ଅନେକ ବର୍ଷ ଧରି ପେଟରେ ହେଉଥିଲା ଯନ୍ତ୍ରଣା, ଅପରେଶନ ପରେ ବାହାରିଲା ୮ କିଲୋର ଟ୍ୟୁମର
ଲକ୍ଷ୍ନୌ,୧୯।୨: ଉତ୍ତରପ୍ରଦେଶର ବାନ୍ଦା ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଡାକ୍ତର ଜଣେ ରୋଗୀଙ୍କ ପେଟରୁ ୪୫ସେଣ୍ଟିମିଟର ଲମ୍ବା ଏବଂ ୮ କିଲୋର ଟ୍ୟୁମର ବାହାର କରାଯାଇଛି। ଯୁବକଙ୍କ ଏହି ଅସ୍ତ୍ରୋପଚାର ବାନ୍ଦାରେ ଥିବା ରାଣୀ ଦୁର୍ଗାବତୀ ମେଡିକାଲ କଲେଜରେ ହୋଇଛି।…
ଲୋକ ସଭା ନିର୍ବାଚନ ପାଇଁ ଶୁବମନ ଗିଲଙ୍କୁ ମିଳିଲା ବଡ଼ ଦାୟିତ୍ୱ
ଚଣ୍ଡିଗଡ,୧୯।୨: ପଞ୍ଜାବର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ କାର୍ଯ୍ୟାଳୟ ଆସନ୍ତା ଲୋକ ସଭା ନିର୍ବାଚନ ପାଇଁ ଭାରତୀୟ କ୍ରିକେଟର ଶୁବମନ ଗିଲଙ୍କୁ ‘ରାଜ୍ୟ ଆଇକନ’ କରିଛନ୍ତି। ମୁଖ୍ୟ ନିର୍ବାଚନ ଅଧିକାରୀ ସିବିନ ସି ସୋମବାର ଏକ ବିବୃତ୍ତିରେ କହିଛନ୍ତି ଯେ ଗିଲ…
ଅଟକିଲା ଭାରତ ଯୋଡୋ ନ୍ୟାୟ ଯାତ୍ରା, କୋର୍ଟରେ ହାଜର ହେବେ ରାହୁଲ ଗାନ୍ଧୀ
ଲକ୍ଷ୍ନୌ,୧୯।୨: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ମାନହାନି ମାମଲା ସାମ୍ନା କରୁଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ କୋର୍ଟରେ ହାଜର ହେବେ। ସୋମବାର (ଫେବୃଆରୀ ୧୯) ରେ କଂଗ୍ରେସ ଜାତୀୟ ସାଧାରଣ ସମ୍ପାଦକ ଜୟରାମ…
ରାଏବରେଲୀରେ କଂଗ୍ରେସକୁ ଝଟକା
ଲକ୍ଷ୍ନୌ,୧୯।୨: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ଆମେଠିରେ ପହଞ୍ଚିବା ପୂର୍ବରୁ ଦଳର ପୂର୍ବତନ ବ୍ଲକ ସଭାପତି ଦଳରୁ ଇସ୍ତଫା ଦେଇଛନ୍ତି। ରାହୁଲ ଦେବ ସିଂ ତାଙ୍କ ଶତାଧିକ ସମର୍ଥକଙ୍କ ସହ ଦଳରୁ ଇସ୍ତଫା ଦେଇଛନ୍ତି। ସେ…
ୟୁପିର ୧୧ଟି ଆସନରେ ପ୍ରାର୍ଥୀ ଘୋଷଣା କଲା ଏସ୍ପି
ଲକ୍ଷ୍ନୌ,୧୯।୨: ସମାଜବାଦୀ ପାର୍ଟି ଉତ୍ତରପ୍ରଦେଶର ୧୧ଟି ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଦଳ ନିଜ ତାଲିକାରେ ଗାଜିପୁରରୁ ବିଏସପି ଏମ୍ପି ଆଫଜଲ ଅନସାରୀଙ୍କୁ ପ୍ରାର୍ଥୀ କରିଛି। ଏହା ବ୍ୟତୀତ ମୁଜାଫରନଗରରୁ ହରେନ୍ଦ୍ର ମଲିକ, ଅମ୍ବଲାରୁ ନୀରଜ ମୌର୍ଯ୍ୟ,…
କଳ୍ପନାଜଳ୍ପନା ମଧ୍ୟରେ ଭାଜପାରେ ସାମିଲ ହେବେ କି ନାହିଁ ସ୍ପଷ୍ଟ କଲେ କମଲନାଥ
ଭୋପାଳ,୧୯।୨: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା କମଲନାଥ ସୋମବାର ଭାଜପାରେ ଯୋଗଦେବା ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି। ସେ ଏକ ନ୍ୟୁଜ୍ ଚ୍ୟାନେଲ ମାଧ୍ୟମରେ କହିଛନ୍ତି ଯେ ସେ ଭାଜପାରେ ଯୋଗଦେବେ ନାହିଁ। କମଲନାଥ ଖୁବ୍ଶୀଘ୍ର ଏକ…
କଂଗ୍ରେସକୁ ଅଲ୍ଟିମେଟମ୍ ଦେଲେ ଅଖିଳେଶ
