ବାଂଲାଦେଶ ଶରଣରେ ପଶିଲା ନେପାଳ

କାଠମାଣ୍ଡୁ,୨।୯: ନେପାଳ ଏବେ ବାଂଲାଦେଶ ଶରଣରେ ପଶିଛି। ନେପାଳ ପ୍ରଧାନମନ୍ତ୍ରୀ କେ.ପି ଓଲି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଫୋନ କରି ୫୦ ହଜାର ଟନ୍‌ ୟୁରିୟା ଫର୍ଟିଲାଇଜର୍‌ ଯୋଗାଇଦେବାକୁ ଅନୁରୋଧ କରିଛନ୍ତି। ନେପାଳରେ ୟୁରିୟାର ଅଭାବ ଯୋଗୁ ଚାଷୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଲକ୍‌ଡାଉନ୍‌ ଯୋଗୁ ଭାରତରେ ମଧ୍ୟ ୟୁରିୟା ଉତ୍ପାଦନରେ ବାଧା ସୃଷ୍ଟି ହୋଇଛି। ହସିନାଙ୍କ ସହ କଥାବାର୍ତ୍ତା ସକରାତ୍ମକ ଥବା ଓଲି ଟୁଇଟରରେ ସୂଚନା ଦେଇଛନ୍ତି। ଉଭୟ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ବ୍ୟବସାୟ ଆହୁରି ବଢାଇବାକୁ ମଧ୍ୟ ଆଲୋଚନା ହୋଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୃଥିବୀକୁ ଏମିତି ଭାବେ ନଷ୍ଟ କରିଦେବେ ଏଲିଅନ୍‌, ଜାଣନ୍ତୁ କ’ଣ କହିଛନ୍ତି ୟୁଏଫ୍‌ଓ ବିଶେଷଜ୍ଞ

ପୃଥିବୀ ଉପରେ ଅଲଗା ଗ୍ରହର ଜୀବ ଅର୍ଥାତ୍‌ ଏଲିଅନ୍‌ଙ୍କୁ ଦେଖିବାକୁ ମିଳୁଥିବା ବିଭିନ୍ନ ମହଲରୁ ମତ ପ୍ରକାଶ ପାଉଛି। ଏହାକୁ ନେଇ ବିଭିନ୍ନ ସମୟରେ ଅନେକ...

ରୁଷିଆ ଯିବେ ଜିନ୍‌ପିଙ୍ଗ୍‌: ସ୍ପଷ୍ଟ କଲା ଚାଇନା ବିଦେଶ ମନ୍ତ୍ରଣାଳୟ

ବେଜିଂ,୧୭।୩: ଚାଇନା ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ଆସନ୍ତା ସପ୍ତାହରେ ରୁଷିଆ ଗସ୍ତ କରିବେ। ତାଙ୍କର ମସ୍କୋ ଗସ୍ତକୁ ଚାଇନା ବୈଦେଶିକ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି। ଜିନ୍‌ପିଙ୍ଗ୍‌...

ଗଭର୍ନର ପ୍ରାର୍ଥୀ ହେବେ କିନ୍ନର

କାଲିଫର୍ନିଆ, ୧୪।୪: ଆମେରିକାର ହାଇପ୍ରୋଫାଇଲ କିନ୍ନର ଭାବେ ଜଣାଶୁଣା ତଥା ରିଅଲିଟି ଟିଭି ଷ୍ଟାର କାଟ୍‌ଲିନ୍‌ ଜେନ୍ନର ରିପବ୍ଲିକାନ ପାର୍ଟିରୁ କାଲିଫର୍ନିଆ ଗର୍ଭନର ପ୍ରାର୍ଥୀ ହେବେ...

ଖୁସି ଖବର: ୧୫୦ ବର୍ଷ ପରେ ଫେରିଲା ଏହି ବିଲୁପ୍ତ କୀଟ

ମହାମାରୀ କରୋନା ମଧ୍ୟରେ ବ୍ରିଟେନରୁ ଏକ ଖୁସି ଖବର ଶୁଣିବାକୁ ମିଳୁଛି। ବ୍ରିଟେନର ବିରଳ ପ୍ରଜାତିର ପ୍ରଜାପତି ୧୫୦ ବର୍ଷ ପରେ ପୁଣିଥରେ ଦେଖିବାକୁ ମିଳିଛି।...

ଇମ୍ରାନଙ୍କ ବିରୋଧରେ ହୋଇପାରେ ଦେଶଦ୍ରୋହ କାର୍ଯ୍ୟାନୁଷ୍ଠାନ

ଇସଲାମାବାଦ,୧୬ ।୭: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତହରିକ-ଏ-ଇନସାଫ ପାର୍ଟି ମୁଖ୍ୟ ଇମ୍ରାନ ଖାଁଙ୍କ ସମସ୍ୟା ବେଳକୁ ବେଳ ବଢିବାରେ ଲାଗିଛି । ପାକିସ୍ତାନ...

ଲଭିଭ୍‌ରେ ଘନଘନ କ୍ଷେପଣାସ୍ତ୍ର ମାଡ଼

ଲଭିଭ୍‌, ୨୮ା୩: ଫେବୃୟାରୀ ୨୪ରୁ ପଶ୍ଚିମ ୟୁକ୍ରେନ୍‌ର ଲଭିଭ୍‌ ସହର ରୁଷିଆର ପ୍ରଚଣ୍ଡ ଆକ୍ରମଣରୁ ଏକପ୍ରକାର ରକ୍ଷା ପାଇଥିବାବେଳେ ହଠାତ୍‌ ଘନଘନ ରୁଷୀୟ ମିଶାଇଲର ସାମ୍‌ନା...

ହାର୍ଟ ଆଟାକ୍‌ରୁ ଦୂରେଇ ରହିବା ପାଇଁ ସକାଳେ ପିଅନ୍ତୁ ଏହି ରସ…

ପିଆଜ ଶଣ୍ଢା ଶରୀରର ଅନେକ ଉପକାର କରେ। ଗ୍ରୀନ ପିଆଜ ଶଣ୍ଢା ଅନେକ ରୋଗରୁ ଦୂରେଇ ରଖେ। ନିୟମିତ ଅଭ୍ୟାସ କରି ସକାଳେ ଅଧାକପ୍‌ ପିଆଜ...

ଆମେରିକାର ଆର୍‌ ବୋନୀ ଗାବ୍ରିଏଲ୍‌ ହେଲେ ‘ବ୍ରହ୍ମାଣ୍ଡ ସୁନ୍ଦରୀ’

ଓ୍ବାଶିଂଟନ: ୭୧ତମ ବ୍ରହ୍ମାଣ୍ଡ ସୁନ୍ଦରୀ ହୋଇଛନ୍ତି ଆମେରିକାର ଆର୍‌ ବୋନୀ ଗାବ୍ରିଏଲ। ସେ ଦୁନିଆର ୮୪ ପ୍ରତିଯୋଗୀଙ୍କୁ ପଛରେ ପକାଇ ୨୦୨୨ ବ୍ରହ୍ମାଣ୍ଡ ସୁନ୍ଦରୀ ହେବାର...

Advertisement
Archives

Model This Week