୭ ବର୍ଷରେ ଖୋଜି ବାହାର କଲେ ୭ ଗ୍ରହାଣୁପିଣ୍ଡ …

ରିଓ ଡି ଜେନେରିଓ ,୨୯।୭: ଛୋଟ ପିଲା ସାଧାରଣତଃ ଖେଳକୁଦରେ ଅଧିକ ସମୟ ବିତାଇଥାନ୍ତି। ତେବେ ବ୍ରାଜିଲର ନିକୋଲ ଅଲିଓ୍ବେରା ଡି ଲିମା ମାତ୍ର ୭ ବର୍ଷ ବୟସରେ ମହାକାଶ ଗବେଷଣା କ୍ଷେତ୍ରରେ ଖ୍ୟାତି ହାସଲ କରିପାରିଛନ୍ତି। ମହାକାଶ ସମ୍ପର୍କରେ ଜାଣିବାର ଜିଜ୍ଞାଷା ଯୋଗୁ ଏବେ ଦୁନିଆର ସର୍ବ କନିଷ୍ଠ ଜ୍ୟୋର୍ତିବିଜ୍ଞାନ ପାଲଟିଛନ୍ତି। ଗୋଟିଏ ନୁହେଁ ଦୁଇଟି ନୁହେଁ ସେ ୭ଟି ଗ୍ରହାଣୁପିଣ୍ଡ ଖୋଜି ବାହାର କରିଛନ୍ତି।
ନିକୋଲ ଆମେରିକୀୟ ସ୍ପେସ ଏଜେନ୍ସି ଏବଂ ଅନ୍ତର୍ଜାତୀୟ ମହାକାଶ ବିଜ୍ଞାନ ଗବେଷଣା କେନ୍ଦ୍ର ସହଯୋଗର ହୋଇଥିବା କାର୍ଯ୍ୟକ୍ରମ ’ଆଷ୍ଟ୍ରଏଡ ହଣ୍ଟ’ରେ ସେ ଯୋଗ ଦେଇଥିଲେ। ଯେତେବେଳେ ତାଙ୍କୁ ୨ ବର୍ଷ ହୋଇଥିଲା। ସେବେଠାରୁ ମହାକାଶ ସମ୍ପର୍କରେ ଜାଣିବା ଲାଗି ତାଙ୍କର ଉତ୍ସାହ ବୃଦ୍ଧି ପାଇଥିଲା।
ନିକଟରେ ନିକୋଲ ବ୍ରାଜିଲର ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଏବଂ ଜ୍ୟୋର୍ତିବିଜ୍ଞାନ ଏବଂ ଏରୋନେଟିକ୍ସ ଉପରେ ପ୍ରଥମ ଅନ୍ତର୍ଜାତୀୟ ସେମିନାରରେ ଭାଷଣ ଦେବାର ସୁଯୋଗ ମଧ୍ୟ ପାଇଥିଲେ। ସେ ନିଜ ସହରର ବିଦ୍ୟାଳୟରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମରେ ବକ୍ତୃତା ଦେଇଥାନ୍ତି। ଏବେ ସୋସିଆଲ୍‌ ମିଡ଼ିଆରେ ନିକୋଲଙ୍କୁ ନେଇ ଚର୍ଚ୍ଚା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କାର୍‌ ଛାତରେ ୧୦ରୁ ଊର୍ଦ୍ଧ୍ୱ ସାଇକେଲ ରଖି ନେଉଛନ୍ତି ଚାଳକ, ଲୋକେ କହିଲେ…

ପ୍ରତ୍ୟେକ ଦେଶରେ ନିଜସ୍ବ ଟ୍ରାଫିକ ନିୟମ ରହିଛି। ଯଦି ଏହା ଦେଶର ଏକ ବଡ଼ ସହର ହୋଇଥାଏ ତେବେ ଏଥିପ୍ରତି ଅଧିକ ଧ୍ୟାନ ଦିଆଯାଇଥାଏ। ସେହିପରି...

ତ୍ରିରଙ୍ଗା ପଗଡି, ତ୍ରିରଙ୍ଗା ମାଳ ପିନ୍ଧି ବିବାହ କଲେ ଦମ୍ପତି

ସମ୍ଭଲ, ୪।୨: ଉତ୍ତର ପ୍ରଦେଶର ସମ୍ଭଲରେ ଏକ ନିଆରା ବିବାହ ଦେଖିବାକୁ ମିଳିଛି। ଚନ୍ଦୌସିର ଜଣେ ବ୍ୟକ୍ତି ପରିବହନ ବିଭାଗରେ କାମ କରୁଥିବା ବେଳେ ସେ...

