ଜାତୀୟ

ଏନଡିଏ ବୈଠକରେ ଓଡ଼ିଶାକୁ ନେଇ ବଡ଼ ବୟାନ ଦେଲେ ମୋଦି, କହିଲେ ଆଗାମୀ ୨୫ ବର୍ଷ…

ନୂଆଦିଲ୍ଲୀ,୭।୬: ଶୁକ୍ରବାର ଅନୁଷ୍ଠିତ ଏନଡିଏ ସଂସଦୀୟ ଦଳର ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏନଡିଏ ଦଳର ନେତା ଭାବେ ମନୋନୀତ କରାଯାଇଛି। ଏହାପରେ ପରେ ନରେନ୍ଦ୍ର ମୋଦି ସମ୍ବୋଧନ କରି କହିଛନ୍ତି, ସର୍ବସମ୍ମତି କ୍ରମେ ମୋତେ ବାଛି ନୂଆ ଦାୟିତ୍ୱ ଦେଇଛନ୍ତି।…

୨୦୨୯ ନିର୍ବାଚନ ଜିତିବାକୁ ମୋଦିଙ୍କ ଟାର୍ଗେଟ୍‌, ଏନ୍‌ଡିଏ ବୈଠକରେ କହିଲେ…

ନୂଆଦିଲ୍ଲୀ, ୭ା୬: ନୂଆଦିଲ୍ଲୀରେ ଜାରି ରହିଛି ଏନ୍‌ଡିଏର ସଂସଦୀୟ ଦଳ ବୈଠକ। ସଂସଦୀୟ ଦଳ ନେତା ଭାବେ ନରେନ୍ଦ୍ର ମୋଦିଙ୍କୁ ଏହି ବୈଠକରେ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଛି। ମୋଦି ନବ ନିର୍ବାଚିତ ନେତାଙ୍କୁ ଆଗାମୀ ୧୦ ବର୍ଷ ମଧ୍ୟରେ…

ମୋଦିଙ୍କ ବିଷୟରେ କ’ଣ ଏମିତି କହିଲେ ନୀତୀଶ, ସମସ୍ତେ ହସି ହସି ଗଡିଲେ…

ନୂଆଦିଲ୍ଲୀ,୭।୬: ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସଭାପତି ରାଷ୍ଟ୍ରପତି ନୀତୀଶ କୁମାର ଶୁକ୍ରବାର ଭାରତୀୟ ଜନତା ପାର୍ଟି(ଭାଜପା) ନେତୃତ୍ୱାଧୀନ ନ୍ୟାଶନାଲ ଡେମୋକ୍ରାଟିକ୍‌ ଆଲାଏନ୍ସ(ଏନଡିଏ) ନେତା ଭାବରେ ନରେନ୍ଦ୍ର ମୋଦିଙ୍କୁ ଗ୍ରୀନ୍‌ ସିଗନାଲ୍‌ ଦେଇଛନ୍ତି। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏନଡିଏ…

ମୋଦିଙ୍କ ସ୍ବାଗତ ପାଇଁ ସମସ୍ତେ ଠିଆ ହୋଇଥିବା ବେଳେ ବସି ରହିଥିଲେ ୨ କିଙ୍ଗ ମେକର!

ନୂଆଦିଲ୍ଲୀ,୭।୬: ଲୋକ ସଭା ନିର୍ବାଚନରେ ସଂଖ୍ୟାଗରିଷ୍ଠତା ହାସଲ କରିବା ପରେ ଶୁକ୍ରବାର ସଂସଦୀୟ ଦଳର ବୈଠକ ଅନୁଷ୍ଠିତ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏନଡିଏ ସଂସଦୀୟ ଦଳର ନେତା ଭାବରେ ମନୋନୀତ କରାଯାଇଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା…

ନିର୍ବାଚନ ଫଳାଫଳ ଉପରେ ଆସିଲା କେଜ୍‌ରିଓ୍ବାଲଙ୍କ ବଡ଼ ବୟାନ, ମୋଦିଙ୍କୁ ନେଇ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ, ୭।୬: ଲୋକ ସଭା ନିର୍ବାଚନ ଫଳାଫଳକୁ ନେଇ ଜେଲ୍‌ରୁ ଆମ ଆଦମୀ ପାର୍ଟିର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ପ୍ରତିକ୍ରିୟା ଆସିଛି। ସେ କହିଛନ୍ତ, ଆମେ ଇଣ୍ଡିଆ ମେଣ୍ଟର ଅଂଶ ଅଟୁ। ଇଣ୍ଡିଆ ମେଣ୍ଟ ଜିତିଛି ଏବଂ…

ସମ୍ବିଧାନକୁ ମଥାରେ ଲଗାଇଲେ ମୋଦି, ୯ ଜୁନରେ ପ୍ରଧାନମନ୍ତ୍ରୀ ଭାବେ ନେବେ ଶପଥ

ନୂଆଦିଲ୍ଲୀ,୭।୬: ନ୍ୟାସନାଲ ଡେମୋକ୍ରାଟିକ ଆଲାଏନ୍ସ (ଏନଡିଏ) ସଂସଦୀୟ ଦଳର ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଥିଲେ। ଏହି ସମୟରେ ସେ ତାଙ୍କ କପାଳରେ ଭାରତର ସମ୍ବିଧାନ ଲଗାଇଥିଲେ। ଏହି ସମୟରେ ଭାଜପାର ବରିଷ୍ଠ ନେତା ପ୍ରହ୍ଲାଦ ଯୋଶୀ ଏନଡିଏ ସଂସଦୀୟ…

ମୋଦିଙ୍କୁ ବଡ଼ ଟେନସନ୍‌: ଟିଡିପି-ଜେଡିୟୁ ପରେ ଚିରାଗ ପାସୱାନଙ୍କ ଦଳ ଦାବି କରୁଛି ଏହି ମନ୍ତ୍ରୀପଦ

ନୂଆଦିଲ୍ଲୀ,୭।୬: ଭାଜପାକୁ ସରକାର ଗଠନ କରିବାକୁ ମ୍ୟାଜିକ ନମ୍ବର ମିଳିନାହିଁ। ତେଣୁ ଏନଡିଏ ମେଣ୍ଟରେ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ଓ ନୀତୀଶ କୁମାରଙ୍କ ଜେଡିୟୁର ଗୁରୁତ୍ୱ ବଢିଯାଇଛି। ଏହାକୁ ଦୃଷ୍ଟିରେ ରଖି ଉଭୟ ଦଳ କେନ୍ଦ୍ର କ୍ୟାବିନେଟର ବଡ଼ ମନ୍ତ୍ରଣାଳୟ ନେବାକୁ…

‘ଟାଇଗର ଜିନ୍ଦା ହୈ’ ପାଟନାରେ ଲାଗିଲା ନୀତୀଶଙ୍କ ପୋଷ୍ଟର

ପାଟନା,୭।୬: ରାଜନୀତିରେ ପୋଷ୍ଟର ଓ୍ବାର ପ୍ରାୟତଃ ଦେଖାଯାଏ। ଲୋକ ସଭା ନିର୍ବାଚନ ଶେଷ ହେବା ପରେ ଫଳାଫଳ ମଧ୍ୟ ଆସିଛି ଏବଂ ବିହାରରେ ଏହାକୁ ନେଇ ପୁଣି ଥରେ ପୋଷ୍ଟର ଓ୍ବାର ଆରମ୍ଭ ହୋଇଛି। ରାଜଧାନୀ ପାଟନାରେ ଏକ ପୋଷ୍ଟର ଲଗାଯାଇଛି…

ରେଳ ମନ୍ତ୍ରଣାଳୟ ମାଗିଲେ ଆନନ୍ଦ ମୋହନ, ନୀତୀଶ ସହଯୋଗୀଙ୍କ ହାଇ ଡିମାଣ୍ଡ

ନୂଆଦିଲ୍ଲୀ,୭।୬: ଲୋକ ସଭା ନିର୍ବାଚନ ଫଳାଫଳ ଆସିବା ଦିନଠାରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ତାଙ୍କ ଦଳ ଖବରର ଶିରୋନାମାରେ ଅଛନ୍ତି। ୧୬ ଟି ସିଟ ମଧ୍ୟରୁ ୧୨ଟି ସୁରକ୍ଷିତ କରି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳ ଟିଡିପି ପରେ ନ୍ୟାସନାଲ…

ନିର୍ବାଚନ ଫଳାଫଳ ପରେ ରାହୁଲଙ୍କ ପାଇଁ ଆଉ ଏକ ଖୁସିଖବର

ନୂଆଦିଲ୍ଲୀ, ୭।୬: ଲୋକ ସଭା ନିର୍ବାଚନରେ କଂଗ୍ରେସର ଭଲ ପ୍ରଦର୍ଶନ ପରେ ରାହୁଲ ଗାନ୍ଧୀଙ୍କ ପାଇଁ ଆଉ ଏକ ଖୁସି ଖବର ଆସିଛି। ମାନହାନି ମାମଲାରେ ବେଙ୍ଗାଲୁରୁର ଏକ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ରାହୁଲ ଗାନ୍ଧୀଙ୍କ ବିରୋଧରେ ଭାଜପାମାମଲା…

ଏମାନଙ୍କୁ ମିଳିବ ମନ୍ତ୍ରୀ ପଦ ! ଆସିଲା ସମ୍ଭାବିତ ଲିଷ୍ଟ୍‌

ନୂଆଦିଲ୍ଲୀ, ୭ା୬: ଲୋକସଭା ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ନୂଆ ସରକାର ଗଠନ ଉପରେ ସମସ୍ତଙ୍କ ନଜର ରହିଛି। କାରଣ ଭାରତୀୟ ଜନତା ପାର୍ଟି (ଭାଜପା) ସରକାର ଗଠନ ପାଇଁ ଥିବା ମ୍ୟାଜିକ୍‌ ନମ଼୍ବର ୨୭୨ ଆସନ ଜିତିବାକୁ ସକ୍ଷମ…

ବୋଧହୁଏ ଭୁଲ ସମୟରେ ଜନ୍ମ ହୋଇଛି ଇଭିଏମ୍‌: କାହିଁକି ଏମିତି କହିଲେ ମୁଖ୍ୟ ନିର୍ବାଚନ କମିଶନର

ନୂଆଦିଲ୍ଲୀ,୭।୬: ଇଭିଏମ ଅର୍ଥାତ୍‌ ଇଲେକ୍ଟ୍ରୋନିକ ଭୋଟିଂ ମେଶିନ ପ୍ରତ୍ୟେକ ନିର୍ବାଚନରେ ବହୁ ଚର୍ଚ୍ଚିତ ହୋଇଥାଏ। ପ୍ରାୟତଃ ବିରୋଧୀ ଦଳର ନେତାମାନେ ଏହାର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଥାନ୍ତି। ଏଥି ସହିତ ନିର୍ବାଚନ ଆୟୋଗଙ୍କୁ ବାରମ୍ବାର ସ୍ପଷ୍ଟୀକରଣ ଦେବାକୁ ପଡେ। ଏବେ ଲୋକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?