ସୋନିଆଙ୍କ ପାଖରେ ୮୮ କେଜି ରୂପା ସାଙ୍ଗକୁ ୧ କେଜିରୁ ଅଧିକ ସୁନା, ଇଟାଲୀରେ ରହିଛି ସମ୍ପତ୍ତି
ନୂଆଦିଲ୍ଲୀ,୧୬।୨: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ଇଟାଲୀରେ ସମ୍ପତ୍ତି ଅଛି। ସୂଚନାନୁସାରେ, ସୋନିଆର ଇଟାଲୀରେ ତାଙ୍କ ପୈତୃକ ସମ୍ପତ୍ତିରେ ଏକ ଅଂଶ ରହିଛି। ବୁଧବାର ରାଜ୍ୟ ସଭା ନିର୍ବାଚନ ପାଇଁ ନାମାଙ୍କନ ସମୟରେ ଦିଆଯାଇଥିବା ଆଫିଡେଭିଟ୍ରେ ସୋନିଆ ଗାନ୍ଧୀ ଇଟାଲୀରେ…
ମୋ ଦ୍ୱାରା ରାଜନୀତି ସମ୍ଭବ ନୁହେଁ କହି ଏମ୍ପି ପଦରୁ ଇସ୍ତଫା ଦେଇଥିବା ମିମି ଚକ୍ରବର୍ତ୍ତୀଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି
ଆଗାମୀ ଲୋକ ସଭା ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ (ଟିଏମସି) ନେତା ମିମି ଚକ୍ରବର୍ତ୍ତୀ ଯାଦବପୁର ନିର୍ବାଚନମଣ୍ଡଳୀରୁ ଏମ୍ପି ପଦରୁ ଇସ୍ତଫା ଦେଇଛନ୍ତି। ସେ ୨୦୧୯ରେ ନିର୍ବାଚନରେ ଜିତିଥିଲେ। ସେ ରାଜ୍ୟ ବିଧାନସଭାରେ ପହଞ୍ଚି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟି ତାଙ୍କ…
ଆଜି ଭାରତ ବନ୍ଦ: ଏସବୁ ରାଜ୍ୟରେ ଅଧିକ ପଡିବ ପ୍ରଭାବ
ନୂଆଦିଲ୍ଲୀ,୧୬।୨: ଫେବୃଆରୀ ୧୬ରେ କୃଷକ ସଂଗଠନ ଭାରତ ବନ୍ଦ ଆହ୍ବାନ କରିଛନ୍ତି। ଏମଏସପି ଗ୍ୟାରେଣ୍ଟି ସହିତ ଅନ୍ୟ ୧୧ଟି ଦାବି ପାଇଁ କୃଷକମାନେ ପୁଣି ଥରେ ବିରୋଧ କରୁଛନ୍ତି। ସେମାନଙ୍କ ଦାବି ଉପରେ କେନ୍ଦ୍ର ଉପରେ ଚାପ ପକାଇବାକୁ କୃଷକ ସଂଗଠନ…
ମୋ ଦ୍ୱାରା ରାଜନୀତି ହେବ ନାହିଁ: ମିମି
କୋଲକାତା, ୧୬ା୨: ପଶ୍ଚିମବଙ୍ଗରୁ ଲୋକ ସଭା ସଦସ୍ୟ ଥିବା ମିମି ଚକ୍ରବର୍ତ୍ତୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ର ତୃଣମୂଳ କଂଗ୍ରେସ(ଟିଏମ୍ସି) ଅଧ୍ୟକ୍ଷ ମମତା ବାନାର୍ଜିଙ୍କୁ ପଠାଇଛନ୍ତି। ଯାଦବପୁର ଲୋକ ସଭା ଆସନରୁ ଏମ୍ପି ଥିବା ମିମି…
ଆଜି ୨ ରାଜ୍ୟକୁ କୋଟି କୋଟି ଟଙ୍କା ଉପହାର ଦେବେ ମୋଦି
ନୂଆଦିଲ୍ଲୀ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଜସ୍ଥାନ ଏବଂ ହରିୟାଣାରେ ୨୬,୭୫୦ କୋଟିରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପ ପ୍ରଦାନ କରିବେ। ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସ ମାଧ୍ୟମରେ ବିକଶିତ ଭାରତ, ବିକଶିତ ରାଜସ୍ଥାନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ। ଏହି ସମୟ ମଧ୍ୟରେ…
ଅଜିତ ଗୋଷ୍ଠୀ ବିଧାୟକଙ୍କ ହେବନାହିଁ ସଦସ୍ୟତା ରଦ୍ଦ
ମୁମ୍ବାଇ,୧୫।୨: ଅଜିତ ପାଓ୍ବାରଙ୍କ ନେତୃତ୍ୱାଧୀନ ଏନ୍ସିପି ବିଧାୟକଙ୍କ ସଦସ୍ୟତା ରଦ୍ଦ କରିବା ପାଇଁ ଶରଦ ପାଓ୍ବାର ଗୋଷ୍ଠୀ ପକ୍ଷରୁ କରାଯାଇଥିବା ଆବେଦନକୁ ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନରଓ୍ବେକର ଗୁରୁବାର ଖାରଜ କରିଦେଇଛନ୍ତି। ଅଜିତ୍ଙ୍କ ନେତୃତ୍ୱରେ ଉକ୍ତ ବିଧାୟକମାନେ ଗତବର୍ଷ ଜୁନ୍ରେ…
ଜମ୍ମୁ-କଶ୍ମୀରରେ ଏକାକୀ ଲଢ଼ିବା ଘୋଷଣା ପରେ: ଉମର ଅବଦୁଲ୍ଲାଙ୍କ ଆସିଲା ବଡ଼ ବୟାନ
ଶ୍ରୀନଗର,୧୫।୨: ଲୋକ ସଭା ନିର୍ବାଚନ ପୂର୍ବରୁ ବିରୋଧୀ ଇଣ୍ଡିଆ ମେଣ୍ଟକୁ ଆଉ ଏକ ବଡ଼ ଝଟ୍କା ଲାଗିଛି। ଜମ୍ମୁ କାଶ୍ମୀରରେ ଏକାକୀ ଲଢ଼ିବା ନେଇ ନ୍ୟାଶନାଲ କନ୍ଫରେନ୍ସ(ଏନ୍ସି)ର ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲା ଘୋଷଣା କରିଛନ୍ତି। ସେହିପରି ଜମ୍ମୁ…
ଇଲେକ୍ଟୋରାଲ ବଣ୍ଡ୍ କ’ଣ ?
