ଲୋକ ସଭାରେ ସଫା ହୋଇଗଲା ଏହି ଦଳ, କିନ୍ତୁ ଭାଜପାକୁ ହେଲା ବଡ କ୍ଷତି
ଲକ୍ଷ୍ନୌ,୪।୬: ଲୋକ ସଭା ନିର୍ବାଚନ ୨୦୨୪ପାଇଁ ଭୋଟ ଗଣନା ଜାରି ରହିଛି। ଟ୍ରେଣ୍ଡରେ ଏନଡିଏ ନିଶ୍ଚିତ ଭାବରେ ସଂଖ୍ୟାଗରିଷ୍ଠତା ହାସଲ କରିଛି କିନ୍ତୁ ୪୦୦ ଅତିକ୍ରମ କରିବାର ଏନଡିଏର ସ୍ବପ୍ନ ଧ୍ୱଂସ ହୋଇଯାଇଛି। ଇଣ୍ଡିଆ ସହଯୋଗୀ ଦଳ ଏନଡିଏକୁ କଡା ଟକ୍କର…
ଏହି ୫ ରାଜ୍ୟରେ ଭାଜପାକୁ ବଡ଼ କ୍ଷତି
ନୂଆଦିଲ୍ଲୀ,୪।୬: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗଣନା ଚାଲିଛି। ନିର୍ବାଚନ କମିଶନ ସମସ୍ତ ୫୪୩ଟି ଆସନର ଟ୍ରେଣ୍ଡ ପ୍ରକାଶ କରିଛନ୍ତି। କଂଗ୍ରେସ ଏବଂ ଭାଜପା ମଧ୍ୟରେ କଡ଼ା ପ୍ରତିଯୋଗିତା ଦେଖାଯାଉଛି। ୫ ରାଜ୍ୟରେ ଭାଜପାକୁ କ୍ଷତି ସହିବାକୁ ପଡିଛି।…
ରାଏବରେଲିରେ ରାହୁଲ କରିବେ ରେକର୍ଡ, ମା’ ସୋନିଆଙ୍କଠାରୁ ଅଧିକ ଭୋଟ୍ରେ ଆଗୁଆ…
ରାଏବରେଲି,୪।୬: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରାଏବରେଲି ଲୋକ ସଭା ଆସନରୁ ୨୦୧୯ରେ ମା’ ସୋନିଆ ଗାନ୍ଧୀଙ୍କ ବିଜୟ ବ୍ୟବଧାନଠାରୁ ଅଧିକ ଭୋଟରେ ଆଗୁଆ ଅଛନ୍ତି। ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରଦତ୍ତ ସୂଚନା ଅନୁଯାୟୀ ରାଏବରେଲିରୁ ପ୍ରଥମ ଥର ନିର୍ବାଚନ…
କେଜରିଓ୍ବାଲ ଗଲେ ଜେଲ, ଇଣ୍ଡିଆ ମେଣ୍ଟରେ ବିଗିଡିଗଲା ଏଏପିର ଖେଳ
ନୂଆଦିଲ୍ଲୀ,୪।୬: ‘ଇଣ୍ଡିଆ’ ମିଳିତ ମଞ୍ଚର ପ୍ରଦର୍ଶନ ଚମତ୍କାର ଦେଖାଯାଉଛି। ଏପର୍ଯ୍ୟନ୍ତ ମିଳିଥିବା ତଥ୍ୟ ଅନୁଯାୟୀ, ଇଣ୍ଡିଆ ଆଲାଏନ୍ସ ୨୩୪ ଟି ଆସନରେ ଆଗୁଆ ରହିଛି। ୨୯୨ଟି ଆସନରେ ଭାଜପା ନେତୃତ୍ୱାଧୀନ ଏନଡିଏ ଆଗୁଆ ରହିଛି। ଇଣ୍ଡିଆ ମେଣ୍ଟରେ ଅନ୍ତର୍ଭୁକ୍ତ କଂଗ୍ରେସ, ସମାଜବାଦୀ…
ଧର୍ମସଙ୍କଟରେ ପଡିପାରନ୍ତି ରାହୁଲ
ନୂଆଦିଲ୍ଲୀ,୪।୬: ଲୋକ ସଭା ନିର୍ବାଚନରେ ଇଣ୍ଡିଆ ସହଯୋଗୀ ଦଳ ଭଲ ପ୍ରଦର୍ଶନ କରିଛି। ଏଥିରେ ରାହୁଲ ଗାନ୍ଧୀ ନିଶ୍ଚିତ ଭାବେ ବହୁତ ଖୁସି ହେବେ। କିନ୍ତୁ ଏହା ସହିତ ସେମାନଙ୍କ ସମ୍ମୁଖରେ ଏକ ବଡ଼ ଧର୍ମ ସଙ୍କଟ ମଧ୍ୟ ସୃଷ୍ଟି ହେବ।…
ନୀତୀଶ କୁମାରଙ୍କୁ ଉପପ୍ରଧାନମନ୍ତ୍ରୀ ଅଫର ଦେଲା ଇଣ୍ଡିଆ ମିଳିତ ମଞ୍ଚ
ନୂଆଦିଲ୍ଲୀ,୩।୬: ଲୋକସଭା ନିର୍ବାଚନର ଫଳାଫଳ ଧୀରେ ଧୀରେ ଆସିବା ଆରମ୍ଭ କରିଛି। ଏହି ସମୟରେ ଏନଡିଏ ଆଗରେ ଅଛି। କିନ୍ତୁ, ପୂର୍ବ ତୁଳନାରେ ଇଣ୍ଡିଆ ମିଳିତ ମଞ୍ଚ ମଧ୍ୟ ଭଲ ସ୍ଥିତିରେ ଅଛି। ୨୯୯ ଟି ଆସନରେ ଏନଡିଏ ଆଗରେ ରହିଛି।…
ମ୍ୟାଜିକ ନମ୍ବର ୨୭୨ରୁ ଦୂରେଇ ଯାଉଛି ଭାଜପା, କିଙ୍ଗ ମେକରଙ୍କ ସହ କଥା ହେଲେ ମୋଦି!
ନୂଆଦିଲ୍ଲୀ,୪।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଟିଡିପି ନେତା ଏନ ଚନ୍ଦ୍ରବାବୁ ନାଇଡୁଙ୍କ ସହ କଥା ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା, ଟ୍ରେଣ୍ଡ ଅନୁଯାୟୀ, ଭାଜପା ପ୍ରାୟ ୨୪୦ ଟି ଆସନରେ ସୀମିତ ଥିବା ଜଣାପଡିଛି। ୫୪୩ ସଦସ୍ୟ…
ଏନଡିଏକୁ ବହୁମତ, ହେଲେ ଭାଜପାକୁ ଝଟ୍କା, ମୋଦିଙ୍କ ଇସ୍ତଫା ଦାବି କଲା କଂଗ୍ରେସ
ନୂଆଦିଲ୍ଲୀ,୪।୬: ବଳଦି ଯାଇଛି ଭାଜପାର ସବୁ ଗଣିତ। ଲୋକ ସଭା ନିର୍ବାଚନର ଫଳାଫଳକୁ ଅପେକ୍ଷା କରିବା ବର୍ତ୍ତମାନ ସବୁଠାରୁ ଆକର୍ଷଣୀୟ ହୋଇଛି। ଏପର୍ଯ୍ୟନ୍ତ, ଟ୍ରେଣ୍ଡ ଦର୍ଶାଉଛି ଯେ ଭାଜପା ସଂଖ୍ୟାଗରିଷ୍ଠତାଠାରୁ ବହୁ ଦୂରରେ। ଏଭଳି ପରିସ୍ଥିତିରେ କଂଗ୍ରେସ ସକ୍ରିୟ ହୋଇଛି ଏବଂ…
ଭୁଲ୍ ପ୍ରମାଣିତ ହେଲା ଏକ୍ଜିଟ୍ ପୋଲ! ଏନଡିଏଠାରୁ ମାତ୍ର ଏତିକି ଦୂରରେ ଇଣ୍ଡିଆ
ନୂଆଦିଲ୍ଲୀ,୪।୬: ଲୋକ ସଭା ନିର୍ବାଚନ ଗଣତି ଜାରି ରହିଛି। ଏନଡିଏ ୨୮୯ ଆସନରେ ଥିବା ବେଳେ ଇଣ୍ଡିଆ ମେଣ୍ଟ ୨୩୬ ସିଟରେ ପହଞ୍ଚିଛି। ଏହି ସମୟରେ, ଏକ୍ଜିଟ୍ ପୋଲର ଫଳାଫଳକୁ ନେଇ ଲୋକଙ୍କ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି। ବାସ୍ତବରେ, ଏହି…
ଇନ୍ଦୋରରେ ବଡ଼ ରେକର୍ଡ: ନୋଟାକୁ ଏକ ଲକ୍ଷରୁ ଅଧିକ ଭୋଟ
ଇନ୍ଦୋର,୪।୬:ମଧ୍ୟପ୍ରଦେଶର ଇନ୍ଦୋରରେ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଲୋକ ସଭା ନିର୍ବାଚନ ଫଳାଫଳରେ ନୋଟା ମଧ୍ୟାହ୍ନ ପର୍ଯ୍ୟନ୍ତ ଏକ ଲକ୍ଷ ଭୋଟ ପାଇଛି। ଇନ୍ଦୋରର ଫଳାଫଳ ସମଗ୍ର ଦେଶରେ ଆଲୋଚନା ଚାଲିଛି। ଇନ୍ଦୋରରେ କଂଗ୍ରେସର ଲୋକ ସଭା ପ୍ରାର୍ଥୀ ଅକ୍ଷୟ କାନ୍ତି ନିର୍ବାଚନ…
ଇତିହାସ ରଚିପାରନ୍ତି ରାହୁଲ
ନୂଆଦିଲ୍ଲୀ, ୪।୬: ଏଥର ଲୋକ ସଭା ନିର୍ବାଚନର ଫଳାଫଳ ସମସ୍ତଙ୍କୁ ଚମକାଇ ଦେଇଛି। ଗୋଟିଏ ପଟେ ଏନଡିଏର ୪୦୦ ପାର୍ ସ୍ଲୋଗାନ ଫେଲ୍ ମାରିବାକୁ ଯାଉଥିବା ବେଳେ ଅନ୍ୟପଟେ ୧୦ ବର୍ଷର ରେକର୍ଡ ଭାଙ୍ଗିପାରେ କଂଗ୍ରେସ। ଦିନେ ରାହୁଲଙ୍କୁ ପପୁ ବୋଲି…
ବଡ଼ ବିଜୟ ଅଭିମୁଖେ ରାହୁଲ
ନୂଆଦିଲ୍ଲୀ,୪।୬: ଲୋକ ସଭା ନିର୍ବାଚନରେ ଏଥର ଉଭୟ କେରଳର ୱାୟନାଡ ଓ ଉତ୍ତର ପ୍ରଦେଶର ରାଏବରେଲି ଆସନ ଦଖଲ କରିବା ଦିଗରେ ରାହୁଲ ଗାନ୍ଧୀ। ୱାୟନାଡରେ ରାହୁଲ ବଡ ମାରଜିନ୍ରେ ଆଗକୁ ବଢୁଛନ୍ତି। ପ୍ରାୟ ୧ଲକ୍ଷ ୪୩ ହଜାର ୮୧ ଭୋଟରେ…

