ଅନ୍ତର୍ଜାତୀୟ

ବାଇଡେନଙ୍କ ଶପଥ ଗ୍ରହଣ ଉତ୍ସବକୁ ଟାର୍ଗେଟ କରିଛନ୍ତି ଟ୍ରମ୍ପ ସମର୍ଥକ !

ୱାଶିଂଟନ,୧୩ ।୧: ଆମେରିକା ସୁରକ୍ଷା ଏଜେନ୍ସି ଫେଡେରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେଶନ(ଏଫ୍‌ବିଆଇ) ଓ ହୋମଲ୍ୟାଣ୍ଡ ସିକ୍ୟୁରିଟି ଏକ ନୂଆ ଚେତାବନୀ ଜାରି କରିଛନ୍ତି । ଏମାନେ କହିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକ ଜୋ ବାଇଡେନଙ୍କ ଶପଥ ଗ୍ରହଣ ଉତ୍ସବକୁ ଟାର୍ଗେଟ…

ଟ୍ରମ୍ପ୍‌ ଦେଲେ ଇସ୍ତଫା !

ଓ୍ବାଶିଂଟନ,୧୩।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ ଇସ୍ତଫା ଦେଇଛନ୍ତି। ଏନେଇ ଏକ ଗୁଜବ ଉଠିଛି। ଆମେରିକା ବହିର୍ବ୍ୟାପାର ମନ୍ତ୍ରଣାଳୟ ଓ୍ବେବସାଇଟ୍‌ରେ ଏଭଳି ମିଥ୍ୟା ତଥ୍ୟ ପ୍ରଦାନ କରାଯାଇଛି। କେହି ଜଣେ ଓ୍ବେବସାଇଟ୍‌କୁ ହ୍ୟାକ୍‌ କରି ଏଭଳି କରିଥିବା କୁହାଯାଇଛି। ଉପରାଷ୍ଟ୍ରପତି ମାଇକ୍‌…

ପାଖଣ୍ଡିଙ୍କୁ ହଜାରେ ବର୍ଷ ଜେଲ

ଅଙ୍କାରା, ୧୩ା୧: ଯୌନ ଅପରାଧ ପାଇଁ ଆତ୍ମଘୋଷିତ ମୁସଲମାନ ଧର୍ମ ପ୍ରଚାରକ ଅଦନାନ୍‌ ଅକ୍‌ତାରଙ୍କୁ ୧,୦୭୫ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି ତୁର୍କୀର ଏକ କୋର୍ଟ। ଆପରାଧିକ ଗ୍ୟାଙ୍ଗର ନେତୃତ୍ୱ ନେବା, ଠକେଇ, ପ୍ରତାରଣା, ଯୌନ ଶୋଷଣ ଆଦି ମାମଲାରେ…

ମହାଭିଯୋଗ ଭୋଟିଂ ଆଜି

ଓ୍ବାଶିଂଟନ, ୧୩ା୧: ଆମେରିକାର କ୍ୟାପିଟୋଲ ବିଲ୍ଡିଂରେ ହିଂସାକାଣ୍ଡକୁ ଉସୁକାଇଥିବା ଅଭିଯୋଗରେ ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବହିଷ୍କାର ପାଇଁ ନିମ୍ନ ସଦନରେ ମହାଭିଯୋଗ ଆଗତ ହୋଇସାରିଛି। ବୁଧବାର ଏହା ଉପରେ ଭୋଟିଂ କରାଯିବ। ତେବେ ସଂଶୋଧନ ୨୫କୁ ଅସ୍ତ୍ର କରି ଟ୍ରମ୍ପ୍‌ଙ୍କୁ…

ଦୁର୍ଘଟଣାଗ୍ରସ୍ତ ବିମାନର ମିଳିଲା ରେକଡର

ଜାକର୍ତ୍ତା, ୧୨ା୧- ଗତ ସପ୍ତାହରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଶ୍ରୀଓ୍ବିଜୟ ଏୟାର ପ୍ଲେନର ଭଗ୍ନାଂଶରୁ ରେକଡର ଠାବ କରିଛନ୍ତି ଇଣ୍ଡୋନେସିଆ ଅଧିକାରୀ। ବିମାନର ରେକର୍ଡିଂ ଡିଭାଇସକୁ ଜାକର୍ତ୍ତାର ପୋର୍ଟ ନିଆଯାଇଥିବା ନେଭିର ପକ୍ଷରୁ କୁହାଯାଇଛି। ସ୍ଥାନୀୟ ଗଣମାଧ୍ୟମରେ ଏକ ପ୍ଲାଷ୍ଟିକ ବକ୍ସରେ ଉକ୍ତ…

କୋଭିଡ୍‌-୧୯ରେ ଆକ୍ରାନ୍ତ ହେଲା ଗରିଲା

ସାନ ଡିଏଗୋ (କାଲିଫର୍ନିଆ) ,୧୨।୧: କାଲିଫର୍ନିଆର ସାନ ଡିଏଗୋ ସହରରେ ଥିବା ସାନ ଡିଏଗୋ ଜୁ ସଫାରି ପାର୍କରେ ରହୁଥିବା କିଛି ଗରିଲାଙ୍କ କୋଭିଡ୍‌-୧୯ ରିପୋର୍ଟ ପଜିଟିଭ୍‌ ଆସିଛି। ମଣିଷଙ୍କ ବ୍ୟତୀତ ଅନ୍ୟ କୌଣସି ପ୍ରାଣୀ କରୋନା ସଂକ୍ରମିତ ହେବା ଆମେରିକାରେ…

ବିଶାଳ ସମୁଦ୍ରଜୀବ ପିଠିରେ ଲେଖାଯାଇଛି ଟ୍ରମ୍ପଙ୍କ ନାମ: ଭିଡିଓ ଭାଇରାଲ ପରେ…

ଫ୍ଲୋରିଡା,୧୨।୧: ଆମେରିକାର ଫ୍ଲୋରିଡା ସହରରେ ଏକ ବିଶାଳ ସମୁଦ୍ର ଜୀବ ପିଠିରେ ପୂର୍ବ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମ ଲେଖାଯାଇଥିବା ଦେଖିବାକୁ ମିଳିଛି। ଘଟଣା ସମ୍ପର୍କିତ କିଛି ଭିଡିଓ ସାମ୍ନାକୁ ଆସିବା ପରେ ଦେଶର ଫିସ୍‌ ଆଣ୍ଡ ଓ୍ବାଇଲ୍ଡଲାଇଫ୍‌ ସର୍ଭିସ ମାମଲାର…

ଚାକିରି ଛାଡି, ଘର ବିକି ସ୍କୁଲ ବସ୍‌କୁ ସିଫ୍ଟ ହେଲେ ଏହି ଦମ୍ପତି

ଆମେରିକାରେ ରହୁଥିବା ଏକ ଦମ୍ପତି ସେମାନଙ୍କର ଚାରି ବଖରା ଘର, ସମ୍ପତ୍ତି ବିକ୍ରି କରି ଏକ ସ୍କୁଲ ବସରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ଫ୍ଲୋରିଡାର ଏହି ଦମ୍ପତି ୧୪୦୦ ବର୍ଗଫୁଟ ଉପରେ ଥିବା ଘର ବିକି ଚାକିରି ଛାଡ଼ି ଏକ ଭିନ୍ନ…

ଆତଙ୍କବାଦ ପ୍ରାୟୋଜିତ ଦେଶ ତାଲିକାରେ କ୍ୟୁବାର ନାମ ସାମିଲ

ୱାଶିଂଟନ,୧୨ ।୧: ଆମେରିକା ପୁଣିଥରେ କ୍ୟୁବାକୁ ଆତଙ୍କବାଦ ପ୍ରାୟୋଜିତ ଦେଶ ତାଲିକାରେ ସାମିଲ କରିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ୱ୍ରମ୍ପଙ୍କ କାର୍ଯ୍ୟକାଳ ଶେଷ ହେବାର କିଛିଦିନ ପୂର୍ବରୁ ଏହି ନିଷ୍ପତ୍ତି ନିଆଯାଇଛି । ଆମେରିକାର ଏହି ତାଲିକାରେ କ୍ୟୁବାର ନାମ…

ସନ୍ତୁଳନ ହରାଉଛି ମଙ୍ଗଳ ଗ୍ରହ

ଓ୍ବାଶିଂଟନ,୧୨।୧: ମଙ୍ଗଳ ଗ୍ରହ ସମ୍ପର୍କରେ ମହାକାଶ ବିଜ୍ଞାନୀଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି। ଧୀରେଧୀରେ ମଙ୍ଗଳ ଗ୍ରହ ନିଜର ସନ୍ତୁଳନ ହରାଇ ବସୁଛି। ନିଜ ଅକ୍ଷ ଚାରିପଟେ ଘୂରିବା ସମୟରେ ଏଭଳି ଅନିୟମିତତା ସୃଷ୍ଟି ହେଉଛି। ତେବେ ଏଭଳି କେଉଁ କାରଣରୁ…

ହର୍ଡ ଇମ୍ୟୁନିଟି ପାଇଁ ଲାଗିବ ସମୟ

ଜେନେଭା,୧୨।୧: ପୃଥିବୀରେ କେତେକ ଦେଶରେ କରୋନା ମହାମାରୀ ସଂକ୍ରମଣ ପାଇଁ ପ୍ରତିଷେଧକ ଟିକାକରଣ ଜାରି ରହିଛି। ଏବେ ଭାରତରେ ସାର୍ବଜନୀକ ଟିକାକରଣ ଆରମ୍ଭ ହେବାକୁ ଯାଉଛି। ତେବେ ଟିକାକରଣ ସତ୍ତ୍ୱେ ହର୍ଡ ଇମ୍ୟୁନିଟି ସୃଷ୍ଟି ହେବାଲାଗି ସମୟ ଲାଗିବ। ହର୍ଡ ଇମ୍ୟୁନିଟି…

ଆମେରିକାରେ ୭୦ ହଜାରରୁ ଅଧିକ ଟୁଇଟର୍‌ ଆକାଉଣ୍ଟ ଉପରେ ସ୍ଥାୟୀ ପ୍ରତିବନ୍ଧକ

ଓ୍ବାଶିଂଟନ୍‌,୧୨।୧: କ୍ୟାପିଟୋଲ ହିଂସାକାଣ୍ଡ ପରେ ଆମେରିକାରେ ୭୦ ହଜାରରୁ ଅଧିକ ଟୁଇଟର୍‌ ଆକାଉଣ୍ଟ୍‌ ଉପରେ ସ୍ଥାୟୀ ପ୍ରତିବନ୍ଧକ ଲଗାଯାଇଛି। ଏସବୁ ଆକାଉଣ୍ଟ୍‌ରେ ଆପତ୍ତି ଜନକ କଣ୍ଟେଟ୍‌ ପୋଷ୍ଟ କରାଯାଇଥିବା ଅଭିଯୋଗ ହୋଇଛି। ସୁରକ୍ଷା ଦୃଷ୍ଟିରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଟୁଇଟର୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?