ଜୀବନଚର୍ଯ୍ୟା

ମନି ପ୍ଲାଣ୍ଟଠାରୁ ବି ଅଧିକ ଶୁଭ ଏହି ୪ ଗଛ; ଘରେ ରଖିଲେ ରହେ ନାହିଁ ଧନର ଅଭାବ…

ଆର୍ଥିକ ଉନ୍ନତି ପାଇଁ ଲୋକେ ନିଜ ଘରେ ମନି ପ୍ଲାଣ୍ଟ ଲଗାଇଥାନ୍ତି। ବାସ୍ତୁ ଅନୁଯାୟୀ ଘରେ ମନି ପ୍ଲାଣ୍ଟ ରଖିବା ଦ୍ୱାରା ଆର୍ଥିକ ସମୃଦ୍ଧି ଘଟିଥାଏ। ସେହି ଘରେ କେବେ ବି ଟଙ୍କାପଇସାର ଅଭାବ ରହେ ନାହିଁ। ବାସ୍ତୁରେ ମଧ୍ୟ ଏଭଳି…

ପିଲା ଯାଉଥିଲେ ପଡ଼ିଶା ଘର…

ବନ୍ଧୁତା ହେଉ କି ଶତ୍ରୁତା ବୁଝନ୍ତି ନାହିଁ ପିଲା। ସେଥିପାଇଁ ସେମାନେ ପଡ଼ୋଶୀ ଘରକୁ ବି ନିଜର ଭାବନ୍ତି। ନିଶ୍ଚିତରେ ସେଠି ଖେଳନ୍ତି ଆଉ ବୁଲନ୍ତି। ପିଲାଙ୍କର ଏହି ଅଭ୍ୟାସ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ କରୁ ସେଥିପାଇଁ ମା’…

ମଧୁମେହର ଆୟୁର୍ବେଦୀୟ ଉପଚାର

ମଧୁମେହ ବା ଡାଇବେଟିସ୍‌! ଏହା ଏକ ଭୟଙ୍କର ରୋଗର ନାମ, ଯିଏ କି ନୀରବ ଘାତକ ସଦୃଶ ଅନ୍ୟାନ୍ୟ ରୋଗ ଯଥା ଉଚ୍ଚ ରକ୍ତଚାପ, ଚକ୍ଷୁ, କିଡ୍‌ନୀ, ଲିଭର, ହାର୍ଟଜନିତ ସମସ୍ୟାକୁ ଆମନ୍ତ୍ରଣ କରିଥାଏ। ବର୍ତ୍ତମାନ ଆମ ଦେଶକୁ ‘ଡାଇବେଟିସ୍‌ର ରାଜଧାନୀ’…

ଗ୍ରହାଣୁ ସଂଘର୍ଷରୁ ପୃଥିବୀକୁ ସୁରକ୍ଷା

ସୌରଜଗତରେ ମଙ୍ଗଳ ଓ ବୃହସ୍ପତି ଗ୍ରହ କକ୍ଷ ମଝିରେ ଅନେକ କ୍ଷୁଦ୍ର ପିଣ୍ଡ ସୂର୍ଯ୍ୟଙ୍କୁ ପରିକ୍ରମା କରୁଛନ୍ତି। ପ୍ରତ୍ୟେକ ପିଣ୍ଡକୁ ‘ଗ୍ରହାଣୁ’ ବୋଲି କୁହାଯାଏ ଏବଂ ଏହି ଅଞ୍ଚଳକୁ ଗ୍ରହାଣୁ ବଳୟ କୁହାଯାଏ। ଇଟାଲୀର ଜ୍ୟୋତିର୍ବିଦ୍‌ ଗିଉସେପେ ପିଆଜ୍ଜି ୧୮୦୧ ମସିହା…

ଶୀତଦିନେ ଆଲର୍ଜି ସମସ୍ୟା

ଗୃହପାଳିତ କୁକୁର, ବିଲେଇ କିମ୍ବା ଅନ୍ୟ ପଶୁପକ୍ଷୀଙ୍କ ଲୋମ ଦ୍ୱାରା ଆଲର୍ଜି ହୋଇଥାଏ। ଘରେ ଥିବା ଆସବାବପତ୍ର ଝାଡ଼ୁଥିବା ସମୟରେ କାର୍ପେଟ, ଓ୍ବିଣ୍ଡୋ କିମ୍ବା ଥାକରୁ ଧୂଳି ଉଡି ଆଲର୍ଜି ହୋଇଥାଏ। ଆମିଷ କିମ୍ବା ଅନ୍ୟ କୌଣସି ଖାଦ୍ୟ ପଦାର୍ଥ ଦ୍ୱାରା…

କୁହୁଡ଼ି ଓ ଦୁର୍ଘଟଣା

ଶୀତ ସକାଳର ଥଣ୍ଡା, କୁହୁଡ଼ି। ତୀର୍ଯ୍ୟକ୍‌ ସୂର୍ଯ୍ୟ କିରଣରେ ଝଲସୁଥିବା ଘାସ ଆଉ ପତ୍ରରେ କାକରବିନ୍ଦୁ ଭାରି ମନୋରମ! ଶୀତବସ୍ତ୍ର ପିନ୍ଧି ଏହି ପାଗର ମଜାନେବାକୁ ବି ଅନେକଙ୍କଠାରେ କ୍ରେଜ୍‌ କହିଲେ ନ ସରେ। ହେଲେ କେବେ ଏହି କୁହୁଡ଼ି ଗାଡିମୋଟର…