ନୂଆଦିଲ୍ଲୀ, ୧୫।୨: ରାଜନୈତିକ ଦଳଗୁଡ଼ିକର ଚାନ୍ଦା ସଂଗ୍ରହ ପାଇଁ ଇଲେକ୍ଟୋରାଲ ବଣ୍ଡ୍ ଏକ ଆର୍ଥିକ ସାଧନ। ଏଥିରେ କ୍ରେତା ଏବଂ ପ୍ରାପକଙ୍କ ନାଁ ରହୁ ନ ଥିବାରୁ ଏହା ଏକ ବିଅରିଂ ସାଧନ ଭାବେ କାର୍ଯ୍ୟ କରିଥାଏ ଏବଂ ଦାତାଙ୍କୁ ଗୋପନ…
କେମିକାଲ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ଦୋକାନ ସହ ଜଳିଗଲା ୨୨ ଗାଡି, ୩ ମୃତ
ନୂଆଦିଲ୍ଲୀ, ୧୫।୨: ଦିଲ୍ଲୀର ଅଲିପୁରରେ ଗୁରୁବାର ସନ୍ଧ୍ୟାରେ କେମିକାଲ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫଳରେ ୫ ଦୋକାନ, ୨୨ କାର୍ ଜଳିଯାଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ୨୨ଟି ଅଗ୍ନିଶମ ବାହିନୀ ସାହାଯ୍ୟରେ ପ୍ରାୟ ଦେଢ ଘଣ୍ଟା…
ରାହୁଲଙ୍କ ଯାତ୍ରାକୁ ୟୁପିରେ ରହିବାକୁ ମିଳିଲାନି ଅନୁମତି, ଏବେ କ୍ଷେତରେ ଟେଣ୍ଟ ଲଗାଇ କାଟିବେ ରାତି
ଲକ୍ଷ୍ନୌ,୧୫।୨: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ଶନିବାର ଉତ୍ତରପ୍ରଦେଶ ଭଦୋହିକୁ ଆସୁଛି। ତାଙ୍କ କନଭେକୁ ପୂର୍ବ ନିର୍ଦ୍ଧାରିତ ବିଶ୍ରାମ ସ୍ଥାନରେ ରହିବାକୁ ପ୍ରଶାସନଠାରୁ ଅନୁମତି ପାଇନାହିଁ। ବର୍ତ୍ତମାନ ସେ ମୁନ୍ସି ଲାଟପୁରରେ ଅବସ୍ଥିତ ଏକ କ୍ଷେତରେ ରହିବେ।…
ମୋଦିଙ୍କ ଏହା ଶେଷ ନିର୍ବାଚନ: ଖାର୍ଗେ
ନୂଆଦିଲ୍ଲୀ,୧୫।୨: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଗୁରୁବାର ବିହାରର ଔରଙ୍ଗାବାଦରେ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେଇ ପୁଣିଥରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଆଗାମୀ ଲୋକ ସଭା ନିର୍ବାଚନ ଶେଷ ନିର୍ବାଚନ ହେବ। ସେ କେନ୍ଦ୍ରରେ ଭାଜପା…
ହସ୍ପିଟାଲରେ ଭର୍ତ୍ତି ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ
ବେଙ୍ଗାଲୁରୁ,୧୫।୨: ବିଗିଡିଲା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ଡି ଦେବେଗୌଡାଙ୍କ ସ୍ବାସ୍ଥ୍ୟାବସ୍ଥା। ତାଙ୍କୁ ମଣିପାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ଦେବେଗୌଡାଙ୍କର ଗୁରୁବାର ଅସୁସ୍ଥତା ଅନୁଭବ କରୁଥିଲେ, ଯାହା ପରେ ତାଙ୍କୁ ମଣିପାଲ ହସ୍ପିଟାଲକୁ ନିଆଯାଇଛି। ବର୍ତ୍ତମାନ ତାଙ୍କର ଅବସ୍ଥା…
Archives


