ଜାତୀୟ

କଂଗ୍ରେସକୁ ଆଶ୍ୱସ୍ତି: ନିର୍ବାଚନ ଶେଷ ନ ହେବା ଯାଏ ହେବନି କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧।୪: ଆୟକର ବିଭାଗର ନୋଟିସ ମାମଲାରେ କଂଗ୍ରେସକୁ କିଛି ଦିନ ପାଇଁ ଆଶ୍ୱସ୍ତି ମିଳିଛି। ୩୫୦୦ କୋଟି ଟଙ୍କାର ବକେୟା ଟିକସ ମାମଲାରେ ଆୟକର ବିଭାଗ ନିର୍ବାଚନ ଶେଷ ନ ହେବା ଯାଏ କଂଗ୍ରେସ ବିରୋଧରେ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ଆଉ ଚାଲିବନି ପେଟ୍ରୋଲ-ଡିଜେଲ୍‌ ଗାଡ଼ି! ଗଡକରୀ ଦେଲେ ଏମିତି ପ୍ରତିଶ୍ରୁତି

ନୂଆଦିଲ୍ଲୀ,୧।୪: ୩୬ କୋଟି ପେଟ୍ରୋଲ ଏବଂ ଡିଜେଲ ଗାଡିରୁ ଦେଶକୁ ମୁକ୍ତି ଦେବା ପାଇଁ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ପ୍ରତିଶ୍ରୁତି ଦେଇଛନ୍ତି। ପେଟ୍ରୋଲ ଏବଂ ଡିଜେଲରେ ଚାଲୁଥିବା ଗାଡିରୁ ଭାରତ ମୁକ୍ତ ହୋଇପାରିବ କି ନାହିଁ,…

ତିହାରରେ କେମିତି କଟିବ କେଜରିଓ୍ବାଲଙ୍କ ଦିନ

ନୂଆଦିଲ୍ଲୀ,୧।୪: ଅବକାରୀ ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଫସି ରହିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ବର୍ତ୍ତମାନ ସୁଦ୍ଧା କୌଣସି ଆଶ୍ୱସ୍ତି ମିଳିନାହିଁ। ରାଉସ ଆଭେନ୍ୟୁ କୋର୍ଟ ବର୍ତ୍ତମାନ ତାଙ୍କୁ ଏପ୍ରିଲ ୧୫ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ଏହା…

ଆମେରିକା ରାଷ୍ଟ୍ରଦୂତଙ୍କୁ କଡ଼ା ଜବାବ ଦେଲେ ଜୟଶଙ୍କର

ନୂଆଦିଲ୍ଲୀ,୧।୪: ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂ ପନ୍ନୁଙ୍କ ହତ୍ୟା ଷଡଯନ୍ତ୍ରରେ କୌଣସି ସରକାରୀ ଅଧିକାରୀଙ୍କ ସମ୍ପୃକ୍ତି ଅନୁସନ୍ଧାନ କରାଯାଉଛି। କାରଣ ଦେଶର ସୁରକ୍ଷା ସ୍ବାର୍ଥ ମଧ୍ୟ ଏଥିରେ ଜଡିତ ଥିବା ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ସୋମବାର କହିଛନ୍ତି। ଆମେରିକାର ଭାରତରେ…

‘ହାଓ ପ୍ରାଇମିନିଷ୍ଟର ଡିସାଇଡ’, କ’ଣ ଲେଖା ଅଛି ଏହି ପୁସ୍ତକରେ ଯାହାକୁ ତିହାରରେ ରହି ପଢିବାକୁ ଚାହୁଁଛନ୍ତି କେଜରିଓ୍ବାଲ

ନୂଆଦିିଲ୍ଲୀ,୧।୪: ଦିଲ୍ଲୀ ଅବକାରୀ ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସୋମବାର ରାମାୟଣ, ମହାଭାରତ, ଗୀତା ଏବଂ ସାମ୍ବାଦିକ ନୀରଜା ଚୌଧରୀଙ୍କ ଦ୍ୱାରା ଲିଖିତ ପୁସ୍ତକ ପଢିବାକୁ କୋର୍ଟଙ୍କୁ ମାଗିଛନ୍ତି। ଏହି ପୁସ୍ତକରେ…

ପ୍ରଧାନମନ୍ତ୍ରୀ ଯାହା କରୁଛନ୍ତି ତାହା ଦେଶ ପାଇଁ ଠିକ ନୁହେଁ, କୋର୍ଟକୁ ଯାଉଯାଉ କହିଗଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧।୪: ଦିଲ୍ଲୀ ଏକ୍ସାଇଜ ସ୍କାମ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ରିମାଣ୍ଡ ଅବଧି ଶେଷ ହେବା ପରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ସୋମବାର ରାଉସ ଆଭେନ୍ୟୁ କୋର୍ଟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ହାଜର କରାଇଛି। ଏହି ସମୟରେ କେଜରିୱାଲ କହିଛନ୍ତି…

