କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଲୁଚି ଗର୍ଲଫ୍ରେଣ୍ଡଙ୍କୁ ଭେଟିବା ପଡିଲା ମହଙ୍ଗା, ଯୁବକଙ୍କୁ ମିଳିଲା ଏମିତି ଦଣ୍ଡ

କ୍ୱାରାଣ୍ଟାଇନରୁ ଲୁଚି ଗର୍ଲଫ୍ରେଣ୍ଡଙ୍କୁ ଭେଟିବା ଜଣେ ଯୁବକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। କରୋନା ନିୟମ ଭାଙ୍ଗିଥିବାରୁ ତାଙ୍କୁ ୬ ମାସ ଜେଲ୍‌ ଦଣ୍ଡାଦେଶ ହୋଇଛି। ଅଷ୍ଟ୍ରେଲିଆର ପର୍ଥ ଏଭଳି ଘଟଣା ଘଟିଛି। ୩୧ ବର୍ଷୀୟ ଯୁବକ ୟୁସଫଙ୍କୁ ସୀଡ୍‌ନୀରୁ ପର୍ଥ ଯାଇଥିବାରୁ ତାଙ୍କୁ ଏକ ୩ ମହଲା ହୋଟେଲରେ ଦୁଇ ସପ୍ତାହ ପାଇଁ କ୍ୱାରାଣ୍ଟାଇନ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ସେ ଝରକା ବାଟରେ ଲୁଚି ପଳାଇଥିଲେ। ଏହି ସବୟରେ ସେ ନିଜ ଗର୍ଲଫ୍ରେଣ୍ଡ୍‌କୁ ଭେଟିବାକୁ ଯାଉଥିଲେ। ପୁଣି ହୋଟେଲକୁ ସିଡ଼ି ସାହାଯ୍ୟରେ ଚଢି ପଳାଇଆସୁଥିଲେ। ଏମିତି ଅନେକ ଥର କରିବା ପରେ ଥରେ ସେ ଧରାପଡିଯାଇଥିଲେ। ହୋଟେଲର ସିକ୍ୟୁରୀଟୀ ଗାର୍ଡ ଧରିବା ପରେ ମାମଲା ପୋଲିସ ପାଖରେ ପହଞ୍ଚିଥିଲା। ପୋଲସ ଯୁବକଙ୍କ ପଚରାଉଚରାବେଳେ ଗର୍ଲଫ୍ରେଣ୍ଡ୍‌ ଜନ୍ମଦିନ ଯୋଗୁ ଲୁଚି ପଳାଇଥିବା କହିଥିଲେ। କିନ୍ତୁ ପୋଲିସ ଏହାକୁ ମାନି ନ ଥିଲା। ମାମଲା କୋର୍ଟରେ ପହଞ୍ଚିଥିଲା। କୋର୍ଟ କ୍ୱାରାଣ୍ଟାଇନ୍‌ ଅବମାନନା କେସ୍‌ରେ ତାଙ୍କୁ ୬ ମାସ ଜେଲ୍‌ ଦଣ୍ଡାଦେଶ ଶୁଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ମୋ ଦୃଷ୍ଟିରେ ଦୁନିଆ ଏକ ପରିବାର’

ନ୍ୟୁୟର୍କ,୨୪ା୯: ମିଳିତ ଜାତିସଂଘର ସାଧାରଣ ସଭାରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ଅଷ୍ଟାଦଶ ଶତାବ୍ଦୀରେ ଭାରତ ବିଶ୍ୱର...

୭ ମାସରେ ଦେଶ ଛାଡ଼ିଛନ୍ତି ୨ ଲକ୍ଷ ୭୦ ହଜାରରୁ ଅଧିକ ଲୋକ…

କାବୁଲ୍‌,୨୮।୭: ଆଫଗାନିସ୍ତାନରେ ତାଲିବାନ ଶାସନ ପୁଣି ଫେରିବାକୁ ଯାଉଛି। ଫଳରେ ଏବେ ଦେଶର ସାଧାରଣ ଲୋକଙ୍କ ସମ୍ଭୁଖରେ କ୍ଷୁଧା, ଅସହାୟତା, ରୋଗ ଏବଂ ମୃତ୍ୟୁର ଆତଙ୍କରେ...

ଚାଇନାକୁ ପୁଣି ଝଟ୍‌କା: ଭାରତ ପରେ ଏହି ଦେଶ ବ୍ୟାନ୍‌ କଲା ଚାଇନା ଆପ୍‌

ତାଇପେଇ,୨୦ା୮: ଭାରତ ପରେ ତାଇଓ୍ବାନ ମଧ୍ୟ ନିଜ ଦେଶର ସୁରକ୍ଷା ପାଇଁ ଚାଇନାର ଅନେକ ଆପ୍‌ ପ୍ରତି ପ୍ରତିବନ୍ଧକ ଲଗାଇଛି। ତାଇଓ୍ବାନର ଅଧିକାରୀମାନେ ଚାଇନାର ଷ୍ଟ୍ରିମିଂ...

ଦକ୍ଷିଣ କୋରିଆ ଯାତ୍ରୀବାହୀ ବିମାନ ଉପରେ କଟକଣା ଜାରି କଲା ଭିଏତନାମ୍‌

ହନୋଇ,୨।୩: ଦକ୍ଷିଣ କୋରିଆରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଭିଏତନାମ୍‌ ପକ୍ଷରୁ ଦକ୍ଷିଣ କୋରିଆ ବିମାନ ଉପରେ କଟକଣା ଜାରି...

ଗିଲଗିଟ୍‌-ବଲ୍ଟିସ୍ତାନକୁ ନେଇ ମୁହଁ ଖୋଲିଲା ଡ୍ରାଗନ

ବେଜିଂ,୫।୧୧: ପାକିସ୍ତାନରେ ଦେଶବ୍ୟାପି ବିରୋଧ ସତ୍ତ୍ୱେ ଗିଲଗିଟ୍‌-ବଲ୍ଟିସ୍ତାନକୁ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ସରକାର ଅସ୍ଥାୟୀ ପ୍ରଦେଶ ମାନ୍ୟତା ଦେଇଛନ୍ତି। ଏନେଇ ସରକାରଙ୍କ ପକ୍ଷରୁ ରବିବାର ଘୋଷଣା...

ମାସ୍କ ନ ପିନ୍ଧିଲେ କରୋନାରେ ୪ ଲକ୍ଷ ଲୋକଙ୍କ ମୃତ୍ୟୁ ହେବ: ଆମେରିକା

ଓ୍ବାଶିଂଟନ,୫।୯: କରୋନା ସଂକ୍ରମଣ ଆମେରିକାର ସ୍ଥିତିକୁ ବିଗାଡିବାରେ ଲାଗିଛି। ଏବେ ଆମେରିକାର ଡାଟା ବିଶ୍ଳେଷଣର କେତେଜଣ ବିଶେଷଜ୍ଞ କହିଛନ୍ତି ଯଦି ଆମେରିକାରେ ଲୋକ ମାସ୍କ ନ...

ଏସ୍‌ସିଓ ବୈଠକରେ ମୋଦିଙ୍କ ସମ୍ବୋଧନ, ଏହି ୧୦ କଥା ଉପରେ ଦେଲେ ଗୁରୁତ୍ୱ

ସମରକନ୍ଦ,୧୬ା୯: ଉଜବେକିସ୍ତାନର ସମରକନ୍ଦ ସହରରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ବୈଠକରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି। ଏହି ବୈଠକରେ ପ୍ରଧାନମନ୍ତ୍ରୀ...

ଆମେରିକା ସାଂସଦଙ୍କ ବଡ ବୟାନ: ଚାଇନା ବିରୋଧରେ ଆମେରିକାକୁ ଯେଉଁ ସହଯୋଗ ଦରକାର, ସେଥିପାଇଁ ଭାରତ ଏକଦମ ଠିକ୍‌

ୱାଶିଂଟନ,୨୮ ।୨: ଆମେରିକାର ବରିଷ୍ଠ ସିନେଟର ଚକ ଶୁମର କହିଛନ୍ତି, ଚାଇନା ବିରୋଧରେ ଆମେରିକାକୁ ଯେଉଁଭଳି ସହଯୋଗର ଆବଶ୍ୟକତା ରହିଛି ଭାରତ ସେହି ଭୂମିକା ପାଇଁ...

Advertisement
Archives

Model This Week