ଅନ୍ତର୍ଜାତୀୟ

ଭାରତକୁ ପରମାଣୁ ଯୁଦ୍ଧର ଧମକ ଦେଲେ ପାକିସ୍ତାନ ମନ୍ତ୍ରୀ

ଇସଲାମାବାଦ,୨୧।୮: ପାକିସ୍ତାନ ରେଳମନ୍ତ୍ରୀ ଶେଖ ରସିଦ ନିଜ ଅଜବ ମନ୍ତବ୍ୟ ପାଇଁ ସର୍ବଦା ଚର୍ଚ୍ଚାରେ ଥାନ୍ତି। ଏବେ ସେ ପୁଣି ଥରେ ଭାରତକୁ ପରମାଣୁ ଆକ୍ରମଣର ଧମକ ଦେଇଛନ୍ତି। ସେ କହିଛନ୍ତି ଯେ ଆମର ଆଣବିକ ଅସ୍ତ୍ର ବହୁତ ଛୋଟ ଏବଂ…

ମୃତ୍ୟୁର ୭ ଘଣ୍ଟା ପରେ ଫ୍ରିଜ୍‌ରୁ ବାହାରି ଆସିଲେ ବୃଦ୍ଧା: ତାପରେ କ’ ଣ ହେଲା…

ମୃତ୍ୟୁର ୭ ଘଣ୍ଟା ପରେ ଫ୍ରିଜ୍‌ରୁ ବାହାରି ଆସିଲେ ବୃଦ୍ଧା: ତାପରେ କ’ ଣ ହେଲା… ମସ୍କୋ: ନିଶ୍ୱାସ ଚାଲିଥାଏ ପର୍ଯ୍ୟନ୍ତ ବ୍ୟକ୍ତି ଜୀବିତ ଥାଏ। ଥରେ ନିଶ୍ୱାସ ବନ୍ଦ ହେଲେ ତା’ର ଅସ୍ତିତ୍ୱ ଶେଷ ହୋଇଯାଏ। ମାତ୍ର ମୃତ୍ୟୁ ମୁଖରୁ…

୨୨ କୋଟିରେ ବିକ୍ରି ହେଲା ୪ ଭଙ୍ଗା ଚେୟାର: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସଉକ ଲୋକଙ୍କୁ ପାଗଳ କରିଦେଇଥାଏ। ନିଜର ଏହି ସଉକକୁ ପୂରଣ କରିବା ପାଇଁ ଲୋକେ କିଛି ବି କରିପାରନ୍ତି। ସେମିତି କିଛି ଏବେ ଫ୍ରାନ୍ସରେ ଦେଖିବାକୁ ମିଳିଛି। ବହୁତ ପୂରୁଣା ଏବଂ ଭାଙ୍ଗିଯାଇଥିବା ୪ଟି ଚେୟାରକୁ ନେବା ପାଇଁ ୨୨ କୋଟି…

୨ ଦିନରେ ୨ଥର ମା’ ହେଲେ ଏହି ମହିଳା

ମା’ ହେବାର ଅନୁଭବ ଅତ୍ୟନ୍ତ ରୋମାଞ୍ଚକର। ପ୍ରତ୍ୟେକ ମହିଳା ନିଜ ଜୀବନରେ ଏହି ସମୟକୁ ସବୁଠାରୁ ସୁଖଦ ସମୟ ବୋଲି ମନେ କରିଥାନ୍ତି। ଗର୍ଭାବସ୍ଥାରେ ଅନେକ ସମୟରେ ଏମିତି କିଛି ଅଘଟଣ ଘଟେ ଯାହାକି ଏହାକୁ ବହୁତ ଜଟିଳ କରିଦେଇଥାଏ। ଏମିତି…

ପୁଟିନଙ୍କ ବିରୋଧୀ ତଥା ବିପକ୍ଷ ନେତାଙ୍କୁ ଚା’ରେ ଦିଆଯାଇଛି ବିଷ: ଅବସ୍ଥା ସଙ୍କଟାପନ୍ନ !

ମସ୍କୋ,୨୦।୮: ରୁଷିଆର ବିରେଶଧୀ ଦଳ ନେତା ତଥା ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧୀ ଏଲେକ୍ସି ନାଭାଲନୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି। ସେ ଏବେ ଭେଣ୍ଟିଲେଟରରେ ଅଛନ୍ତି। ତାଙ୍କର ଜଣେ ପ୍ରବକ୍ତାଙ୍କ ସୂଚନା ମୁତାବକ ବିମାନ ଯାତ୍ରା ସମୟରେ ତାଙ୍କୁ କେହି…

ଚାଇନାକୁ ପୁଣି ଝଟ୍‌କା: ଭାରତ ପରେ ଏହି ଦେଶ ବ୍ୟାନ୍‌ କଲା ଚାଇନା ଆପ୍‌

ତାଇପେଇ,୨୦ା୮: ଭାରତ ପରେ ତାଇଓ୍ବାନ ମଧ୍ୟ ନିଜ ଦେଶର ସୁରକ୍ଷା ପାଇଁ ଚାଇନାର ଅନେକ ଆପ୍‌ ପ୍ରତି ପ୍ରତିବନ୍ଧକ ଲଗାଇଛି। ତାଇଓ୍ବାନର ଅଧିକାରୀମାନେ ଚାଇନାର ଷ୍ଟ୍ରିମିଂ ପ୍ଲାଟଫର୍ମ iQiyi ଏବଂ Tencentକୁ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ କରିଛନ୍ତି। ତାଇୱାନର ଅର୍ଥ ବ୍ୟାପାର…

୭୬ ବର୍ଷୀୟ ବୃଦ୍ଧ ୭୧ ବର୍ଷୀୟା ବୃଦ୍ଧାଙ୍କୁ କଲେ ପ୍ରେମ ନିବେଦନ: ଆଉ ତା’ପରେ…

ପ୍ରେମ ମାନେନା ଜାତି, ଧର୍ମ। ଏହାର କୌଣସି ବୟସ ନ ଥାଏ। କୌଣସି ବି ବୟସରେ ପ୍ରେମ ହୋଇପାରେ। ସେମିତି କିଛି ଘଟିଛି ଯୁକ୍ତରାଷ୍ଟ୍ର ଆମେରିକାର ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ। ୭୧ ବର୍ଷୀୟା ଗ୍ଲୋରିୟା ଜଣେ ବିଧବା ମହିଳା। ୭୬ ବର୍ଷୀୟ…

ନିଜ ଗାଈକୁ ବଞ୍ଚାଇବା ପାଇଁ ଚାଷୀ ମଗାଇଲେ ହେଲିକାପ୍ଟର: ଆଉ ତା’ପରେ…

ଏକ ଗାଈ ହେଲିକପ୍ଟର ସହାୟତାରେ ଆକାଶରେ ଉଡୁଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟି ସ୍ବିଜରଲାଣ୍ଡର ଏକ ପାହାଡିଆ ଅଞ୍ଚଳର ବୋଲି ଜଣାପଡ଼ିଛି। ଏକ ଗାଈ ଚରୁଥିବା ବେଳେ ପାହାଡ ଉପରକୁ ଚଢ଼ିଯାଇଥିଲା। ସେଠାରୁ ଗାଈଟି…

୧୮ମହଲାରୁ ତଳକୁ ଖସିପଡ଼ିଲା ଶିଶୁ, ତା’ପରେ…

ବେଜିଂ,୨୦।୮: ରଖେ ହରି ମାରେ କିଏ। ଅର୍ଥାତ୍‌ ଯାହାକୁ ଭଗବାନ ରକ୍ଷା କରିବାକୁ ଚାହାନ୍ତି ତା’କୁ କୌଣସି ଶକ୍ତି କ୍ଷତି ପହଞ୍ଚାଇପାରେ ନାହିଁ। ଏଭଳି କିଛି ଘଟିଛି ଜଣେ ୪ ବର୍ଷର ଶିଶୁ ସହ। ୧୮ ମହଲା ସ୍ଥିତ ଫ୍ଲାଟ୍‌ର ଝରକାରୁ…

ଓବାମା ଭଲକାମ ନ କରିବାରୁ ମୁଁ ହେଲି ରାଷ୍ଟ୍ରପତି: ଟ୍ରମ୍ପ

ଓ୍ବାଶିଂଟନ,୨୦।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଏକ ବୟାନ ଦେଇ ଆସିଛନ୍ତି ଚର୍ଚ୍ଚାକୁ। ସେ କହିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଭଲକାମ ନ କରିବାରୁ ଟ୍ରମ୍ପ ରାଜନୀତିକୁ ଆସିଥିଲେ ଓ ରାଷ୍ଟ୍ରପତି ହୋଇଥିଲେ ବି କହିଛନ୍ତି। ସୂଚନାଯୋଗ୍ୟ,…

ବର୍ଷା ଆଉ ବନ୍ୟା ପରେ ଏବେ ଚିନ୍ତା ବଢାଇଲାଣି ବାତ୍ୟା ‘ହିଗୋସ’

ବେଜିଂ,୨୦।୮: ପ୍ରଥମେ କରୋନା ମହାମାରୀ ଏହାପରେ ବର୍ଷା ଓ ବନ୍ୟା ଚାଇନାବାସୀଙ୍କ ନିଦ ହଜାଇ ଦେଇଥିବା ବେଳେ ଏବେ ମାଡି ଆସିଛି ବାତ୍ୟା ‘ହିଗୋସ’। ବୁଧବାର ଏହା ଚାଇନାର ଦକ୍ଷିଣ ଉପକୂଳରେ ସ୍ଥଳଭାଗ ଛୁଇଁଥିବା ବେଳେ ଏହା ସାଧାରଣ ଜୀବନ ଉପରେ…

ଆକାଶରୁ ହେଲା ଚକୋଲେଟ ବର୍ଷା

ଜୁରିକ୍‌, ୨୦।୮: ଆକାଶରୁ ଚକୋଲେଟ ବର୍ଷା ହେବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବ। ତେବେ ଏଭଳି ସ୍ବିଜରଲାଣ୍ଡର ଓଲଟେନ୍‌ ସହରରେ ଘଟିଛି। ସାରା ସହରରେ ଚକୋଲେଟର ବରଫ ଚାଦରରେ ଘୋଡ଼େଇ ହୋଇ ଯାଇଛି। ଏଠାରେ ଥିବା ଲିଣ୍ଡିଟ୍‌ ଆଣ୍ଡ୍‌ ସ୍ପ୍ରୁଞ୍ଜିଲି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri