ଜାତୀୟ

ମୋଦି ୩.୦ ସରକାରରେ କେଉଁ ରାଜ୍ୟରୁ କେତେ ଜଣ ମନ୍ତ୍ରୀ ଅଛନ୍ତି: ଜାଣନ୍ତୁ

ନୂଆଦିଲ୍ଲୀ,୧୧।୬: ଦେଶରେ ୩ୟ ଥର ପାଇଁ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଗଠନ ହୋଇଛି। ରବିବାର କେନ୍ଦ୍ର ମନ୍ତ୍ରିମଣ୍ଡଳ ଶପଥ ନେବା ପରେ ସୋମବାର ଦାୟିତ୍ୱ ବଣ୍ଟନ କରାଯାଇଛି। ତେବେ ଏହି ମନ୍ତ୍ରିମଣ୍ଡଳରେ ଅଧିକାଂଶଙ୍କୁ ପୂର୍ବ ମନ୍ତ୍ରଣାଳୟର ଦାୟିତ୍ୱ ନ୍ୟସ୍ତ କରାଯାଇଥିବା…

ଦାଦାଙ୍କ ଆଡ଼କୁ ଢଳିଲେଣି ପୁତୁରା: ପୁଣି ବଦଳିପାରେ ମହାରାଷ୍ଟ୍ର ରାଜନୈତିକ ପାଣିପାଗ

ପୁଣେ,୧୧।୬: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ତଥା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ପାର୍ଟିର ପ୍ରତିଷ୍ଠା ଦିବସ ଅବସରରେ ଦାଦା ଶରଦ ପାୱାରଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ଅଜିତ ପାୱାରଙ୍କ ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ନିକଟରେ…

ମୋଦିଙ୍କ କ୍ୟାବିନେଟ୍‌ରେ ଏହିସବୁ ମନ୍ତ୍ରୀଙ୍କ ହେଲା ଡବଲ୍‌ ପ୍ରମୋଶନ

ନୂଆଦିଲ୍ଲୀ,୧୧।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳି ସରକାର ଶପଥ ନେବାର ଦିନକ ପରେ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି। ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡ଼ିକ ଭାଜପା ମନ୍ତ୍ରୀମାନଙ୍କ ହାତରେ ନ୍ୟସ୍ତ କରାଯାଇଛି। ଅଧିକାଂଶ ଭାଜପା ମନ୍ତ୍ରୀ ସେମାନଙ୍କ ପୂର୍ବ ମନ୍ତ୍ରଣାଳୟ ବଜାୟ ରଖିବାରେ…

ଅଧିକ ପ୍ରଖର ହେବ ଗ୍ରୀଷ୍ମଲହର:ସତର୍କ କଲେ ଆଇଏମ୍‌ଡି ଡିଜି

ନୂଆଦିଲ୍ଲୀ,୧୧ା୬:ଜଳବାୟୁରେ ପରିବର୍ତ୍ତନ ଯୋଗୁ ଭାରତରେ ଗ୍ରୀଷ୍ମଲହର ଅଧିକ ପ୍ରଖର ହେବା ସହ ଦୀର୍ଘଦିନ ଅନୁଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ଜନସାଧାରଣ ଆଗାମୀ ଦିନରେ ଅଧିକ ଯନ୍ତ୍ରଣାଦାୟକ ତାପମାତ୍ରାର ସମ୍ମୁଖୀନ ହେବେ…

ଭାରତ ଇତିହାସରେ ପ୍ରଥମ: ମୋଦିଙ୍କ କ୍ୟାବିନେଟରେ ନାହାନ୍ତି ମୁସଲମାନ ମନ୍ତ୍ରୀ

ନୂଆଦିଲ୍ଲୀ,୧୧ା୬:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ କ୍ୟାବିନେଟ୍‌ରେ ଜଣେ ହେଲେ ମୁସଲମାନଙ୍କୁ ସ୍ଥାନ ମିଳିନାହିଁ। ଭାରତ ଇତିହାସରେ ଏହା ପ୍ରଥମ ଘଟଣା। ୭୨ ଜଣିଆ ମନ୍ତ୍ରିମଣ୍ଡଳରେ ବିଭିନ୍ନ ରାଜ୍ୟ, ବର୍ଗ ଓ ଜାତିରୁ ପ୍ରତିନିଧିତ୍ୱ ମିଳିଥିବାବେଳେ ୨୦ କୋଟି ଜନସଂଖ୍ୟା ଥିବା ମୁସଲମାନ…

ବିଧାୟକ ଦଳର ନେତାଭାବେ ଚନ୍ଦ୍ରାବାବୁଙ୍କ ନାମରେ ବାଜିବ ମୋହର, ସ୍ଥିର ହେବ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ନାମ

ଅମରାବତୀ,୧୧।୬: ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ବିଧାନସଭା ନିର୍ବାଚନ ଶେଷ ହୋଇଛି। ଉଭୟ ରାଜ୍ୟରେ ସରକାରଙ୍କର ପରିବର୍ତ୍ତନ ହୋଇଛି। ଆନ୍ଧ୍ରପ୍ରଦେଶରେ ତେଲୁଗୁ ଦେଶମ ପାର୍ଟି ଜିତିଥିବାବେଳେ ବିଜେଡି ଗଡ଼ ଓଡ଼ିଶାରେ ସର୍ବାଧିକ ସଂଖ୍ୟକ ଆସନ ଜିତି ଭାଜପା ଏକ ନୂଆ ରେକର୍ଡ ସୃଷ୍ଟି…

ପିଏମ୍‌ଏଓ୍ବାଇରେ ୩ କୋଟି ଘରକୁ ମଞ୍ଜୁରୀ

ନୂଆଦିଲ୍ଲୀ,୧୧ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳି ସରକାରର ପ୍ରଥମ କ୍ୟାବିନେଟ ବୈଠକ ସୋମବାର ଅପରାହ୍ନରେ ତାଙ୍କ ନୂଆଦିଲ୍ଲୀ ବାସଭବନରେ ଅନୁଷ୍ଠିତ ହୋଇଛି। କ୍ୟାବିନେଟର ପ୍ରଥମ ନିଷ୍ପତ୍ତି ଭାବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‌ଏଓ୍ବାଇ)ରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଗରିବଙ୍କ ପାଇଁ…

ଘରେ ନ ପଶୁଣୁ ବାଜିଲାଣି ଚାଳ

ମୁମ୍ବାଇ/ ନାଗପୁର ଥିରୁଭାନନ୍ତପୁରମ୍‌,୧୧ା୬:କେନ୍ଦ୍ରରେ ଭାରତୀୟ ଜନତା ପାର୍ଟି (ଭାଜପା) ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ତୃତୀୟ ଥର ପାଇଁ କ୍ଷମତାକୁ ଆସିଛି। ଏହି ପାଳିର ଶାସନ ଆରମ୍ଭରୁ ବିଭିନ୍ନ ପ୍ରକାର ଅସ୍ବାଭାବିକ ସ୍ଥିତି ଉପୁଜିଲାଣି। ସୋମବାର ମନ୍ତ୍ରିମଣ୍ଡଳରେ ବିଭାଗ ବଣ୍ଟନର…

ଏମପି ଦମ୍ପତି… ଡିମ୍ପଲ-ଅଖିଳେଶଙ୍କ ଉପରେ ରହିବ ସମସ୍ତଙ୍କ ନଜର

ନୂଆଦିଲ୍ଲୀ,୧୧।୬: ନିର୍ବାଚନ ଯୁଦ୍ଧରେ ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ମୁହାଁମୁହିଁ ଲଢେଇର ଅନେକ ଉଦାହରଣ ଅଛି, କିନ୍ତୁ ବିଭିନ୍ନ ଆସନରୁ ଏକାଠି ଜିତି ଲୋକ ସଭାରେ ପହଞ୍ଚିବାର ଏକ ଉଦାହରଣ କ୍ୱଚିତ୍‌ ଅଛି । ଏଥର ୧୮ ତମ ଲୋକ ସଭା ସମୟରେ ଯେତେବେଳେ…

ଲୋକ ସଭାର ପ୍ରଥମ ଅଧିବେଶନ ୧୮ରୁ

ନୂଆଦିଲ୍ଲୀ,୧୧।୬: ୧୮ ତମ ଲୋକ ସଭାର ପ୍ରଥମ ଅଧିବେଶନ ଜୁନ ୧୮ରୁ ଆରମ୍ଭ ହେବ । ଏହା ନବ ନିର୍ବାଚିତ ଏମପିଙ୍କ ଶପଥରୁ ଆରମ୍ଭ ହେବ। ପ୍ରଥମ ଦୁଇ ଦିନରେ, ପ୍ରୋଟେମ ସ୍ପିକର ୫୪୩ ନିର୍ବାଚିତ ଏମପିଙ୍କ ନିକଟରେ ଶପଥ ଗ୍ରହଣ…

ତୀର୍ଥଯାତ୍ରୀ ବସ୍‌ ଆକ୍ରମଣରେ ବିଦେଶୀ ଆତଙ୍କବାଦୀ ସମ୍ପୃକ୍ତ

ନୂଆଦିଲ୍ଲୀ,୧୦ା୬: ଜମ୍ମୁ-କଶ୍ମୀରର ରେଆସିରେ ରବିବାର ସନ୍ଧ୍ୟାରେ ଏକ ତୀର୍ଥଯାତ୍ରୀ ବସ୍‌ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିବାରୁ ୯ଜଣଙ୍କ ମୃତ୍ୟୁ ଘଟିବା ସହ ୩୩ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ରାଜସ୍ଥାନର ଗୋଟିଏ ପରିବାରର ୪ ଜଣ ରହିଛନ୍ତି। ଏହି ଆକ୍ରମଣରେ ୩…

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପ୍ରେମ ସିଂ

ଗାଙ୍ଗଟକ୍‌,୧୦ା୬: ସିକିମ୍‌ କ୍ରାନ୍ତିକାରୀ ମୋର୍ଚ୍ଚା (ଏସ୍‌କେଏମ୍‌)ର ଅଧ୍ୟକ୍ଷ ପ୍ରେମ ସିଂ ତାମଙ୍ଗ ଦ୍ୱିତୀୟ ଥର ପାଇଁ ସିକିମ୍‌ ମୁଖ୍ୟମନ୍ତ୍ରୀ ଭାବେ ସୋମବାର ଶପଥ ଗ୍ରହଣ କରିଛନ୍ତି। ପାଲ୍‌ଜୋର ଷ୍ଟାଡିୟମ୍‌ରେ ଅନୁଷ୍ଠିତ ଶପଥ ଗ୍ରହଣ ଉତ୍ସବରେ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ମୁଖ୍ୟମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?