ଅନ୍ତର୍ଜାତୀୟ

ତାଣ୍ଡବ ରଚିପାରେ ଘୂର୍ଣ୍ଣିଝଡ଼ ‘ହାଇସେନ୍‌’: ଜାପାନରେ ହାଇ ଆଲର୍ଟ ଜାରି

ଟୋକିଓ,୬।୯: ଦକ୍ଷିଣ ଜାପାନର ସକିନାଓ୍ବା ଦ୍ୱୀପ ଆଡକୁ ମୁହାଁଉଥିବା ଶକ୍ତିଶାଳୀ ଘୂର୍ଣ୍ଣିଝଡ଼ ‘ହାଇସେନ୍‌’ ପ୍ରଭାବରେ ପ୍ରବଳ ବର୍ଷା ଓ ପବନ ହେବା ଆଶଙ୍କା କରାଯାଇ ସେଠାକାର ଲୋକଙ୍କୁ ସତର୍କ କରାଯାଇଛି। ଜାପାନ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଘୂର୍ଣ୍ଣିଝଡ଼ ‘ହାଇସେନ୍‌’ ଜାପାନରେ…

ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ଟ୍ରମ୍ପ

ଓ୍ବାଶିଂଟନ,୫।୯: ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଗଲାଣି। ଏହି ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ମୋଦିଙ୍କର ପ୍ରଶଂସା କରିଛନ୍ତି। ସେ କହିଛନ୍ତି ମୋଦି ମୋର ବନ୍ଧୁ ଓ ସେ ଜଣେ ମହାନ…

ମୋ ଭଳି ମୋ ଝିଅପୁଅ ବି ଭାରତ ବିଷୟରେ ବହୁତ ଚିନ୍ତା କରନ୍ତି: ଟ୍ରମ୍ପ

ଓ୍ବାଶିଂଟନ,୫।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ପରିବାରର ଭାରତ ପ୍ରେମ ସମ୍ପର୍କରେ କହିଛନ୍ତି। ଟ୍ରମ୍ପଙ୍କ ମତରେ ତାଙ୍କ ଭଳି ତାଙ୍କ ଝିଅ ଇଭାଙ୍କା ଟ୍ରମ୍ପ, ପୁଅ ଡୋନାଲ୍ଡ ଟ୍ରମ୍ପ ଜୁନିୟର ଓ ତାଙ୍କ ସାଥି କିମ୍ବର୍ଲି ଗିଲପୟ ଭାରତ ସମ୍ପର୍କରେ…

ମାସ୍କ ନ ପିନ୍ଧିଲେ କରୋନାରେ ୪ ଲକ୍ଷ ଲୋକଙ୍କ ମୃତ୍ୟୁ ହେବ: ଆମେରିକା

ଓ୍ବାଶିଂଟନ,୫।୯: କରୋନା ସଂକ୍ରମଣ ଆମେରିକାର ସ୍ଥିତିକୁ ବିଗାଡିବାରେ ଲାଗିଛି। ଏବେ ଆମେରିକାର ଡାଟା ବିଶ୍ଳେଷଣର କେତେଜଣ ବିଶେଷଜ୍ଞ କହିଛନ୍ତି ଯଦି ଆମେରିକାରେ ଲୋକ ମାସ୍କ ନ ପିନ୍ଧିବେ ତେବେ ଚଳିତ ବର୍ଷ କରୋନା ସଂକ୍ରମଣରେ ୪ ଲକ୍ଷ ୧୦ ହଜାର ଲୋକଙ୍କ…

ଆସନ୍ତା ବର୍ଷ ମଧ୍ୟଭାଗ ସୁଦ୍ଧା ଆସିବନି କରୋନା ଟିକା: ଡବ୍ଲୁଏଚ୍‌ଓ

ଜେନେଭା,୪।୯: କରୋନା ଟିକାକୁ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍‌ଓ)ଏକ ନୂଆ ବୟାନ ଜାରି କରିଛି। ଡବ୍ଲୁଏଚ୍‌ଓ କହିଛି ଆସନ୍ତା ବର୍ଷ ମଧ୍ୟଭାଗ ସୁଦ୍ଧା କରୋନା ଟିକା ପ୍ରସ୍ତୁତ ହୋଇପାରିବ ନାହିଁ। ଡବ୍ଲୁଏଚ୍‌ଓର ପ୍ରବକ୍ତା ମାଗରିଟ ହ୍ୟାରିସ କହିଛନ୍ତି ବିଶ୍ୱରେ ଯେତେସବୁ ଟିକା…

ଚାଇନା ବିମାନକୁ ତାଇଓ୍ବାନ ଖସାଇବା ଖବର ମିଛ: ଚାଇନା

ବେଜିଂ,୪।୯: ଚାଇନାର ଏକ CCP SU-35 ବିମାନକୁ ତାଇଓ୍ବାନ ଖସାଇ ଦେଇଥିବା ଖବର ଶୁକ୍ରବାର ସକାଳେ ବିଭିନ୍ନ ଗଣ ମାଧ୍ୟମରେ ଦେଖିବାକୁ ମିଳିଥିଲା। ହେଲେ ଏହି ଖବରରେ କୌଣସି ସତ୍ୟତା ନାହିଁ ବୋଲି କହିଛି ଚାଇନାର ଜାତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ। ଗଣମାଧ୍ୟମର…

ଡରିଗଲା ଚାଇନା

ମସ୍କୋ,୪।୯: ପୂର୍ବ ଲଦାଖର ଲାଇନ୍‌ ଅଫ୍‌ ଆକଚ୍ୟୁଆଲ କଣ୍ଟ୍ରୋଲ(ଏଲ୍‌ଏସି) ରେ ଗତ କିଛି ମାସ ମଧ୍ୟରେ ଭାରତ ଏବଂ ଚାଇନା ସେନାବାହିନୀ ମୁହାଁମୁହିଁ ହୋଇଛନ୍ତି। ସୀମା ବିବାଦ ପ୍ରସଙ୍ଗରେ ଉଭୟ ଦେଶ ପଛକୁ ଯିବାକୁ ପ୍ରସ୍ତୁତ ନୁହଁନ୍ତି। ବୁଝାମଣା ମାଧ୍ୟମରେ ଏହି…

ପାକିସ୍ତାନ ପାଇଁ ବିପଦ ଘଣ୍ଟି: ଅସ୍ତ୍ରଶସ୍ତ୍ର ଯୋଗାଇବ ନାହିଁ ରୁଷ

ମସ୍କୋ,୪।୯: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସାଂଘାଇ ସହଯୋଗ ସଂଗଠନ(ଏସ୍‌ସିଓ)ରେ ଯୋଗ ଦେବାକୁ ପାଇଁ ମସ୍କୋରେ ପହଞ୍ଚିଛନ୍ତି। ଏଠାରେ ସେ ରୁଷର ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ଶୋଇଗୁଙ୍କୁ ଭେଟି ଦ୍ୱିପାକ୍ଷୀୟ ସହଯୋଗ ବଢାଇବା ନେଇ ଆଲୋଚନା କରିଛନ୍ତି। ଉଭୟ ନେତାଙ୍କ ମଧ୍ୟରେ…

୧୬ ହଜାର ଲୋକଙ୍କୁ ହତ୍ୟା କରିଥିବା ବ୍ୟକ୍ତି ଶେଷରେ ଆଖିବୁଜିଲେ

କାମ୍ବୋଡିଆ,୪।୯: ଏକଛତ୍ରବାଦୀ ଶାସକ ଖେମର ରୁଜଙ୍କ ଶାସନ କାଳରେ କାମ୍ବୋଡିଆର ୧୬ ହଜାର ସାଧାରଣ ନାଗରିକଙ୍କୁ ନିର୍ଯାତନା ଦେଇ ହତ୍ୟା କରିଥିବା ପୂର୍ବତନ ଜେଲର କିଆଙ୍ଗ ଗୁୟେକ ଇୟାଭ ୭୭ ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି। ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିବା…

୪୨ କର୍ମଚାରୀଙ୍କ ସହ ଜାହାଜ ବୁଡ଼ିଲା

ଟୋକିଓ,୪ା୯:୫,୮୦୦ ଗାଈ ଓ ୪୨ କର୍ମଚାରୀଙ୍କୁ ନେଇ ଚାଇନା ଯାଉଥିବା ଏକ ଜାହାଜ ଜାପାନ ଉପକୂଳରେ ବୁଡ଼ିଯାଇଛି। ବୁଡ଼ିଯିବା ପୂର୍ବରୁ ଉକ୍ତ ଜାହାଜ ବିପଦରେ ଥିବା ନେଇ ସୂଚନା ପଠାଇଥିଲା। ବିପଦର କାରଣ ଜଣାପଡି ନ ଥିଲେ ହେଁ ଝଡ଼ତୋଫାନ ଯୋଗୁ…

ମସ୍କୋରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ, ହାତ ମିଳାଇବାକୁ ବଢାଇବାରୁ ଏମିତି ଦେଲେ ଉତ୍ତର

ମସ୍କୋ,୩।୯: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସାଂଘାଇ ସହଯୋଗ ସଂଗଠନ(ଏସ୍‌ସିଓ)ରେ ଯୋଗ ଦେବାକୁ ପାଇଁ ବୁଧବାର ମସ୍କୋରେ ପହଞ୍ଚିଛନ୍ତି। ଏଠାରେ ସେ ରୁଷର ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ଶୋଇଗୁଙ୍କୁ ଭେଟି ଦ୍ୱିପାକ୍ଷୀୟ ସହଯୋଗ ବଢାଇବା ନେଇ ଆଲୋଚନା କରିବେ। ଏହି ସମୟରେ…

କରୋନାକୁ ଫୁ: ମ୍ୟୁଜିକ୍‌ ଫେଷ୍ଟିଭାଲରେ ନାଚିଲେ ଲୋକେ…

ଲଣ୍ଡନ, ୩।୯: କରୋନା ମହାମାରୀ ସଂକ୍ରମଣ ଯୋଗୁ ସାରା ପୃଥିବୀରେ କୋକୁଆ ଭୟ ସୃଷ୍ଟି ହୋଇଛି। ତେବେ ବ୍ରିଟେନ୍‌ରେ ଲୋକେ କରୋନା ସଂକ୍ରମଣକୁ ଫୁ ମନେକରି ୪୪ତମ ଓ୍ବେଲେ ଆର୍ଥ ଫେୟାରରେ ଯୋଗଦେଇ ମନଇଛା ନାଚିଛନ୍ତି। ଏହି ଉତ୍ସବ ଗୁଏର୍ନେସେ ଦ୍ୱୀପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?