ଲାଇଭ୍‌ ଟିଭିରେ ଭାଷଣ ଭୁଲିଗଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ, ଲୋକେ କହିଲେ…

ଇସଲାମାବାଦ,୫।୩: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍‌ ଲାଇଭ୍‌ ଟିଭିରେ କହୁ କହୁ ନିଜର ଲାଇନ୍‌ ଭୁଲିଗଲେ। କହିବା ଶେଷ ହେବା ପରେ ଲୋକେ ଏହି ଭିଡିଓକୁ ଟୁଇଟରରେ ଶେୟାର କରି ଟ୍ରୋଲ୍‌ କରୁଛନ୍ତି।

ଇମରାନଙ୍କୁ ସିନେଟରେ ଝଟକା ଲାଗିଛି। ଏହା ପରେ ସେ ଗୁରୁବାର ରାତିରେ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ। ସେ ପାକିସ୍ତାନ ନିର୍ବାଚନୀ ଆୟୋଗ(ଇସିପି)ଙ୍କ ନିକଟରେ ପ୍ରଶ୍ନ ରଖିଥିଲେ। ଭାଷଣ ଦେବା ସମୟରେ ସେ ଅଟକି ଯାଇଥିଲେ। କାରଣ ପରବର୍ତ୍ତୀ ଲାଇନ ତାଙ୍କର ମନେ ପଡ଼ି ନ ଥିଲା।

୧୭ ସେକେଣ୍ଡର ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏହି ଭିଡିଓଟିକୁ ବର୍ତ୍ତମାନ ପର୍ଯ୍ୟନ୍ତ ୧ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ଜଣେ ୟୁଜର କହିଛନ୍ତି, ଯାହା ବି ଅନୁବାଦ ହୋଇଛି। ଆଉ ଜଣେ ୟୁଜର ଲେଖିଛନ୍ତି, ତୁମେ କ’ଣ କହିବାକୁ ଚାହୁଁଛ? ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ଡିଡିଏଲ୍‌ଜେ ଅର୍ଥାତ୍‌ ଦିଲଓ୍ବାଲେ ଦୁଲ୍‌ହାନିଆ ଲେ ଜାୟେଙ୍ଗେ। ସେ ଲେଖିଛନ୍ତି ବଡ଼ ସହରରେ ଏମିତି ଘଟଣା ଘଟୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ ପମ୍ପରେ ତେଲ ପହଞ୍ଚାଇବ ସେନା

ଲଣ୍ଡନ, ୪।୧୦: ଟ୍ୟାଙ୍କର ଚଳାଇବା ପାଇଁ ଡ୍ରାଇଭର ମିଳୁ ନ ଥିବାରୁ ବ୍ରିଟେନରେ ଗୁରୁତର ତୈଳ ସଙ୍କଟ ସୃଷ୍ଟି ହୋଇଛି। ସମସ୍ୟାର ସମାଧାନ ପାଇଁ ସୋମବାରଠାରୁ...

ଇଟାଲିରେ ଏପ୍ରିଲ୍‌ ୩ରୁ ହଟିପାରେ ଲକ୍‌ଡାଉନ୍‌: ମୃତ୍ୟୁ ସଂଖ୍ୟା ଟପିଲା ୧୦ ହଜାର;୯୨,୪୭୨ ସଂକ୍ରମିତ

ରୋମ,୨୯।୩: ଇଟାଲିରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ଅସମ୍ଭାଳ ହୋଇଥିବାବେଳେ ସରକାର ଦେଶରେ ଜାରି ହୋଇଥିବା ଲକ୍‌ଡାଉନ୍‌କୁ ଏପ୍ରିଲ୍‌ ୩ରେ ହଟାଇବାର ଆଶା ରହିଛି। ଏଠାରେ...

ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କରୋନା ପଜିଟିଭ୍‌

ଓ୍ବେଲିଙ୍ଗଟନ୍‌, ୧୪।୫: ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡେନ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏ ନେଇ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ଶନିବାର ସୂଚନା ଦିଆଯାଇଛି। ନ୍ୟୁଜିଲାଣ୍ଡ...

ଇସ୍ତଫା ଦେଲେ ଋଷି ସୁନକ

ଲଣ୍ଡନ, ୬ା୭: ଇନ୍‌ଫୋସିସ୍‌ ସହପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ଜ୍ୱାଇଁ ତଥା ବ୍ରିଟେନ ଅର୍ଥମନ୍ତ୍ରୀ ଋଷି ସୁନକ ମଙ୍ଗଳବାର ବୋରିସ୍‌ ଜନ୍‌ସନ୍‌ କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି। ଋଷିଙ୍କ...

ସ୍ବିଡେନ ପ୍ରଧାନମନ୍ତ୍ରୀଙ୍କୁ ଗୁଳି କରିଥିଲେ ଗ୍ରାଫିକ୍‌ ଡିଜାଇନର

ଷ୍ଟକ୍‌ହୋମ୍‌,୧୧।୬: ସ୍ବିଡେନ୍‌ର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଓଲ୍‌ଫ ପାମେଙ୍କ ହତ୍ୟାର ୩୪ବର୍ଷ ପରେ ଅଭିଯୁକ୍ତଙ୍କ ନାମ ପର୍ଦ୍ଦାଫାଶ ହୋଇଛି। ଏକ ବୀମା କମ୍ପାନୀରେ ଗ୍ରାଫିକ ଡିଜାଇନର...

୧୮୫ ଦେଶରେ କରୋନା: ଇଟାଲି ଜନଶୂନ୍ୟ; ଦିନେ ଗହଳି ଥିବା ଅଞ୍ଚଳରେ ଏବେ ଉଡୁଛି ପାରା

ଓ୍ବାଶିଂଟନ,୨୧।୩: ମହାମାରୀ କରୋନା ପୃଥିବୀର ୧୮୫ଟି ଦେଶରେ ପହଞ୍ଚିଛି। ସଂକ୍ରମିତଙ୍କ ସଂଖ୍ୟା ଶନିବାର ସୁଦ୍ଧା ୨ ଲକ୍ଷ ୭୫ ହଜାର ୯୯୭ରେ ପହଞ୍ଚିଛି। ଚାଇନାରେ କରୋନା...

କରୋନା ସଂକ୍ରମଣରେ ଆଗକୁ ବଢୁଛି ବ୍ରାଜିଲ-ଭାରତ

ଓ୍ବାଶିଂଟନ,୫।୬: ୟୁରୋପୀୟ ଦେଶକୁ ବାଦ୍‌ ଦେଲେ ଏବେ ଆମେରିକା ସମେତ ଏସିଆ ଓ ଆଫ୍ରିକାରେ କରୋନା ସଂକ୍ରମଣ ପୁଣିଥରେ ବୃଦ୍ଧି ପାଇବାରେ ଲାଗିଛି। ଗୁରୁବାର ସୁଦ୍ଧା...

ମୋଦି-ଗୁଟେରେସ୍‌ ଆଲୋଚନା

ବିଆରିଜ୍‌,୨୬ା୮(ପି.ଟି./ଆଇଏଏନ୍‌ଏସ୍‌): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ବିଆରିଜ୍‌ରେ ଆୟୋଜିତ ତିନିଦିନିଆ ଜି-୭ ସମ୍ମିଳନୀରେ ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇଛନ୍ତି। ଏହି ଅବସରରେ ସେ ଜାତିସଂଘ ମହାସଚିବ...

Advertisement
Archives

Model This Week