ଉହାନ ବାୟୁମଣ୍ଡଳରେ ବଢୁଛି ସଲଫର ଡାଇଅକ୍ସାଇଡ୍ ମାତ୍ରା: ପ୍ରମାଣିତ କରୁଛି କରୋନା ମୃତ୍ୟୁ ସଂଖ୍ୟା ସରକାରୀ ରିପୋର୍ଟଠାରୁ ଢେର୍ ଅଧିକ !
ବେଜିଂ,୧୧।୨: କରୋନା ଭୁତାଣୁ ଚାଇନାରେ ମୁଣ୍ଡ ଗଡ଼ାଇ ଚାଲିଛି। ଇତିମଧ୍ୟରେ ମୃତ୍ୟୁ ସଂଖ୍ୟା ୧୦୧୧ରେ ପହଞ୍ଚିଛି। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୪୨ ହଜାର ୬୦୦ ଛୁଇଁଛି। ତେବେ ଚାଇନା ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଏହି ରିପୋର୍ଟକୁ ଉହାନ ସହର ବାୟୁମଣ୍ଡଳରେ…
ଇରାନ ଆକ୍ରମଣରେ ଶହେ ଆମେରିକା ସେନାଙ୍କ ମସ୍ତିଷ୍କରେ ଲାଗିଛି ଆଘାତ
ଓ୍ବାଶିଂଟନ,୧୧।୨: ଇରାକରେ ଥିବା ଆମେରିକାର ବାୟୁସେନା ଶିବିର ଉପରେ ଇରାନ ପକ୍ଷରୁ କରାଯାଇଥିବା କ୍ଷେପଣାସ୍ତ୍ର ଆକ୍ରମଣରେ ଆମେରିକା ସେନାଙ୍କ ଉପରେ ପଡିଥିବା ପ୍ରଭାବ ଏବେ ସାମ୍ମାକୁ ଆସୁଛି। ଆକ୍ରମଣକୁ କିଛି ମାସ ବିତିଯାଇଥିବା ବେଳେ ଏବେ ଆମେରିକା କହିଛି ଇରାନର କ୍ଷେପଣାସ୍ତ୍ର…
କରୋନାଭାଇରସ: ଜାପାନ ଜାହାଜରେ ଫସିଥିବା ଭାରତୀୟ ଉଦ୍ଧାର ପାଇଁ ମୋଦିଙ୍କୁ କଲେ ଅନୁରୋଧ
ଟୋକିଓ,୧୧।୨: କରୋନାଭାଇରସ ଏବେ ସାରା ଦେଶକୁ ଏକ ପ୍ରକାର ଭୟଭୀତ କରି ରଖିଥିବା ବେଳେ ଜାପାନ ବନ୍ଦରରେ ଲାଗିଥିବା ଏକ ଜାହାଜରେ ଫସି ରହିଥିବା କେତେଜଣ ଭାରତୀୟ କ୍ରିୟୁ ମେମ୍ବର ଏବେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ…
ଚାଇନାରେ ସ୍ଥିତି ଅଣାୟତ: ମୃତ୍ୟୁ ସଂଖ୍ୟା ୧୦୦୦ ଟପିଲା
ବେଜିଂ,୧୧।୨: ଚାଇନାର କରୋନା ମହାମାରୀ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଇତିମଧ୍ୟରେ ଚାଇନାରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ୧୦୧୧ରେ ପହଞ୍ଚିଛି। ୪୨ ହଜାର ୬୦୦ଲୋକଙ୍କଠାରେ ଏହି ଭୁତାଣୁ ଚିହ୍ନଟ ହୋଇଛିି। ଦେଶର ୩୦ଟିରୁ ଅଧିକ ସହରରେ ଭୁତାଣୁ…
ଫେବୃୟାରୀ ୨୪-୨୫ରେ ଭାରତ ଆସିବେ ଟ୍ରମ୍ପ
ଓ୍ବାଶିଂଟନ,୧୧।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲେନିଆ ଟ୍ରମ୍ପ ଫେବୃୟାରୀ ୨୪-୨୫ରେ ଭାରତ ଗସ୍ତ କରିବେ। ରାଷ୍ଟ୍ରପତି ଭାବେ ଟ୍ରମ୍ପଙ୍କର ଏହା ପ୍ରଥମ ଭାରତ ଗସ୍ତ ହେବ। ହ୍ବାଇଟ୍ ହାଉସ୍ ପକ୍ଷରୁ କରାଯାଇଥିବା ଟୁଇଟ୍ରୁ ଏହି ସୂଚନା…
ନାଇଜେରିଆରେ ଆତଙ୍କବାଦୀ ଆକ୍ରମଣ: ୩୦ ନିହତ
ଆବୁଜା,୧୧ା୨(ଆଇଏଏନ୍ଏସ୍): ନାଇଜେରିଆରେ ବୋର୍ନୋ ପ୍ରଦେଶରେ ବୋକୋ ହାରାମ ଆତଙ୍କବାଦୀଙ୍କ ଆକ୍ରମଣରେ ୩୦ ଜଣଙ୍କ ମୃତ୍ୟୁ ଘଟିଛି। ଆତଙ୍କବାଦୀମାନେ କେତେଜଣ ମହିଳା ଓ ଶିଶୁଙ୍କୁ ଅପହରଣ କରିନେଇଥିବାବେଳେ ୧୮ଟି ଗାଡ଼ି ପୋଡିଦେଇଛନ୍ତି। ଆତଙ୍କବାଦୀମାନେ କଣ୍ଡୁଗାସ୍ଥିତ ଔନୋ ସମ୍ପ୍ରଦାୟ ଉପରେ ଆକ୍ରମଣ କରିଥିଲେ। ଆକ୍ରମଣରେ…
ଚାଇନାରେ ୨୭ ବିଦେଶୀ କରୋନା ଆକ୍ରାନ୍ତ
ବେଜିଂ,୧୧ା୨(ଆଇଏଏନ୍ଏସ୍/ପି.ଟି.): ଚାଇନାରେ ୨୭ ବିଦେଶୀଙ୍କଠାରେ କରୋନା ଭୂତାଣୁ ସଂକ୍ରମଣ ହୋଇଥିବା ପରୀକ୍ଷାରୁ ଜଣାପଡିଛି। ସେମାନଙ୍କ ମଧ୍ୟରୁ ୩ ଜଣ ଚିକିତ୍ସିତ ହୋଇ ହସ୍ପିଟାଲରୁ ଘରକୁ ଫେରିଥିବାବେଳେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୨୨ ଜଣଙ୍କୁ ହସ୍ପିଟାଲରେ ଆଇସୋଲେଶନରେ ରଖାଯାଇଛି। ମୃତ…
ସିରିଆରେ କାର ବିସ୍ଫୋରଣ: ୬ ମୃତ
ଆଫ୍ରିନ୍, ୧୦।୨: ସିରିଆରେ ଏକ କାରରେ ପ୍ରଚଣ୍ଡ ବିସ୍ଫୋରଣ ଘଟିଛି। ଏହି ଘଟଣାରେ ୬ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏଥିରେ ୧୧ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି। ଦେଶର ଦକ୍ଷିଣ-ପଶ୍ଚିମରେ ଥିବା ଆଲେପ୍ପୋ ପ୍ରଦେଶର ଆଫ୍ରିନ୍ ସହରରେ ଏଭଳି…
ମୋଦିଙ୍କ ଚିଠିର ଉତ୍ତର ଦେଲେ ଚାଇନା ରାଷ୍ଟ୍ରପତି
ବେଜିଂ,୧୦।୨: ଚାଇନାରେ କରୋନାଭାଇରସ୍ ମହାମାରୀର ରୂପ ନେଇଥିବା ବେଳେ ଏବେ ପର୍ଯ୍ୟନ୍ତ ଏଥିଯୋଗୁ ୯୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଗଲାଣି। ଚାଇନା ସହ ଏହି ଭୂତାଣୁ ବିଶ୍ୱର ଅନ୍ୟ ଦେଶଗୁଡିକରେ ମଧ୍ୟ ପ୍ରଭାବ ପକାଉଛି। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଇନା…
ବାଣଫୁଟାରେ ରେକର୍ଡ: ୧.୩ ଟନ୍ ବାରୁଦ ଦେଢ଼ କିମି ଉପର ଫୁଟିଲା
ଓ୍ବାଶିଂଟନ,୧୦।୨: ଆମେରିକାରେ ବାଣଫୁଟାରେ ଏକ ରେକର୍ଡ ହୋଇଛି। ଏହି ବାଣ ଭୂପୃଷ୍ଠଠାରୁ ଦେଢ଼ କିମି ଉପରେ ଫୁଟିଛି। କୋଲୋରାଡାରେ ହୋଇଥିବା ଓ୍ବିଣ୍ଟର ଫେଷ୍ଟିଭାଲରେ ଏଭଳି କରାଯାଇଛି। ୧.୩ ଟନ୍ ବାରୁଦରେ ଏହି ବାଣ ତିଆରି ହୋଇଥିଲା। ଏହି ବାଣର ଉଚ୍ଚତା ୬୨…
ଇବୋଲାକୁ ଡରି ନ ଥିବା ଚାଇନାର ବହୁ ସହର କରୋନା ଯୋଗୁ ଜନଶୂନ୍ୟ !
ବେଜିଂ,୧୦।୨: ଚାଇନାର କରୋନା ମହାମାରୀ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଦେଶର ୩୦ଟିରୁ ଅଧିକ ସହରରେ ସନ୍ଦିଗ୍ଧ ଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ଇତିମଧ୍ୟରେ ଚାଇନାରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ୯୦୮ରେ ପହଞ୍ଚିଛି। ୪୦ ହଜାରରୁ ଅଧିକ…
କରୋନାଭାଇରସର ସତ୍ୟତା ବଖାଣୁଥିବା ବ୍ୟକ୍ତିଙ୍କୁ ଅପହରଣ କରୁଛି ଚାଇନା!
ବେଜିଂ,୧୦।୨: ଚାଇନା କାହିଁକି ଏବେ ସାରା ବିଶ୍ୱରେ କରୋନାଭାଇରସ ସମସ୍ତଙ୍କ ନିଦ ହଜାଇ ଦେଇଛି। ଏହାର ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଚାଇନା ସରକାର କରୋନାର ମୁକାବିଲା କରିବାରେ ଫେଲ୍ ମାରିଥିବା କୁହାଯାଉଛି।…
Archives


