ଖଣି ଭୁଶୁଡ଼ି ୧୧୩ ମୃତ
ୟାଙ୍ଗୁନ୍,୩।୭:ଉତ୍ତର ମ୍ୟାନ୍ମାରରେ ଥିବା ଏକ ମୂଲ୍ୟବାନ୍ ରତ୍ନପଥର (ମଣି) ଖଣି ଗୁରୁବାର ଭୁଶୁଡ଼ି ପଡ଼ିବାରୁ ୧୧୩ ଜଣଙ୍କର ମୃତ୍ୟୁ ଘଟିଛି। ଆହୁରି କେତେଜଣ ପୋତିହୋଇପଡ଼ିଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। କଚିନ ରାଜ୍ୟର ହାପାକାଣ୍ଟ ଅଞ୍ଚଳରେ ଥିବା ଉକ୍ତ ଖଣିରୁ ଶ୍ରମିକମାନେ…
କାଦୁଅରେ ପଡ଼ି ୩୫୦ରୁ ଅଧିକ ହାତୀ ମୃତ: ଚିନ୍ତାରେ ସରକାର
ଗାବ୍ରୋନେ, ୨।୭: ଦକ୍ଷିଣ ଆଫ୍ରିକାର ବୋଷ୍ଟଓ୍ବାନାରେ ଗତ ୨ ମାସ ମଧ୍ୟରେ କାଦୁଅରେ ପଡ଼ି ୩୫୦ରୁ ଅଧିକ ହାତୀଙ୍କ ମୃତ୍ୟୁ ଘଟିଛି। ଦେଶର ଅଧିକାଂଶ ଜଳାଶୟ ଶୁଖି ଯାଇଥିବାବେଳେ ଏଥିରେ କାଦୁଅ ଭରି ରହିଛି। କାଦୁଅରେ ପଶିବା ଏବଂ ବାହାରିବା ହାତୀ…
୨୦୩୬ ପର୍ଯ୍ୟନ୍ତ ରାଷ୍ଟ୍ରପତି ପଦରେ ବସିବେ ପୁଟିନ !
ମସ୍କୋ,୨।୭: ସମ୍ବିଧାନ ସଂଶୋଧନକୁ ନେଇ ହୋଇଥିବା ଭୋଟିଂରେ ପ୍ରମାଣିତ ହୋଇଛି ଯେ ରୁଷିଆର ରାଷ୍ଟ୍ରପତି ପଦ ପାଇଁ ଭ୍ଲାଡିମିର ପୁଟିନ ହେଉଛନ୍ତି ଦାବିଦାର। ଆଜିବି ତାଙ୍କ ଆଧିପତ୍ୟ ଅତୁଟ ରହିଛି। ବୁଧବାର ରୁଷିଆର ସମ୍ବିଧାନ ସଂଶୋଧନ ପାଇଁ ହୋଇଥିବା ଜନମତ ସଂଗ୍ରହ…
କରୋନା ଯୁଦ୍ଧରେ ହାରିଯାଇଥିବା ଯୋଦ୍ଧାଙ୍କ ପୋଟ୍ରେଟ ତିଆରି କଲା ଏହି ଦେଶ
ମେକ୍ସିକୋ,୨।୭: କରୋନା ଭାଇରସ୍ ମହାମାରୀ ସାରା ବିଶ୍ୱରେ ଆତଙ୍କ ଖେଳାଇ ଚାଲିଛି। ପ୍ରତିଦିନ ନୂଆ ନୂଆ ପଜିଟିଭ୍ ଚିହ୍ନଟ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ ମେକ୍ସିକୋରେ ମଧ୍ୟ କରୋନା ପ୍ରକୋପ ଜାରି ରହିଛି।…
ସୋସିଆଲ ମିଡିଆରେ ଟ୍ରମ୍ପ୍ଙ୍କ ପାଇଁ ବାସନ୍ଦ ସ୍ଥିତି
ସାନ୍ ଫ୍ରାନ୍ସିସ୍କୋ,୨ା୭: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଯେତିକି ପାଖେଇ ଆସୁଛି ରିପବ୍ଲିକାନ୍ ଡୋନାଲ୍ଡ ଟ୍ରମ୍ପ୍ ଓ ତାଙ୍କ ସହଯୋଗୀମାନେ ସେତିକି ମୁଖର ହେବାରେ ଲାଗିଛନ୍ତି। ସୋସିଆଲ ମିଡିଆରେ ଟ୍ରମ୍ପ୍ଙ୍କ ଘୃଣା ମନ୍ତବ୍ୟ ଅନ୍ୟମାନଙ୍କ ପାଇଁ ପ୍ରଦୂଷଣ ଓ ଅଶ୍ୱସ୍ତିକର ପରିବେଶ ସୃଷ୍ଟି…
ଚାଇନାକୁ ଡବଲ ଝଟ୍କା: ଭାରତ ପରେ ଚାଇନା ଆପ୍ ଉପରେ ପ୍ରତିବନ୍ଧକ ଲଗାଇପାରେ ଏହି ଦେଶ
ଓ୍ବାଶିଂଟନ୍,୧।୭: ଭାରତରେ ଟିକ୍ଟକ୍ ସମେତ ୫୯ ଚାଇନା ଆପ୍ ଉପରେ ପ୍ରତିବନ୍ଧକ ଲଗାଯିବା ପରେ ଏବେ ଆମେରିକାରେ ଏହାର ବ୍ୟାନ ନେଇ ଚର୍ଚ୍ଚା ହେଉଛି। ଏହାକୁ କେତେକ ସାଂସଦ ସମର୍ଥନ କରୁଥିବା ଜଣାପଡ଼ିଛି। ଦେଶରେ ଚାଇନା ଆପ୍ ଉପରେ ପ୍ରତିବନ୍ଧକ ଲଗାଯିବା…
ଭାରତ ଉପରେ ମିଥ୍ୟା ଅଭିଯୋଗ ଲଗାଇଲେ ଇମ୍ରାନ୍: କରାଚି ଷ୍ଟକ୍ ଏକ୍ସଚେଞ୍ଜ ବିସ୍ଫୋରଣ ପାଇଁ କଲେ ଦାୟୀ
ଇସଲାମାବାଦ୍, ୧।୭: ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥିବା ପାକିସ୍ତାନ ଉପରେ ଆକ୍ରମଣ ହେବାପରେ ସରକାରଙ୍କ ବୁଦ୍ଧି ହଜି ଯାଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ଭାରତ ଉପରେ ମିଥ୍ୟା ଅଭିଯୋଗ ଲଗାଇଛନ୍ତି। ସେ କହିଛନ୍ତି ଯେ, କରାଚି ଷ୍ଟକ୍ ଏକ୍ସଚେଞ୍ଜରେ ହୋଇଥିବା ବିସ୍ଫୋରଣ…
ବିଡେନ୍ଙ୍କ କ୍ୟାମ୍ପେନ୍ ଡିଜିଟାଲ ଚିଫ୍ ମେଧା ରାଜ୍
ଓ୍ବାଶିଂଟନ,୧।୭: ପ୍ରବାସୀ ଭାରତୀୟ ମେଧା ରାଜ୍ଙ୍କୁ ଆମେରିକାର ରାଷ୍ଟ୍ରପତି ଦୌଡ଼ରେ ଥିବା ଡେମୋକ୍ରାଟିକ୍ ପାର୍ଟି ନେତା ଜୋ ବିଡେନ୍ଙ୍କ ଡିଜିଟାଲ ପ୍ରଚାର ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଛି। କରୋନା ଯୋଗୁ ଆମେରିକାରେ ଭର୍ଚୁଆଲ ପ୍ରଚାର ଉପରେ ପ୍ରାଧାନ୍ୟ ଦିଆଯାଉଥିବାରୁ ମେଧାଙ୍କ ଗୁରୁଦାୟିତ୍ୱ…
ଚିନ୍ତାବ୍ୟକ୍ତ କଲା ଚାଇନା
ନୂଆଦିଲ୍ଲୀ/ବେଜିଂ,୧।୭: କେନ୍ଦ୍ର ସରକାର ଦେଶରେ ଚାଇନା ଭିଡିଓ ଆପ୍ ଟିକ୍ଟକ୍ ସମେତ ୫୯ଟି ଆପ୍ଲିକେଶନ ଉପରେ ସୋମବାର କଟକଣା ଜାରି କରିଛନ୍ତି। ଟିକ୍ଟକ୍କୁ ଗୁଗଲ ପ୍ଲେ ଷ୍ଟୋର ଓ ଆପ୍ ଷ୍ଟୋରରୁ ହଟାଇ ଦିଆଯାଇଛି। ଫଳରେ ଏହା କାମ କରିବା ବନ୍ଦ…
ଭାରତରେ ୪.୫୮ କୋଟି ମହିଳା ନିଖୋଜ
ଜାତିସଂଘ,୧।୭: ବିଗତ ୫୦ ବର୍ଷ ମଧ୍ୟରେ ବିଶ୍ୱରେ ୧୪ କୋଟି ୨୬ ଲକ୍ଷ ମହିଳା ନିଖୋଜ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଏକତୃତୀୟାଂଶ ଅର୍ଥାତ୍ ୪ କୋଟି ୫୮ ଲକ୍ଷ ମହିଳା ଭାରତର ବୋଲି ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ସଦ୍ୟ ରିପୋର୍ଟରେ…
ଆମେରିକାରେ କରୋନା ସଂକ୍ରମଣ ଯେତିକି ବଢୁଛି, ଚାଇନା ଉପରେ ରାଗ ସେତିକି ବଢୁଛି: ଟ୍ରମ୍ପ
ଓ୍ବାଶିଂଟନ,୧।୭:ଆମେରିକାରେ କରୋନା ଭାଇରସ ସଂକ୍ରମଣ ଯେତିକି ବୃଦ୍ଧି ପାଉଛି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚାଇନା ପ୍ରତି କ୍ରୋଧ ସେତିକି ବଢିବାରେ ଲାଗିଛି। ଆମେରିକାର ସ୍ବାସ୍ଥ୍ୟ ଅଧିକାରୀମାନେ ଚେତାବନୀ ଦେଇଛନ୍ତି ଯେ, ସେମାନେ ମହାମାରୀକୁ ସଂପୂର୍ଣ୍ଣ ନିୟନ୍ତ୍ରଣ କରିବାକୁ ସ୍ଥିତିରେ ନାହାଁନ୍ତି।…
୫ ହଜାର କୋଟି ଫିଲ୍ମରେ ମୁଖ୍ୟ ଭୂମିକାରେ ଆସିବ ଏଆଇ ରୋବୋ: ମିଳିବ ୫୨୮ କୋଟି
ଟୋକିଓ,୩୦।୬: ଜାପାନରେ ଆର୍ଟିଫିସିୟଲ ଇଣ୍ଟଲିଜେନ୍ସ(ଏଆଇ) ଉପରେ ଆଧାରିତ ବିଶ୍ୱର ପ୍ରଥମ ଫିଲ୍ମ ନିର୍ମାଣ ହେବାକୁ ଯାଉଛି। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଏଆଇ ରୋବୋକୁ ଦେଖିବାକୁ ମିଳିବ ବୋଲି ଶୁଣିବାକୁ ମିଳିଛି। ସବୁଠାରୁ ବଡ କଥା ହେଲା ଏହି ଫିଲ୍ମରେ କାମ…
Archives


