ଆମେରିକାରେ ବିସ୍ଫୋରଣ: ଜଣେ ପୋଲିସ ଅଧିକାରୀଙ୍କ ସମେତ ଚାଲିଗଲା ୧୦ ଜଣଙ୍କ ଜୀବନ

ଓ୍ବାଶିଂଟନ୍‌,୨୩।୩: ଆମେରିକାର କୋଲୋରୋଡର ବୋଲ୍ଡରରେ ଥିବା ଏକ ଭିଡ଼ ବହୁଳ ସୁପରମାର୍କେଟରେ ବିସ୍ଫୋରଣ ଘଟିଛି। ଏଥିରେ ଜଣେ ଜଣେ ପୋଲିସ କର୍ମଚାରୀଙ୍କ ସମେତ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ପୋଲିସ କହିଛି। ଜଣେ ବନ୍ଧୁକଧାରୀ ଆଖିବୁଜା ଗୁଳି ଚଳାଇ ଫେରାର ହୋଇଯାଇଥିଲେ। ପୋଲିସ ଏହା ନିଶ୍ଚିତ କରିଛି। ପୋଲିସ  ଲୋକଙ୍କୁ ସଚେତନ କରାଇ ଏହି ଅଞ୍ଚଳକୁ ନ ଆସିବାକୁ କହିଛି। ଏହି ଘଟଣାରେ ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି। ଗୁଳି ବିନିମୟରେ ସେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଗ୍‌ବାଙ୍ଗ୍‌ ଭଳି ପୁଣି ଥରେ ମହାକାଶରେ ହେଲା ପ୍ରଚଣ୍ଡ ବିସ୍ଫୋରଣ !

ମେଲବୋର୍ନ,୨୯।୨: ମହାକାଶରେ ପୁଣିଥରେ ବିଗ୍‌ବାଙ୍ଗ୍‌ ଭଳି ଏକ ପ୍ରଚଣ୍ଡ ବିସ୍ଫୋରଣ ଘଟିଛି। ଏହା ପୃଥିବୀଠାରୁ ୩୯ କୋଟି ଆଲୋକ ବର୍ଷ ଦୂରରେ ହୋଇଥିବା ମହାକାଶ ବିଜ୍ଞାନୀ...

୨୨ କୋଟିରେ ବିକ୍ରି ହେଲା ୪ ଭଙ୍ଗା ଚେୟାର: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସଉକ ଲୋକଙ୍କୁ ପାଗଳ କରିଦେଇଥାଏ। ନିଜର ଏହି ସଉକକୁ ପୂରଣ କରିବା ପାଇଁ ଲୋକେ କିଛି ବି କରିପାରନ୍ତି। ସେମିତି କିଛି ଏବେ ଫ୍ରାନ୍ସରେ ଦେଖିବାକୁ...

ବିଦେଶୀଙ୍କୁ ରୋକିବାକୁ ଶେଷ ଉଦ୍ୟମ

ଓ୍ବାଶିଂଟନ, ୨।୧(ପି.ଟି.): ହ୍ବାଇଟ୍‌ ହାଉସ୍‌ ଛାଡ଼ିବାର ୨୦ ଦିନ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଦେଶରେ ବାହାର ଲୋକଙ୍କ ପ୍ରବେଶ ରୋକିବା ଲାଗି ଶେଷ...

ଟିକାକରଣ: ପୃଥିବୀରେ ବୃଦ୍ଧି ପାଇବ ଆର୍ଥିକ-ସାମାଜିକ ପାର୍ଥକ୍ୟ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୮।୧୨: କରୋନା ମହାମାରୀ ସଂକ୍ରମଣ ଲଢ଼େଇରେ ରୋକ ଲଗାଇବା ପାଇଁ ଏବେ ଟିକାକରଣ କାର୍ଯ୍ୟ ଉପରେ ଜୋର୍‌ ଦିଆଯାଉଛି। ଇତିମଧ୍ୟରେ କେତେକ ଦେଶରେ ସାର୍ବଜନୀକ ଟିକାକରଣ...

୯୦ ବର୍ଷୀୟା ବୃଦ୍ଧା ନେଲେ ବିଶ୍ୱର ପ୍ରଥମ ଫାଇଜର ଟିକା

ଲଣ୍ଡନ,୮।୧୨- ଜଣେ ୯୦ ବର୍ଷୀୟା ବୃଦ୍ଧା ମାର୍ଗେରେଟ କିନାନ ମଙ୍ଗଳବାର ବିଶ୍ୱର ପ୍ରଥମ ବ୍ୟକ୍ତି ଭାବେ ଫାଇଜର କୋଭିଡ୍‌-୧୯ ଟିକା ନେଇଛନ୍ତି। ଆସନ୍ତା ସପ୍ତାହରେ ୯୧...

ପାକ୍‌ ସେନା ମୁଖପାତ୍ରଙ୍କ ଖ୍ରୀଷ୍ଟମାସ ଶୁଭେଚ୍ଛା ଟୁଇଟ୍‌ : ଓଡ଼ିଶାକୁ ବଦ୍‌ନାମ ଲାଗି ପ୍ରୟାସ

ଇସ୍‌ଲାମାବାଦ, ୨୬ା୧୨: ସାରା ବିଶ୍ୱରେ ଖ୍ରୀଷ୍ଟମାସ ଧୁମ୍‌ଧାମରେ ପାଳନ କରାଯାଉ ଥିବାବେଳେ ଭାରତର ଆଭ୍ୟନ୍ତରୀଣ ମାମଲାରେ ମୁଣ୍ଡ ପୂରାଇ ପାକିସ୍ତାନ ସେନା ମୁଖପାତ୍ର ମେଜର ଜେନେରାଲ...

ଜାମାଇକାର ଟୋନି-ଅନ୍‌ ସିଂ ମିସ୍‌ ଓ୍ବାଲର୍‌ଡ

ଲଣ୍ଡନ,୧୫ା୧୨ : ଜାମାଇକାର ଟୋନି-ଅନ୍‌ ସିଂ(୨୩) ଶନିବାର ୨୦୧୯ର ମିସ୍‌ ଓ୍ବାଲର୍‌ଡ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଲଣ୍ଡନରେ ଅନୁଷ୍ଠିତ ଏକ ବର୍ଣ୍ଣାଢ୍ୟ ସମାବେଶରେ ବିଶ୍ୱର...

ବିବାଦରେ ଗ୍ରେଟାଙ୍କ ପ୍ରତିମୂର୍ତ୍ତି

ଲଣ୍ଡନ, ୨/୪: ସ୍ବିଡେନ ସାମାଜିକ କର୍ମୀ ତଥା ଜଳବାୟୁ କାର୍ଯ୍ୟକର୍ତ୍ତା ଗ୍ରେଟା ଥନବର୍ଗଙ୍କ ପ୍ରତିମୂର୍ତ୍ତି ବ୍ରିଟେନର ଓ୍ବିଞ୍ଚଷ୍ଟର ୟୁନିଭର୍ସିଟି ପରିସରରେ ସ୍ଥାପନ ହେବାକୁ ନେଇ ବିବାଦ...

Advertisement


Archives

Model This Week

Why Dharitri