ଜାତୀୟ

ଏହା ‘କଳି ଯୁଗର ଅମୃତ କାଳ’, ବିନା ଯାଞ୍ଚରେ ଲୋକଙ୍କୁ ପଠାଯାଉଛି ଜେଲ: ମେହେବୁବା ମୁଫତି

ନୂଆଦିଲ୍ଲୀ,୩୧।୩: ଆଜି ଅର୍ଥାତ୍‌ ରବିବାର, ବିରୋଧୀ ଦଳ ଦିଲ୍ଲୀର ରାମଲିଲା ମଇଦାନରେ ଏକ ବଡ଼ ଶକ୍ତି ପ୍ରଦର୍ଶନ କରିଥିଲେ। ଏହି ମେଗା ରାଲିରେ କଂଗ୍ରେସ, ଏଏପି, ଏସପି, ଏନସିପି ସମେତ ୨୮ ଟି ଦଳର ନେତା ଅଂଶଗ୍ରହଣ କରିଥିଲେ। ଏଥିରେ ପିଡିପି…

‘ସମଗ୍ର ବିଶ୍ୱ ଭାରତକୁ ଆତ୍ମବିଶ୍ୱାସର ସହ ଦେଖୁଛି’

ନୂଆଦିଲ୍ଲୀ,୩୧ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କହିଛନ୍ତି, ୨୦୨୪ ନିର୍ବାଚନ କେବଳ ସରକାର ଗଠନ ନୁହେଁ ବରଂ ଏହା ଏକ ବିକଶିତ ଭାରତ ଗଠନ କରିବାର ସମୟ। ସେ କହିଛନ୍ତି, ୨୦୨୪ର ଆଦେଶ ଭାରତକୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୈତିକ ଶକ୍ତି…

୩୭୦ ଆସନର ଆଶୀର୍ବାଦ ଦେଉଛନ୍ତି ଜନତା: ମୋଦି

ମିରଠ,୩୧।୩: ରାମ ରାମ … ପ୍ରଧାନମନ୍ତ୍ରୀ ମୋଦି ମିରଠ ଗସ୍ତ ସମୟରେ ରାମ ନାମ ସହିତ ତାଙ୍କ ସମ୍ବୋଧନ ଆରମ୍ଭ କରିଥିଲେ। ସେ କହିଛନ୍ତି ଯେ ମିରଠ ହେଉଛି ବୀର ଭୂମୀ, ଏହି ଭୂମିରେ ବାବା ଅଘୋଡନାଥଙ୍କ ଆଶୀର୍ବାଦ ରହିଛି। ଏହା…

‘ସେମାନେ ଲୋକ ସଭା ନିର୍ବାଚନର ମ୍ୟାଚ ଫିକ୍ସିଂ କରୁଛନ୍ତି,’କାହାକୁ ଟାର୍ଗେଟ କଲେ ରାହୁଲ

ନୂଆଦିଲ୍ଲୀ,୩୧।୩: ରବିବାର ରାଜଧାନୀ ଦିଲ୍ଲୀର ରାମଲିଲା ମଇଦାନରେ ବିରୋଧୀ ଦଳର ମେଗା ରାଲିରେ ରାହୁଲ ଗାନ୍ଧୀ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହାତଗଣତି କୋଟିପତିଙ୍କ ସହାୟତାରେ ଲୋକ ସଭା ନିର୍ବାଚନର ମ୍ୟାଚ ଫିକ୍ସିଂ…

ଘର କି ଗାଡି ନୁହେଁ, ୨୦ ହଜାରରୁ ଅଧିକ ପୁସ୍ତକର ମାଲିକ ଏହି ପ୍ରାର୍ଥୀ: ୨ଥର ରହିସାରିଛନ୍ତି ମନ୍ତ୍ରୀ

ଥିରୁଭାନନ୍ତପୁରମ,୩୧।୩: କେରଳର ଦୁଇଥର ଅର୍ଥମନ୍ତ୍ରୀ ତଥା ଚାରିଥର ବିଧାୟକ ଡା. ଥୋମାସ ଇସାକ ଏଥର ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେ ଏଲଡିଏଫ ଟିକେଟରେ ପଠାନମଥିଟା ଲୋକ ସଭା ଆସନରୁ ପ୍ରାର୍ଥୀ ଅଟନ୍ତି। ଏହାପର୍ବୂରୁ ସେ ୨ଥର ମନ୍ତ୍ରୀ ରହିସାରିଛନ୍ତି।…

‘ଭାରତ ମାତା ବହୁତ ଦୁଃଖି ଅଛି…,’ସୁନୀତା ପଢିଲେ କେଜରିଓ୍ବାଲଙ୍କ ବାର୍ତ୍ତା

ନୂଆଦିଲ୍ଲୀ,୩୧।୩: ଇଡି ରିମାଣ୍ଡରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଗିରଫଦାରୀକୁ ବିରୋଧ କରି ବିରୋଧୀ ଇଣ୍ଡିଆ ମିଳିତ ମଞ୍ଚର ଗଠିତ ଦଳର ନେତାଙ୍କ ଏକ ବିଶାଳ ସମାବେଶ ରବିବାର ରାମଲିଲା ମଇଦାନରେ ଅନୁଷ୍ଠିତ ହୋଇଥିଲା। ଏହି ସମାବେଶରେ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କ…

ଭାଜପା ଯେତେ ମିଛ କହିଛି, ପୂରା ବ୍ରହ୍ମାଣ୍ଡରେ ସେତେ ମିଛ କେହି କହିନାହାନ୍ତି: ଅଖିଳେଶ

ଲକ୍ଷ୍ନୌ,୩୧।୩: ଲୋକ ସଭା ନିର୍ବାଚନକୁ ନେଇ ରାଜନୈତିକ ବାକ୍‌ଯୁଦ୍ଧ ଚରମ ସୀମାରେ ପହଞ୍ଚିଛି। ଏହି କ୍ରମରେ ରବିବାର ଏସପି ମୁଖ୍ୟ ଅଖିଳେଶ ଯାଦବ ଭାଜପାକୁ ଟାର୍ଗେଟ କରିଛନ୍ତି। ଭାଜପା ଶାସନ ଗାଦିରୁ ଏଥର ଯାଉଛି, ସେଥିପାଇଁ ତାର ଚିନ୍ତା ବଢିଛି ବୋଲି…

‘ଝାଡ଼ଖଣ୍ଡ କେବେ ନଇଁବ ନାହିଁ କି ଇଣ୍ଡିଆ କେବେ ଅଟକିବ ନାହିଁ’

ନୂଆଦିଲ୍ଲୀ,୩୧ା୩: ଲୋକ ସଭା ନିର୍ବାଚନ ପୂର୍ବରୁ ଇଣ୍ଡିଆ ମିଳିତ ମେଣ୍ଟର ୨୭ଟି ଦଳ ରବିବାର ରାମଲୀଲା ମଇଦାନରେ ସେଭ୍‌ ଡେମୋକ୍ରାସି ରାଲିର ଆୟୋଜନ କରୁଛନ୍ତି। ଏହି ରାଲିରେ ରାହୁଲ ଗାନ୍ଧୀ, ଏନ୍‌ସିପି (ଏସ୍‌ପି) ମୁଖ୍ୟ ଶରଦ ପାଓ୍ବାର ଏବଂ ଶିବସେନା (ୟୁବିଟି)…

ଭାଜପାକୁ ଖୋଲା ଚ୍ୟାଲେଞ୍ଜ ଦେଲେ ମମତା, ସିଏଏ ଲାଗୁ କରିବାକୁ ନେଇ କହିଲେ ଏମିତି

କୋଲକାତା,୩୧।୩: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲୋକ ସଭା ନିର୍ବାଚନରେ ୪୦୦ରୁ ଅଧିକ ଆସନ ଜିତିବା ଲକ୍ଷ୍ୟରେ ଉପହାସ କରିଛନ୍ତି। ରବିବାର ମମତା ଭାଜପାକୁ ଅତି କମରେ ୨୦୦ଆସନରେ ଜିତି ଦେଖାଇବାକୁ ଦଳକୁ ଚ୍ୟାଲେଞ୍ଜ କରିଛନ୍ତି। ବାନାର୍ଜୀ ଏହା ମଧ୍ୟ କହିଛନ୍ତି…

କଂଗ୍ରେସ ପାଖରେ ନାହିଁ ଟଙ୍କା, ଘର ଘର ବୁଲି ମାଗୁଛନ୍ତି ନେତା

ଭୋପାଳ,୩୧।୩: ମୁଣ୍ଡ ଉପରେ ନିର୍ବାଚନ। ଏନେଇ ଜାତୀୟ ରାଜନୀତି ସରଗରମ। ଜାତୀୟ ଦଳ ଠାରୁ ଆରମ୍ଭ କରି ଆଞ୍ଚଳିକ ଦଳ ମଧ୍ୟ ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି କଲେଣି। ସବୁ ଦଳର ଦଳୀୟ ନେତା ଠାରୁ ଶୀର୍ଷ ନେତା ମଧ୍ୟ ପ୍ରଚାର…

ଶ୍ରୀଲଙ୍କାକୁ ପ୍ରମୁଖ ଦ୍ୱୀପ ଦେବା ପ୍ରସଙ୍ଗରେ କଂଗ୍ରେସକୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୩୧।୩: ୧୯୭୪ ରେ କଂଗ୍ରେସ କାଚାଟିଭୁ ଦ୍ୱୀପକୁ ଶ୍ରୀଲଙ୍କାକୁ ହସ୍ତାନ୍ତର କରିଥିବା ଅଭିଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିକଟରେ ତାମିଲନାଡୁ ଭାଜପା ମୁଖ୍ୟ କେ ଅନ୍ନାମଲାଇଙ୍କ ଦ୍ୱାରା ଏକ ସୂଚନା ଅଧିକାର (ଆରଟିଆଇ) ଆବେଦନ ବଳରେ ପ୍ରକାଶ ପାଇବା ପରେ…

ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ବନ୍ଦ

ଶ୍ରୀନଗର,୩୧ା୩: ଶ୍ରୀନଗର ଉତ୍ତର, ପୂର୍ବ ଏବଂ ଦକ୍ଷିଣ ଭାରତରେ ‘ଲୁ’ ଯେପରି ପରିସ୍ଥିତି ସୃଷ୍ଟି କରିଛି, ଏହାର ପ୍ରଭାବରେ ଅନେକ ଜିଲାରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ପହଞ୍ଚିଛି। ଅନ୍ୟପକ୍ଷରେ ପୃଥିବୀର ସ୍ବର୍ଗ କୁହାଯାଉଥିବା କଶ୍ମୀରରେ ପ୍ରବଳ ବର୍ଷା ଜନଜୀବନକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri