ପ୍ରଦର୍ଶନର ବି ରହିଛି ସୀମା: ଶାହିନ୍ ବାଗ ପୁନର୍ବିଚାର ଆବେଦନ ଖାରଜ କଲେ ସୁପ୍ରିମ୍କୋର୍ଟ
ନୂଆଦିଲ୍ଲୀ,୧୩।୨: ଶାହିନ୍ ବାଗ୍ରେ ନାଗରିକତା ସଂଶୋଧନ ଆଇନ ନେଇ ପ୍ରଦର୍ଶନ ଜାରି ରହିଥିଲା। କରୋନା ମହାମାରୀ ସଂକ୍ରମଣକୁ ନେଇ ଧାରଣା ଦେଇଥିବା ଲୋକଙ୍କୁ ଏଠାରୁ ହଟାଯାଇଥିଲା। ଏହାଦ୍ୱାରା ବାକ୍ ସ୍ବାଧୀନତାର ଉଲ୍ଲଂଘନ ହେଉଥିବା ନେଇ ଏକ ଆବେଦନ ସୁପ୍ରିମ୍କୋର୍ଟରେ ଦାଖଲ ହୋଇଥିଲା।…
୬ ବର୍ଷରେ ଏତେ ବଦଳିଗଲେଣି ‘ବଜରଙ୍ଗୀ ଭାଇଜାନ୍’ର ମୁନ୍ନୀ: ଏହି କାରଣ ପାଇଁ ତାଙ୍କର ମଜାକ୍ ଉଡ଼ାଇଲେ ଲୋକେ
୬ ବର୍ଷ ପୂର୍ବେ ଅର୍ଥାତ୍ ୨୦୧୫ରେ ସଲମାନ୍ ଖାନ୍ଙ୍କ ସୁପରହିଟ୍ ଫିଲ୍ମ ‘ବଜରଙ୍ଗୀ ଭାଇଜାନ’ରେ ମୁନ୍ନୀ ଚରିତ୍ରରେ ଅଭିନୟ କରିଥିବା ଶିଶୁ କଳାକାର ଏବେ ବହୁତ ବଡ଼ ହୋଇଯାଇଛନ୍ତି। ତେବେ ସେଇ ଶିଶୁ କଳାକାର ଜଣଙ୍କ ହେଲେ ହର୍ଷାଲୀ ମଲହୋତ୍ରା। ଏବେ…
ପତଳା ଯୋଗୁ ଜିମ୍ରେ ଉଠାଇପାରି ନ ଥିଲେ ଡମ୍ବଲ, ବାଧ୍ୟରେ କରିଥିଲେ ବୋଲିଂ; ଏବେ ପୂରଣ ହେଲା ଟେଷ୍ଟରେ ଡେବ୍ୟୁର ସ୍ବପ୍ନ
ଚେନ୍ନାଇ,୧୩।୨: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଡେବ୍ୟୁ କରିଛନ୍ତି ବାମହାତୀ ସ୍ପିନ୍ ଅଲରାଉଣ୍ଡର ଅକ୍ଷର ପଟେଲ। ୨୭ ବର୍ଷୀୟ ଏହି କ୍ରିକେଟର ଏହାପୂର୍ବରୁ ୩୮ ଏକଦିବସୀୟ ଏବଂ ୧୧ ଟି୨୦ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ରେ ରାଷ୍ଟ୍ରୀୟ ଟିମ୍ର ପ୍ରତିନିଧିତ୍ୱ କରିଛନ୍ତି। ଅକ୍ଷରଙ୍କୁ ପ୍ରଥମ…
ଲାଲ୍ କିଲ୍ଲାରେ ଦୀପ୍ ସିଦ୍ଧୁ: ରିକ୍ରିଏଟ୍ ହେବ ସିନ୍
ନୂଆଦିଲ୍ଲୀ,୧୩।୨: ଜାନୁୟାରୀ ୨୬ରେ ଲାଲ୍ କିଲ୍ଲାରେ ଟ୍ରାକ୍ଟର ରାଲି ସମୟରେ ଘଟିଥିବା ହିଂସାର ମୁଖ୍ୟ ଅଭିଯୁକ୍ତ ପଞ୍ଜାବୀ ଅଭିନେତା ଦୀପ୍ ସିଦ୍ଧୁ ଏବେ ପୋଲିସ ହେପାଜତରେ। ଲାଲ କିଲ୍ଲାରେ ଘଟିଥିବା ଘଟଣାର ସିନ୍ ରିକ୍ରିଏଟ୍ ପାଇଁ ପୋଲିସ ଏବେ ତାଙ୍କୁ ସେଠାକୁ…
ଛାଡ଼ପତ୍ର ପରେ ଦ୍ୱିତୀୟ ବିବାହ କରିଲେ ବଲିଉଡ୍ର ଏହି ପ୍ରସିଦ୍ଧ ଅଭିନେତ୍ରୀ
ବଲିଉଡ୍ର ସୁପରହିଟ୍ ଫିଲ୍ମ ‘ରହନା ହୈ ତେରେ ଦିଲ୍ ମେଁ’ ଅଭିନେତ୍ରୀ ଦିୟା ମିର୍ଜା ପୁଣି ଥରେ ବିବାହ କରିବାକୁ ଯାଉଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ, ଦିୟା ୧୫ ଫେବୃୟାରୀରେ ବ୍ୟବସାୟୀ ବୈଭବ ରେଖୀଙ୍କ ସହ ବିବାହ କରିବେ। ଏହି ବିବାହରେ…
ବର୍ଷକରେ ୯୬୫ ଥର ଥରିଛି ଭାରତ
ନୂଆଦିଲ୍ଲୀ,୧୩।୨: ଦେଶରେ ଗତବର୍ଷ ୯୬୫ ଥର ଭୂକମ୍ପ ଘଟିଛି। ପ୍ରତିଦିନ ହାରାହାରି ୩ ଥର ଭୂକମ୍ପ ହୋଇଥିବା ନେଇ ବିଜ୍ଞାନ ଜ୍ଞାନକୌଶଳ ତଥା ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଫେବୃୟାରୀ ୫ରେ ଲୋକ ସଭାରେ ଉତ୍ତର ରଖିଥିଲେ। ୨୦୨୦ ଜାନୁୟାରୀ ୧ରୁ ଡିସେମ୍ବର…
ଟସ୍ ଜିତିଲା ଭାରତ, ବ୍ୟାଟିଂ ନିଷ୍ପତ୍ତି
ଚେନ୍ନାଇ,୧୩।୨: ସ୍ଥାନୀୟ ଏମ୍.ଏ. ଚିଦାମ୍ବରମ୍ ଷ୍ଟାଡିୟମ୍ରେ ଶନିବାର ଭାରତ-ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଶନିବାର ଆରମ୍ଭ ହୋଇଛି। ଏଥିରେ ଭାରତୀୟ ଅଧିନାୟକ ବିରାଟ କୋହଲି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦ୍ୱିତୀୟ ଟେଷ୍ଟରେ ଭାରତୀୟ ଦଳରେ ୩…
ଲୋକ ସଭାରେ ଭାଜପା-କଂଗ୍ରେସ ମଧ୍ୟରେ କାଦୁଅ ଫିଙ୍ଗା
ନୂଆଦିଲ୍ଲୀ,୧୩।୨: କେନ୍ଦ୍ରୀୟ ବଜେଟ୍ ନେଇ ଭାଜପା ଏବଂ କଂଗ୍ରେସ ମଧ୍ୟରେ କାଦୁଅ ଫିଙ୍ଗା ଜାରି ରହିଛି। ବଜେଟ ଉପରେ ହୋଇଥିବା ଚର୍ଚ୍ଚାରେ ଅର୍ଥମନ୍ତ୍ରୀ ନିର୍ମଳା ସୀଥାରମଣ ଶନିବାର ଲୋକ ସଭାରେ ନିଜର ମତ ରଖିଛନ୍ତି। ସେ କଂଗ୍ରେସକୁ ଟାର୍ଗେଟ କରିବା ସହିତ…
କୁହୁଡ଼ି ନେଲା ୬ ଜୀବନ