ୟୁକ୍ରେନ ଉପରେ ଆଣବିକ ଆକ୍ରମଣ କରୁ ରୁଷିଆ, ପୁଟିନଙ୍କ ବନ୍ଧୁଙ୍କ ଦାବି …

ମସ୍କୋ,୨।୧୦ : ୟୁକ୍ରେନ ଉପରେ ରୁଷିଆର ଦଖଲ ଦୁର୍ବଳ ହେବାରେ ଲାଗିଛି। ଏଭଳି ପରିସ୍ଥିତିରେ ରୁଷୀୟ ସୈନ୍ୟ ୟୁକ୍ରେନ ଉପରେ ଆଣବିକ ଆକ୍ରମଣର ଆଶଙ୍କା ରହିଛି।...

ଡେଙ୍ଗୁ କବଳରେ ପାକିସ୍ତାନ: ୪୯ ହଜାର ରୋଗୀ ଚିହ୍ନଟ

ଇସ୍‌ଲାମାବାଦ,୧୮।୧୧: ପାକିସ୍ତାନରେ ଏବେ ଅଣାୟତ୍ତ ହେଲାଣି ଡେଙ୍ଗୁ। ଏବେସୁଦ୍ଧା ସେଠାରେ ୪୯ ହଜାର ୫ ଶହ ୮୭ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇ ସାରିଥିବା ସୂଚନା...

ୟୁଟ୍ୟୁବରୁ ଠେକୁଆ ପାଳନ ସମ୍ପର୍କରେ ଭିଡ଼ିଓ ଦେଖି ସୃଷ୍ଟି କରିପାରିଛନ୍ତି ନିଆରା ପରିଚୟ

ୟୁଟ୍ୟୁବରୁ ଠେକୁଆ ପାଳନ ସମ୍ପର୍କରେ ଏକ ଭିଡ଼ିଓ ଦେଖିବାକୁ ପାଇ ଏବେ ସେ ଜଣେ ସଫଳ ଠେକୁଆ ପାଳକ ଭାବେ ଭଲ ରୋଜଗାର କରିବା ସହିତ...

ମାତ୍ର ୪୨ ସେକେଣ୍ଡରେ ୧.୭୫ କୋଟି ଟଙ୍କା ରୋଜଗାର କଲେ ୟୁଟ୍ୟୁବର୍‌!

ଆଜିକାଲି ଜୋନାଥନ ମା ନାମକ ଜଣେ ୟୁଟ୍ୟୁବର୍‌ ବହୁତ ଚର୍ଚ୍ଚାରେ ଅଛନ୍ତି। ୟୁଟ୍ୟୁବରେ ତାଙ୍କର ଜୋମା ଟେକ ନାମକ ଏକ ଚ୍ୟାନେଲ ଅଛି। ଏହା ଜରିଆରେ...

ବିଟ୍ରେନ ଯାତ୍ରା ପୂର୍ବରୁ ପ୍ରିନ୍ସ ହ୍ୟାରିଙ୍କୁ ୨୮ ଦିନରେ ନୋଟିସ ଦେବା ବାଧ୍ୟତାମୂଳକ…

ଲଣ୍ଡନ,୧୯।୩ : ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ବ୍ରିଟିଶ ସରକାରଙ୍କ ସହ ଦୀର୍ଘ ଦିନ ଧରି ଚାଲିଆସୁଥିବା ବିବାଦ ମଧ୍ୟରେ ବ୍ରିଟେନ ଗସ୍ତ ପୂର୍ବରୁ ପ୍ରିନ୍ସ...

ସୁପର ସ୍ପ୍ରେଡର୍‌ ହେଲା ବିବାହ: ବର,କନ୍ୟା ସମେତ ୪୭ ଆକ୍ରାନ୍ତ

କାସରଗୋଡ,୨୭।୭: ସାରା ଦେଶରେ ବର୍ତ୍ତମାନ ମହାମାରୀ କରୋନା ସଂକ୍ରମଣ ସଙ୍କଟ ସଙ୍ଗୀନ ହେବାରେ ଲାଗିଛି। କରୋନା ସହ ମୁକାବିଲା କରିବା ପାଇଁ ସରକାରଙ୍କ ପକ୍ଷରୁ କେତେକ...

Advertisement
Archives

Model This Week