା ଅଧ୍ୟକ୍ଷ, ଆଗରେ ରହିଛି ଏହି ସବୁ ନାଁ

ନୂଆଦିଲ୍ଲୀ,୧୧।୬: ଭାଜପା ପାଇବ ନୂଆ ଅଧ୍ୟକ୍ଷ। ଏଥିପାଇଁ ସେପ୍ଟେମ୍ବର ସୁଦ୍ଧା ଭାଜପାର ଅଧ୍ୟକ୍ଷ ନିର୍ବାଚନ ହେବାର ସମ୍ଭାବନା ରହିଛି। ନୂତନ ଅଧ୍ୟକ୍ଷ ନିଯୁକ୍ତ ହେବା ପର୍ଯ୍ୟନ୍ତ ଜେପି ନଡ୍ଡା ଅଧ୍ୟକ୍ଷ ରହିବେ। ଅନ୍ୟପଟେ ନଡ୍ଡାଙ୍କୁ କ୍ୟାବିନେଟରେ ସ୍ଥାନ ଦିଆଯାଇଛି, ଏଭଳି ପରିସ୍ଥିତିରେ…

ଭାଜପାର ନୂଆ ଅଧ୍ୟକ୍ଷକୁ ନେଇ ଆସିଲା ବଡ଼ ଖବର, କେବେ ହେବ ନିର୍ବାଚନ ହେଲା ସ୍ପଷ୍ଟ

ନୂଆଦିଲ୍ଲୀ,୧୧।୬: ଭାଜପାର ନୂତନ ଅଧ୍ୟକ୍ଷଙ୍କ ବିଷୟରେ ବଡ ଖବର ଆସିଛି। କୁହାଯାଉଛି ଯେ ନୂତନ ଅଧ୍ୟକ୍ଷ ନିଯୁକ୍ତ ହେବା ପର୍ଯ୍ୟନ୍ତ ଜେପି ନଡ୍ଡା ଅଧ୍ୟକ୍ଷ ରହିବେ। ସୂଚନାନୁସାରେ, ସେପ୍ଟେମ୍ବର ସୁଦ୍ଧା ଭାଜପାରେ ଅଧ୍ୟକ୍ଷ ନିର୍ବାଚନ ହେବାର ସମ୍ଭାବନା ରହିଛି। କାର୍ଯ୍ୟରତ ଅଧ୍ୟକ୍ଷଙ୍କ…

ମୋଦି ୩.୦ରେ ଶପଥ ନେବା ମାତ୍ରେ ବଡ଼ ରେକର୍ଡ କଲେ ଏସ୍‌. ଜୟଶଙ୍କର

ନୂଆଦିଲ୍ଲୀ,୧୧।୬: ଶପଥ ଗ୍ରହଣ କରିବା ମାତ୍ରେ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ଆକ୍ସନ ମୋଡରେ ଅଛନ୍ତି। ସୋମବାରଠାରୁ ମନ୍ତ୍ରଣାଳୟରେ ପହଞ୍ଚି ସେ କାମ ଆରମ୍ଭ କରିଦେଇଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଦାୟିତ୍ୱ ପୁଣିଥରେ ଜୟଶଙ୍କରଙ୍କୁ ଦିଆଯାଇଛି। ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

ନିର୍ବାଚନ ପରେ ଅଖିଳେଶ-କଂଗ୍ରେସ କାର୍ଯ୍ୟାଳୟରେ ପହଞ୍ଚିଲେ ମହିଳା, ପ୍ରକୃତ ଅସୁବିଧାରେ ନାଇଡୁ

ନୂଆଦିଲ୍ଲୀ,୧୧।୬: ଲୋକ ସଭା ନିର୍ବାଚନରେ କଂଗ୍ରେସ ପାର୍ଟି ଏହାର ନିର୍ବାଚନୀ ଘୋଷଣାପତ୍ରରେ ଗରିବ ମହିଳାମାନଙ୍କୁ ପ୍ରତି ମାସରେ ୮୫୦୦ ଟଙ୍କା ଦେବାକୁ ପ୍ରତିଶୃତି ଦେଇଥିଲା। ଏହି କାରଣରୁ, ନିର୍ବାଚନ ଫଳାଫଳ ଆସିବା ପରେ ତୁରନ୍ତ ଅନେକ ମହିଳା ଉତ୍ତର ପ୍ରଦେଶର ରାଜଧାନୀ…

ବାତିଲ ହେଲା ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ’

ଭୁବନେଶ୍ୱର,୧୧।୬: ବାତିଲ ହେଲା ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ’। ବୁଧବାର ରାଜଧାନୀ ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ରୋଡ ଶୋ’ ଅନୁଷ୍ଠିତ ହୋଇଥାନ୍ତା। ହେଲେ ସୂଚନା ମିଳିଛି କି, ଆସନ୍ତା କାଲିର ରୋଡ ଶୋ’କୁ ବାତିଲ କରାଯାଇଛି। ମଙ୍ଗଳବାର ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ବିଧାୟକ…

ନୂଆ ସରକାର, ଓଡ଼ିଶାକୁ ମିଳିଲା ୬ ହଜାର ୩୨୭ କୋଟି

ନୂଆଦିଲ୍ଲୀ, ୧୧।୦୬: କେନ୍ଦ୍ରରେ ଏନ୍‌ଡିଏ ସରକାର ଗଠନ ହେବା ପରେ ଲଗାତାର ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ନେରନ୍ଦ୍ର ମୋଦି ଶପଥ ନେଇଛନ୍ତି । ଏଥିସହିତ କେନ୍ଦ୍ର ମନ୍ତ୍ରୀମଣ୍ଡଳ ରବିବାର ଶପଥ ନେବା ପରେ ସୋମବାର ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?