କନୌଜ,୧୩।୨: ଉତ୍ତରପ୍ରଦେଶ କନୌଜ ଜିଲାରେ କୁହୁଡ଼ି ଯୋଗୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ତାଲଗ୍ରାମ୍ ଅଞ୍ଚଳର ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍ ଓ୍ବେରେ ଘନ କୁହୁଡ଼ି ଯୋଗୁ ରାସ୍ତା ଦେଖା ନ ଯିବାରୁ ଏକ କାର ସହିତ ବିପରୀତ…
କୁଲଗାମ୍ରୁ ଲଶ୍କର ଆତଙ୍କବାଦୀ ଗିରଫ: ୩ ଭାଜପା ନେତାଙ୍କୁ ହତ୍ୟା କରିଥିବା ଅଭିଯୋଗ
ଶ୍ରୀନଗର,୧୩।୨: ଲଶ୍କର-ଇ-ତୋଏବା ଆତଙ୍କବାଦୀ ସଂଗଠନର ସଦସ୍ୟ ଜହୁର ଅହମ୍ମଦ ରାଥେରଙ୍କୁ ଜମ୍ମୁ-କଶ୍ମୀର ପୋଲିସ ଗିରଫ କରିଛି। ଜହୁରଙ୍କୁ ସାମ୍ବା ଜିଲାରୁ ଗିରଫ କରାଯାଇଛି। ଗତବର୍ଷ କୁଲଗାମ୍ରେ ୩ ଭାଜପା ନେତାଙ୍କୁ ହତ୍ୟା କରିଥିବା ଅଭିଯୋଗ ଜହୁରଙ୍କ ବିରୋଧରେ ରହିଛି। ସେ ଗୁଳିକରି…
ଫୁଙ୍କାଗଲା ୧୮ ହଜାର ବର୍ଷ ପୁରାତନ ଶଙ୍ଖ
ପ୍ୟାରିସ୍,୧୩।୨: ଫ୍ରାନ୍ସର ନାଚ୍ୟୁରାଲ ହିଷ୍ଟ୍ରି ମ୍ୟୁଜିୟମ୍ ଅଫ୍ ଟୋଉଲଉସ୍ରେ ରଖାଯାଇଥିବା ୧୮ ହଜାର ବର୍ଷ ପୁରାତନ ଶଙ୍ଖକୁ ଫୁଙ୍କା ଯାଇଛି। ଏହାକୁ ୧୯୩୧ରେ ପାଇରନିସ୍ ପାହାଡ଼ର ମାର୍ସୋଉଲାସ ଗୁମ୍ଫାରୁ ଗବେଷକ ପାଇଥିଲେ। ସେବେଠୋରୁ ଏହାକୁ ମ୍ୟୁଜିୟମ୍ରେ ରଖାଯାଇଥିଲା। ତେବେ ପ୍ରଥମ ଥର…
ଡୋଭାଲଙ୍କ କାର୍ଯ୍ୟାଳୟ ଉପରେ ଜୈଶ୍ର ନଜର: ଆଲର୍ଟରେ ସୁରକ୍ଷା ଏଜେନ୍ସି
ନୂଆଦିଲ୍ଲୀ,୧୩।୨: ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ୍ ଡୋଭାଲଙ୍କ କାର୍ଯ୍ୟାଳୟ ଉପରେ ଜୈଶ୍-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନନଜର ରଖିଥିବା ଘଟଣାର ପର୍ଦ୍ଦାଫାଶ୍ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଦେଶରେ ସୁରକ୍ଷା ଏଜେନ୍ସିଙ୍କ ପାଇଁ ହାଇ ଆଲର୍ଟ ଜାରି କରାଯାଇଛି। କାର୍ଯ୍ୟାଳୟକୁ ରେକି କରାଯାଉଥିବା…
Archives