ଶୀତରେ କିପରି ଲାଗିବେ ଫ୍ୟାଶନେବଲ୍‌

ଶୀତଦିନେ ଏମିତି ଆଉଟ୍‌ଫିଟ୍‌ ପସନ୍ଦ କରନ୍ତୁ; ଯାହା ଶୀତରୁ ରକ୍ଷା କରିବା ସହ ଷ୍ଟାଇଲିଶ୍‌ ଲୁକ୍‌ ବି ଦେବ। ଖାସ୍‌ ଶୀତ ପାଇଁ କ’ଣ କ’ଣ ପିନ୍ଧିବେ ସେ ସମ୍ପର୍କରେ ଏଠାରେ କିଛି ଟିପ୍ସ ଦିଆଗଲା; ଯାହାକୁ ଆପଣାଇ ଯୁବତୀମାନେ ଅତି…

ବାରମ୍ବାର ଛିଙ୍କ ହେଉଥିଲେ

ପରିବେଶ ପ୍ରଦୂଷଣ ଯୋଗୁ ହେଉ ଅଥବା ଥଣ୍ଡା ପାଇଁ ଅନେକଙ୍କର ବାରମ୍ବାର ଛିଙ୍କ ହୋଇଥାଏ। ଫଳରେ କୌଣସି କାମରେ ମନ ଲାଗେନି କି କାହା ସହିତ ଭଲରେ ପଦେ କଥା ହେବାକୁ ବି ଇଚ୍ଛା ହୁଏନି। ମନରେ ଚିଡ଼ିଚିଡ଼ାପଣ ଆସେ। କିନ୍ତୁ…

ସୁଖ ସମୃଦ୍ଧି ପାଇଁ ବାସ୍ତୁ

ପରିବାରରେ ଶାନ୍ତି ରହିବା ସହ ସୁଖମୟ ଜୀବନ ପାଇଁ ବାସ୍ତୁଶାସ୍ତ୍ରରେ କେତୋଟି ଉପାୟ କୁହାଯାଇଛି, ଯାହାକୁ ଆପଣାଇଲେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ ବୋଲି ବିଶ୍ୱାସ କରାଯାଏ… * ଘରେ କୌଣସି ଭଙ୍ଗାରୁଜା କିମ୍ବା ଅନାବଶ୍ୟକ ଜିନିଷ ରଖିବା ଠିକ୍‌ ନୁହେଁ।…

ପୁରୁଷଟିଏ ବି କାନ୍ଦେ, ହେଲେ ଲୁଚିକରି; ଭିନ୍ନ ପ୍ରକାରର ହୋଇଥାଏ ଡିପ୍ରେସନ

ପୁରୁଷକୁ କଷ୍ଟ ହୁଏନା, ପୁରୁଷଟିଏ କେବେ କାନ୍ଦେ ନାହିଁ। ପୁଅପିଲା ପରା, ଝିଅଙ୍କ ଭଳି କ’ଣ କାନ୍ଦୁଛୁ। ଏସବୁ ହେଉଛି କିଛି ଏଭଳି ଡାଏଲଗ୍‌ ଯାହା ଶକ୍ତ ପୁରୁଷର ସାର୍ଟିଫିକେଟ୍‌ ପ୍ରଦାନ କରେ। ହେଲେ ଆମେ ଭୁଲିଯାଉ ଯେ ପୁରୁଷ ବି…

ରାତିର କୃତ୍ରିମ ଆଲୋକ ମଧୁମେହ ରୋଗୀଙ୍କ ପାଇଁ ଘାତକ

ଓ୍ବାଶିଂଟନ୍‌: ରାତିର କୃତ୍ରିମ ଆଲୋକ ମଧୁମେହ ଆକ୍ରାନ୍ତ ରୋଗୀଙ୍କ ବିପଦକୁ ବଢ଼ାଉଥିବା ଏକ ଅଧ୍ୟୟନ ରିପୋର୍ଟରୁ ପ୍ରକାଶ ପାଇଛି। ୟୁରୋପିଆନ୍‌ ଆସୋସିଏଶନ୍‌ ପକ୍ଷରୁ ପ୍ରକାଶିତ ଜର୍ନାଲରେ ଏ ସମ୍ପର୍କିତ ବିସ୍ତୃତ ବିବରଣୀ ଉଲ୍ଲଖ କରାଯାଇଛି। ରକ୍ତରେ ଥିବା ଗ୍ଲୁକୋଜ୍‌ ଲେଭଲ୍‌କୁ ପ୍ରଭବିତ…

ଶୀତଦିନେ ତ୍ୱଚାର ଯତ୍ନ

ଏହିଦିନେ ଅଧିକ ସମୟ ଗାଧାନ୍ତୁ ନାହିଁ। ଏହା ବ୍ୟତୀତ ସାବୁନ୍‌ର ବ୍ୟବହାର ଯେତେ କମ୍‌ ସମ୍ଭବ ସେତେ କରନ୍ତୁ। ସ୍କ୍ରବ୍‌ର ବ୍ୟବହାର ଜମା ବି କରନ୍ତୁ ନାହିଁ। ଏହି ସିଜନ୍‌ରେ ତ୍ୱଚାର ଚମକ ବଜାୟ ରଖିବାକୁ ହେଲେ ନଖ ଉଷୁମ ପାଣିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?