ସୁଧୁରୁନି ଚାଇନା: ଅରୁଣାଚଳ ପ୍ରଦେଶକୁ ନେଇ ଡ୍ରାଗନର ଭିତିରିଆ ଖେଳ

ନୂଆଦିଲ୍ଲୀ/ବେଜିଂ,୧।୪: ଅରୁଣାଚଳ ପ୍ରଦେଶକୁ ନେଇ ଭାରତ ଏବଂ ଚାଇନା ମଧ୍ୟରେ ବିବାଦ ପୁଣି ବଢୁଥିବା ଜଣାପଡିଛି। ଚାଇନା ପୁନର୍ବାର ଭାରତର ଏହି ଉତ୍ତର-ପୂର୍ବ ରାଜ୍ୟ ବିଷୟରେ କିଛି କରିଛି, ଯାହା ଦୁଇ ଦେଶ ମଧ୍ୟରେ ତିକ୍ତତା ବଢାଇପାରେ। ଚାଇନା ଅରୁଣାଚଳ ପ୍ରଦେଶର…

ଆଣ୍ଟିବାୟୋଟିକ୍‌ ଠାରୁ ଆରମ୍ଭ କରି ପେନ୍‌କିଲର ପର୍ଯ୍ୟନ୍ତ, ଏହି ଔଷଧଗୁଡିକ ଆଜିଠାରୁ ହେବ ମହଙ୍ଗା

ନୂଆଦିଲ୍ଲୀ,୧।୪: ଅତ୍ୟାବଶ୍ୟକ ଔଷଧ ପାଇଁ ବାର୍ଷିକ ସର୍ବାଧିକ ମୂଲ୍ୟ ବୃଦ୍ଧି କରିବାକୁ ସରକାର ସ୍ଥିର କରିଛନ୍ତି। ଏପ୍ରିଲ ୧, ୨୦୨୪ ରୁ ଏହିସବୁ ଔଷଧ ମୂଲ୍ୟ ୧୨% ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଔଷଧର ୧୦୦୦ ରୁ ଅଧିକ ଅତ୍ୟାବଶ୍ୟକ…

କଂଗ୍ରେସକୁ ସୁପ୍ରିମକୋର୍ଟରୁ ମିଳିଲା ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୧।୪: କଂଗ୍ରେସକୁ ସୋମବାର ଏକ ବଡ଼ ଆଶ୍ୱସ୍ତି। ଇନକମ୍‌ ଟ୍ୟାକ୍ସ ରିକଭରୀ ବିରୋଧରେ କଂଗ୍ରେସର ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଦଳକୁ ଏଠାରେ ଆଶ୍ୱସ୍ତି ମିଳିଛି। ଦେଶର ସର୍ବୋଚ୍ଚ ଅଦାଲତରେ ଅନୁଷ୍ଠିତ ଶୁଣାଣିରେ କୁହାଯାଇଛି ଯେ, ବର୍ତ୍ତମାନ ଆମେ ଏହି…

ଟିକେଟ ମିଳିବାରୁ ଦୌଡି ଦୌଡି ଯାଇ ପିତାଙ୍କୁ ଆଲିଙ୍ଗନ କରି ଖୁବ କାନ୍ଦିଲେ, କିଏ ସେହି ପିଏଚଡି ସ୍କଲାର

ନୂଆଦିଲ୍ଲୀ,୧।୪: ଚିରାଗ ପାସୱାନଙ୍କ ଲୋକ ଜନଶକ୍ତି ପାର୍ଟି (ରାମ ଭିଲାସ) ର ସମସ୍ତ ୫ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି, ଯେଉଁଥିରେ ଗ୍ରାମ୍ୟ ବ୍ୟାପାର ମନ୍ତ୍ରୀ ତଥା ଜେଡିୟୁ ନେତା ଅଶୋକ ଚୌଧୁରୀଙ୍କ ଝିଅ ଶାଂଭବି ଚୌଧୁରୀଙ୍କ ନାମ ମଧ୍ୟ ରହିଛି।…

ପୁଣି ୧୫ ଦିନ ନ୍ୟାୟିକ ହେପାଜତକୁ ଗଲେ କେଜ୍‌ରିଓ୍ବାଲ୍‌

ନୂଆଦିଲ୍ଲୀ,୧।୪: ଦିଲ୍ଲୀର ମଦ ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ସମ୍ପୃକ୍ତ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଆଜି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ କୋର୍ଟରେ ହାଜର କରିଛନ୍ତି। ତାଙ୍କୁ ବର୍ତ୍ତମାନ ନ୍ୟାୟିକ ହେପାଜତକୁ ପଠାଯାଇଛି। ରାଉସ ଆଭେନ୍ୟୁ କୋର୍ଟ କେଜ୍‌ରିଓ୍ବାଲଙ୍କୁ ଏପ୍ରିଲ ୧୫…

‘ମୁଁ ଡଗରାର ବାଇଗଣ ନୁହେଁ ଯେ ଯିଏ ଯେଉଁଠି ଚାହିଁବ ଫୋପାଡି ଦେବ,’ ପୁର୍ଣ୍ଣିଆ ସିଟକୁ ନେଇ ଅଡି ବସିଲେ ପପୁ ଯାଦବ

ପାଟନା,୧।୪: କଂଗ୍ରେସ ନେତା ତଥା ପୂର୍ବତନ ଏମପି ପପୁ ଯାଦବ ନିଜ ଦଳ ତଥା ବିହାରରେ ମହାମେଣ୍ଟ ପାଇଁ ଏକ ବଡ ମୁଣ୍ଡବିନ୍ଧାର କାରଣ ହେବାକୁ ଯାଉଛନ୍ତି । ଏହି ପ୍ରଶ୍ନ ଉଠିଛି କାରଣ ପପୁ ଯାଦବ ପୂର୍ଣ୍ଣିଆରୁ ନିର୍ବାଚନ ଲଢିବାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri