Home

ଶିବରାଜଙ୍କ କ୍ୟାବିନେଟ୍‌ରେ ଲଭ୍‌ ଜିହାଦ୍‌

ଭୋପାଳ,୨୯।୧୨: ଲଭ୍‌ ଜିହାଦ୍‌ ବିରୋଧରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ସରକାର କଡ଼ା ଆଇନ ଆଣିବାକୁ ଯାଉଛନ୍ତି। ଏସମ୍ପର୍କିତ ଏକ ଆଧ୍ୟାଦେଶକୁ ମଙ୍ଗଳବାର କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି। ଏହାକୁ ଅନୁମୋଦନ ପାଇଁ ରାଜ୍ୟପାଳ ଆନନ୍ଦିବେନ୍‌ ପଟେଲଙ୍କ ପାଖକୁ ପଠାଇ ଦିଆଯାଇଛି।…

ଏହି ମହିଳାଙ୍କୁ ଦେଖା କରିବାକୁ ପାଗଳ ସଲମାନ୍‌

ବଲିଉଡ୍‌ର ସୁପରଷ୍ଟାର ସଲମାନ୍‌ ଖାନ୍‌ ନିକଟରେ ୫୫ତମ ଜନ୍ମଦିନ ପାଳନ କରିଥିଲେ। ତେବେ ଫିଲ୍ମ ଶୁଟିଂରେ ବ୍ୟସ୍ତ ଥିବାରୁ ଚଳିତ ବର୍ଷ ସେ ଧୂମ୍‌ ଧାମରେ ଜନ୍ମଦିନ ପାଳନ କରିପାରି ନ ଥିଲେ। ୨୦୨୧ ଇନ୍‌ ଅବସରରେ ତାଙ୍କର ଆଗାମୀ ଫିଲ୍ମ…

ବିନା ଅନୁମତିରେ ଶ୍ରୀମନ୍ଦିରରେ ପ୍ରବେଶ କରି ସସ୍‌ପେଣ୍ଡ ହେଲେ ୪ ଏଏନ୍‌ଏମ୍‌

ପୁରୀ ଅଫିସ, ୨୯।୧୨: ପୁରୀ ଶ୍ରୀମନ୍ଦିରକୁ ବିନା ଅନୁମତିରେ ପ୍ରବେଶ କରିବା ଏଏନ୍‌ଏମ୍‌ କର୍ମୀଙ୍କୁ ମହଙ୍ଗା ପଡ଼ିଛି। ଭକ୍ତଙ୍କ ଥର୍ମାଲ ସ୍କ୍ରିନିଂ ଦାୟିତ୍ୱରେ ଥିବା ୪ ଏଏନ୍‌ଏମ୍‌ଙ୍କୁ ପୁରୀ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ମଙ୍ଗଳବାର ନିଲମ୍ବିତ କରିଛନ୍ତି। ଏହି ଏଏନ୍‌ଏମମାନେ ମନ୍ଦିର…

ଉଇଗର ନିର୍ଯାତନାର ପର୍ଦ୍ଦାଫାଶ୍‌: ୧୩୫ ଯାତନା ଗୃହର ସାଟେଲାଇଟ୍‌ ଫଟୋ ଜାରି

ବେଜିଂ,୨୯।୧୨: ଚାଇନାର ଶିଂଜିଆଙ୍ଗ୍‌ ପ୍ରଦେଶରେ ଉଇଗର ମୁସଲମାନ୍‌ଙ୍କ ଉପରେ କରାଯାଉଥିବା ଅତ୍ୟାଚାରର ପର୍ଦ୍ଦାଫାଶ୍‌ ହୋଇଛି। ଏବେ ସାଟେଲାଇଟ୍‌ରୁ ମିଳିଥିବା ଫଟୋରୁ ନିର୍ଯାତନା ସମ୍ପର୍କରେ ଜଣାପଡ଼ିଛି। ନ୍ୟୁଜ୍‌ ଓ୍ବେବସାଇଟ୍‌ ବଡ଼ଫିଡ୍‌ ପକ୍ଷରୁ ଶତାଧିକ ଫଟୋ, ସାକ୍ଷାତ୍‌କାର ଏବଂ ତଥ୍ୟ ଭିତ୍ତିକ ରିପୋର୍ଟ ପ୍ରକାଶ…

ଐତିହାସିକ ମୁଲାଗ ପଦକ ଜିତିଲେ ରାହାନେ, ଏହା ପଛରେ ରହିଛି ୧୫୨ ବର୍ଷର ଇତିହାସ

ମେଲବୋର୍ନ,୨୯।୧୨: କାମଚଳା ଅଧିନାୟକ ଅଜିଙ୍କେ ରାହାନେଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ବକ୍ସିଂ ଡେ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆକୁ ୮ ଉଇକେଟରେ ପରାସ୍ତ କରିଛି। ପ୍ରଥମ ଇନିଂସରେ ଶତକ ହାସଲ କରି ରାହାନେ ମ୍ୟାନ୍‌ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି। ତାଙ୍କୁ…

ତୃତୀୟ ଟେଷ୍ଟ ପୂର୍ବରୁ ଭାରତୀୟ ଦଳ ପାଇଁ ଖୁସି ଖବର

ମେଲବୋର୍ନ,୨୯।୧୨: ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ମ୍ୟାଚ୍‌ରେ ଭାରତୀୟ ଦଳ ୮ ଉଇକେଟ୍‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଫଳରେ ସିରିଜ୍‌ ୧-୧ ବରାବର ରହିଛି। ଭାରତୀୟ ଦଳ ପାଇଁ ଏହା ଏକ ଖୁସି ଖବର ହୋଇଥିବାବେଳେ ଦଳ ପାଇଁ ଆଉ ଏକ ଆଶ୍ୱସ୍ତିକର…

ରାଜନୈତିକ ଦଳ ଗଠନ କରିବେ ନାହିଁ ରଜନୀକାନ୍ତ

ଚେନ୍ନାଇ,୨୯।୧୨: କୌଣସି ରାଜନୈତିକ ଦଳ ଗଠନ ନ କରିବାକୁ ସୁପରଷ୍ଟାର ରଜନୀକାନ୍ତ ମଙ୍ଗଳବାର ଘୋଷଣା କରିଛନ୍ତି। ତାଙ୍କ ସ୍ବାସ୍ଥ୍ୟ ଖରାପ ଥିବାରୁ ସେ ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ତାମିଲନାଡୁରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ରଜନୀକାନ୍ତ ରାଜନୈତିକ ଦଳ…

ଏହି ସୁପରଷ୍ଟାରଙ୍କ ପୁଅ କରୋନା ପଜିଟିଭ

ସାଉଥ୍‌ ଫିଲ୍ମର ସୁପରଷ୍ଟାର ଚିରଞ୍ଜୀବୀଙ୍କ ପୁଅ ରାମ ଚରଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ଜଣାପଡ଼ିବା ପରେ ଏବେ ସେ କ୍ୱାରାଣ୍ଟାଇନ୍‌ରେ ରହିଛନ୍ତି। ନିକଟରେ ରାମ ଚରଣ ନିଜର କରୋନା ପରୀକ୍ଷା କରାଇଥିଲେ। ଏବେ ରିପୋର୍ଟ ପଜିଟିଭ ଆସିଛି। ସୋସିଆଲ…

ବିକାଶ ଧାରାକୁ ନୂଆ ରୂପ ଦେଇଛନ୍ତି ଓଡ଼ିଶାର ଘରୋଇ ଉଦ୍ୟୋଗୀ

ବର୍ଷ ୨୦୨୦ କରୋନା ଯୋଗୁ ସୃଷ୍ଟି ହୋଇଥିବା ପ୍ରତିକୂଳ ପରିସ୍ଥିତି ନିଯୁକ୍ତି ଏବଂ ଅର୍ଥନୀତିକୁ ପ୍ରଭାବିତ କରିଛି। ସେହି ପରିସ୍ଥିତିରୁ ବାହାରି ରାଜ୍ୟର ଅର୍ଥନୀତି ଏବଂ ନିଯୁକ୍ତି କ୍ଷେତ୍ରରେ ଦୃଢ଼ ସହଭାଗିତା ଦେଇ ବିକାଶର ଧାରାକୁ ପୁନର୍ବାର ଆରମ୍ଭ କରିବାରେ ଓଡ଼ିଶାର…

ମହିଳା ଅଧିକାରକର୍ମୀ ଲୌଜେନ୍‌ଙ୍କୁ ୬ ବର୍ଷ ଜେଲ ଦଣ୍ଡାଦେଶ: ଅନ୍ତର୍ଜାତୀୟସ୍ତରରେ ନିନ୍ଦା

ଦୁବାଇ,୨୯।୧୨: ସୌଦିରେ ମହିଳା ଅଧିକାରକର୍ମୀ ଲୌଜେନ୍‌ ଅଲ୍‌-ହଥଲୌଲ୍‌ଙ୍କୁ ୬ ବର୍ଷ ଜେଲ୍‌ ଦଣ୍ଡାଦେଶ ନିର୍ଦ୍ଦେଶ ଦିଆଯାଇଛି। ଏହାକୁ ଅନ୍ତର୍ଜାତୀୟସ୍ତରରେ ନିନ୍ଦା କରାଯାଇଛି। ସୌଦିରେ ପ୍ରଚଳିତ ଆତଙ୍କବାଦ ନିରୋଧୀ ଆଇନ ଅନ୍ତର୍ଗତ ଲୌଜେନ୍‌ଙ୍କୁ ଜେଲ ଦଣ୍ଡାଦେଶ କରାଯାଇଛି। ସେ ସମ୍ପ୍ରତି ନଜରବନ୍ଦୀ ରହିଛନ୍ତି।…

ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆଉ ଏକ ଝଟ୍‌କା: ଆଖିବୁଜିଲେ ଏହି ପ୍ରସିଦ୍ଧ ଅଭିନେତା

ବର୍ଷ ୨୦୨୦ ଶେଷ ହେବାକୁ ବସିଲାଣି। କିନ୍ତୁ ଖରାପ ଖବର ମିଳିବା ଏବେ ପର୍ଯ୍ୟନ୍ତ ବନ୍ଦ ହୋଇ ନାହିଁ। ଚଳିତ ବର୍ଷ ଅନେକ କଳାକାର ଏହି ଦୁନିଆ ଛାଡି ଚାଲିଯାଇଥିବା ବେଳେ ସୋମବାର ଏହି ତାଲିକାରେ ଯୋଡି ହୋଇଯାଇଛି ଆଉ ଏକ…

ରାସ୍ତାରେ ମଳତ୍ୟାଗ କଲା ମଇଁଷି: ମାଲିକ ଦେଲେ ୧୦ ହଜାର ଜରିମାନା

ଗ୍ବାଲିୟର,୨୯।୧୨: ନିର୍ମାଣ କରାଯାଇଥିବା ନୂଆ ରାସ୍ତାରେ ମଇଁଷି ମଳତ୍ୟାଗ କରିବାରୁ ମାଲିକଙ୍କୁ ଜରିମାନା ଦେବାକୁ ପଡ଼ିଛି। ମଧ୍ୟପ୍ରଦେଶର ଗ୍ବାଲିୟରର ଡି.ବି. ସିଟି ରୋଡ୍‌ର ନିର୍ମାଣ କରାଯାଉଥିଲା। ଏହି ସମୟରେ ରାସ୍ତାରେ ଯାଉଥିବା ମଇଁଷି ମଳତ୍ୟାଗ କରିଥିଲା। ନଗର ନିଗମର କମିଶନର ସନ୍ଦୀପ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri