କରୋନା ପରେ ଆଫ୍ରିକାରେ ନୂଆ ବିପଦ
ଖାର୍ଟୁମ୍, ୧୯।୯: କରୋନା ମହାମାରୀ ସଂକ୍ରମଣ ପରେ ଆଫ୍ରିକାର ବହୁ ଦେଶରେ ଏବେ ନୂଆ ବିପଦ ଦେଖାଦେଇଛି। ପ୍ରବଳ ବର୍ଷା ଯୋଗୁ ପୂର୍ବ ଆଫ୍ରିକାର ନଦୀଗୁଡ଼ିକରେ ବନ୍ୟା ଆସିଛି। ଏହାଯୋଗୁ ଲୋକଙ୍କ ବାସ ଉଜୁଡ଼ି ଯାଇଛି। ବନ୍ୟା ସାଙ୍ଗକୁ ଖାଦ୍ୟର ଅଭାବ…
କରୋନାର ଦୋହରା ମାଡ଼: ପୁଣି ଲକ୍ଡାଉନ୍ !
ନୂଆଦିଲ୍ଲୀ/ଓ୍ବାଶିଂଟନ, ୧୯।୯: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଥମିବାର ନା ଧରୁନି। ଏବେ କେତେକ ଦେଶରେ କରୋନାର ଦୋହରା ମାଡ଼ ଆରମ୍ଭ ହୋଇଛି। ଫଳରେ ପୁଣି ଲକ୍ଡାଉନ୍ ହେବାର ଆଶଙ୍କା ବଢ଼ିବାରେ ଲାଗିଛି। ଇସ୍ରାଏଲ୍ କରୋନା ସଂକ୍ରମଣ ପୁଣି ଫେରିଛି। ଏଠାରେ…
ଲକ୍ଷଣ ନ ଥିବା ବ୍ୟକ୍ତିଙ୍କର ବି ହେବ କରୋନା ଟେଷ୍ଟ: ଟ୍ରମ୍ପ ସରକାର
ୱାଶିଂଟନ,୧୯ ।୯: ବିଶ୍ୱରେ ବେଳକୁ ବେଳ କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ଆମେରିକା ଏହି କ୍ଷେତ୍ରରେ ଏବେବି ସବୁଠାରୁ ଆଗରେ ରହିଛି । ଏହାକୁ ଦୃଷ୍ଟିରେ ରଖି ଏବେ ଟ୍ରମ୍ପ ପ୍ରଶାସନ କରୋନା ଭାଇରସ ସଂକ୍ରମଣ ନିୟମରେ କିଛିଟା ପରିବର୍ତ୍ତନ…
ଆମେରିକାର ଜଣାଶୁଣା ବିଚାରପତି ରୁଥ ବେଡରଙ୍କ ପରଲୋକ
ୱାଶିଂଟନ,୧୯ ।୯: ଆମେରିକା ସୁପ୍ରିମକୋର୍ଟର ବିଚାରପତି ଥିବା ଜଷ୍ଟିସ ରୁଥ ବେଡର ଗିନସ୍ବର୍ଗଙ୍କର ଶୁକ୍ରବାର ୮୭ ବର୍ଷ ବୟସରେ ୱାଶିଂଟନରେ ଥିବା ତାଙ୍କ ଘରେ ପରଲୋକ ହୋଇଛି । ମହିଳା ଅଧିକାରକୁ ନେଇ ସେ ବେଶ୍ ପରିଚିତ ଥିଲେ । ଏହାସହ…
ଆମେରିକାରେ ନିଷିଦ୍ଧ ହେବ ଚାଇନିଜ ଆପ ଟିକ୍ଟକ୍
ଓ୍ବାଶିଂଟନ,୧୮।୯-ଆମେରିକାରେ ନିଷିଦ୍ଧ ହେବ ଚାଇନିଜ ଆପ ଟିକ୍ଟକ୍ ଏବଂ ଉଇ ଚ୍ୟାଟ। ଏ ନେଇ ଶୁକ୍ରବାର ଆମେରିକା ସରକାରଙ୍କ ପକ୍ଷରୁ ନିଷ୍ପତି ନିଆଯାଇଛି। ଆସନ୍ତା ରବିବାର ଟ୍ରମ୍ପ ସରକାର ଏହା ଉପରେ ପ୍ରତିବନ୍ଧକ ଲଗାଇବେ ବୋଲି ଜଣାପଡିଛି। ଭାରତ ସରକାର ମଧ୍ୟ…
ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ପୁଣିଥରେ ବିବାଦରେ ଟ୍ରମ୍ପ
ୱାଶିଂଟନ,୧୮ ।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଜଣେ ପୂର୍ବତନ ମଡେଲ ପୁଣିଥରେ ଯୌନ ଉତ୍ପିଡନର ଅଭିଯୋଗ ଆଣିଛନ୍ତି । ଏମି ଡୋରିସ ନାମକ ଏହି ମଡେଲ କହିଛନ୍ତି ୨୩ ବର୍ଷ ପୂର୍ବେ ଓପନ ଟେନିସ ଚାମ୍ପିଆନଶିପ ଚାଲିଥିବା ବେଳେ…
ପ୍ରତ୍ୟହ ଦେଢ଼ ଘଣ୍ଟା ଉତ୍ତରକୋରିଆ ତାନାଶାହ କିମ୍ ଜୋଙ୍ଗ ଉନ୍ଙ୍କ ବିଷୟରେ ପଢ଼ିବେ ଛାତ୍ରୀଛାତ୍ର: ଲାଗୁ ହେଲା ନୂଆ ନିୟମ
ପ୍ୟୋଙ୍ଗୟାଙ୍ଗ,୧୮।୯: ଉତ୍ତରକୋରିଆର ତାନାଶାହ କିମ୍ ଜୋଙ୍ଗ ଉନ୍ଙ୍କ ବିଷୟରେ ପାଠପଢ଼ିବେ ସେଠାକାର ଛାତ୍ରୀଛାତ୍ର। ନିକଟରେ ଏ ସଂକ୍ରାନ୍ତରେ ଏକ ନିୟମ ଦେଶରେ ପାରିତ ହୋଇଛି। ପ୍ରି-ପ୍ରାଇମେରୀ ସ୍କୁଲରେ ପଢ଼ୁଥିବା ପିଲାଙ୍କ ପାଠ୍ୟକ୍ରମ ସହ ଏହି ନୂତନ ଶିକ୍ଷାକୁ ଯୋଡ଼ାଯିବ। ତଦନୁଯାୟୀ ଛାତ୍ରମାନଙ୍କୁ…
ଶେଷରେ ମାନିଲା ଚାଇନା
ବେଜିଂ,୧୮।୯:ଭାରତ ଏବଂ ଚାଇନା ମଧ୍ୟରେ ସୀମା ବିବାଦ ତୀବ୍ର ରୂପ ଧାରଣ କରିଛି। ବାରମ୍ବାର ଚାଇନା ଏଲ୍ଏସି ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛି, ଭାରତୀୟ ସେନା ଏହାର ଉପଯୁକ୍ତ ଜବାବ ମଧ୍ୟ ଦେଉଛି। ଏହି ସମୟରେ ଚାଇନା ପ୍ରଥମ ଥର ପାଇଁ…
ଟିକ୍ଟକ୍ରେ ସ୍ବାମୀଙ୍କ ମୃତ୍ୟୁର ନକଲି ଭିଡିଓ କରୁଥିଲେ ସ୍ତ୍ରୀ, ତା’ପରେ ଘଟିଲା ଏମିତି
ଇସଲମାବାଦ,୧୮।୯:ଭାରତରେ ଟିକଟକ ବନ୍ଦ ହେବା ପରେ ଏହାର କ୍ରେଜ ଶେଷ ହୋଇଛି। କିନ୍ତୁ ପଡୋଶୀ ଦେଶ ପାକିସ୍ତାନରେ ଏହି ଚାଇନିଜ ଆପ୍ ଧମାଲ ମଚାଇଛି। ଟିକଟକ୍ରେ ଫଲୋଅର୍ସ ବଢାଇବା ପାଇଁ ୟୁଜର୍ସ ବିଭିନ୍ନ ପ୍ରକାରର କୌଶଳ ଅବଲମ୍ବନ କରୁଛନ୍ତି। ଏହିପରି ଜଣେ…
ସଂସଦରେ ପର୍ନ ଦେଖୁଥିବାବେଳେ ଧରାପଡିଲେ ଏମ୍ପି
ବ୍ୟାଙ୍କ୍କ,୧୮।୯: ଥାଇଲାଣ୍ଡର ସଂସଦରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଗୁରୁବାର ଏଠାରେ ବଜେଟ ଉପସ୍ଥାପନ କରାଯାଇଥିଲା। ଏହି ସମୟ ମଧ୍ୟରେ ଜଣେ ଏମ୍ପି ମୋବାଇଲରେ ପର୍ନ ଫଟୋ ଦେଖୁଥିବାବେଳେ ଧରାପଡିଥିଲେ। ଏମ୍ପିଙ୍କ ନାମ ରୋନାଥେପ ଅନୁଭତ୍। ଅଶ୍ଳୀଳ ଫଟୋ ଦେଖୁଥିବାବେଳେ ତାଙ୍କର…
ନେପାଳ-ବାଂଲାଦେଶକୁ କନ୍ଦାଉଛି ପିଆଜ: କିଲୋ ୧୫୦ ଟପିଲା
ଢାକା/ କାଠମାଣ୍ଡୁ, ୧୭।୯: ଭାରତରେ ପିଆଜ ଦାମରେ ନିୟନ୍ତ୍ରଣ ଆଣିବା ଲାଗି କେନ୍ଦ୍ର ସରକାର ଏହାର ରପ୍ତାନୀ ବନ୍ଦ କରିଛନ୍ତି। ଏହାର ପ୍ରଭାବ ଭାରତର ପଡ଼ୋଶୀ ନେପାଳ ଏବଂ ବାଂଲାଦେଶ ଉପରେ ପଡ଼ିଛି। ଏଠାରେ ଏବେ ପିଆଜ ଦାମ କିଲୋ ପିଛା…
ଆମେରିକାରେ ମାଗଣାରେ ଦିଆଯିବ କରୋନା ଟିକା!
ୱାଶିଂଟନ,୧୭ ।୯: ଆମେରିକାର ଟ୍ରମ୍ପ ସରକାର ଏକ ବଡ ଘୋଷଣା କରିଛନ୍ତି । ବୁଧବାର ଆମେରିକା ସଂସଦରେ କୁହାଯାଇଛି କି ଆମେରିକାବାସୀଙ୍କୁ କରୋନା ଟିକା ମାଗଣାରେ ଯୋଗାଇ ଦେବାକୁ ଯୋଜନା କରାଯାଉଛି । ଏସମ୍ପର୍କିତ ଏକ ରିପୋର୍ଟ ବୁଧବାର ଆମେରିକା କଂଗ୍ରେସକୁ…
Archives