ଲକ୍ଷ୍ନୌ,୧୯।୨: ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଯୋଗଦେବା ନେଇ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି, ଯଦି ଆସନ ବଣ୍ଟନ ହୁଏ ତେବେ ସେ ଏହି ଯାତ୍ରାରେ ଭାଗ ନେବେ। ଆସନ…
Video: ‘ଆଜି ଯଦି ସୁଦାମା କୃଷ୍ଣଙ୍କୁ ଚାଉଳ ଦେଇଥାନ୍ତେ ସୁପ୍ରିମକୋର୍ଟ ଏହାକୁ ଦୁର୍ନୀତି ବୋଲି କହିଥାନ୍ତେ’: ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୧୯।୨: ପ୍ରଧାନମନ୍ତ୍ରୀ ମୋଦି ସୁପ୍ରିମକୋର୍ଟଙ୍କୁ ଟାର୍ଗେଟ କରି କହିଛନ୍ତି,ଆଜିର ସମୟରେ ସୁଦାମା ଚାଉଳ ଦେଲେ ମଧ୍ୟ ଭଗବାନ କୃଷ୍ଣଙ୍କୁ ଦୁର୍ନୀତି କରୁଥିବା ଅଭିଯୋଗ ହୋଇପାରେ। ବହିଷ୍କୃତ କଂଗ୍ରେସର ଆଚାର୍ଯ୍ୟ ପ୍ରମୋଦ କୃଷ୍ଣଙ୍କ ସହ କଥାବାର୍ତ୍ତା ବିଷୟକୁ ପ୍ରସଙ୍ଗ କରି ସେ ଏହା…
ନୂଆ ଦଳ ଗଠନ କରିବେ ସ୍ବାମୀ ପ୍ରସାଦ ମୌର୍ଯ୍ୟ
ଲକ୍ଷ୍ନୌ,୧୯।୨: ସମାଜବାଦୀ ପାର୍ଟିରେ ଉପେକ୍ଷା ଦର୍ଶାଇ ଜାତୀୟ ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଇଥିବା ସ୍ବାମୀ ପ୍ରସାଦ ମୌର୍ଯ୍ୟ ଏକ ନୂତନ ଦଳ ଗଠନ କରିବେ। ଏଥିପାଇଁ ସେ ନୂଆ ଦଳର ନାମ ଏବଂ ପତାକା ଉନ୍ମୋଚନ କରିଛନ୍ତି। ସେ ଫେବୃଆରୀ…
ଖୋଲା ଜିପ୍ରେ ବସିଥିବା ରାହୁଲ ଗାନ୍ଧୀଙ୍କୁ ଭେଟିବା ପାଇଁ ପ୍ରବଳ ଉତ୍କଣ୍ଠା: କାହାର ଚପଲ ହଜିଲା ତ ଆଉ କାହାର ଚଷମା ଭାଙ୍ଗିଲା
ପ୍ରୟାଗରାଜ,୧୯।୨: ଭରତ ଯୋଡୋ ନ୍ୟାୟ ଯାତ୍ରା ପ୍ରୟାଗରାଜରେ ପହଞ୍ଚିବା ପରେ ଯୁବ, ବେକାର ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ମଧ୍ୟରେ ଏକ ଉତ୍କଣ୍ଠା ଦେଖାଯାଇଛି। ଖୋଲା ଜିପ୍ରେ ବସିଥିବା ରାହୁଲଙ୍କୁ ଭେଟିବା ଏବଂ ହାତ ମିଳାଇବା ପାଇଁ ଯୁବବର୍ଗ ପ୍ରାୟ ଏକ କିଲୋମିଟର…
ଜଙ୍ଗଲରେ ୫୦୦ ଗାଈଙ୍କ ମୃତଦେହ: ଲୋକେ ଆତଙ୍କିତ…
ଶିବପୁରୀ,୧୯।୨ : ମଧ୍ୟପ୍ରଦେଶର ଏକ ଗ୍ରାମ ନିକଟ ଜଙ୍ଗଲରେ ୫୦୦ ଗାଈଙ୍କ ମୃତଦେହ ମିଳିଛି। ଏତେ ସଂଖ୍ୟକ ଗାଈ ସେଠାରେ କିପରି ପହଞ୍ଚିଲେ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଅଧିକାରୀମାନେ ସନ୍ଦେହ କରୁଛନ୍ତି ଯେ ଏହି ଗାଈ ମାନଙ୍କୁ ସହରାଞ୍ଚଳରୁ ଅଣାଯାଇ…
ବିବାହ ଭୋଜିରେ ମହୁମାଛି ଆକ୍ରମଣ,୨୫ ଆହତ, ଭିଡିଓ ଭାଇରାଲ…
ଗୁନା,୧୯।୨ : ମଧ୍ୟପ୍ରଦେଶର ଗୁନାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏକ ବିବାହ ଭୋଜିରେ ସମ୍ପୃକ୍ତ ପରିବାର ଓ ଅତିଥିମାନଙ୍କ ଉପରେ ମହୁମାଛି ଆକ୍ରମଣ କରିଛନ୍ତି। ଏହା ଯୋଗୁ ଲୋକଙ୍କ ମଧ୍ୟରେ ଦଳଚକଟା ଦେଖିବାକୁ ମିଳିଥିଲା। କନ୍ୟାଙ୍କର ପିତା…
Archives


