ଜୀବନଚର୍ଯ୍ୟା

ଶୀତଦିନେ ତ୍ୱଚାର ଯତ୍ନ

ଏହିଦିନେ ଅଧିକ ସମୟ ଗାଧାନ୍ତୁ ନାହିଁ। ଏହା ବ୍ୟତୀତ ସାବୁନ୍‌ର ବ୍ୟବହାର ଯେତେ କମ୍‌ ସମ୍ଭବ ସେତେ କରନ୍ତୁ। ସ୍କ୍ରବ୍‌ର ବ୍ୟବହାର ଜମା ବି କରନ୍ତୁ ନାହିଁ। ଏହି ସିଜନ୍‌ରେ ତ୍ୱଚାର ଚମକ ବଜାୟ ରଖିବାକୁ ହେଲେ ନଖ ଉଷୁମ ପାଣିର…

ଆତ୍ମନିର୍ଭରଶୀଳ ମା’

ଆଜିକାଲି ଅନେକ ମହିଳା ଆତ୍ମନିର୍ଭରଶୀଳ ହେବାକୁ ଆଗେଇ ଆସୁଛନ୍ତି । କିନ୍ତୁ ଏହି ସମୟରେ ସେମାନଙ୍କୁ କେତୋଟି ବିଷୟ ପ୍ରତି ଦୃଷ୍ଟିଦେବା ଦରକାର… ଦିନ ଥିଲା ମହିଳାମାନେ ଘର ଭିତରେ ନିଜକୁ ସୀମାବଦ୍ଧ କରି ରଖୁଥିଲେ। ହେଲେ ଏବେ ସବୁ କିଛି…

ସ୍ତ୍ରୀଙ୍କ ପାଖରେ ଏହି ୫ ଗୁଣ ଥିଲେ ପୁରୁଷ ହୋଇଥାନ୍ତି ଭାଗ୍ୟବାନ; ଜାଣନ୍ତୁ କ’ଣ କୁହନ୍ତି…

ଆଚାର୍ଯ୍ୟ ଚାଣକ୍ୟ ମନୁଷ୍ୟ ଜୀବନକୁ ସଫଳ କରିବା ପାଇଁ ଅନେକ ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଯେଉଁ ବ୍ୟକ୍ତି ଏହାକୁ ଅନୁସରଣ କରେ ତାର ଜୀବନରୁ ଅନେକ ସମସ୍ୟା ଦୂର ହୋଇପାରେ। ଚାଣକ୍ୟ ନିଜର ଏକ ନୀତିରେ ସ୍ତ୍ରୀମାନଙ୍କର ୫ଟି ଗୁଣ…

ଭୁଲ୍‌ରେ ବି ରୋଷେଇ ଘରେ ଅବ୍ୟବସ୍ଥିତ ଭାବେ ରଖନ୍ତୁ ନାହିଁ ଏସବୁ ସାମଗ୍ରୀ, ହୋଇଯିବେ ବରବାଦ୍‌…

ହଠାତ ଯଦି ଆପଣଙ୍କ ପରିବାରରେ ସମସ୍ୟା ବଢ଼ୁଛି। ଆୟ ତୁଳନାରେ ବ୍ୟୟ ଅଧିକ ହେଉଛି କିମ୍ବା ଘରେ କେହି ନା କେହି ରୋଗରେ ପଡ଼ୁଛନ୍ତି,ତେବେ ଆପଣ ରୋଷେଇ ଘରକୁ ଦେଖନ୍ତୁ। କାରଣ ଏହା ଏପରି ସ୍ଥାନ ଯେଉଁଠାରେ ପରିବାର ସଦସ୍ୟଙ୍କ ପାଇଁ…

ମଧୁମେହ: କିଛି କଥା

ଡାଇବେଟିସ୍‌ ଅର୍ଥାତ୍‌ ମଧୁମେହ ରୋଗ ପ୍ରାୟତଃ ଖ୍ରୀଷ୍ଟପୂର୍ବ ୧୫୫୦ରୁ ଜଣାପଡିଥିବା ଅନୁମେୟ। ଯେଉଁଥିରେ କି ପରିସ୍ରାରେ ମିଠାଜାତୀୟ ପଦାର୍ଥ ଥିବାର ଦେଖାଯାଇଛି। ୧୬୭୦ରେ ପରିସ୍ରାରେ ଶର୍କରା ଅଂଶ ଥିବା ଏହି ରୋଗଗ୍ରସ୍ଥ ବ୍ୟକ୍ତିମାନଙ୍କଠାରେ ଜଣାପଡିଥିଲା। ୧୮୫୦ରେ ଏହା ଦୁଇ ପ୍ରକାର ଅର୍ଥାତ୍‌…

ଡାଇବେଟିସ୍‌ ଲାଗି ଖାଦ୍ୟ

ଡାଇବେଟିସ୍‌ ଏକ ଅତି ଜଣାଶୁଣା ରୋଗ। ପୃଥିବୀର ମାନଚିତ୍ରରେ ଆମ ଦେଶ ଏବେ ଅନ୍ୟତମ ଡାଇମେଟିକ୍‌ ଦେଶ ଭାବରେ ଚିହ୍ନିତ। ଏହା ଗୋଟିଏ ନିଉଛଣା ରୋଗ। କାରଣ ଡାଇବେଟିସ୍‌ ହେଲେ ତା’ ପଛେ ପଛେ ଧାଡ଼ି ଲଗାଇଥାଆନ୍ତି ଆହୁରି ଅନେକ ରୋଗ।…

