ଆଲାସ୍କାରେ ଜୋରଦାର ଭୂକମ୍ପ ଝଟ୍କା
ଓ୍ବାଶିଂଟନ୍,୨୯।୭: ଆମେରିକା ଆଲାସ୍କାର ପେନିନସୁଲାରେ ଜୋରଦାର ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ସ୍ଥାନୀୟ ସମୟାନୁସାରେ ବୁଧବାର ବିଳମ୍ବିତ ରାତ୍ରି ୧୧ଟା ୧୫ରେ ଏକ ଶକ୍ତିଶାଳୀ ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୮.୨ ରହିଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ...
ପୃଥିବୀକୁ ଏମିତି ଭାବେ ନଷ୍ଟ କରିଦେବେ ଏଲିଅନ୍, ଜାଣନ୍ତୁ କ’ଣ କହିଛନ୍ତି ୟୁଏଫ୍ଓ ବିଶେଷଜ୍ଞ
ପୃଥିବୀ ଉପରେ ଅଲଗା ଗ୍ରହର ଜୀବ ଅର୍ଥାତ୍ ଏଲିଅନ୍ଙ୍କୁ ଦେଖିବାକୁ ମିଳୁଥିବା ବିଭିନ୍ନ ମହଲରୁ ମତ ପ୍ରକାଶ ପାଉଛି। ଏହାକୁ ନେଇ ବିଭିନ୍ନ ସମୟରେ ଅନେକ କାହାଣୀ ବି ଶୁଣିବାକୁ ମିଳୁଛି। ଏହିସବୁ ଦାବି ମଧ୍ୟରେ ପ୍ରସିଦ୍ଧ ୟୁଏଫ୍ଓ ବିଶେଷଜ୍ଞ...
କାନ୍ଧାହାର ପାଲଟିଛି ଯୁଦ୍ଧକ୍ଷେତ୍ର, ୨୦ ପ୍ରଦେଶରେ ମୁହାଁମୁହିଁ ସ୍ଥିତି…
କାବୁଲ,୨୯।୭: ଆଫଗାନିସ୍ତାନର ୨୦ଟି ପ୍ରଦେଶରେ ତାଲିବାନ ଆତଙ୍କବାଦୀ ଏବଂ ଆଫଗାନିସ୍ତାନ ସୈନ୍ୟ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଘଜନୀ, ତାଖର, ହେଲମାଣ୍ଡ ଏବଂ ବାଗଲାନ ପ୍ରଦେଶରେ ଗୃହଯୁଦ୍ଧ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ପୂର୍ବରୁ ତାଲିବାନର ଗଡ଼ କୁହାଯାଉଥିବା କାନ୍ଧାହାର...
୭ ବର୍ଷରେ ଖୋଜି ବାହାର କଲେ ୭ ଗ୍ରହାଣୁପିଣ୍ଡ …
ରିଓ ଡି ଜେନେରିଓ ,୨୯।୭: ଛୋଟ ପିଲା ସାଧାରଣତଃ ଖେଳକୁଦରେ ଅଧିକ ସମୟ ବିତାଇଥାନ୍ତି। ତେବେ ବ୍ରାଜିଲର ନିକୋଲ ଅଲିଓ୍ବେରା ଡି ଲିମା ମାତ୍ର ୭ ବର୍ଷ ବୟସରେ ମହାକାଶ ଗବେଷଣା କ୍ଷେତ୍ରରେ ଖ୍ୟାତି ହାସଲ କରିପାରିଛନ୍ତି। ମହାକାଶ ସମ୍ପର୍କରେ...
ବୋଲ୍ଡ ଫଟୋଶୁଟ୍ କଲେ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ଝିଅ
ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ଙ୍କ ଝିଅ ଲାରା ପବ୍ଲିକ୍ ଇଭେଣ୍ଟରେ ଖୁବ୍ କମ ନଜର ଆସନ୍ତି। କିନ୍ତୁ ନିକଟରେ ସେ ଏକ ବୋଲ୍ଡ ଫଟୋଶୁଟ୍ କରି ଚର୍ଚ୍ଚାକୁ ଆସିଛନ୍ତି। ୨୮ ବର୍ଷୀୟା ଲାରା ଜନସନ୍ ହ୍ବିଲର୍ ପ୍ରସିଦ୍ଧ ଟିଭି ଷ୍ଟାର୍...
ରାଗିଗଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ
ଇସଲାମାବାଦ୍,୨୯।୭:। ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପୁଣି ଏକ ବେପରୁଆ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ତାଲିବାନ ଆତଙ୍କବାଦୀମାନେ ହେଉଛନ୍ତି ସାଧାରଣ ନାଗରିକ, ଆମେରିକା ସେଠାରେ ସବୁ ବରବାଦ୍ କରିଦେଲା ବୋଲି ସେ କହିଛନ୍ତି। ଏକ ରିପୋର୍ଟ ଦାବି କରିଛି...
ନୂର ମୁକଦ୍ଦମ୍: ପୌରୁଷତ୍ୱର ପୁନର୍ବିଚାର
ଇସ୍ଲାମାବାଦ,୨୯ା୭ :ପାକିସ୍ତାନରେ ପ୍ରତ୍ୟହ ମହିଳା ବିରୋଧୀ ଅପରାଧ ସାମ୍ନାକୁ ଆସିଥାଏ। କିନ୍ତୁ ନୂର ମୁକଦ୍ଦମ୍ଙ୍କ ନୃଶଂସ ହତ୍ୟାର କାହାଣୀ କେବଳ ପାକିସ୍ତାନକୁ ଥରାଇ ଦେଇନାହିଁ, ବରଂ ସାରା ବିଶ୍ୱର ସଭ୍ୟ ସମାଜକୁ ବିଚଳିତ କରିଛି। ପୂର୍ବରୁ ଏଭଳି ହତ୍ୟାକାଣ୍ଡ କେବେ...
ଆଫଗାନିସ୍ତାନ ମାଟିକୁ କେହି ଚାଇନା ବିରୋଧରେ ବ୍ୟବହାର କରିପାରିବେ ନାହିଁ
କାବୁଲ,୨୮।୭: ଆଫଗାନିସ୍ତାନ ମାଟିକୁ ଚାଇନା ବିରୋଧରେ ବ୍ୟବହାର କରିବାକୁ କାହାକୁ ଅନୁମତି ଦିଆଯିବ ନାହିଁ। ଏହା ବଦଳରେ ଆଫଗାନିସ୍ତାନ ଛିଡ଼ା ହେବା ଜାରି ରଖିବ ଚାଇନା। ଆଫଗାନିସ୍ତାନର ବିବାଦରେ ଚାଇନା ମୁଣ୍ଡ ଖେଳାଇବ ନାହିଁ। କିନ୍ତୁ ସମସ୍ୟାର ସମାଧାନ ଓ...
ଆମେରିକାରେ ପୁଣି ବଢ଼ିଲା ସଂକ୍ରମଣ: ଗତ ୨୪ଘଣ୍ଟାରେ ୬୦ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ
ଓ୍ବାଶିଂଟନ୍,୨୮।୭: ଆମେରିକାରେ କରୋନା ଭାଇରସ୍ ସଂକ୍ରମଣ ବିପଦ ପୁଣି ଥରେ ଘନେଇବାରେ ଲାଗିଛି। କରୋନାର ଡେଲ୍ଟା ଭାରିଆଣ୍ଟ ତୀବ୍ରଗତିରେ ବ୍ୟାପୁଥିବା ବେଳେ ବହୁ ସଂଖ୍ୟକ ଲୋକ ଆକ୍ରାନ୍ତ ହେଉଛନ୍ତି। ଆମେରିକାରେ ଗୋଟିଏ ଦିନରେ ୬୦ହଜାରରୁ ଊର୍ଦ୍ଧ୍ୱ ନୂଆ ମାମଲା ଚିହ୍ନଟ...
ରାତ୍ରରେ ପାର୍କ ବୁଲିବା ପଡ଼ିଲା ମହଙ୍ଗା, ମହିଳାଙ୍କୁ ଆକ୍ରମଣ କଲେ ୧୦୦ରୁ ଅଧିକ ମୂଷା…
ଲଣ୍ଡନ,୨୮।୭: ବିଭିନ୍ନ ସମୟରେ କେତେକ ଲୋକ ନିଆରା ଅଭିଜ୍ଞତା ବଖାଣିଥାନ୍ତି। ଏହା ବେଳେବେଳେ ବିଶ୍ୱାସ ହୋଇ ନ ଥାଏ। ଘଟଣାର ସତ୍ୟାସତ୍ୟ ନେଇ ନାନା ସନ୍ଦେହ ମଧ୍ୟ ଉପୁଜିଥାଏ। ଏହାର ସଦ୍ୟତମ ଉଦାହରଣ ପାଲଟିଛନ୍ତି ଲଣ୍ଡନରେ ରହୁଥିବା ଜଣେ ମହିଳା।...
୭ ମାସରେ ଦେଶ ଛାଡ଼ିଛନ୍ତି ୨ ଲକ୍ଷ ୭୦ ହଜାରରୁ ଅଧିକ ଲୋକ…
କାବୁଲ୍,୨୮।୭: ଆଫଗାନିସ୍ତାନରେ ତାଲିବାନ ଶାସନ ପୁଣି ଫେରିବାକୁ ଯାଉଛି। ଫଳରେ ଏବେ ଦେଶର ସାଧାରଣ ଲୋକଙ୍କ ସମ୍ଭୁଖରେ କ୍ଷୁଧା, ଅସହାୟତା, ରୋଗ ଏବଂ ମୃତ୍ୟୁର ଆତଙ୍କରେ ଲୋକେ ଆତଙ୍କିତ ହୋଇପଡ଼ିଛି। ଛୋଟପିଲା, ବୃଦ୍ଧ, ଯୁବତୀ,ଯୁବକ ମହିଳା ସଭିଏଁ କୋକୁଆ ଭୟରେ...
୧୦ ହଜାର ପାକିସ୍ତାନୀ ଆତଙ୍କବାଦୀ ଆଫଗାନିସ୍ତାନରେ…
କାବୁଲ୍,୨୮।୭: ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ସ୍ବଦେଶ ଫେରୁଥିବାରୁ ଦେଶରେ ପୁଣି ତାଲିବାନ ସକ୍ରିୟ ହେବାରେ ଲାଗିଛି। ଆଫଗାନିସ୍ତାନର ଅସ୍ଥିର ସ୍ଥିତିରୁ ପାକିସ୍ତାନ ଲାଭ ଉଠାଇବାର ଉଦ୍ୟମ କରୁଛି। ସମ୍ପ୍ରତି ୧୦ ହଜାରରୁ ଅଧିକ ପାକିସ୍ତାନୀ ଆତଙ୍କବାଦୀ ଆଫଗାନିସ୍ତାନରେ ପ୍ରବେଶ କରିସାରିଛନ୍ତି।...
Archives


