ବୋଲ୍ଡ ଫଟୋଶୁଟ୍‌ କଲେ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ଝିଅ

ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌ଙ୍କ ଝିଅ ଲାରା ପବ୍ଲିକ୍‌ ଇଭେଣ୍ଟରେ ଖୁବ୍‌ କମ ନଜର ଆସନ୍ତି। କିନ୍ତୁ ନିକଟରେ ସେ ଏକ ବୋଲ୍ଡ ଫଟୋଶୁଟ୍‌ କରି ଚର୍ଚ୍ଚାକୁ ଆସିଛନ୍ତି। ୨୮ ବର୍ଷୀୟା ଲାରା ଜନସନ୍‌ ହ୍ବିଲର୍‌ ପ୍ରସିଦ୍ଧ ଟିଭି ଷ୍ଟାର୍‌ କିମ୍‌ କାରଦର୍ଶିଆନଙ୍କଠାରୁ ପ୍ରେରଣା ପାଇଁ ଏହି ଫଟୋଶୁଟ୍‌ କରିଥିଲେ। ଦୁଇ ପ୍ରକାରର ଡ୍ରେସ୍‌ ପିନ୍ଧି ସେ ଟେଟଲର୍‌ ମାଗାଜିନ୍‌ ପାଇଁ ଫଟୋଶୁଟ୍‌ କରିଥିଲେ। ଏହି ମାଗାଜିନ୍‌ ପକ୍ଷରୁ ଇନ୍‌ଷ୍ଟାଗ୍ରାମରେ ଲାରାଙ୍କ ଫଟୋ ଶେୟାର କରାଯାଇଛି। ଲାରାଙ୍କ ଫଟୋଗୁଡିକ କଳାଧଳା ରଙ୍ଗର ହୋଇଛି। ଲାରା ବୋରିସ ଜନସନଙ୍କ ଦ୍ୱିତୀୟ ସ୍ତ୍ରୀ ମରିନା ହ୍ବିଲର୍‌ଙ୍କ ବଡ ଝିଅ। ଲାରା ଏବେ ଜଣେ ପତ୍ରକାର ଭାବରେ କାର୍ଯ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଫଗାନିସ୍ତାନରେ ରାଷ୍ଟ୍ରପତି ନିର୍ବାଚନକୁ ୯ ଦିନ:ତାଲିବାନ ଆକ୍ରମଣରେ ୨୦ ନିହତ

କାବୁଲ,୨୦-୯(ଆଇଏଏନ୍‌ଏସ୍‌):ଯୁଦ୍ଧ ପ୍ରଭାବିତ ଆଫଗାନିସ୍ତାନରେ ତାଲିବାନର ଆଉ ଏକ ଆକ୍ରମଣ। ଏଥର ଜାବୁଲ ପ୍ରଦେଶର କଲାତ୍‌ ସହରସ୍ଥିତ ଏକ ହସ୍ପିଟାଲକୁ ଟାର୍ଗେଟ କରିଛି ଏହି ଆତଙ୍କବାଦୀ ସଙ୍ଗଠନ।...

ଲାଟିନ୍‌ ଆମେରିକାରେ କରୋନା ଆତଙ୍କ

ଓ୍ବାଶିଂଟନ,୨୩।୫: ଏବେ କରୋନା ମହାମାରୀର ନୂଆ ଠିକଣା ପାଲଟିଛି ଲାଟିନ୍‌ ଆମେରିକା। ଏଠାରେ ପ୍ରତିଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଲାଟନ୍‌ ଆମେରିକାର...

ଟୁଇଟରକୁ ନାଲିଆଖି

ଓ୍ବାଶିଂଟନ,୧୦ା୨: କେନ୍ଦ୍ରର ୩ ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀର ସିଙ୍ଘୁ, ଟିକ୍ରି ଓ ଗାଜିପୁର ସୀମାରେ ପ୍ରାୟ ଅଢ଼େଇ ମାସ ଧରି ଆନ୍ଦୋଳନ...

ତାଲିବାନଙ୍କ ମଧ୍ୟରେ ଫାଟ!

କାବୁଲ,୭।୯: ଆଫଗାନିସ୍ତାନରେ ସରକାର ଗଠନ ପାଇଁ ତାଲିବାନ ମଧ୍ୟରେ ଆଭ୍ୟନ୍ତରୀଣ କନ୍ଦଳ ସାମ୍ନାକୁ ଆସୁଛି। କନ୍ଦଳ ମଧ୍ୟରେ ତିନୋଟି ମୁଖ୍ୟ ନାମ ରହିଛି। ମୁଲ୍ଲା ଅବଦୁଲ...

ଟଙ୍କା ଉଠାଣ ଉପରେ କଟକଣା ଲଗାଇଲା ତାଲିବାନ୍‌

କାବୁଲ, ୨୯ା୮: ଆଫଗାନିସ୍ତାନରେ ବ୍ୟାଙ୍କରୁ ଟଙ୍କା ଉଠାଣ ଉପରେ କଟକଣା ଲଗାଇଛି ତାଲିବାନ୍‌। ଲୋକେ ସପ୍ତାହକୁ ଅତିବେଶୀରେ ୨ ଶହ ଡଲାର (ପ୍ରାୟ ୧୪ ହଜାର...

କାଲିଫର୍ନିଆ ଜଙ୍ଗଲରେ ନିଆଁ: ଘଣ୍ଟାରେ ଜଳୁଛି ୮ଶହ ଏକର; ଏକ ଲକ୍ଷ ଲୋକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର

ଲସ୍‌ ଏଞ୍ଜେଲ୍ସ୍‌,୧୨।୧୦: ଆମେରିକା କାଲିଫର୍ନିଆ ଜଙ୍ଗଲରେ ଗତ ଦୁଇଦିନ ତଳେ ଲାଗିଥିବା ନିଆଁ ଶନିବାର ଭୟଙ୍କର ରୂପ ନେଇଛି। ସୁରକ୍ଷା ଦୃଷ୍ଟିରୁ ଏକ ଲକ୍ଷ ଲୋକଙ୍କୁ...

ଆଫଗାନ୍‌ ବାୟୋମେଟ୍ରିକ୍‌ ବିପଜ୍ଜନକ

କାବୁଲ/ଓ୍ବାଶିଂଟନ,୨ା୯: ଆଫଗାନିସ୍ତାନ ଛାଡ଼ି ସ୍ବଦେଶ ଫେରିଯାଇଛନ୍ତି ଆମେରିକୀୟ ସୈନ୍ୟ। ୨୦ ବର୍ଷ ଭିତରେ ସେମାନେ ବ୍ୟବହାର କରିଥିବା ଅନେକ ଅତ୍ୟାଧୁନିକ ପ୍ରୋଗ୍ରାମ ବା ସଫ୍ଟଓ୍ବେର ଛାଡ଼ିଯାଇଛନ୍ତି।...

ପାକିସ୍ତାନରେ ଖାଦ୍ୟ ସଙ୍କଟ: ମିଳୁନି ଚିକେନ୍‌

ଇସ୍‌ଲାମାବାଦ,୩।୧୦: ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଶାସନ ଭାର ନେବା ପରଠାରୁ ପାକିସ୍ତାନରେ ଆର୍ଥିକ ମାନ୍ଦାବସ୍ଥା ଲାଗି ରହିଛି। ଯାହା ଇମ୍ରାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।...

Advertisement


Archives

Model This Week