ଆକାଶରୁ ଖସିଲା ବଡ଼ ନିଆଁ ହୁଳା: ଲୋକେ ଆତଙ୍କିତ
ବେଜିଂ,୨୪।୧୨: ଦକ୍ଷିଣ ଚାଇନାରେ ଆକାଶରୁ ବଡ଼ ନିଆଁ ହୁଳା ପଡ଼ିଛି। ଏନେଇ ସ୍ଥାନୀୟ ଲୋକ ଆତଙ୍କିତ ହୋଇପଡ଼ିଛନ୍ତି। ଏହା ଏକ ବଡ଼ ଉଲ୍କା ପିଣ୍ଡ ହୋଇପାରେ ବୋଲି ସ୍ଥାନୀୟ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ବୁଧବାର ସକାଳ ୭ଟା ୨୫ରେ…
ରାଜ୍ୟରେ ପୁଣି ୨୬୩ କରୋନା ପଜିଟିଭ୍ ଚିହ୍ନଟ, ୪ ମୃତ
ଭୁବନେଶ୍ୱର,୨୪।୧୨(ବ୍ୟୁରୋ): ରାଜ୍ୟରେ ପୁଣି ୨୬୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୪ଜଣଙ୍କ ମୃତ୍ୟୁ ଘଟିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧୫୧ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୧୧୨ଜଣ ଲୋକାଲ କେସ୍ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ…
ବିଶ୍ୱସୁନ୍ଦରୀଙ୍କୁ ଧକ୍କା ମାରିଲା ବସ୍, ୬ ଦିନ କୋମାରେ ରହିବା ପରେ ଆଖିବୁଜିଲେ
ବୁଏନୋସ୍ ଆଇରେସ୍,୨୪।୧୨: ଆର୍ଜେଣ୍ଟିନାର ପୂର୍ବତନ ବିଶ୍ୱସୁନ୍ଦରୀ ନର୍ମା କାପାଗ୍ଲି ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା। ଗତ ଡିସେମ୍ବର ୧୭ରେ ସେ ତାଙ୍କ ଘର ନିକଟରେ ବୁଲୁଥିଲେ। ଏକ ବସ ତାଙ୍କୁ ପଛପଟୁ ଧକ୍କା…
ପୋଲିସ ହେପାଜତରେ ପ୍ରିୟଙ୍କା: ରାଷ୍ଟ୍ରପତିଙ୍କୁ ଭେଟିଲେ ରାହୁଲଙ୍କ ସମେତ ୩ ନେତା
ନୂଆଦିଲ୍ଲୀ,୨୪।୧୨: କୃଷି ଆଇନ ନେଇ କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଲଗାତାର ଘେରିବା ଉଦ୍ୟମ ଜାରି ରହିଛି। ଅନ୍ନଦାତାଙ୍କୁ ସମର୍ଥନ କରି କଂଗ୍ରେସ ପକ୍ଷରୁ ଗୁରୁବାର ରାଲିର ଆୟୋଜନ କରାଯାଇଥିଲା। ତେବେ ଦିଲ୍ଲୀ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ…
ମିଶନ ଯୁବଶକ୍ତି: ୩ ମାସରେ ୬ ବିଶ୍ୱବିଦ୍ୟାଳୟର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମୋଦି
ନୂଆଦିଲ୍ଲୀ,୨୪।୧୨: ଭାରତରେ ଯୁବବର୍ଗଙ୍କ ସଂଖ୍ୟା ଅଧିକ ରହିଛି। ଦେଶର ବିକାଶ ସମେତ ରାଜନୈତିକ କ୍ଷମତା ଦଖଲ ପାଇଁ ଦେଶର ଯୁବବର୍ଗଙ୍କୁ ହାତେଇଲେ ସୁଫଳ ସହଜରେ ମିଳିପାରିବ ବୋଲି ଭାଜପା ଜାଣିପାରିଛି। ସମ୍ପ୍ରତି ଦେଶରେ ୬୫ ପ୍ରତିଶତ ଜନସଂଖ୍ୟା ହେଉଛନ୍ତି ଯୁବବର୍ଗ। ଯୁବବର୍ଗଙ୍କୁ…
ପିଇଓଙ୍କ ଘରେ ଭିଜିଲାନ୍ସ ବିଭାଗର ଚଢ଼ାଉ
ସୋନପୁର, ୨୪।୧୨(ନି.ପ୍ର.)-ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଚେରୁପାଲି ପଞ୍ଚାୟତ ନିର୍ବାହୀ ଅଧିକାରୀ(ପିଇଓ) ଦୁର୍ଯ୍ୟୋଧନ ମେହେରଙ୍କ ସୋନପୁର ସହର ମାନିକେଶ୍ୱର ସ୍ଥିତି ବାସଭବନରେ ଚଢ଼ାଉ ଚାଲିଛି । ସେହିପରି ଚେରୁପାଲି ସ୍ଥିତ ପଞ୍ଚାୟତ ଅଫିସରେ କାଗଜପତ୍ରର…
ସ୍ତ୍ରୀ ଜିନ୍ସ ନ ପିନ୍ଧିବାରୁ ଏମିତି ପଦକ୍ଷେପ ନେଲେ ସ୍ବାମୀ
ମିରୁଟ, ୨୪।୧୨: ଉତ୍ତରପ୍ରଦେଶର ମିରୁଟରେ ଏକ ଅଭାବନୀୟ ଘଟଣା ଘଯିଛି। ସ୍ତ୍ରୀ ଜିନ୍ସ ପିନ୍ଧି ଡ୍ୟାନ୍ସ ନ କରିବାରୁ ତାଙ୍କୁ ତଲାକ ଦେଇଛନ୍ତି ସ୍ବାମୀ। କେବଳ ଏତିକି ନୁହେଁ ସ୍ତ୍ରୀଙ୍କ ବାପଘରେ ପହଞ୍ଚି ତାଙ୍କୁ ଶରୀରରେ କିରୋସିନି ଢାଳି ମାରିଦେବାକୁ ଉଦ୍ୟମ…
ପଶ୍ଚିମବଙ୍ଗ ରାଜନୀତିରେ ମୋଦିଙ୍କ ପ୍ରବେଶ: ବିଶ୍ୱଭାରତୀର ଶତାବ୍ଦୀ କାର୍ଯ୍ୟକ୍ରମରେ ଯୋଗଦେଲେ
କୋଲକାତା,୨୪।୧୨: ଆଗକୁ ୨୦୨୧ରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ଦୃଷ୍ଟିରେ ରଖି ଭାଜପା ପକ୍ଷରୁ ଯୋଜନାବଦ୍ଧ ଭାବେ ମିଶନ ପଶ୍ଚିମବଙ୍ଗ ଆରମ୍ଭ କରାଯାଇଛି। ପୂର୍ବରୁ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ରାଜ୍ୟ…
‘ରିପବ୍ଲିକ୍ ଭାରତ’କୁ ବ୍ରିଟେନରେ ୨୦,୦୦୦ ପାଉଣ୍ଡ ଜରିମାନା
ଲଣ୍ଡନ, ୨୪।୧୨: ବ୍ରିଟେନରେ ହିନ୍ଦୀ ନ୍ୟୁଜ୍ ଚ୍ୟାନେଲ ‘ରିପବ୍ଲିକ୍ ଭାରତ’କୁ ଅପରେଟ୍ କରୁଥିବା ଓ୍ବାଲର୍ଡଓ୍ବାଇଡ୍ ମିଡିଆ ନେଟ୍ଓ୍ବର୍କ ଲିମିଟେଡ୍ ଉପରେ ବ୍ରିଟିଶ ଟିଭି ନିୟାମକ ସଂସ୍ଥା ଅଫ୍କମ୍ ୨୦,୦୦୦ ପାଉଣ୍ଡ (ପାଖାପାଖି ୧୯.୭ ଲକ୍ଷ ଟଙ୍କା) ଜରିମାନା ଲଗାଇଛି। ୨୦୧୯ ସେପ୍ଟେମ୍ବର…
ଋଣ ଆପ୍ରୁ ସର୍ବନାଶ: ରିକଭରି ଏଜେଣ୍ଟ କହୁଛନ୍ତି, ଯଦି ଶୁଝିପାରୁନ ତେବେ ମରିଯାଅ
ଭୁବନେଶ୍ୱର/ନୂଆଦିଲ୍ଲୀ,୨୪ା୧୨(ବ୍ୟୁରୋ):ସମୟ ସହ ତାଳ ଦେଇ ମଣିଷର ଆବଶ୍ୟକତା ବଢ଼ିଥାଏ, ଯାହାକୁ ପୂରଣ କରିବାକୁ ହେଲେ ଅଧ୍ୟବସାୟ ବା ଆୟର ନିୟମିତ ଉତ୍ସ ଦରକାର। ଏଭଳି ଆବଶ୍ୟକତା ପୂରଣ ଓ ନିଜର ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲ ପାଇଁ ଅନେକ ସମୟରେ ଲୋକେ ଋଣ…
ଗ୍ୟାରେଜ୍ରେ ରହୁଥିଲେ ଏହି ପ୍ରସିଦ୍ଧ ଅଭିନେତା, ଆଜି ବିଶ୍ୱର ଅନେକ ସ୍ଥାନରେ କିଣିଛନ୍ତି ବଙ୍ଗଳା
ବଲିଉଡ୍ର ପ୍ରସିଦ୍ଧ ଅଭିନେତା ତଥା ନିର୍ମାତା ଅନିଲ କପୁର ଆଜି ୬୪ତମ ଜନ୍ମଦିନ ପାଳନ କରୁଛନ୍ତି। ଅନିଲ ତାଙ୍କ ଫିଟ୍ ନେସ୍ ଉପରେ ବେଶୀ ଧ୍ୟାନ ଦିଅନ୍ତି। ତାଙ୍କୁ ଦେଖିଲେ କେହି ଭାବି ପାରିବେନି ଯେ ସେ ୬୪ ବର୍ଷ ବୟସ…
ଏହି ଦୁଇ ଖେଳାଳିଙ୍କୁ ପଛରେ ପକାଇଲେ ବିରାଟ କୋହଲି ରଚିବେ ଇତିହାସ
ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଗତ ୧୧ ବର୍ଷ ଭିତରେ କ୍ରିକେଟର ବାଦ୍ଶାହ ପାଲଟିଯାଇଛନ୍ତି। ଦଶନ୍ଧିର ସର୍ବଶ୍ରେଷ୍ଠ ଖେଳାଳିଙ୍କ ମଧ୍ୟରୁ ଅନ୍ୟତମ ଭାରତୀୟ ଅଧିନାୟକ ବିରାଟ କୋହଲି ୧୧ ବର୍ଷ ପୂର୍ବେ ଆଜିର ଦିନରେ ଆନ୍ତର୍ଜାତୀୟ କ୍ରିକେଟରେ ପ୍ରଥମ…
Archives


