ଅନ୍ତର୍ଜାତୀୟ

ପଡ଼ୋଶୀଙ୍କ ବିରୋଧରେ ସାମରିକ ଉତ୍ତେଜନା ସୃଷ୍ଟିକରୁଛି ଚାଇନା

ଓ୍ବାଶିଂଟନ,୨୮ା୬ : ଚାଇନା ପଡ଼ୋଶୀ ଦେଶ ବିରୋଧରେ ସାମରିକ ଉତ୍ତେଜନା ସୃଷ୍ଟିକରିବା ଲାଗି ପ୍ରୟାସ କରୁଛି। ପୂର୍ବ ଲଦାଖରେ ଚାଇନା ସେନାର ଆକ୍ରମଣାତ୍ମକ ମନୋଭାବ ଏହାକୁ ସ୍ପଷ୍ଟ କରିଛି ବୋଲି ଆମେରିକାର ପ୍ରଭାବଶାଳୀ ସାଂସଦ ୟେଡ୍‌ ୟୋହୋ କହିଛନ୍ତି। ଅକାରଣରେ ଏକ…

ପ୍ରତି ଭାଷଣ ପାଇଁ ହ୍ୟାରି-ମେଘନାଙ୍କୁ ମିଳିବ ୯ କୋଟି ପାରିଶ୍ରମିକ

ଲଣ୍ଡନ, ୨୭।୬: ରାଜକୁମାର ହ୍ୟାରି ଏବଂ ତାଙ୍କ ସ୍ତ୍ରୀ ମେଘନା ମାର୍କେଲ ବ୍ରିଟିଶ ରାଜପରିବାର ଛାଡ଼ିବା ପରେ ସେମାନଙ୍କର ଆୟର ମାଧ୍ୟମ କ’ଣ ହେବ ସେ ନେଇ ଚର୍ଚ୍ଚା ହୋଇଥିଲା। ତେବେ ଏବେ ହ୍ୟାରି ଓ ମେଘନାଙ୍କୁ ଏକ ବଡ଼ ଅଫର…

କରୋନା ସଙ୍କଟ ମଧ୍ୟରେ ପାକିସ୍ତାନ ଖୋଲିବ କର୍ତ୍ତାରପୁର କରିଡର

ଇସ୍‌ଲାମାବାଦ୍‌,୨୭।୬: କରୋନା ଭାଇରସ୍‌ ସଙ୍କଟ ଯୋଗୁ ସାରା ବିଶ୍ୱରେ ଧାର୍ମିକ ସ୍ଥଳ ବନ୍ଦ ରଖାଯାଇଛି। ଲୋକଙ୍କୁ ସଂକ୍ରମଣରୁ ବଞ୍ଚାଇବା ପାଇଁ ପାକିସ୍ତାନ ମଧ୍ୟ କର୍ତ୍ତାରପୁର ସାହିବ କରିଡର ଯାତ୍ରା ବନ୍ଦ ରଖିଥିଲା। କିନ୍ତୁ ଏବେ ପୁଣି ଥରେ ଶ୍ରଦ୍ଧାଳୁଙ୍କ ଲାଗି କର୍ତ୍ତାରପୁର…

ଆତଙ୍କବାଦ ବିରୋଧରେ ପାକିସ୍ତାନ କ୍ୱଚିତ୍‌ ପଦକ୍ଷେପ ନେଉଛି

ଇସ୍‌ଲାମାବାଦ,୨୭ା୬: ଆଫଗାନିସ୍ତାନରେ ସକ୍ରିୟ ଥିବା ଦୁର୍ଦ୍ଧର୍ଷ ହକାନି ନେଟ୍‌ଓ୍ବର୍କ ସମେତ ଭାରତକୁ ଟାର୍ଗେଟ କରୁଥିବା ଆତଙ୍କବାଦୀ ସଂଗଠନଗୁଡ଼ିକ ବିରୋଧରେ ପାକିସ୍ତାନ କ୍ୱଚିତ୍‌ ପଦକ୍ଷେପ ନେଉଥିବା ଓ୍ବାଶିଂଟନ ପକ୍ଷରୁ ପ୍ରକାଶିତ ବାର୍ଷିକ ଆତଙ୍କବାଦ ରିପୋର୍ଟରେ କୁହାଯାଇଛି। ଆମେରିକା ପରରାଷ୍ଟ୍ର ବିଭାଗର ସମାଲୋଚନା ଇସ୍‌ଲାମାବାଦକୁ…

ଉତ୍ତପ୍ତ ହେଉଛି ଉତ୍ତର ମେରୁ

ମସ୍କୋ,୨୭ା୬: ଉତ୍ତର ମେରୁ ଅଞ୍ଚଳ (ଆର୍କ୍ଟିକ୍‌)ରେ ତାପମାତ୍ରା ବୃଦ୍ଧି ପାଉଥିବାରୁ ବିଶ୍ୱର ଅନ୍ୟ ଭାଗରେ ଏହାର କିଭଳି ପ୍ରଭାବ ପଡ଼ିବ ତାକୁ ନେଇ ବୈଜ୍ଞାନିକମାନେ ଚିନ୍ତାରେ ପଡ଼ିଯାଇଛନ୍ତି। ରୁଷିଆର ଆର୍କ୍ଟିକ୍‌ ସହର ଭେର୍ଖୋୟାନ୍‌ସ୍କରେ ଗତ ଶନିବାର ତାପମାତ୍ର ୩୮ ଡିଗ୍ରୀ ସେଲ୍‌ସିୟସ…

ଓସାମା ବିନ୍‌ ଲାଡେନ୍‌ଙ୍କୁ ଶହୀଦ କହି ଫସିଲେ ଇମ୍‌ରାନ୍‌

ଲାହୋର,୨୬।୬: ଆତଙ୍କବାଦୀ ଓସାମା ବିନ୍‌ ଲାଡେନଙ୍କୁ ଶହୀଦ କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍‌ ଖାନ୍‌। ସଂସଦରେ ସେ ଏଭଳି କହୁଥିବାର ଭିଡିଓ ଭାଇରାଲ ହେଉଛି। ଆମେରିକା ଆମ ଦେଶକୁ ପଶି ଆସି ଓସାମାଙ୍କୁ ହତ୍ୟା କରି ଶହୀଦ କରିଛି। ହେଲେ ଏହାକୁ…

ଭାରତ ଉପରେ ଚାଇନାର ବିପଦକୁ ଦେଖି ଏହି ଦେଶରୁ ନିଜର ସୈନ୍ୟଙ୍କୁ ହଟାଇଲା ଆମେରିକା

ଓ୍ବାଶିଂଟନ୍‌,୨୬।୬: ପୂର୍ବ ଲଦାଖର ଏଲ୍‌ଏସିରେ ଭାରତ ଓ ଚାଇନା ମଧ୍ୟରେ ଉତ୍ତେଜନା ଜାରି ରହିଛି। ଉଭୟ ଦେଶ ମଧ୍ୟରେ ଆଲୋଚନା ଜାରି ରହିବା ପରେ ବି ସମସ୍ୟାର କୌଣସି ସମାଧାନ ବାଟ ବାହାରି ପାରିନାହିଁ। ଇତିମଧ୍ୟରେ ଆମେରିକା ଭାରତକୁ ସମର୍ଥନ କରିବାକୁ…

କରୋନା ଯୋଗୁ କେତେ କ୍ଷତି ସହିଲେ ଟପ୍‌ ବିଲିୟନେୟାର

କରୋନା ଯୋଗୁ ସାରା ବିଶ୍ୱ ବୃହତ୍ତ ପରିମାଣରେ କ୍ଷତି ସହୁଛି। ଲକଡାଉନ ଯୋଗୁ ବାଣିଜ୍ୟ କାରବାର ଠପ୍‌ ହୋଇ ପଡିଥିଲା। ବର୍ତ୍ତମାନ କଟକଣା କୋହଳ ହେବା ପରେ ମଧ୍ୟ ସବୁ କିଛି ଟ୍ରାକକୁ ଫେରି ପାରୁନାହିଁ। ବ୍ଲୁମବର୍ଗ ପକ୍ଷରୁ ପ୍ରକାଶିତ ବିଲିୟନେୟାର…

ଫେସବୁକ୍‌ ଆପ୍‌ କହିବ ଭବିଷ୍ୟବାଣୀ !

ସାନ୍‌ ଫ୍ରାନସିସ୍‌କୋ,୨୫।୬: ସୋସିଆଲ ମିଡିଆର ସବୁଠାରୁ ବଡ ପ୍ଲାଟଫର୍ମ ଫେସବୁକ୍‌ ଏବେ ଏକ ବଡ ଯୋଜନାରେ ଥିବା ଜଣାପଡିଛି। ଫେସ୍‌ବୁକ୍‌ ଖୁବ୍‌ଶୀଘ୍ର ଏକ ଫୋରକାଷ୍ଟ ଆପ୍‌ ଲଞ୍ଚ କରିବାକୁ ଯାଉଛି। ଯାହା ଭବିଷ୍ୟତ ବିଷୟରେ ସୂଚନା ଦେବ। ଏହାଏକ ଆଇଓଏସ୍‌ ଆପ୍‌…

ଚାଇନାକୁ ଡବଲ ଝଟ୍‌କା: କେନିଆ ରଦ୍ଦ କଲା ରେଲଓ୍ବେ ପ୍ରୋଜେକ୍ଟ

ନାଇରୋବି,୨୫।୬: ଆମେରିକା, ଅଷ୍ଟ୍ରେଲିଆ ଓ ଭାରତର ଟାର୍ଗେଟରେ ଥିବା ଚାଇନାକୁ ଏବେ ଲାଗିଛି ଡବଲ ଝଟ୍‌କା। ଚାଇନାର ଗତିବିଧିକୁ ଦେଖି ଏବେ କେନିଆ ଅରବ ଡଲାରର ଏକ ରେଲଓ୍ବେ ପ୍ରୋଜେକ୍ଟକୁ ରଦ୍ଦ କରିଦେଇଥିବା ଜଣାପଡିଛି। କେନିଆ ଅଦାଲତରେ ଏହି ପ୍ରୋଜେକ୍ଟକୁ ବେଆଇନ…

ଡରିଲେନି ପ୍ରଧାନମନ୍ତ୍ରୀ: ପୁଅସହ ଗଲେ ଆଇସ୍‌କ୍ରିମ ଖାଇବାକୁ

ଓଟାଓ୍ବା,୨୫।୬: କରୋନା ମହାମାରୀର ସଂକ୍ରମଣକୁ ନେଇ ବିଶ୍ୱର ବିଭିନ୍ନ ଦେଶରେ ଲକ୍‌ଡାଉନ ନିୟମ ଜାରି କରାଯାଇଥିଲା। ହେଲେ ଏବେ ଅଧିକାଂଶ ଦେଶରେ ଏହି ନିୟମରେ କୋହଳ କରାଗଲାଣି। ଏହି ସମୟରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ କରୋନା ମହାମାରୀକୁ ଭୟ ନ…

ଇସ୍‌ଲାମାବାଦରେ ନିର୍ମାଣ ହେବ ପ୍ରଥମ ହିନ୍ଦୁ ମନ୍ଦିର: ଇମ୍ରାନ ସରକାର ଦେବେ ୧୦କୋଟି ଟଙ୍କା

ଇସ୍‌ଲାମାବାଦ,୨୪।୬: ପାକିସ୍ତାନର ଇସ୍‌ଲାମାବାଦରେ ପ୍ରଥମ ଥର ହିନ୍ଦୁ ମନ୍ଦିର ନିର୍ମାଣ ହେବାକୁ ଯାଉଛି। ପ୍ରାୟ ୧୦କୋଟି ଟଙ୍କାରେ ତିଆରି ହେବାକୁ ଥିବା କୃଷ୍ଣଙ୍କ ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଏଥିପାଇଁ ମଙ୍ଗଳବାର ମାନବ ଅଧିକାରର ସଂସଦୀୟ ସଚିବ ଲାଲ ଚନ୍ଦ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri