ଅନ୍ତର୍ଜାତୀୟ

ବିବାହକୁ ନେଇ ମହିଳା କହିଥିଲେ ଏମିତି ମିଛ, ଯେଉଁଥିପାଇଁ ଯିବାକୁ ପଡ଼ିଲା ଜେଲ୍

ଇଂଲଣ୍ଡରେ ଜଣେ ମହିଳା ବିଳାସପୂର୍ଣ୍ଣ ବିବାହ ପାଇଁ ମିଛ କହିବାର ସବୁ ସୀମା ଟପିଯାଇଛନ୍ତି। ବିବାହର ଏପରି କ୍ରେଜ୍‌ ଥିଲା ଯେ ସେ ବର୍ଷବର୍ଷ ଧରି ମିଥ୍ୟା କହି ଆସୁଥିଲେ। ମହିଳା ହେଲେ ୨୯ ବର୍ଷିୟ ଟୋନି ଷ୍ଟାଣ୍ଡନ। ନିଜକୁ କର୍କଟ…

ବିକିନ ପିନ୍ଧା ମଡେଲଙ୍କ ଫଟୋକୁ ପସନ୍ଦ କରି ଚର୍ଚ୍ଚାରେ ପୋପ୍‌

ଜେରୁଜେଲମ,୨୫।୧୨: ଖ୍ରୀଷ୍ଟିଆନଙ୍କ ଧାର୍ମିକ ନେତା ଭାବରେ ବିବେଚିତ ପୋପ୍‌ ଫ୍ରାନ୍ସିସଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଏଥର ପୋପ୍‌ ଫ୍ରାନ୍ସିସଙ୍କ ଆକାଉଣ୍ଟରୁ ଜଣେ ମଡେଲରଙ୍କ ଫଟୋକୁ ପସନ୍ଦ କରାଯାଇଛି। ଏହାଦ୍ୱାରା ପୋପ୍‌ ଫ୍ରାନ୍ସିସ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କ…

ରାଜା, ରାଣୀ ଓ ସେ

ବ୍ୟାଙ୍କକ,୨୪।୧୨:ରାଜତନ୍ତ୍ରରେ ସଂସ୍କାର ଆଣିବା ଦାବିରେ ଥାଇଲାଣ୍ଡ ରାଜରାସ୍ତାରେ ଆନ୍ଦୋଳନକାରୀ ବିକ୍ଷୋଭ ପ୍ରଦର୍ଶନ କରୁଥିବାବେଳେ ରାଜା ମହା ବଜିରାଲୋଙ୍ଗକୋର୍ନଙ୍କ ଗର୍ଲଫ୍ରେଣ୍ଡ ସିନୀନାତ୍‌ ୱୋଙ୍ଗବଜିରାପକ୍‌ଡି ଓରଫ୍‌ କୋଇଙ୍କ ୧୪୪୩ ଫଟୋ ଲିକ୍‌ ହୋଇଯାଇଛି। ସେଥିରୁ ଅଧିକାଂଶ ହେଉଛି ନଗ୍ନ ଅଥବା ଅର୍ଦ୍ଧନଗ୍ନ ଫଟୋ। ରାଜାଙ୍କ…

ବ୍ରେକ୍‌ଜିଟ୍‌: ଡିଲ୍‌ ଡନ୍‌

ଲଣ୍ଡନ,୨୫ା୧୨:‘ଡିଲ୍‌ ଇଜ୍‌ ଡନ୍‌’। ୟୁରୋପୀୟ ସଂଘ (ଇୟୁ)ଠାରୁ ବ୍ରିଟେନ ଅଲଗା ହେବା ପରେ ଉଭୟ ପକ୍ଷ ମଧ୍ୟରେ ଶେଷରେ ‘ପୋଷ୍ଟ ବ୍ରେକ୍‌ଜିଟ୍‌ ଡିଲ୍‌’ ସମ୍ପନ୍ନ ହୋଇଛି। ଏହାକୁ ନେଇ ଉଲ୍ଲସିତ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ ଗୁରୁବାର ରାତିରେ ସୋସିଆଲ ମିଡିଆରେ…

୧୦ ବର୍ଷ ପର୍ଯ୍ୟନ୍ତ ରହିବ କରୋନା ଭୂତାଣୁ: ଫାଇଜର-ବାୟୋଏନ୍‌ଟେକ୍‌ ମୁଖ୍ୟ କାର୍ଯ୍ୟନିର୍ବାହୀ

ଓ୍ବାଶିଂଟନ,୨୪।୧୨: କରୋନା ମହାମାରୀ ସଂକ୍ରମଣ ଥମିବାର ନା ଧରୁ ନ ଥିବାବେଳେ ଏବେ ଏନେଇ ପ୍ରତିଷେଧକ ଟିକା ପ୍ରସ୍ତୁତ କରିଥିବା କମ୍ପାନୀ ପକ୍ଷରୁ ଦିଆଯାଇଥିବା ମନ୍ତବ୍ୟ ଯୋଗୁ ଅନ୍ତର୍ଜାତୀୟସ୍ତରରେ ଆତଙ୍କ ସୃଷ୍ଟି ହୋଇଛି। ବ୍ରିଟେନ୍‌ ଏବଂ ଆମେରିକାରେ ସାର୍ବଜନୀକ ଭାବେ ଫାଇଜର-ବାୟୋଏନ୍‌ଟେକ…

ବ୍ରେନ୍‌ ଖାଉଥିବା ଏମୋଇବା ସଂକ୍ରମଣ: ଆମେରିକାରେ ଆତଙ୍କ

ଓ୍ବାଶିଂଟନ,୨୪।୧୨: କରୋନା ମହାମାରୀ ସଂକ୍ରମଣ ଥମିବାର ନା ଧରୁ ନ ଥିବାବେଳେ ଆମେରିକାରେ ଏକ ନୂଆ ଆତଙ୍କ ଦେଖାଦେଇଛି। ମଣିଷ ବ୍ରେନ୍‌କୁ ଖାଉଥିବା ମାରାତ୍ମକ ଏମୋଇବା ନେଗଲେରିଆ ଫାଓଲେରି ସଂକ୍ରମଣ ଆମେରିକାର ଦକ୍ଷିଣ ଅଞ୍ଚଳରେ ବଢ଼ିବାରେ ଲାଗିଛି। ଧୀରେଧୀରେ ଏହି ସଂକ୍ରମଣ…

ଆଖିବୁଜା ଗୁଳି ମାଡ଼: ୧୦୦ରୁ ଅଧିକ ମୃତ, ଭୟରେ ଗାଁ ଛାଡୁଛନ୍ତି ଗ୍ରାମବାସୀ

ଆଦିସ୍‌ ଅବା,୨୪।୧୨: ଆଫ୍ରିକାର ଇଥୋପିଆରେ ବନ୍ଧୁକଧାରୀଙ୍କ ଆଖିବୁଜା ଗୁଳି ମାଡ଼ରେ ୧୦୦ରୁ ଅଧିକ ଜଣଙ୍କ ମୃତ୍ୟୁ ଘଟିଛି। ବୁଲେନ କାଉଣ୍ଟିର ବେକୋଜି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ମାନବାଧିକାର ଆୟୋଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଘଟଣା ପରେ ଗ୍ରାମବାସୀ…

ଆକାଶରୁ ଖସିଲା ବଡ଼ ନିଆଁ ହୁଳା: ଲୋକେ ଆତଙ୍କିତ

ବେଜିଂ,୨୪।୧୨: ଦକ୍ଷିଣ ଚାଇନାରେ ଆକାଶରୁ ବଡ଼ ନିଆଁ ହୁଳା ପଡ଼ିଛି। ଏନେଇ ସ୍ଥାନୀୟ ଲୋକ ଆତଙ୍କିତ ହୋଇପଡ଼ିଛନ୍ତି। ଏହା ଏକ ବଡ଼ ଉଲ୍‌କା ପିଣ୍ଡ ହୋଇପାରେ ବୋଲି ସ୍ଥାନୀୟ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ବୁଧବାର ସକାଳ ୭ଟା ୨୫ରେ…

ବିଶ୍ୱସୁନ୍ଦରୀଙ୍କୁ ଧକ୍କା ମାରିଲା ବସ୍‌, ୬ ଦିନ କୋମାରେ ରହିବା ପରେ ଆଖିବୁଜିଲେ

ବୁଏନୋସ୍‌ ଆଇରେସ୍‌,୨୪।୧୨: ଆର୍ଜେଣ୍ଟିନାର ପୂର୍ବତନ ବିଶ୍ୱସୁନ୍ଦରୀ ନର୍ମା କାପାଗ୍ଲି ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା। ଗତ ଡିସେମ୍ବର ୧୭ରେ ସେ ତାଙ୍କ ଘର ନିକଟରେ ବୁଲୁଥିଲେ। ଏକ ବସ ତାଙ୍କୁ ପଛପଟୁ ଧକ୍କା…

ଭାଙ୍ଗିବ ଶତାବ୍ଦୀର ପରମ୍ପରା, କେମ୍ବ୍ରିଜ୍ ଖ୍ରୀଷ୍ଟମାସ ଗୀତର ହେବନାହିଁ ସିଧା ପ୍ରସାରଣ

ୱାଶିଂଟନ,୨୪ ।୧୨: ଖ୍ରୀଷ୍ଟମାସ ବା ବଡଦିନର ପୂର୍ବ ସନ୍ଧ୍ୟାରେ କେମ୍ବ୍ରିଜର ପ୍ରସିଦ୍ଧ ଗାୟକ ମଣ୍ଡଳୀଙ୍କ ଲାଇଭ୍ ସଙ୍ଗିତ ଚଳିତ ବର୍ଷ ବିଶ୍ୱବାସୀ ଶୁଣିବାରୁ ବଞ୍ଚିତ ହେବେ । କରୋନାର ନୂଆ ରୂପଠାରୁ ଦୂରେଇ ରହିବା ପାଇଁ ବ୍ରିଟେନରେ ଜାରି କରାଯାଇଥିବା ପ୍ରତିବନ୍ଧକ…

‘ରିପବ୍ଲିକ୍‌ ଭାରତ’କୁ ବ୍ରିଟେନରେ ୨୦,୦୦୦ ପାଉଣ୍ଡ ଜରିମାନା

ଲଣ୍ଡନ, ୨୪।୧୨: ବ୍ରିଟେନରେ ହିନ୍ଦୀ ନ୍ୟୁଜ୍‌ ଚ୍ୟାନେଲ ‘ରିପବ୍ଲିକ୍‌ ଭାରତ’କୁ ଅପରେଟ୍‌ କରୁଥିବା ଓ୍ବାଲର୍‌ଡଓ୍ବାଇଡ୍‌ ମିଡିଆ ନେଟ୍‌ଓ୍ବର୍କ ଲିମିଟେଡ୍‌ ଉପରେ ବ୍ରିଟିଶ ଟିଭି ନିୟାମକ ସଂସ୍ଥା ଅଫ୍‌କମ୍‌ ୨୦,୦୦୦ ପାଉଣ୍ଡ (ପାଖାପାଖି ୧୯.୭ ଲକ୍ଷ ଟଙ୍କା) ଜରିମାନା ଲଗାଇଛି। ୨୦୧୯ ସେପ୍ଟେମ୍ବର…

ବ୍ରିଟେନରେ ମିଳିଲା କରୋନା ଭାଇରସର ଆଉ ଏକ ନୂଆ ରୂପ, ପ୍ରଥମ ଅପେକ୍ଷା ଅଧିକ ମାରାତ୍ମକ

ଲଣ୍ଡନ,୨୪ ।୧୨: କରୋନା ଭାଇରସର ନୂଆ ରୂପକୁ ନେଇ ଚିନ୍ତାରେ ଥିବା ବ୍ରିଟେନ ପୁଣିଥରେ ଅଡୁଆରେ ପଡିଯାଇଛି । ବ୍ରିଟେନର ସ୍ୱାସ୍ଥ୍ୟମନ୍ତ୍ରୀ ମେଟ ହେନକଁକ ବୁଧବାର ସୂଚନା ଦେଇଛନ୍ତି କି ଏବେ ଯେଉଁ ଦୁଇଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି ସେମାନଙ୍କଠାରେ କରୋନା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri