ଜୀବନଚର୍ଯ୍ୟା

ଶୀତରେ ଶିଶୁଙ୍କ ଯତ୍ନ

ଧୀରେ ଧୀରେ ଅନୁଭୂତ ହେଲାଣି ଶୀତ। ଆଉ ମା’ମାନଙ୍କଠାରେ ବଢୁଛି ପିଲାଙ୍କ ସ୍ବାସ୍ଥ୍ୟ ଚିନ୍ତା। କାରଣ ବର୍ଷର ଅନ୍ୟଦିନ ତୁଳନାରେ ଏଦିନେ ଶିଶୁଙ୍କଠାରେ ଦେଖାଦେଇଥାଏ ବିଭିନ୍ନ ଥଣ୍ଡାଜନିତ ସ୍ବାସ୍ଥ୍ୟ ସମସ୍ୟା। ଯେଉଁଥିରୁ ଶିଶୁଙ୍କୁ ରକ୍ଷା କରିବା ଲାଗି ଆବଶ୍ୟକ ବିଭିନ୍ନ ପ୍ରତିଷେଧକ…

ଚିକିତ୍ସା ବିଜ୍ଞାନରେ ରେଡିଓଲୋଜି

ଆଧୁନିକ ଚିକିତ୍ସା କ୍ଷେତ୍ରରେ ରେଡିଓଲୋଜିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହାକୁ ଦୃଷ୍ଟିରେ ରଖି ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ନଭେମ୍ବର ୮ରେ ଅନ୍ତର୍ଜାତୀୟ ରେଡିଓଲୋଜି ଦିବସ ପାଳନ କରାଯାଇଥାଏ। ଏହା ଆଧୁନିକ ସ୍ବାସ୍ଥ୍ୟସେବାରେ ମେଡିକାଲ ଇମେଜିଙ୍ଗର ଭୂମିକାକୁ ପ୍ରୋତ୍ସାହିତ କରିଥାଏ। ୟୁରୋପୀୟ…

କାର୍ତ୍ତିକ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ: ଜାଣନ୍ତୁ ସମସ୍ତ ସୂଚନା

ଭୁବନେଶ୍ୱର,୭।୧୧(ବ୍ୟୁରୋ): ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମାରେ ଲାଗିବ ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ । ଏହା ଚଳିତ ବର୍ଷର ଅନ୍ତିମ ଚନ୍ଦ୍ର ଗ୍ରହଣ । ମଙ୍ଗଳବାର ଅପରାହ୍ନ ୨ଟା ୩୮ ମିନିଟ ୧୪ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରିବ । ସା ୬ଟା ୧୮…

ସାବଧାନ! ଚନ୍ଦ୍ରଗ୍ରହଣ ଦିନ ଭୁଲ୍‌ରେ ବି କରନ୍ତୁ ନାହିଁ ଏହି କାମ, ଜାଣନ୍ତୁ କ’ଣ କରିବା ଶୁଭ…

ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ବର୍ଷର ଦ୍ୱିତୀୟ ତଥା ଅନ୍ତିମ ଚନ୍ଦ୍ରଗ୍ରହଣ ପଡ଼ିବାକୁ ଯାଉଛି। ଅନେକ ବର୍ଷ ପରେ ଏଭଳି ସଂଯୋଗ ସୃଷ୍ଟି ହୋଇଛି ଯେଉଁଥିରେ ସୂର୍ଯ୍ୟଗ୍ରହଣର ୧୫ ଦିନ ମଧ୍ୟରେ ଚନ୍ଦ୍ରଗ୍ରହଣ ଲାଗୁଛି। ଗ୍ରହଣର ୯ ଘଣ୍ଟା ପୂର୍ବରୁ ସୂତକ କାଳ…

ଲିଭର କ୍ୟାନ୍‌ସର

ଯକୃତ୍‌ (ଲିଭର) ହେଉଛି ଏକ ଫୁଟବଲ୍‌ ଆକାରର ଅଙ୍ଗ, ଯାହା ଆପଣଙ୍କ ପେଟର ଉପର ଡାହାଣ ଭାଗରେ ବସିଥାଏ। ଯକୃତ୍‌ରେ ଦେଖାଯାଉଥିବା ସବୁଠାରୁ ସାଧାରଣ ପ୍ରକାରର କର୍କଟ ହେଉଛି ହେପାଟୋସେଲୁଲାର୍‌ କରସିନୋମା, ଯାହା ହେପାଟୋସାଇଟ୍‌ ନାମକ ପ୍ରାଥମିକ ପ୍ରକାରର ଯକୃତ୍‌ କୋଷରୁ…

ଗ୍ରହଣ-ପରାଗ: ବିଶ୍ୱାସ, ଅନ୍ଧବିଶ୍ୱାସ

”ଚାଇନାର ଲୋକମାନେ ଚନ୍ଦ୍ର ଓ ସୂର୍ଯ୍ୟକୁ ଯଥାକ୍ରମେ ଗ୍ରହଣ କିମ୍ବା ପରାଗ ସମୟରେ ଏକ ଡ୍ରାଗନ ଗିଳି ଦେଉଥିବାର ବିଶ୍ୱାସ କରନ୍ତି। ସେହିପରି ପଶ୍ଚିମ ଭାରତୀୟ ଦ୍ୱୀପପୁଞ୍ଜର ଆଦିମ ଅଧିବାସୀମାନେ ଏହି ସମୟରେ ଚନ୍ଦ୍ର ଓ ସୂର୍ଯ୍ୟଙ୍କୁ ଆକାଶରେ କୁକୁର ହେଟାବାଘ…

ରଙ୍ଗ ରହସ୍ୟ: କେଉଁ ରଙ୍ଗ ଦେଇଥାଏ କେଉଁ ସଙ୍କେତ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଆମ ଜୀବନଶୈଳୀ ଉପରେ ରଙ୍ଗର ମଧ୍ୟ ଅନେକ ପ୍ରଭାବ ରହିଛି। ତେବେ କେଉଁ ରଙ୍ଗ କେଉଁ ସଙ୍କେତ ଦେଇଥାଏ ଜାଣନ୍ତୁ ସେ ସମ୍ପର୍କରେ… * ନାଲି: ବାସ୍ତୁଶାସ୍ତ୍ର ଅନୁଯାୟୀ, ଏହି ରଙ୍ଗ ଅନ୍ୟ ସବୁ ରଙ୍ଗଠାରୁ ଅଧିକ ପ୍ରଭାବଶାଳୀ…

କାର୍ତ୍ତିକ ପୂର୍ଣ୍ଣିମାରେ କ’ଣ କରିବା ଶୁଭ

ଦଶହରା, ଦୀପାବଳି ପରି କାର୍ତ୍ତିକ ପୂର୍ଣ୍ଣିମା ବି ହିନ୍ଦୁମାନଙ୍କର ଏକ ବିଶେଷ ପର୍ବ । ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ଏହିଦିନ କ’ଣ କଲେ ଭଗବାନଙ୍କ ଆଶୀର୍ବାଦପ୍ରାପ୍ତ ହେବା ସହ ଘରେ ସୁଖଶାନ୍ତି ବୃଦ୍ଧି ହେବ ଆସନ୍ତୁ ଜାଣିବା ସେ ସମ୍ପର୍କରେ… * ମାନ୍ୟତା…

ଲକି ବାମ୍ବୋ କେଉଁଠି ଲଗାଇବେ

ଭାଗ୍ୟଶାଳୀ ତଥା ଶୁଭଫଳ ପ୍ରଦାନକାରୀ ଗଛ ଭାବେ ଲକି ବାମ୍ବୋ ପରିଚିତ। ଏହାକୁ ଘରେ ହେଉ ଅବା କର୍ମକ୍ଷେତ୍ରରେ ରଖିଲେ ଭାଗ୍ୟୋଦୟ ହେବା ସହ ବୈଭବ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ କରାଯାଏ। ତେବେ ଏହି ଗଛକୁ କେଉଁ ସ୍ଥାନରେ ରଖିଲେ…

ସବୁଠୁ ପୁରୁଣା ମନ୍ଦିର

ଆମ ଦେଶ ବ୍ୟତୀତ ପୃଥିବୀର ବିଭିନ୍ନ ପ୍ରାନ୍ତରେ ଛୋଟବଡ଼ ଅନେକ ହିନ୍ଦୁ ମନ୍ଦିର ରହିଛି। ତେବେ ଜାଣିଲେ ଆଶ୍ଚର୍ଯ୍ୟ ହେବେ, କାମ୍ବୋଡ଼ିଆଠାରେ ରହିଛି ପୃଥିବୀର ସର୍ବବୃହତ୍‌ ମନ୍ଦିର ଅଙ୍ଗକୋର ଓ୍ବାଟ୍‌ । ଜାଣିବା ଏହା ସମ୍ପର୍କରେ … ମନ୍ଦିର ଦ୍ୱାଦଶ ଶତାବ୍ଦୀରେ…

ଆସୁନି ନିଦ

ସୁସ୍ଥ ରହିବା ଅନ୍ତରାଳରେ ସୁଖନିଦ୍ରାର ଭୂମିକା ବି ବେଶ୍‌ ଗୁରୁତ୍ୱପୂର୍ଣ୍ଣ। କାରଣ ଦୈନିକ ପର୍ଯ୍ୟାପ୍ତ ନିଦ୍ରାର ଅଭାବ ସୃଷ୍ଟି କରିଥାଏ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା। ତେବେ ବର୍ତ୍ତମାନ ଅନେକ ଯୁବତୀଯୁବକ ଏହାର ଶିକାର ହେଉଥିବାର ଦେଖିବାକୁ ମିଳୁଛି, ଯେଉଁଥିପାଇଁ ମୁଖ୍ୟତଃ ସେମାନଙ୍କ…

ବର୍ଷର ଅନ୍ତିମ ଚନ୍ଦ୍ରଗ୍ରହଣ ଏସବୁ ରାଶି ଲାଗି ବହୁତ ଅଶୁଭ, ହୋଇଯାଆନ୍ତୁ ସାବଧାନ

ଚଳିତ ବର୍ଷର ଅନ୍ତିମ ଚନ୍ଦ୍ରଗହଣ କାର୍ତ୍ତିକ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥୀରେ ଲାଗୁଛି। ତାରିଖ ଅନୁଯାୟୀ ନଭେମ୍ବର ୮ରେ ଏହା ପଡ଼ିବ। ଭାରତୀୟ ସମୟାନୁସାରେ ଅପରାହ୍ନ ୫ଟା ୩୨ରୁ ଗ୍ରହଣ ଆରମ୍ଭ ହୋଇ ୬ଟା ୧୮ ମିନିଟ୍‌ରେ ଶେଷ ହେବ। ବର୍ଷର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?