ଶକ୍ତି ପରୀକ୍ଷାରେ ବିଜୟୀ ହେଲେ ଇମ୍ରାନ୍‌

ଇସଲାମାବାଦ୍‌,୬।୩: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କ ସରକାର ଉପରୁ ସଙ୍କଟ ହଟି ଯାଇଛି। ଶନିବାର ନ୍ୟାଶନାଲ ଆସେମ୍ବ୍ଲିରେ ଇମ୍ରାନ ଶକ୍ତି ପରୀକ୍ଷାରେ ବିଜୟୀ ହୋଇଛନ୍ତି। ସରକାରଙ୍କୁ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବା ପାଇଁ ୧୭୧ ସଦସ୍ୟଙ୍କ ଆବଶ୍ୟତା ଥିବାବେଳେ ସପକ୍ଷରେ ୧୭୮ ଖଣ୍ଡ ଭୋଟ ପଡ଼ିଥିଲା। ପାକିସ୍ତାନ ଆସେମ୍ବ୍ଲିରେ ସଦସ୍ୟଙ୍କ ସଂଖ୍ୟା ୩୪୨। ତେବେ ସମ୍ପ୍ରତି ସଦସ୍ୟଙ୍କ ସଂଖ୍ୟା ୩୪୦ ରହିଛି। ସେଥିମଧ୍ୟରୁ ଇମ୍ରାନ୍‌ଙ୍କ ଦଳ ତେହରିକ୍‌-ଇ-ଇନସାଫ୍‌ ପାଖରେ ୧୫୭ ଜଣ ସଦସ୍ୟ ରହିଛନ୍ତି। ଅପରପକ୍ଷରେ ପାକିସ୍ତାନର ମୁସଲିମମ୍‌ ଲିଗ୍‌-ନଓ୍ବାଜର ୮୩ ଜଣ ସଦସ୍ୟ ରହିଛି। ସେହିପରି ପାକିସ୍ତାନ ପିପୁଲସ୍‌ ପାର୍ଟିର ୫୫ ଜଣ ସଦସ୍ୟ ଆସେମ୍ବ୍ଲିରେ ରହିଛନ୍ତି। ଶକ୍ତି ପରୀକ୍ଷା ପୂର୍ବରୁ ଇମ୍ରାନ୍‌ ଦଳୀୟ ସଦସ୍ୟଙ୍କ ପାଇଁ ହ୍ବିପ୍‌ ଜାରି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତାଇଓ୍ବାନ ଉପରେ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି ଚାଇନା, ଉପଗ୍ରହ ଚିତ୍ରରୁ ମିଳିଲା ସୂଚନା…

ବେଜିଂ,୨।୧୦ : ଚାଇନା ତାଇୱାନ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହୋଇଛି କି? ପିପୁଲ୍ସ ଲିବରେଶନ ଆର୍ମି (ପିଏଲଏ) ଟାର୍ଗେଟ ଲକ୍‌ କରିଛି କି? ଅକ୍ଟୋବର...

ଘର ବାହୁଡ଼ିଲେ ୫୪ ଭାରତୀୟ ଧୀବର

କଲୋମ୍ବୋ,୨୭।୩: ଶ୍ରୀଲଙ୍କା ନୌବାହିନୀ ଦ୍ୱାରା ଗିରଫ ହୋଇଥିବା ୫୪ ଭାରତୀୟ ଧୀବର ଘରକୁ ବାହୁଡ଼ିଛନ୍ତି। ମାର୍ଚ୍ଚ ୨୪ରେ ଦୁଇଟି ଭିନ୍ନ ଭିନ୍ନ ସାମୁଦ୍ରିକ ଅଞ୍ଚଳରୁ ସେମାନଙ୍କୁ...

୨୭ ଦେଶକୁ ମାଡ଼ିଲାଣି କରୋନା

ବେଜିଂ, ୯ା୨: ଚାଇନାରେ କରୋନା ଭାଇରସ୍‌ ସଂକ୍ରମଣଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଶନିବାର ସୁଦ୍ଧା ଏହି ମୃତ୍ୟୁସଂଖ୍ୟା ୭୨୩ରେ ପହଞ୍ଚିଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୩୪,...

ଭୂକମ୍ପରେ ୭୦ ଲକ୍ଷ ଶିଶୁ ପ୍ରଭାବିତ

ଡେନ୍‌ମାର୍କ/ ଜେନେଭା, ୧୫।୨: ତୁର୍କୀ, ସିରିଆରେ ଭୟଙ୍କର ଭୂମିକମ୍ପକୁ ମଙ୍ଗଳବାର ଆଠ ଦିନ ବିତିଯାଇଛି। ଭଗ୍ନାବଶେଷ ତଳେ ଫସିଥିବା ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରଖିଛି...

ଭାରତ ହାତରେ ସୁରକ୍ଷା ପରିଷଦ ଡୋର, ପାକିସ୍ତାନର ବଢ଼ିଲା ଚିନ୍ତା…

ଜେନେଭା,୧।୮: ଭାରତ ହାତରେ ଏବେ ମାସେ ପାଇଁ ଜାତିସଂଘ ସୁରକ୍ଷା ପରିଷଦ ଡୋର ରହିବ। ସମ୍ପୂର୍ଣ୍ଣ ମାସେ ପାଇଁ ଜାତିସଂଘ ସୁରକ୍ଷା ପରିଷଦ ଭାରତ ନିର୍ଦ୍ଦେଶରେ...

ଆମେରିକା ସୈନ୍ୟ ଥିବା ଇରାକ ଘାଟି ଉପରେ ରକେଟ ମାଡ଼

ବାଗଦାଦ,୧୫ା୩(ଏଏଫ୍‌ପି): ଆମେରିକା ଓ ୟୁରୋପୀୟ ସୈନ୍ୟ ରହୁଥିବା ଇରାକର ଏକ ଘାଟି ଉପରେ ସାନି ରକେଟ ମାଡ଼ ହୋଇଛି। ବାଗଦାଦ୍‌ର ଉତ୍ତର ପାର୍ଶ୍ୱରେ ଥିବା ଏହି...

ଆମେରିକା ସ୍କୁଲରେ ଫୁଟିଲା ଗୁଳି, ଅନେକେ ଆହତ

କାଲିଫର୍ନିଆ,୨୯ ।୯: ଆମେରିକା ଏବେ ଦେଶରେ ଅସ୍ତ୍ରଶସ୍ତ୍ରର ଭୁଲ ବ୍ୟବହାରକୁ ନେଇ ଅଡୁଆରେ ପଡି ଯାଇଛି । କାଲିଫର୍ନିଆରେ ଏମିତି ଏକ ଘଟଣା ଏବେ ସାମ୍ନାକୁ...

ନେପାଳର ପ୍ରଧାନମନ୍ତ୍ରୀ ହେଲେ ମାଓବାଦୀ ନେତା ପ୍ରଚଣ୍ଡ

କାଠମାଣ୍ଡୁ,୨୬।୧୨: ମାଓବାଦୀ ନେତା ପୁଷ୍ପ କମଲ ଦହଲ ପ୍ରଚଣ୍ଡ ହେବେ ନେପାଳର ନୂଆ ପ୍ରଧାନମନ୍ତ୍ରୀ। ତାଙ୍କୁ ଦେଶର ୨୭୫ ଏମ୍‌ପିଙ୍କ ମଧ୍ୟରୁ ୧୬୫ଜଣଙ୍କ ସମର୍ଥନ ରହିଛି।...

Advertisement
Archives

Model This Week