ଏଭଳି ଭୁଲ ମଣିଷକୁ କରିଦିଏ ବରବାଦ

ମହାନ ଅର୍ଥନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଆଜି ବି ସମୟରେ ବେଶ ପ୍ରାସଙ୍ଗିକ। ନିଜର ନୀତି ଯୋଗୁ ସେ ଜଣେ ସାଧାରଣ ବାଳକଙ୍କୁ ସମ୍ରାଟ କରିପାରିଥିଲେ। ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ଏପରି ଅନେକ ବିଷୟରେ କହିଛନ୍ତି ଯାହାର ପାଳନ କଲେ ବ୍ୟକ୍ତିଟିଏ…

ରୁଟି…

ଭାରତୀୟ ଖାଦ୍ୟ ଭିତରେ ରୁଟି ପ୍ରମୁଖ। ଖାସ୍‌କରି ଉତ୍ତର ଭାରତ ଯେଉଁଠି ଗହମ ଉତ୍ପାଦନ ଅଧିକ, ସେଠାରେ ରୁଟି ଅଧିକ ଖିଆଯାଏ। ରୁଟି ଭାରତ ବ୍ୟତୀତ ଶ୍ରୀଲଙ୍କା, ପାକିସ୍ତାନ, ନେପାଳ, ବାଂଲାଦେଶ, ମାଳଦୀପ, ମ୍ୟାନମାର, ମାଲେସିୟା, ଇଣ୍ଡୋନେସିଆ, ସିଙ୍ଗାପୁର, ଥାଇଲାଣ୍ଡ, ଗୁଆନା,…

ରତ୍ନାବତୀ ସ୍କୁଲ

ରାଜସ୍ଥାନର ଜଏସାଲମେରର ଥର୍‌ ମରୁଭୂମିରେ ନିର୍ମାଣ ହୋଇଛି ରାଜକୁମାରୀ ରତ୍ନାଦେବୀ ବାଳିକା ବିଦ୍ୟାଳୟ। ଏହି ସ୍କୁଲ୍‌ର ନିଆରା ନିର୍ମାଣ ଶୈଳୀ ଲାଗି ଏହା ବେଶ୍‌ ପ୍ରସିଦ୍ଧ। ଜାଣିବା ଏହି ସ୍କୁଲ୍‌ ବିଷୟରେ କିଛି ରୋଚକ କଥା… – ସଂସଦ ଭବନ ପରି…

ସେଲର୍‌ ପ୍ୟାଣ୍ଟ

ମୁଖ୍ୟତଃ ଶୀତଦିନେ ହିଁ ସେଲର୍‌ ପ୍ୟାଣ୍ଟର ଚାହିଦା ବେଶ୍‌ ରହିଥାଏ। କାରଣ ଏହା ପିନ୍ଧିବାକୁ ଯେମିତି କମ୍ଫର୍ଟେବଲ୍‌ ସେମିତି ସ୍ମାର୍ଟ ଲୁକ୍‌ ବି ଦେଇଥାଏ। ସବୁଠୁ ବଡ଼ କଥା ହେଉଛି ଏହାକୁ ଉଭୟ ଫର୍ମାଲ୍‌ ତଥା କାଜୁଆଲ୍‌ ଆଉଟ୍‌ଫିଟ୍‌ ଭାବେ ଆରାମରେ…

ଯୁବା ବୟସରେ ମଧୁମେହ

ସାରା ବିଶ୍ୱରେ ମଧୁମେହ ରୋଗୀଙ୍କ ସଂଖ୍ୟା ଦିନକୁଦିନ ବଢ଼ି ବଢ଼ି ଚାଲିଛି, ଯାହାକି ଏକ ନୀରବ ଓ ଘାତକ ରୋଗ। ଏବେ ଯୁବପିଢ଼ି ମଧ୍ୟ ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି, ଯେଉଁଥିପାଇଁ ଆଜିର ଅନିୟମିତ ଜୀବନଶୈଳୀ ସହ ଅସନ୍ତୁଳିତ ଖାଦ୍ୟାଭ୍ୟାସ ବିଶେଷ…

ଅଜବ ଆଇବ୍ରୋ ମେକ୍‌ଅପ୍‌

ଆଇବ୍ରୋ ବା ଭ୍ରୁଲତାର ମେକ୍‌ଅପ୍‌ ଚେହେରାର ଲୁକ୍‌ ବଦଳାଇ ଦିଏ। ତେଣୁ ଏହାକୁ ନେଇ ହୁଏ ଅନେକ ଏକ୍ସପେରିମେଣ୍ଟ। କିଛି ଆଇବ୍ରୋ ମେକ୍‌ଅପ୍‌ ବେଳେବେଳେ ଏତେ ଅଜବ ସହ ଆକର୍ଷକ ହୋଇଛି ଯେ, ତାହା ସୋସିଆଲ ମିଡିଆରେ କରିଛି ଟ୍ରେଣ୍ଡ। ସେମିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?