Home

ପଡ଼ୋଶୀ ଝିଅଙ୍କ ସହ ରାସ୍ତାରେ ଧରାପଡ଼ି ଯାଇଥିଲେ ଏହି ପ୍ରସିଦ୍ଧ ଖେଳାଳି

ଅଷ୍ଟ୍ରେଲିଆରେ ଚାଲିଥିବା ବକ୍ସିଂ ଡେ ଟେଷ୍ଟ ମ୍ୟାଚର କାମଚଳା ଅଧିନାୟକ ଆଜିଙ୍କ୍ୟ ରାହାଣେଙ୍କର ସବୁଆଡେ ପ୍ରଶଂସା କରାଯାଉଛି। ରାହାଣେଙ୍କର ଜବରଦସ୍ତ ବ୍ୟାଟିଂ ଯୋଗୁ ଭାରତୀୟ ଦଳ ଦ୍ୱିତୀୟ ଦିନରେ ବାଜୟୀ ହୋଇପାରିଛି। ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ହାରିବା ପରେ ଦ୍ୱିତୀୟ ମ୍ୟାଚ୍‌ରେ…

ଯୁବରାଜଙ୍କୁ ବଡ ଝଟ୍‌କା ଦେଲା ବିସିସିଆଇ

ଚଣ୍ଡିଗଡ,୨୯।୧୨: ପୂର୍ବତନ ଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂଙ୍କୁ ବିସିସିଆଇ ଏକ ବଡ଼ ଝଟକା ଦେଇଛି। ଗତ ବର୍ଷ ଅବସର ନେଇଥିବା ଯୁବରାଜ ସୟଦ ମୁସ୍ତାକ ଅଲ୍ଲୀ ଟି -୨୦ ଟ୍ରଫି ଟୁର୍ନାମେଣ୍ଟ ଖେଳିବାକୁ ଚାହୁଁଥିଲେ, କିନ୍ତୁ ବିସିସିଆଇ ତାଙ୍କୁ ଅବସରରୁ ଫେରିବାକୁ…

ଆର୍‌ଜେଡ଼ିର ନୂଆ ପ୍ରସ୍ତାବ: ତେଜସ୍ବୀ ମୁଖ୍ୟମନ୍ତ୍ରୀ ହେଲେ ନୀତିଶ ହେବେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ

ପାଟନା,୨୯।୧୨: ବିହାର ନିର୍ବାଚନ ପରେ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ହୋଇସାରିଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ଏନ୍‌ଡିଏ ମେଣ୍ଟ ସରକାରରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରାଯାଇନାହିଁ। ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ମେଣ୍ଟରେ ଫାଟ ଦେଖାଦେଇଥିବା ନେଇ ରାଜନୈତିକ ମହଲରେ ଟୁପ୍‌ଟାପ୍‌ ଆରମ୍ଭ…

ମାସ୍କ୍‌ ଭଳି କୋଭିଡ୍‌ ଭାକ୍ସିନ୍‌ ପାସପୋର୍ଟ ଏବେ ହେବ ଜରୁରୀ

ଲଣ୍ଡନ,୨୯।୧୨: କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ପାଇଁ ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ୨୦୨୧ ବର୍ଷରେ ମାସ୍କ୍‌ ଭଳି କୋଭିଡ୍‌ ଭାକ୍ସିନ୍‌ ପାସପୋର୍ଟକୁ ଏବେ ଜରୁରୀ ହେବ। ଅନ୍ତର୍ଜାତୀୟ ଯାତ୍ରା କରୁଥିବା ଯାତ୍ରୀଙ୍କୁ କୋଭିଡ୍‌ ଭାକ୍ସିନ୍‌ ପାସପୋର୍ଟ…

ବିଶ୍ୱରେକର୍ଡ ଭାଙ୍ଗିଦେଲେ ଏହି ଭାରତୀୟ କ୍ରିକେଟର୍‌

ମେଲବୋର୍ନ,୨୯।୧୨: ମେଲବୋର୍ନ ଟେଷ୍ଟରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ବୋଲରଙ୍କ ପ୍ରଦର୍ଶନ ଅତ୍ୟନ୍ତ ଭଲ ଥିଲା। ଭାରତୀୟ ବୋଲିଂ ଲାଇନଅପର ସମସ୍ତ ବୋଲର ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। ଏହି ଟେଷ୍ଟରେ ରବିଚନ୍ଦ୍ରନ ଅଶ୍ୱିନ ଟିମ ଇଣ୍ଡିଆର ବୋଲିଂର ନେତୃତ୍ୱ ନେଇଥିଲେ। ଦଳର…

ଦେଶର ସୁରକ୍ଷା ସମ୍ପର୍କିତ ତଥ୍ୟ ହସ୍ତାନ୍ତର କରୁ ନାହାନ୍ତି ଟ୍ରମ୍ପ୍‌: ବାଇଡେନ୍‌

ଓ୍ବାଶିଂଟନ,୨୯।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଦେଶର ସୁରକ୍ଷା ସମ୍ପର୍କିତ ତଥ୍ୟ ପ୍ରଦାନ କରୁ ନାହାନ୍ତି। ଏନେଇ ନୂଆ ରାଷ୍ଟ୍ରପତି ଭାବେ ଶପଥ ନେବାକୁ ଯାଉଥିବା ଜୋ ବାଇଡେନ୍‌ ଅଭିଯୋଗ କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ତଥ୍ୟ ହସ୍ତାନ୍ତର ନ କରିବା ଦ୍ୱାରା…

ହନିମୁନରେ ଜଣେ ନୁହେଁ ୨ ଯୁବତୀଙ୍କ ସହ ଦେଖାଗଲେ ଏହି ଖେଳାଳି: ଫଟୋ ଶେୟାର କଲେ ସ୍ତ୍ରୀ

ଭାରତୀୟ କ୍ରିକେଟ ଦଳର ଷ୍ଟାର ସ୍ପିନର ୟୁଜବେନ୍ଦ୍ର ଚହଲ ପ୍ରସିଦ୍ଧ କୋରିଓଗ୍ରାଫର ତଥା ୟୁଟ୍ୟୁବର ଧନଶ୍ରୀ ବର୍ମାଙ୍କ ସହ ବିବାହ ପରେ ଦୁବାଇରେ ହନିମୁନ୍‌ ମନାଉଛନ୍ତି। ହନିମୁନ୍‌ ସମୟରେ କିଛି ଫଟୋ ଦମ୍ପତି ନିଜର ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଶେୟାର କରିଛନ୍ତି। କିନ୍ତୁ…

ଏମିତି ଉପହାର ଦେଲେ ରାହାନେ, ଯାହାକୁ ସାରା ଜୀବନ ଭୁଲିପାରିବେନି ସିରାଜ୍‌

ମେଲବୋର୍ନ,୨୯।୧୨: ଆୟୋଜକ ଅଷ୍ଟ୍ରେଲିଆ ବିପକ୍ଷ ବକ୍ସିଂ ଡେ’ ଟେଷ୍ଟରୁ ସ୍ମରଣୀୟ ଡେବ୍ୟୁ କରିଥିବା ମହମ୍ମଦ ସିରାଜଙ୍କୁ ଚତୁର୍ଥ ଦିନରେ ଅଧିତ୍ନାୟକ ଅଜିଙ୍କେ ରାହାନେ ଉପହାର ଦେଇଥିଲେ, ଯାହାକୁ ସେ ଆଜୀବନ ଭୁଲି ପାରିବେ ନାହିଁ। ସିରାଜ ବକ୍ସିଂ ଡେ ଟେଷ୍ଟରେ ମୋଟ…

ସଫଳତାର ରାଜ୍‌ ଖୋଲିଲେ କୋହଲି, ଜାଣିଲେ କରିିବେ ବାଃ ବାଃ

ମୁମ୍ବାଇ,୨୯।୧୨: କ୍ରିକେଟ ଇତିହାସରେ ଭାରତୀୟ ଅଧିନାୟକ ବିରାଟ କୋହଲି ତାଙ୍କ ନାମରେ ଆଉ ଏକ ସଫଳତା ଯୋଡିଛନ୍ତି। କୋହଲିଙ୍କୁ ଆଇସିସିର ସର୍ବଶ୍ରେଷ୍ଠ କ୍ରିକେଟର୍‌ ଏବଂ ଦଶନ୍ଧିର ଶ୍ରେଷ୍ଠ ଏକଦିବସୀୟ ଖେଳାଳି ଭାବେ ମନୋନୀତ କରାଯାଇଛି। ଆଇସିସି ପୁରସ୍କାର ପାଇବା ପରେ କୋହଲି…

କୋହଲିଙ୍କୁ ଅଭିନବ ଶୈଳୀରେ ଶୁଭେଚ୍ଛା ଜଣାଇଲେ ଓ୍ବାର୍ନର : ଜାଣିଲେ ହେବେ ଆଶ୍ଚର୍ଯ୍ୟ

ପ୍ରଥମ ସନ୍ତାନର ଜନକ ହେବାକୁ ଯାଉଥିବା ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଦଶନ୍ଧିର ଶ୍ରେଷ୍ଠ ଅନ୍ତର୍ଜାତୀୟ କ୍ରିକେଟର ହେବାର ସୌଭାଗ୍ୟ ପାଇଛନ୍ତି। ଗୋଟିଏ ଦିନ ପୂର୍ବରୁ ଆଇସିସି ଦଶନ୍ଧିର ଶ୍ରେଷ୍ଠ ଦିନିକିଆ, ଟେଷ୍ଟ ଏବଂ ଟି-୨୦ ଦଳ ଘୋଷଣା କରିଥିଲା।…

୬ ବ୍ରିଟେନ ଫେରନ୍ତାଙ୍କଠାରେ ନୂଆ ଷ୍ଟ୍ରେନ୍‌ ଚିହ୍ନଟ: ସରକାର ଦେଲେ ସୂଚନା

ନୂଆଦିଲ୍ଲୀ,୨୯।୧୨: କରୋନା ମହାମାରୀର ନୂଆ ଷ୍ଟ୍ରେନ୍‌ ଭାରତରେ ଆତଙ୍କ ଦେଖାଦେଇଛି। ବ୍ରିଟେନ୍‌ରୁ ଫେରିଥିବା ୬ ଜଣଙ୍କଠାରେ ନୂଆ ଷ୍ଟ୍ରେନ୍‌ ଚିହ୍ନଟ ହୋଇଥିବା ଭାରତ ସରକାରଙ୍କ ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି। ସେଥିମଧ୍ୟରୁ ବେଙ୍ଗାଲୁରୁ ଲ୍ୟାବ୍‌ରେ ପରୀକ୍ଷା କରାଯାଇଥିବା ୩ ଜଣଙ୍କ ନମୁନା…

ନୂଆ ଷ୍ଟ୍ରେନ୍‌ ଆତଙ୍କ: ୫୭୦ ବ୍ରିଟେନ୍‌ ଫେରନ୍ତାଙ୍କ ମିଳୁନି ପତ୍ତା

ଲକ୍ଷ୍ନୌ,୨୯।୧୨: ଦେଶରେ କରୋନା ମହାମାରୀର ନୂଆ ଷ୍ଟ୍ରେନ୍‌ ନେଇ ଏବେ ଆତଙ୍କ ଜାରି ରହିଛି। ସ୍ବଦେଶ ଫେରୁଥିବା ବ୍ରିଟେନ୍‌ ଫେରନ୍ତାଙ୍କ ପାଇଁ ସ୍ବତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଛି। ଉତ୍ତରପ୍ରଦେଶରେ କରୋନା ସଂକ୍ରମଣକୁ ନେଇ ପ୍ରଶାସନର ଚିନ୍ତା ବଢ଼ିବାରେ ଲାଗିଛି। ରାଜ୍ୟକୁ ବ୍ରିଟେନ୍‌ରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri