Home

ମହାନତା ଦେଖାଇଲେ ରାହୁଲ ଦ୍ରାବିଡ

ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ତଥା ଶେଷ ଟେଷ୍ଟ ମ୍ୟାଚରେ ଟିମ ଇଣ୍ଡିଆ ଆୟୋଜକ ଅଷ୍ଟ୍ରେଲିଆକୁ ୩ ଉଇକେଟରେ ପରାସ୍ତ କରି ସିରିଜ୍‌ ୨-୧ରେ ଜିତିଥିଲା। ଏହି ଐତିହାସିକ ବିଜୟ ପରେ ସୋସିଆଲ ମିଡିଆରେ ପ୍ରଶଂସକମାନେ କୋଚ ରବି ଶାସ୍ତ୍ରୀଙ୍କୁ ନୁହେଁ, ପୂର୍ବତନ…

ବାପଘରେ ସ୍ବାମୀଙ୍କୁ ହତ୍ୟା ପରେ ଆଖି-ନାକରେ ଫେଭିକ୍ୱିକ୍‌ ପକାଇଲେ ସ୍ତ୍ରୀ, ସହଯୋଗ କଲେ…

ଗୟା,୨୪।୧: ବିହାରର ଗୟାରେ ଜଣେ ସ୍ତ୍ରୀ ନିଜ ସ୍ବାମୀଙ୍କୁ ଅତି ନୃଶଂସ ଭାବେ ହତ୍ୟା କରି ଚର୍ଚ୍ଚାରେ। ପ୍ରଥମେ ଯୁବକଙ୍କ ହାତଗୋଡ ବାନ୍ଧି ଛୁରୀରେ ଆକ୍ରମଣ କରିଥିଲେ। ତାଙ୍କର ମୃତ୍ୟୁ ହୋଇଯିବା ପରେ ଆଖି, ନାକ ଏବଂ ମୁହଁରେ ଫେଭିକ୍ୱିକ୍‌ ପକାଇଦେଇଥିଲେ।…

ବିଶ୍ୱର ସବୁଠୁ ଲମ୍ବା ଗାଁ: ୯ କିଲୋମିଟର ଯାଏ ବ୍ୟାପିଛି

ଦୁନିଆରେ ଅନେକ ଗାଁ ଅଛି। ପ୍ରତ୍ୟେକ ଗାଁ କିଛି ନା କିଛି କାରଣ ଯୋଗୁ ବେଶ୍‌ ପରିଚିତି ଲାଭ କରିଥାଏ। କେଉଁ ଗାଁ ସଫାସୁତରା ପାଇଁ ତ ଆଉ କିଏ ସୁନ୍ଦରତା ପାଇଁ। କିନ୍ତୁ ଆଜି ଏମିତି ଏକ ଗାଁ ସମ୍ପର୍କରେ…

କରୋନା ସଂକ୍ରମଣରୁ ଦୂରେଇ ରଖେ ଏହି ଥେରାପି…

ମନରେ ଯୁବ ସୁଲଭ ଭାବନା ଜାଗ୍ରତ ହେଲେ ବୟସ ବଢ଼ିଲେ ବି ଶରୀର ସୁସ୍ଥ ରହିଥାଏ। ମ୍ୟୁଜିକ୍‌ ଥେରାପି ଦ୍ୱାରା ବ୍ୟକ୍ତିଙ୍କଠାରେ ଏଭଳି ସ୍ଥିତି ସୃଷ୍ଟି ହୋଇଥାଏ। ମ୍ୟୁଜିକ୍‌ ଥେରାପି ମସ୍ତିଷ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ। ଫଳରେ ହାଇପୋଥାଲାମସ୍‌ର ନିର୍ଦ୍ଦେଶରେ…

ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି,୨୪।୧(ଡି.ଏନ୍‌.ଏ.): ମାଲକାନଗିରି ଏସ୍‌ପି ଋଷିକେଶ ଡି.ଖିଲାରୀଙ୍କ ନିକଟରେ ଆଜି ଜଣେ ନାବାଳିକା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ତାଙ୍କର ନାମ ଲାଛି ଖରା। ସେ ଆନ୍ଧ୍ର ଓଡ଼ିଶା ବର୍ଡର ମାଓବାଦୀ ସଙ୍ଗଠନର ସଦସ୍ୟ ଥିଲେ। ଲାଛି କହିଛନ୍ତି, ନକ୍ସଲ ସଂଗଠନରେ ମହିଳା ସଦସ୍ୟଙ୍କୁ…

ଭ୍ରଷ୍ଟାଚାର, ଅନୁପ୍ରବେଶ, ଆତଙ୍କବାଦ ମୁକ୍ତ ରାଷ୍ଟ୍ର କେବଳ ମୋଦି ସରକାରଙ୍କ ଦ୍ୱାରା ସମ୍ଭବ: ଶାହା

କୋକରାଝର,୨୪ ।୧: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବେ ଆସାମ ଗସ୍ତରେ ଅଛନ୍ତି । ରବିବାର ଦ୍ୱିତୀୟ ଦିନ ଗସ୍ତରେ ସେ କୋକରାଝରରେ ଏକ ଜନସଭାକୁ ଉଦ୍‌ବୋଧନ ଦେଇଛନ୍ତି । ସେ କହିଛନ୍ତି, ମୋ ରାଜନୈତିକ ଜୀବନକାଳ ମଧ୍ୟରେ ମୁଁ ବହୁ ରାଲି…

ବାଲିଆପାଳର ରମାଦେବୀ

ପ୍ରତି ଆନ୍ଦୋଳନରେ ନିଜକୁ ଲୋକଙ୍କ ସହ ମିଶେଇ ଦେବା ତାଙ୍କର ବିଶେଷତ୍ୱ। ସେମାନଙ୍କ ମନରେ ଶୋଷଣମୁକ୍ତ ଓ ଶ୍ରେଣୀବିହୀନ ସମାଜର ସ୍ବପ୍ନ ବୁଣନ୍ତି। ଆଖି ପାଉ ନ ଥିବା ଦୂରତାକୁ ଟେକାଟିଏ ପକେଇବାର ନିର୍ଭୀକତା ରଖିଥାଆନ୍ତି ସେ। ଜଣେ ସମ୍ବେଦନଶୀଳ ମଣିଷର…

ପାଣିମଡ଼ାକୁ କେନ୍ଦ୍ର କରି ଡବଲ ମର୍ଡର: ୫ ଅଟକ

ବଲାଙ୍ଗୀର ଅଫିସ,୨୪।୧: ଜରାସିଂହା ଗାଁରେ ଶନିବାର ସନ୍ଧ୍ୟାରେ ଜମିରେ ପାଣିମଡ଼ାକୁ କେନ୍ଦ୍ର କରି ସଂଘଟିତ ଡବଲ ମର୍ଡର ଘଟଣାରେ ପୋଲିସ ଅନୁସନ୍ଧାନ ଆରମ୍ଭ ପରେ ୫ ଜଣଙ୍କୁ ଅଟକ ରଖିଛି। ସଦର ଏସ୍‌ଡିପିଓ ଶ୍ରୀମନ୍ତ ବାରିକ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ କରିଛନ୍ତି।…

ସଜେଇ ହେଇଛି ବରୁଣ-ନତାଶାଙ୍କ ବିବାହ ମଣ୍ଡପ, କିଛି ସମୟ ପରେ ନେବେ ସାତଫେରା

ମୁମ୍ବାଇ: ଅଭିନେତା ବରୁଣ ଧାଓ୍ବନ ଏବଂ ନତାତା ଦଲାଲଙ୍କ ବିବାହ ଆଜି ଅର୍ଥାତ୍‌ ରବିବାର ଅନୁଷ୍ଠିତ ହେବ। ଏନେଇ ସଜେଇ ହୋଇଛି ବିବାହ ମଣ୍ଡପ। ପଣ୍ଡିତ ମଧ୍ୟ ଆସି ପହଞ୍ଚିସାରିଲେଣି। ଆଉ କିଛି ସମୟ ମଧ୍ୟରେ ଆରମ୍ଭ ହେବ ବିବାହ କାର୍ଯ୍ୟ।…

ମଦ ଘରେ ରଖିଲେ ନେବାକୁ ପଡ଼ିବ ଲାଇସେନ୍ସ୍‌

ଲକ୍ଷ୍ନୌ, ୨୪।୧: ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ପକ୍ଷରୁ ନୂଆ ଅବକାରୀ ନୀତି ଘୋଷଣା କରାଯାଇଛି। ଏଣିକି ନୂଆ ଆଇନ ଅନୁସାରେ ଘରେ ନିର୍ଦ୍ଧାରିତ ପରିମାଣଠାରୁ ଅଧିକ ମଦ ରଖିହେବ ନାହିଁ। ଏଭଳି କରୁଥିବା ବ୍ୟକ୍ତି ବିଶେଷଙ୍କୁ ଏବେ ଲାଇସେନ୍ସ୍‌…

ଚାଇନାକୁ ବାଇଡେନ୍‌ ସରକାରଙ୍କ ଚେତାବନୀ

ଓ୍ବାଶିଂଟନ, ୨୪।୧: ଆମେରିକାର ଜୋ ବାଇଡେନ୍‌ ସରକାରଙ୍କ ପକ୍ଷରୁ ଚାଇନାକୁ ଚେତାବନୀ ଦିଆଯାଇଛି। ତାଇଓ୍ବାନ ବିରୋଧରେ ଚାଇନା ପକ୍ଷରୁ କରାଯାଉଥିବା ସୈନ୍ୟ ବାହିନୀ କାର୍ଯ୍ୟ କଳାପ, ରାଜନୈତିକ ଏବଂ ଆର୍ଥିକ ଚାପ କମ୍‌ କରିବା ଲାଗି ବାଇଡେନ୍‌ ସରକାର କହିଛନ୍ତି। ଚାଇନା…

ବିଶ୍ୱର ସବୁଠୁ ବଡ଼ ଗୁମ୍ଫା: ଯେଉଁଠି ତିଆରି କରି ହେବ ୪୦ ମହଲା କୋଠା

ଆପଣ ଅନେକ ଗୁମ୍ଫା ଦେଖିଥିବେ ମାତ୍ର ବିଶ୍ୱର ସବୁଠୁ ବଡ଼ ଗୁମ୍ଫା କେଉଁଟା ଏବଂ କେଉଁଠି ଅଛି ଜାଣନ୍ତି କି? ଆଜ୍ଞା ହଁ ଏପରି ଗୁମ୍ଫା ଭିଏତନାମାର ଏକ ଜଙ୍ଗଲ ମଧ୍ୟରେ ଅଛି। ଏହି ଗୁମ୍ଫା ଏତେ ବଡ଼ ଯେ, ଏଠାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri