କିଡ୍‌ନୀ ସମସ୍ୟା

କିଡ୍‌ନୀ ସମସ୍ୟାର କାରଣ ସମ୍ପର୍କରେ ଆମେ ଅବଗତ ହେବା ନିହାତି ଜରୁରୀ। କାରଣ ବେଳେବେଳେ କେତେଜଣ ଏହାର ଲକ୍ଷଣ ବିଷୟରେ ଅବଗତ ନ ଥାନ୍ତି। ଯେତେବେଳେ ସମସ୍ୟା ଗୁରୁତର ହୁଏ ସେତେବେଳେ ସେମାନେ ଡାକ୍ତରଙ୍କର ପରାମର୍ଶ ନେଇଥାଆନ୍ତି। ହେଲେ ଏହି ସମୟରେ ରୋଗ ଏପରି ଆକାର ଧାରଣ କରିଥାଏ ଯେ ନିୟମିତ ସମୟ ଅନ୍ତରାଳରେ କିଡ୍‌ନୀ ଡାଏଲିସିସ କରିବାକୁ ପଡିଥାଏ। ଏପରି କି କେତେକ ରୋଗୀ ଏଥିଯୋଗୁଁ ଅକାଳରେ ମୃତ୍ୟୁବରଣ କରିଥାଆନ୍ତି। କିଡ୍‌ନୀ ସମସ୍ୟାର ପ୍ରମୁଖ କାରଣ ହେଲା-ପରିସ୍ରା କମ୍‌ ହେବା, ଦୁର୍ବଳ ଲାଗିବା, ବାନ୍ତି ଲାଗିବା, ପାଦ ଫୁଲିଯିବା, ଅଜୀର୍ଣ୍ଣ ହେବା ଏବଂ ଭୋକ ନ ହେବା। ଯଦି ଆପଣ ଡାଇବେଟିସ୍‌ ରୋଗୀ ଏବଂ ଆପଣଙ୍କ ଶରୀରରେ ସୁଗାର (ଶର୍କରା) ସବୁବେଳେ ଅସନ୍ତୁଳିତ ରହୁଛି ତେବେ ତାହାର ପ୍ରଭାବ କିଡ୍‌ନୀ ଉପରେ ପଡିବାର ଯଥେଷ୍ଟ ଆଶଙ୍କା ରହିଛି। କେତେକ ପରୀକ୍ଷା ଦ୍ୱାରା ଡାକ୍ତର ଏ ସମ୍ପର୍କରେ ଅବଗତ ହୋଇ ତାହାର ଚିକିତ୍ସା କରିଥାଆନ୍ତି। ଯଦି ଆପଣ ଏପରି ସମସ୍ୟା ସହ ଜଡିତ ତେବେ ଡାକ୍ତରଙ୍କ ସହ ନିୟମିତ ଯୋଗାଯୋଗରେ ରହି ଚିକିତ୍ସିତ ହୁଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଫିଟ୍‌ନେସ୍‌ ପାଇଁ

ବର୍ତ୍ତମାନ ମେଦବହୁଳତା ଅନେକଙ୍କ ଠାରେ ବିଶେଷ କରି ମହିଳାଙ୍କ ଠାରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର କାରଣ ସାଜୁଛି। ଯାହାକୁ ଦୂର କରି ନିଜକୁ ଫିଟ୍‌ ରଖିବା...

କୋମଳ ତ୍ୱଚା ପାଇଁ…

ତ୍ୱଚାର ଯତ୍ନ ପ୍ରତି ଅନେକେ ସଚେତନ ନ ଥାନ୍ତି। କେତେଜଣ ଅଛନ୍ତି ତ୍ୱଚାର ଯତ୍ନ ତ ନେଇ ନ ଥାନ୍ତି ବରଂ ଅଜାଣତରେ ଏଭଳି କିଛି...

ଅସନ୍ତୁଳିତ ଜୀବନଶୈଳୀ ଓ ମେଦବହୁଳତା

ଆଜିକାଲିର ବ୍ୟସ୍ତମୟ ଜୀବନରେ ନିଜର ସ୍ବାସ୍ଥ୍ୟ ପ୍ରତି ସଚେତନ ରହିବା ନିହାତି ଦରକାର। ହେଲେ ଅଧକାଂଶ ବ୍ୟକ୍ତି ନିଜର ଜୀବନଶୈଳକୁ ସନ୍ତୁଳିତ ରଖିବାକୁ ଚେଷ୍ଟା କରିଥାଆନ୍ତି।...

କ୍ଷୀରରେ ଏହାକୁ ମିଶାଇ ପିଅନ୍ତୁ, ଦୂରହେବ ଆଣ୍ଠୁଗଣ୍ଠି ସମସ୍ୟା

ଔଷଧୀୟ ଗୁଣରେ ଭରପୂର୍‌ ଡାଲଚିନ୍‌। ଅନେକ ପ୍ରକାର ରୋଗର ରାମବାଣ ଔଷଧ ଭାବେ ଏହା ପରିଚିତ। କ୍ଷୀରରେ ସାମାନ୍ୟ ଡାଲଚିନି ଗୁଣ୍ଡ ମିଶାଇ ପିଇଲେ ଶରୀରକୁ...

କଫି ଦୂରକରେ ଷ୍ଟ୍ରେଚ୍‌ମାର୍କ

ଗର୍ଭଧାରଣ ପରେ ଓ ମେଦବହୁଳତା ଦେଖାଯାଉଥିବା ବ୍ୟକ୍ତିଙ୍କ ପାଖରେ ଷ୍ଟ୍ରେଚ୍‌ମାର୍କ ଦେଖା ଦେଇଥାଏ। ବଜାରରେ ମିଳୁଥିବା ବିଭିନ୍ନ ପ୍ରକାରର କ୍ରିମ ବ୍ୟବହାର ପରେ ମଧ୍ୟ ଏହାର...

ଯିଏ ଯେତେ ଅନ୍ତରଙ୍ଗ ହେଲେ ବି କୁହନ୍ତୁ ନାହିଁ ଜୀବନର ଏହି ୪ କଥା; ସୁଖରେ ରହିବେ…

ଚାଣକ୍ୟ ନୀତିରେ ଜୀବନର ମୂଲ୍ୟବୋଧ ସମ୍ବନ୍ଧରେ ଅନେକ କଥା ଉଲ୍ଲେଖ କରାଯାଇଛି। ଆଚାର୍ଯ୍ୟ ଚାଣକ୍ୟ ଏକ ଶ୍ଳୋକରେ ଚାରିଟି ବିଷୟରେ କହିଛନ୍ତି, ଯାହାକୁ ଜଣେ ବ୍ୟକ୍ତି...

କାନ ଦ୍ୱାରା ମଧ୍ୟ ହୋଇପାରେ କରୋନା ସଂକ୍ରମଣ

ଓ୍ବାଶିଂଟନ/ନୂଆଦିଲ୍ଲୀ, ୨୫।୭: କରୋନା ସଂକ୍ରମଣ ଆଖି,ନାକ ଏବଂ ପାଟି ଦ୍ୱାରା ହୋଇଥାଏ ବୋଲି ପୂର୍ବରୁ ରିପୋର୍ଟ ପ୍ରକାଶ ପାଇଥିଲା। ତେବେ ଏବେ ଏକ ରିପୋର୍ଟରେ ଉଲ୍ଲେଖ...

ଆଜିଠୁ ନବରାତ୍ରି ଆରମ୍ଭ: ଭୁଲରେ ମଧ୍ୟ କରନ୍ତୁ ନାହିଁ ଏପରି କାମ

ଶାରଦୀୟ ନବରାତ୍ରି ୧୭ ଅକ୍ଟୋବରରୁ ଆରମ୍ଭ ହୋଇଛି। ଏହା ୨୪ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ, ମା ଦୁର୍ଗାଙ୍କର ପୂଜା କଲେ କୃପା ମିଳିଥାଏ।...

Advertisement


Archives

Model This Week

Why Dharitri