କରୋନା ନୁହେଁ ଶେଷ ମହାମାରୀ, ବିଶ୍ୱବାସୀଙ୍କୁ ପ୍ରସ୍ତୁତ ରହିବାକୁ ପଡିବ: ଡବ୍ଲୁଏଚ୍ଓ
ଜେନେଭା,୨୭ ।୧୨: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ)ର ମୁଖ୍ୟ ଟେଡ୍ରୋସ୍ ଅଧନୋମ ଘେବ୍ରେସିୟସ ବିଶ୍ୱବାସୀଙ୍କୁ ଏକ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି କରୋନା ବିଶ୍ୱ ପାଇଁ ଶେଷ ମହାମାରୀ ନୁହେଁ । ତେଣୁ ଆଗକୁ ଆସୁଥିବା ସଙ୍କଟ ସମୟକୁ ଲକ୍ଷ୍ୟ କରି…
୨୦୦୦ ବର୍ଷ ପୁରାତନ ଜଳଖିଆ ଦୋକାନର ମିଳିଲା ସନ୍ଧାନ
ରୋମ୍,୨୭।୧୨: ଇଟାଲୀରେ ୨୦୦୦ ବର୍ଷ ପୁରାତନ ଏକ ଜଳଖିଆ ଦୋକାନର ସନ୍ଧାନ ମିଳିଛି। ଆଗ୍ନେୟଗରି ଉଦ୍ଗୀରଣରେ ଜଳଖିଆ ଦୋକାନଟି ଉତ୍ତପ୍ତ ତରଳ ଲାଭା ତଳେ ପୋତି ହୋଇ ଯାଇଥିଲା। ଏହାକୁ ପ୍ରତ୍ନତତ୍ତ୍ୱବିତ୍ମାନେ ଉଦ୍ଧାର କରିଛନ୍ତି। ଜଳଖିଆ ଦୋକାନରେ ଲୋକଙ୍କ ପାଇଁ ମୁଖ୍ୟତଃ…
ନେପାଳକୁ ଟିମ୍ ପଠାଇଲେ ଜିନ୍ପିଙ୍ଗ୍
ନୂଆଦିଲ୍ଲୀ, ୨୭।୧୨: ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ଦେଶର ପାର୍ଲାମେଣ୍ଟ ଭଙ୍ଗ କରି ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ଘୋଷଣା କରିବା ପରେ ଶାସକ ଦଳ ନେପାଳ କମ୍ୟୁନିଷ୍ଟ ପାର୍ଟି (ଏନ୍ସିପି) ବିଭାଜନ ଆଡ଼କୁ ମୁହାଁଉଛି। ଯେକୌଣସି ସ୍ଥିତିରେ ନେପାଳରେ କମ୍ୟୁନିଷ୍ଟ ଶାସନ…
ପାକିସ୍ତାନକୁ ୫୦ ଡ୍ରୋନ୍ ବିକିଲା ଚାଇନା
ନୂଆଦିଲ୍ଲୀ, ୨୭ା୧୨: ଭାରତ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଚାଇନା ପାକିସ୍ତାନର ପ୍ରତିରକ୍ଷା ବ୍ୟବସ୍ଥା ଦୃଢ଼ କରିବା ପାଇଁ ଆଗେଇଛି। ଏକ ପ୍ରତିରକ୍ଷା ଚୁକ୍ତି ଅନୁସାରେ ଚାଇନା ୫୦ ଡ୍ରୋନ ପାକିସ୍ତାନକୁ ବିକ୍ରି କରିଛି। ଚଳିତ ମାସରେ ଚାଇନା ୫୦ ୱିଙ୍ଗ ଲୋଙ୍ଗ-୨…
ଓସ୍କାର ଦୌଡ଼ରେ ସୁଦାନ ଫିଲ୍ମ
କାଇରୋ,୨୭ା୧୨: ଅନ୍ତର୍ଜାତୀୟ ପୁରସ୍କାର ଦୌଡ଼ରେ ଦୀର୍ଘଦିନରୁ ବାଦ୍ ପଡିଥିବା ସୁଦାନ ଏବେ ଏଥିରେ ପ୍ରବେଶ ପାଇଁ ପଦକ୍ଷେପ ନେଇଛି। ଓସ୍କାର ପୁରସ୍କାର ପାଇବାକୁ ସୁଦାନର ଫିଲ୍ମ ଇଣ୍ଡଷ୍ଟ୍ରି ପ୍ରଥମ ଥର ପାଇଁ ନିଜକୁ ତାଲିକାଭୁକ୍ତ କରିଛି। ୟୁରୋପୀୟ ଏବଂ ଇଜିପ୍ଟ କମ୍ପାନୀ…
ଦୁନିଆର ଏମିତି ଫ୍ରିଜ୍ ମାଗଣାରେ ଯିଏ ଭରେ ସବୁ ଭୋକିଲାଙ୍କ ପେଟ: କେବେ ହୁଏନି ଖାଲି
ସାଧାରଣତଃ ଲୋକମାନେ ବାହାରୁ ଘରୁକୁ ଆସିଲେ ସେମାନେ ପ୍ରଥମେ ଫ୍ରିଜ ଖୋଲି ଖାଦ୍ୟ କିମ୍ବା ପାନୀୟ ଖୋଜନ୍ତି। ସେହିପରି ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଜୋର୍ଡାନରେ ଜଣେ ବ୍ୟକ୍ତି ଏପରି କିଛି କରି ଉଦାହରଣ ପାଲଟିଛନ୍ତି। କ୍ରୀଡ଼ା ଫାଉଣ୍ଡେଶନର ପ୍ରତିଷ୍ଠାତା ଅହାନ…
ଜାଣିଶୁଣି କରୋନା ପଜିଟିଭ୍ ହେଲେ ମିଳିବ ୪ ଲକ୍ଷ ଟଙ୍କା, ଜାଣନ୍ତୁ ଏହା ପଛରେ ଥିବା କାରଣ
ଲଣ୍ଡନ,୨୬ା୧୨: ଆସନ୍ତା ମାସରେ ଲଣ୍ଡନରେ ହ୍ୟୁମାନ ଚ୍ୟାଲେଞ୍ଜର ପରୀକ୍ଷା ହେବାକୁ ଯାଉଛି। ଲଣ୍ଡନର ରୟାଲ ଫ୍ରି ହସ୍ପିଟାଲରେ ହେବାକୁ ଥିବା ଏହି ପରୀକ୍ଷଣରେ ବ୍ରିଟେନର ପ୍ରାୟ ୨୫୦୦ ଲୋକ ଉଦ୍ଦେଶ୍ୟମୂଳକ ଭାବେ କରୋନା ପଜିଟିଭ୍ ହେବାକୁ ଯାଉଛନ୍ତି। ଯାହା ପରେ ଏହି…
ଉଲଗ୍ନ ହୋଇ ରାଜପଥରେ ଦୌଡ଼ିଲେ ଯୁବକ, ଲୋକେ କହିଲେ ଏମିତି
ଆମେରିକାର ଓହିଓର ରାଜପଥରେ, ଯେତେବେଳେ ଜଣେ ଯୁବକ ହାତରେ ସେଲଫି ଷ୍ଟିକ ଧରି ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ରାଜପଥରେ ଦୌଡିବାକୁ ଲାଗିଲେ। ତାଙ୍କୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଡିସେମ୍ବର ୧୫ରେ ଏହି ଘଟଣା ଘଟିଥିବା ବେଳେ ବର୍ତ୍ତମାନ ଭିଡିଓ ଭାଇରାଲ…
କରୋନା ଟିକା ନେଇ ଡାକ୍ତର ଅସୁସ୍ଥ!
ବୋଷ୍ଟନ,୨୬ ।୧୨: ଆମେରିକାର ବୋଷ୍ଟନରେ ଜଣେ ଡାକ୍ତର କରୋନା ଟିକା ନେବା ପରେ ଅସୁସ୍ଥ ହୋଇଥିବା ଜଣାପଡିଛି । ତାଙ୍କ ଶରୀରରେ ଆଲର୍ଜି ହୋଇଯାଇଥିବା କୁହାଯାଉଛି । ସୂଚନା ଅନୁଯାୟୀ, ଡାକ୍ତର ଜଣକ ଗୁରୁବାର କରୋନାରୁ ରକ୍ଷା ପାଇବାକୁ ଏକ ଭ୍ୟାକ୍ସିନ…
ୟୁରୋପର ୮ ଦେଶରେ କରୋନାର ନୂଆ ଷ୍ଟ୍ରେନ୍: ଡବ୍ଲୁଏଚଓ
ଜେନେଭା,୨୬ ।୧୨: କରୋନା ଭାଇରସର ନୂଆ ଷ୍ଟ୍ରେନ୍ ସାମ୍ନାକୁ ଆସିବା ପରେ ସାରା ବିଶ୍ୱ ଏକ ପ୍ରକାର ଚିନ୍ତାରେ ପଡିଯାଇଛି । ଏବେ ୟରୋପର ପ୍ରାୟ ୮ ଦେଶରେ ଏହି ନୂଆ ଷ୍ଟ୍ରେନ୍ ଦେଖା ଦେଇଥିବା କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ)…
ଅର୍ଦ୍ଧରାତ୍ରରେ ସିରିଆ ଉପରେ ରକେଟ ମାଡ଼
ଦାମାସକସ୍,୨୬।୧୨: ଇସ୍ରାଏଲ୍ ସିରିଆ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଶୁକ୍ରବାର ଅର୍ଦ୍ଧରାତ୍ରରେ ଇସ୍ରାଏଲ୍ ପକ୍ଷରୁ ସିରିଆ ଉପରେ ରକେଟ ମାଡ଼ କରାଯାଇଛି। ହମା ପ୍ରଦେଶର ମସିୟଫ ସହରରେ ଥିବା ପ୍ରତିରକ୍ଷା ବୈଜ୍ଞାନିକ ଅନୁସନ୍ଧାନ କେନ୍ଦ୍ର ଉପରେ ରକେଟ ମାଡ଼ ଘଟଣାରେ ୬…
ସଉଦି ଆରବର କ୍ରାଉନ ପ୍ରିନ୍ସ ସଲମାନ ନେଲେ କରୋନା ଭ୍ୟାକ୍ସିନର ପ୍ରଥମ ଡୋଜ
ରିୟାଦ,୨୬ ।୧୨: ସଉଦି ଆରବର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ ଶୁକ୍ରବାର କରୋନା ଭାଇରସ ଭ୍ୟାକ୍ସିନର ପ୍ରଥମ ଡୋଜ ନେଇଛନ୍ତି । ଦେଶର ସରକାରୀ ଗଣମାଧ୍ୟମ ଏହି ସୂଚନା ଦେଇଛି । ସ୍ୱାସ୍ଥ୍ୟମନ୍ତ୍ରୀ ତୈଫିକ ଅଲ-ରବିୟା କ୍ରାଉନ ପ୍ରିନ୍ସଙ୍କ ମଧ୍ୟରେ…
Archives


